ହମାସ ପରେ ଏବେ ହିଜବୁଲ୍ଲା ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ଇସ୍ରାଏଲ । ଇସ୍ରାଏଲ-ହମାସ ଯୁଦ୍ଧ ବିଗତ ୪୦ ଦିନରୁ ଉର୍ଦ୍ଧ ଧରି ଜାରି ରହିଛି । ହମାସ ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ମଝିରେ ମଝିରେ ରକେଟ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ କରୁଛି । ଏଭଳି ପରିସ୍ଥିତିରେ ଇସ୍ରାଏଲ ଏବେ ଦୁଇ ଆଡୁ ଆକ୍ରମଣର ସମ୍ମୁଖୀନ ହେଉଛି । ଏହି ସମୟରେ ଇସ୍ରାଏଲ୍ ଲେବାନନରେ ହିଜବୁଲ୍ଲାର ସେନାContinue reading “ଇସ୍ରାଏଲର ଦୁଇ ତରଫା ଆକ୍ରମଣ , ହମାସ ପରେ ଏବେ ହିଜବୁଲ୍ଲା ଉପରେ ଡ୍ରୋନ ଆଟାକ୍”
Author Archives: Raghaba
ରାଜସ୍ଥାନ ବିଧାନସଭା ନିର୍ବାଚନ କ୍ରମରେ କଂଗ୍ରେସ ଜାରିକଲା ଘୋଷଣାପତ୍ର । ୧୦ ଲକ୍ଷ ଚାକିରି, ୫୦ ଲକ୍ଷର ସ୍ୱାସ୍ଥ୍ୟବୀମା …
କନକ ବ୍ୟୁରୋ : ରାଜସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କଂଗ୍ରେସ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧବା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ପୁଣି କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ରାଜ୍ୟବାସୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ତେବେContinue reading “ରାଜସ୍ଥାନ ବିଧାନସଭା ନିର୍ବାଚନ କ୍ରମରେ କଂଗ୍ରେସ ଜାରିକଲା ଘୋଷଣାପତ୍ର । ୧୦ ଲକ୍ଷ ଚାକିରି, ୫୦ ଲକ୍ଷର ସ୍ୱାସ୍ଥ୍ୟବୀମା …”
ପରକୀୟାପ୍ରୀତି ସନ୍ଦେହରୁ ପତ୍ନୀକୁ ହତ୍ୟା ଉଦ୍ୟମ । ଭୁବନେଶ୍ୱରରେ ସ୍ତ୍ରୀକୁ ସ୍ୱାମୀ ହାଣିବା ଘଟଣାରେ ନୂଆ ମୋଡ
କନକ ବ୍ୟୁରୋ : ରାଜଧାନୀରେ ପତ୍ନୀଙ୍କୁ ଅଫିସରେ ପଶି ଛୁରି ଭୁସି ହତ୍ୟା ଉଦ୍ୟମ ଘଟଣା ହଇଚଇ ଖେଳାଇ ଦେଇଛି । ବରମୁଣ୍ଡା ସ୍ଥିତ କୃତିବାସ ଆପାର୍ଟମେଂଟର ବିଲ୍ଡର ସଂସ୍ଥାର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଘଟଣ । ସ୍ୱାମୀ ସପନ କୁମାର ଆକ୍ରମଣରେ ଗୁରୁତର ଆହତ ମଧୁସ୍ମିତା ଦାସ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରକୀୟା ପ୍ରତି ସନ୍ଦେହରେ ସ୍ତ୍ରୀ ମଧୁସ୍ମିତାଙ୍କୁ ସ୍ୱାମୀ ସପନ କୁମାର ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଅନ୍ୟପଟେContinue reading “ପରକୀୟାପ୍ରୀତି ସନ୍ଦେହରୁ ପତ୍ନୀକୁ ହତ୍ୟା ଉଦ୍ୟମ । ଭୁବନେଶ୍ୱରରେ ସ୍ତ୍ରୀକୁ ସ୍ୱାମୀ ହାଣିବା ଘଟଣାରେ ନୂଆ ମୋଡ”
ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ
କନକ ବ୍ୟୁରୋ : ପାଣି ପାଇଁ କଲେଜ ବନ୍ଦ । ହଷ୍ଟେଲରେ ପାଣି ନଆସିବାରୁ ସମସ୍ତ ଛାତ୍ରୀ ଗରା ବାଲଟି ଧରି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ୪ଟି ହଷ୍ଟେଲରେ ଗତ ଦୁଇ ମାସରୁ ଅଧିକ ସମୟ ଧରି ଠିକ୍ ଭାବେ ପାଣି ଯୋଗାଣ ହେଉନାହିଁ । ଏପରିକି ଗତ ୪ଦିନ ହେଲା ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଫଳରେ ହଷ୍ଟେଲରେContinue reading “ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ”
କୋଭିଡ୍ ଟିକାକରଣ ପାଇଁ ବଢୁଛି କି ଯୁବକଙ୍କ ଅକସ୍ମାତ ମୃତ୍ୟୁ? ଆଇସିଏମଆରର ରିପୋର୍ଟ କଲା ବଡ ଖୁଲାସା…
କନକ ବ୍ୟୁରୋ: କୋଭିଡ୍ ଟୀକା କାରଣରୁ ଦେଶରେ ବଢୁଛି କି ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ଏକ ଗବେଷଣାରୁ ଏମିତି କିଛି ତଥ୍ୟ ଆସିଛି, ଯାହା ଆପଣଙ୍କୁ ଜାଣିରଖିବା ନିହାତି ଆବଶ୍ୟକ । କୋଭିଡ୍ ଟିକାକରଣ ହେବା ପରଠାରୁ ଦେଶରେ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ ହେଉଥିବା ଖବର ପ୍ରସାରିତ ହେବାରେ ଲାଗିଥିଲା । ଏହାପରେ ଆଇସିଏମଆର ଏନେଇ ଗବେଷଣା କରିବା ପରେ, ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲContinue reading “କୋଭିଡ୍ ଟିକାକରଣ ପାଇଁ ବଢୁଛି କି ଯୁବକଙ୍କ ଅକସ୍ମାତ ମୃତ୍ୟୁ? ଆଇସିଏମଆରର ରିପୋର୍ଟ କଲା ବଡ ଖୁଲାସା…”
ମଧ୍ୟାହ୍ନ ଭୋଜନ, ୪ଶହ ପିଲାଙ୍କ ପାଇଁ ଅଧକେଜି ଡାଲି । ଚୁଲିଲେ ପାଣିଢାଳି ରୋଷେଇ ବନ୍ଦ କଲେ ଅଭିଭାବକ
କନକ ବ୍ୟୁରୋ : ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ବିରୋଧ କରି ରୋଷେଇ ବନ୍ଦ କଲେ ଅଭିଭାବକ । ଚୁଲିରେ ପାଣି ଢାଳିଦେଲେ । ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟଶ୍ୱର ଅପର୍ତିଚରଣ ଉଚ୍ଚ ବିଦ୍ୟାଳୟରେ ଉତେଜନା ଦେଖିବାକୁ ମିଳିଛି । ଅଭିଭାବକମାନେ ସ୍କୁଲରେ ପହଞ୍ଚି ରୋଷେଇ ବନ୍ଦ କରିବା ସହ ହୋହାଲ୍ଲା କରିଥିଲେ । ଅଭିଯୋଗ ଅନୁସାରେ ସ୍କୁଲରେ ୪୦୦ ଛାତ୍ରଛାତ୍ରୀ ଥିବା ବେଳେ ଅଧକେଜି ଡାଲି, ୩ କେଜି ଆଳୁContinue reading “ମଧ୍ୟାହ୍ନ ଭୋଜନ, ୪ଶହ ପିଲାଙ୍କ ପାଇଁ ଅଧକେଜି ଡାଲି । ଚୁଲିଲେ ପାଣିଢାଳି ରୋଷେଇ ବନ୍ଦ କଲେ ଅଭିଭାବକ”
ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ! ଝିଅର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ
କନକ ବ୍ୟୁରୋ : ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଭଦ୍ରକରୁ କୋଲକାତା ଯାଉଥିବା ବସରେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ତାର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଯାଜପୁର ଦଶରଥପୁର ଅଞ୍ଚଳର ଏହି ଘଟଣା ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ, ମା ଅସୁସ୍ଥ ଥିବା କହି ନାବାଳିକା ଝିଅକୁ ସାଙ୍ଗରେ ମେଡିକାଲ ନେବା ବାହାନାରେ ଦୁଷ୍କର୍ମ କରିଛି ବଡ଼Continue reading “ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ! ଝିଅର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ”
ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ରାତ୍ରଭୋଜନରେ ଯୋଗଦେଇ ଚର୍ଚ୍ଚାରେ ଥିବା କିଏ ଏହି ଭାରତୀୟ ?
ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଉପରେ ଜାତୀୟ କମିଟି ଦ୍ୱାରା ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀ ଭୋଜନ ଆୟୋଜିତ ହୋଇଥିଲା । ଏହି ରାତ୍ରଭୋଜନରେ ଯୋଗଦେଇ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟରେ ଆମେରିକା ଗସ୍ତରେ ଯାଇ ୧୪ ନଭେମ୍ବରରେ ଆମେରିକାରେ ପହଞ୍ଚିଥିଲେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କର ସାକ୍ଷାତକୁ ସାରା ବିଶ୍ୱContinue reading “ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ରାତ୍ରଭୋଜନରେ ଯୋଗଦେଇ ଚର୍ଚ୍ଚାରେ ଥିବା କିଏ ଏହି ଭାରତୀୟ ?”
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ
କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନContinue reading “ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ”
ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ।
କନକ ବ୍ୟୁରୋ : ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବିରୋଧୀ ସମର୍ଥନ ଜଣାଇଥିଲେ । ଉଭୟ କୋଶଳୀ ଓ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରContinue reading “ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । “