ରାଜ୍ୟରେ ବଢୁଛି ବାଘ ଛାଲ ଜବତ ଘଟଣା: କେଉଁ ଅଂଚଳର ବାଘ, ଜାଣିବା ପାଇଁ ବନ ବିଭାଗ କରିବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ: କେନ୍ଦୁଝର ଦେଓଗାଁ ରେଞ୍ଜ ଅଂଚଳରୁ ମହାବଳ ବାଘର ଛାଲ ଜବତ ହେବା ପରେ ତନାଘନା ଚଲାଇଛି ବନବିଭାଗ । ବଡ କଥା ହେଉଛି ସେହି ଅଂଚଳରେ, ପୂବ ର୍ରୁ ମହାବଳ ବାଘ ଥିବା ନେଇ କୌଣସି ସୂଚନା ବନ ବିଭାଗ ପାଖରେ ନଥିଲା । ତେଣୁ ବାଘ କେଉଁଠି ଆସିଲା, ବାଘ କେଉଁ ଅଂଚଳର ଜାଣିବା ପାଇଁ ଡିଏନଏ ଟେଷ୍ଟ କରିବା ପାଇଁ ନମୂନା ସଂଗ୍ରହ କରାଯାଇଛି ।

ଏହାଛଡା ରାଜ୍ୟରେ କଲତରାପତରିଆ ଛାଲ ବହୁତ ଜବତ ହେଉଥିବା ବେଳେ କେଉଁ ଅଂଚଳର ବାଘକୁ ଶିକାର କରାଯାଇଛି ଜଣାପଡୁ ନାହିଁ । ବାଘ ବା କଲରାପତରିଆର ଛାଲରୁ ଜଣାପଡୁ ନାହିଁ ଏହା ରାଜ୍ୟର ନା ବାହାର ରାଜ୍ୟରୁ ଆସୁଛି । ତେଣୁ ଡିଏନଏ ପ୍ରୋଫାଇଲ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଏହାଦ୍ୱାରା ବାଘ ଗୁଡିକର ଡିଏନଏ ସାମ୍ପୁଲ ସଂଗ୍ରହ କରି ରଖାଯିବ । ପରବର୍ତି ସମୟରେ ବାଘ ଛାଲ ଜବତ ହେଲେ ଡିଏନଏ ସହ ମ୍ୟାଚ କରି ଜାଣିହେବ ବାଘଟି କେଉଁ ଅଂଚଳର ।

The post ରାଜ୍ୟରେ ବଢୁଛି ବାଘ ଛାଲ ଜବତ ଘଟଣା: କେଉଁ ଅଂଚଳର ବାଘ, ଜାଣିବା ପାଇଁ ବନ ବିଭାଗ କରିବ ଡିଏନଏ ଟେଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: