ଚେନ୍ନାଇର ରୋମାଞ୍ଚକର ବିଜୟ: ୨ ୱିକେଟରେ କୋଲକାତାକୁ ହରାଇଲା ସିଏସକେ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ରୋମାଞ୍ଚକର ବିଜୟ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ କୋଲକାତାକୁ ୨ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଏବେ ଚେନ୍ନାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରି ସାରିଛି ।

ଏହି ମ୍ୟାଚରେ ଟସ ଜିତି କୋଲକାତା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିବାକୁ ଆସିଥିଲା ଚେନ୍ନାଇ । ଏହି ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ କରିଥିଲା ।

୧୭୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ଦଳ । ଆରମ୍ଭରୁ ଡୁ ପ୍ଲେସିସ ଓ ଗାଏକ୍ୱାର୍ଡ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଶେଷ ବେଳକୁ କୋବକାତା ବୋଲରମାନେ ଚେନ୍ନାଇକୁ ଚାପ ପକାଇଦେଇଥିଲେ । ତେଣୁ ଶେଷ ବଲରେ ଚେନ୍ନାଇ ବିଜୟ ଲାଭ କରିଥିଲା ।

The post ଚେନ୍ନାଇର ରୋମାଞ୍ଚକର ବିଜୟ: ୨ ୱିକେଟରେ କୋଲକାତାକୁ ହରାଇଲା ସିଏସକେ first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: