ଭିଜିଲାନ୍ସ ଜାଲରେ ଜୟପୁରର ଇଲେକ୍ଟ୍ରିକାଲ ଇଞ୍ଜିନିୟର । ଲାଞ୍ଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜୟପୁର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଏସଡିଓ କେ ଶ୍ରୀନିବାସ । ୨୦ ହଜାର ଟଙ୍କା ଲାଂଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ । ଜୟପୁର ଇଲେକ୍ଟ୍ରିକାଲ କାର୍ଯ୍ୟାଳୟରେ ଫାଙ୍କା ଥିବା ଲେଡରମ୍ୟାନ ପଦବୀ ପାଇଁ ସୁପାରିଶ କରି ଲାଂଚ ନେଉଥିଲେ ଏସଡିଓ ।

ସୂଚନା ମୁତାବକ ଏସଡିଓଙ୍କ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ପୁରୁଷତ୍ୱ ଭୂୟାଁଙ୍କୁ ଉକ୍ତ ପଦବୀ ପାଇଁ ସୁପାରିଶ କରିଥିଲେ ଏସଡିଓ ।  ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ପ୍ରଥମ ମାସର ଦରମା ପାଇବା ପରେ ପୁରୁଷତ୍ୱଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥାନ୍ତେ ଏସଡିଓ । ଟଙ୍କା ଦେବା  ପୂର୍ବରୁ ପୁରୁଷତ୍ୱ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ପୁରୁଷତ୍ୱ ୨୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏସଡିଓ ।

The post ଭିଜିଲାନ୍ସ ଜାଲରେ ଜୟପୁରର ଇଲେକ୍ଟ୍ରିକାଲ ଇଞ୍ଜିନିୟର । ଲାଞ୍ଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: