ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଶେଷ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଉତ୍ତରପ୍ରଦେଶର ରାଜନୈତିକ ସମୀକରଣ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କିଙ୍ଗ ରାଜନୀତି ଓ ସମୀକରଣ ପାଇର୍ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ଆଲୋଚନା ହେଉଛି । ଏଥିରେ ୭ରୁ ୮ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ସଙ୍ଗୀତା ବିନ୍ଦ, ଜିତିନ ପ୍ରସାଦ, ଛତ୍ରପାଲ ଗଙ୍ଗବାରଙ୍କ ନାଁ ରହିଛି । ଜିତିନ୍ ପ୍ରସାଦ ନିକଟରେ କଂଗ୍ରେସରୁ ଆଜି ରାଜ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେ ଜାତିରେ ବ୍ରାହ୍ମଣ । ତାଙ୍କୁ ମନ୍ତ୍ରୀପଦ ଦେଇ ଉତ୍ତରପ୍ରଦେଶରେ ବିଜେପି ବ୍ରାହ୍ମଣ ଭୋଟ ହାତେଇବାକୁ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

 

୨୦୨୨ ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ରାଜନୈତିକ ଅଙ୍କ କଷା ବୋଲି ବିରୋଧୀ କହୁଛନ୍ତି ।

The post ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: