କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ । ଅଧିବେଶନ ପାଇଁ ବିରୋଧୀ ଓ ଶାସକଦଳ ରଣନୀତି ଚୂଡାନ୍ତ କରିଛନ୍ତି । ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ହୋଇଛି । ସେହିପରିContinue reading “ଆଜିଠୁ ବିଧାନସଭା ଶୀତ ଅଧିବେଶନ । ୩୦ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା”
Author Archives: Raghaba
ରାଇରଙ୍ଗପୁରରେ ରାଷ୍ଟ୍ରପତି । ଆଜି ତିନିଟି ଟ୍ରେନର ଶୁଭାରମ୍ଭ ସହ ଟ୍ରେନରେ କରିବେ ଯାତ୍ରା
କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଛନ୍ତି । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ଶ୍ୱଶୁର ଘର ଗାଁରେ ପହଞ୍ଚିବା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବେ । ପରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତContinue reading “ରାଇରଙ୍ଗପୁରରେ ରାଷ୍ଟ୍ରପତି । ଆଜି ତିନିଟି ଟ୍ରେନର ଶୁଭାରମ୍ଭ ସହ ଟ୍ରେନରେ କରିବେ ଯାତ୍ରା”
ଆଜି ପବିତ୍ର ଅଁଳାନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା
କନକ ବ୍ୟୁରୋ : ଆଜି ପବିତ୍ର ଅଁଳାନବମୀ । ସାକ୍ଷୀଗୋପାଳ ମନ୍ଦିରରେ ଜଗଦ୍ଧାତ୍ରୀ ମା’ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ପାଦଦର୍ଶନ ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବ୍ୟାରିକେଟ୍ ଦେଇ ଧାଡିରେ ଦର୍ଶନ କରୁଛନ୍ତି ଭକ୍ତ । ଅଁଳା ନବମୀ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାତିContinue reading “ଆଜି ପବିତ୍ର ଅଁଳାନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା”
ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । କୁଳିଅଣା ଠାରେ ଆବାସିକ ବିଦ୍ୟାଳୟର କଲେ ଉଦଘାଟନ
କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି, ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା । ତେଣୁ ପାଠ ପଢିବା ପାଇଁ ତାଙ୍କୁ ଘର ଠାରୁ ଅନେକ ଦୂରକୁ ଯିବାକୁ ପଡିଥିଲା । ସେ ଆହୁରି କହିଥିଲେ କି ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠContinue reading “ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । କୁଳିଅଣା ଠାରେ ଆବାସିକ ବିଦ୍ୟାଳୟର କଲେ ଉଦଘାଟନ”
ଇମ୍ପାଲ ଆକାଶରେ ଉଡିଲା ଅଜଣା ଉଡନ୍ତା ଯାନ ବା ୟୁଏଫଓ । ଏୟାରସ୍ପେଶରେ ୟୁଏଫଓ ଦେଖାଯିବା ପରେ ପିଛା କଲା ରାଫେଲ ବିମାନ
କନକ ବ୍ୟୁରୋ : ଇମ୍ପାଲ ଆକାଶରେ ଅଜଣା ଯାନ ଦୃଶ୍ୟମାନ । ସୋମବାର ଇମ୍ପାଲ ବିମାନବନ୍ଦର ନିକଟ ଆକାଶରେ ଅଜଣା ଉଡନ୍ତା ଯାନ ଦେଖାଯାଇଛି । ସୂଚନା ମିଳିବାପରେ ଏହାକୁ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ ଫାଇଟର ଏୟାରକ୍ରାପ୍ଟ ନିୟୋଜିତ କରିଥିଲା । ହାସିମାରା ଏୟାରଫେର୍ସ ବେସରୁ ପ୍ରଥମେ ରାଫେଲ ଫାଇଟର ୟୁଏଫଓ ଦେଖା ଯାଇଥିବା ସ୍ଥାନକୁ ଜେଟ ଉଡାଣ ଭରିଥିଲା । କୌଣସି ସୂଚନା ନମିଳିବାରୁ ଡବଲ ଚେକ କରିବା ପାଇଁ ୨ୟ ରାଫେଲContinue reading “ଇମ୍ପାଲ ଆକାଶରେ ଉଡିଲା ଅଜଣା ଉଡନ୍ତା ଯାନ ବା ୟୁଏଫଓ । ଏୟାରସ୍ପେଶରେ ୟୁଏଫଓ ଦେଖାଯିବା ପରେ ପିଛା କଲା ରାଫେଲ ବିମାନ”
ଛଟ ପର୍ବକୁ ନେଇ ଉତ୍ସାହର ମାହୋଲ । ବିହାର ସମେତ ଉତର ଭାରତରେ ଉତ୍ସବ, ଦିଲ୍ଲୀରେ ପ୍ରଦୂଷିତ ଯମୁନାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ଛଟପୂଜାକୁ ନେଇ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସାହ । ପରିବାରର ଶୁଭ ମନାସି, ସୁଖ ଶାନ୍ତି କାମନା ତଥା ସମାଜର ମଙ୍ଗଳ ପାଇଁ ପାଳନ କରାଯାଏ ଛଟ ପର୍ବ । ବିଶେଷ କରି ବିହାରରେ ଛଟପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ୪ଦିନ ଧରି ଚାଲିଥିବା ଛଟପୂଜାର ଶେଷ ଦିନରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା ସମାପନ କରାଯାଇଛି । ଘରେ ଘରେ ଭଳିକି ଭଳି ପିଠାପଣାର ମହକContinue reading “ଛଟ ପର୍ବକୁ ନେଇ ଉତ୍ସାହର ମାହୋଲ । ବିହାର ସମେତ ଉତର ଭାରତରେ ଉତ୍ସବ, ଦିଲ୍ଲୀରେ ପ୍ରଦୂଷିତ ଯମୁନାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ”
ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା
କନକ ବ୍ୟୁରୋ : ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ବଡ଼ ଅଘଟଣ । ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଭୁଶୁଡି ଫଳରେ ୩ମୃତ, ୧୦ଗୁରୁତର । ଘଟଣା ସ୍ଥଳରେ ପହଁଚି ଭଗ୍ନାବଶେଷକୁ ଆଡେଇ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି । ରଙ୍ଗାରେଡ୍ଡି ଜିଲ୍ଲା ମୋଇନାବାଦ ଅଂଚଳରେ ଇନଡୋର ନିର୍ମାଣ ଚାଲିଥିବା ବେଳେ ହଠାତ ଭୁଶୁଡି ପଡିଥିଲା ଷ୍ଟାଡିୟମ । ମୃତକଙ୍କ ପାଇଁ କ୍ଷତିପୂରଣ ସହContinue reading “ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା”
ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆସିଲା ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା
କନକ ବ୍ୟୁରୋ : ଅଯୋଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆସିଛି ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବେ । ସେହି ୪୮ ମିନିଟ ବେଶ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟକ୍ରମକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଅଭିଜିତ ମୁହୁର୍ତ ମୃଗଶିରା ନକ୍ଷତ୍ରରେ କରାଯିବ ପ୍ରାଣପ୍ରତିଷ୍ଠା । କୁହାଯାଉଛିContinue reading “ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆସିଲା ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା”
ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜସ୍ଥାନ । ସଭା ମଞ୍ଚରୁ କଂଗ୍ରେସକୁ ସନାତନ ବିରୋଧୀ କହିଲେ ପ୍ରଧାନମନ୍ତ୍ରୀ । ପ୍ରିୟଙ୍କା କହିଲେ ବିଜେପି ପୁଞ୍ଜିପତିଙ୍କ ଦଳ
କନକ ବ୍ୟୁରୋ : ରାଜସ୍ଥାନରେ ସେପଟେ ଜୋରଦାର ପ୍ରଚାର କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ବୁଝି ବିଚାରି ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା । ବିଜେପି ପାଖରେ ପ୍ରସଙ୍ଗ ନାହିଁ କେବଳ ଧର୍ମ ନାଁରେ ଦଳ ଭୋଟ ମାଗେ । ଦେଶବାସୀଙ୍କୁ ଭ୍ରମିତ କରେ ।ଗରିବଙ୍କୁ ଲୁଟ କରି ନିଜ ପୁଂଜିପତି ବନ୍ଧୁଙ୍କ ପକେଟContinue reading “ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜସ୍ଥାନ । ସଭା ମଞ୍ଚରୁ କଂଗ୍ରେସକୁ ସନାତନ ବିରୋଧୀ କହିଲେ ପ୍ରଧାନମନ୍ତ୍ରୀ । ପ୍ରିୟଙ୍କା କହିଲେ ବିଜେପି ପୁଞ୍ଜିପତିଙ୍କ ଦଳ”
ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ ପ୍ରଶ୍ନ
କନକ ବ୍ୟୁରୋ : ବିଶ୍ୱକପ ୨୦୨୩ ସରିଛି । ଟିମ ଅଷ୍ଟ୍ରେଲିଆ ପିନ୍ଧିଛି ଚାମ୍ପିୟନ ମୁକୁଟ । ନିରାଶ ହେଲେ ରୋହିତ ବାହୀନି । ଏହି ଘଟଣାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶ ଖେଳିଛି । ସେପଟେ ଅନ୍ୟ ଏକ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱକପର ବିଶାଳ ଆୟୋଜନରେ କ’ଣ ପାଇଁ ପୂର୍ବତନ କ୍ରିକେଟର ତଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତାକୁ ଏନେଇ ଏବେContinue reading “ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ ପ୍ରଶ୍ନ”