କାଲି ଭାରତ ବନ୍ଦ । କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡ଼ିଶାର ୭ ରାଜନୈତିକ ଦଳ ।

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପିସିସି ସଭାପତି କହିଛନ୍ତି, ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବେ, ତେବେ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ ।

ସେହିପରି ବିଜେଡି କହିଛି, ଚାଷୀଙ୍କ ସହ ଦଳ ସବୁ ବେଳେ ରହିଛି, ସଂସଦରେ ଏମଏସପି ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇଛି । ଏହାର ଜବାବ ଦେଇ ବିଜେପି କହିଛି, କଂଗ୍ରେସ ଓ ବାମ ଦଳ ନିଜ ରାଜନୈତିକ ପତିଆରା ବଜାୟ ରଖିବାକୁ ଏପରି ବନ୍ଦ, ଆନ୍ଦୋଳନ କରିଥାନ୍ତି, ଏହାର କୌଣସି ପ୍ରଭାବ ପଡିବ ନାହିଁ ।

The post କାଲି ଭାରତ ବନ୍ଦ । କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡ଼ିଶାର ୭ ରାଜନୈତିକ ଦଳ । first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: