ବିନୟ କୁମାର ସକସେନା ଦିଲ୍ଲୀର ଉପରାଜ୍ୟପାଳ ନିଯୁକ୍ତ । ଅନୀଲ ବୈଜଲଙ୍କ ସ୍ଥାନ ନେବେ ବିନୟ।

କନକ ବ୍ୟୁରୋ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ହୋଇଛନ୍ତି ବିନୟ କୁମାର ସକସେନା । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନୀଲ ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା । ସୋମବାର ଅନୀଲ ବୈଜଲଙ୍କ ଇସ୍ତଫା ସ୍ୱୀକାର କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

https://platform.twitter.com/widgets.js

The post ବିନୟ କୁମାର ସକସେନା ଦିଲ୍ଲୀର ଉପରାଜ୍ୟପାଳ ନିଯୁକ୍ତ । ଅନୀଲ ବୈଜଲଙ୍କ ସ୍ଥାନ ନେବେ ବିନୟ। first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: