କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ ଉପରେ ଫୋକସ କରାଯାଉଛି । ୫ଟି ଭିନ୍ନ ଦିଗରୁ ହେବ ଉଦ୍ଧାରକାର୍ଯ୍ୟ -୫ଟି ଭିନ୍ନ ଭିନ୍ନ ଦିଗରୁ ଉଦ୍ଧାରକାର୍ଯ୍ୟ କରିବାକୁ ନିଷ୍ପତ୍ତିନିଆଯାଇଛି -୫ଟି ଦିଗରୁ ଯେଉଁ ଉଦ୍ଧାରକାମContinue reading “ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ ଉଦ୍ଧାରକାର୍ଯ୍ୟ”
Author Archives: Raghaba
ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିଲା । ଆଉ କୋଟି କେଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ବି କଲା । ବିଞ୍ଝାରପୁର ଥାନା ଅଂଚଳର ଜରି ଗାଁରେ ରବିବାର ରାତିରେ ଜଣେ କ୍ରିକେଟପ୍ରେମୀ ଯୁୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଗାଁର ଦେବରଂଜନ ନିଜ ଘର ନିକଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭାରତ ହାରିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଦେବରଂଜନContinue reading “ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ”
ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା ରୋବଟ ‘ଦକ୍ଷ’
କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ସନ୍ଧାନ କରିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରୋବର୍ଟ । ଯାହାର ନାଁ ହେଉଛି- ଦକ୍ଷ । ନାଁ ଯେମିତି ଦକ୍ଷ, ରୋବର୍ଟା କାମ ସେମିତି ଦକ୍ଷ । ଯେଉଁଠି ମଣିଷ ପହଂଚିବା କଷ୍ଟକର ହୋଇପଡ଼େ, ସେଠି ପହଂଚିଯାଏ ଏହି ଯନ୍ତ୍ର । ଡିଆରଡିଓ ନିର୍ମାଣ କରିଥିବା ଏହି ରୋବର୍ଟ- – ବିଜୁଳି ଦ୍ୱାରା ପରିଚାଳିତ ହୋଇଥାଏ – ବହୁ ଦୂରରୁ ଥାଇ ଏହାକୁ ନିୟନ୍ତ୍ରଣ କରିହୁଏContinue reading “ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା ରୋବଟ ‘ଦକ୍ଷ’”
ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା
କନକ ବ୍ୟୁରୋ : ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଛି ନୃଶଂସ ସ୍ୱାମୀ । ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ଘଟିଛି ଏଭଳି ଏକ ଚାଂଚଲ୍ୟକର ଘଟଣା । ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏକ ବିଲ୍ଡର ସଂସ୍ଥାରେ କାମ କରୁଥିବା ବେଳେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ସ୍ୱାମୀ । ତାଙ୍କୁ ଚୋଟ ପରେ ଚୋଟ ମାରିଚାଲିଥିଲେContinue reading “ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା”
ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା
କନକ ବ୍ୟୁରୋ : ମୁଣ୍ଡ ଉପରେ ଛାତଟିଏ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହୋଇ ଆସୁଛନ୍ତି ଭୁବନେଶ୍ୱରର ବସ୍ତିବାସିନ୍ଦା । ରାଜଧାନୀରେ ସମ୍ମାନର ସହ ବଂଚିବା ପାଇଁ ସ୍ୱପ୍ନ ଦେଖି ଆସୁଛନ୍ତି । ଆଉ ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିପି ମୋଡରେ ଭୁବନେଶ୍ୱରରେ ୬ଟି ପ୍ରକଳ୍ପ ହାତକୁ ନେଇଛି ବିଡିଏ ।Continue reading “ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା”
ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାରୁ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଶାସକ ଓ ବିରୋଧୀ ଦଳ । ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ବି ହୋଇଛି । ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଛି -ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତିର ପ୍ରତ୍ୟାହାର -ରତ୍ନଭଣ୍ଡାର ପ୍ରସଙ୍ଗ -ଧାନମଣ୍ଡି -ଦୁର୍ନୀତି ଓ ଭ୍ରଷ୍ଟାଚାର -ପିସି କାରବାରContinue reading “ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ”
ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍
କନକ ବ୍ୟୁରୋ : ଜନ୍ମମାଟିରେ ଯେତେବେଳେ ମ୍ୟାଡମ୍ ରାଷ୍ଟ୍ରପତିଙ୍କ ପାଦ ପଡ଼ୁଥିଲା, ତାଙ୍କ ଉପରେ ଅଟକି ରହିଥିଲା ସମସ୍ତଙ୍କ ନଜର । ଯଦିଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମୟୁରଭଞ୍ଜରେ ପହଂଚୁଥିଲେ, ତଥାପି ଜନ୍ମଭୂମିକୁ ପହଂଚିବାର ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିୁଥିଲା । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଟୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ୱାଗତ କରି ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିଥିଲେ । ସେଠାରୁ ସହିଦ ସ୍ମୃତିContinue reading “ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍”
ପୁରୀରେ ପ୍ରବଳ ଭିଡ଼ । ଅବ୍ୟବସ୍ଥା ଯୋଗୁଁ କାଳିଆ ଦର୍ଶନ ପାଇଁ କଲବଲ ହେଲେ ଶ୍ରଦ୍ଧାଳୁ, ଚେତା ହରାଇଲେ ମହିଳା ଭକ୍ତ
କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ପର୍ଯ୍ୟନ୍ତ , ଭିଡ ଲାଗିଛି । ଛୁଆ, ପିଲା, ବୟସ୍କ, ମହିଳା, ସମସ୍ତେ ଏହି ଭିଡରେ ଫଶି ରହିଛନ୍ତି । ଘଂଟା ଘଂଟା ଧରି ଛିଡା ହେବା ଯୋଗୁଁ କଲବଲ ହୋଇଛନ୍ତି । ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁContinue reading “ପୁରୀରେ ପ୍ରବଳ ଭିଡ଼ । ଅବ୍ୟବସ୍ଥା ଯୋଗୁଁ କାଳିଆ ଦର୍ଶନ ପାଇଁ କଲବଲ ହେଲେ ଶ୍ରଦ୍ଧାଳୁ, ଚେତା ହରାଇଲେ ମହିଳା ଭକ୍ତ”
ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା ଘୁନଘୁଟିପାଲି ଗ୍ରାମବାସୀ
କନକ ବ୍ୟୁରୋ : ମଣିଷ ନଥିବା ଗାଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପ୍ରଶାସନର ଅବହେଳା ଯୋଗୁ ଏବେ ଘୁନଘୁଟପାଲି ଗାଁ ମଣିଷ ଶୁନ୍ୟ ହୋଇଯାଇଛି । ହୀରକୁଦ ନଦୀ ବନ୍ଧ ନିର୍ମାଣ ଯୋଗୁ ୬୦ ବର୍ଷ ତଳେ ପାଣି ଆସି ଗାଁ ବୁଡେଇ ଦେଇଥିଲା । ପରେ ଗାଁ ଲୋକେ ଅଳ୍ପ ଦୂର ଜଙ୍ଗଲ ପାଖ ଉଚ୍ଚ ଜାଗାରେ ରହିଲେ । ହେଲେ ୨୦୦୯ରେ ଜଙ୍ଗଲରେ ନିଆଁ ଲାଗି ପୁରାContinue reading “ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା ଘୁନଘୁଟିପାଲି ଗ୍ରାମବାସୀ”
ଚିନ୍ତାରେ ମକା ଚାଷୀ । କ୍ୱିଂଟାଲ ପିଛା ହଜାରେ ଟଙ୍କା କ୍ଷତିରେ ବିକୁଛନ୍ତି ଶସ୍ୟ, ମଣ୍ଡି ନଥିବାରୁ ଦଲାଲ ଉଠାଉଛନ୍ତି ଲାଭ
କନକ ବ୍ୟୁରୋ : ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଅଲଗା । କଳାହାଣ୍ଡି କୋକଶରା ବ୍ଲକର ୨୨ ଟି ପଂଚାୟତର ପ୍ରାୟ ୫ ହଜାର ହେକ୍ଟର ଜମିରେ ଚାଷୀମାନେ ମକା ଚାଷ କରୁଛନ୍ତି । ପୂର୍ବ ବର୍ଷଗୁଡିକ ତୁଳନାରେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଉପଯୁକ୍ତ ମୂଲ୍ୟ ପାଉନଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି । ବଜାରରେ ମକା କ୍ୱଂଟାଲ ପିଛା ଦର ଅଢେଇ ହଜାରContinue reading “ଚିନ୍ତାରେ ମକା ଚାଷୀ । କ୍ୱିଂଟାଲ ପିଛା ହଜାରେ ଟଙ୍କା କ୍ଷତିରେ ବିକୁଛନ୍ତି ଶସ୍ୟ, ମଣ୍ଡି ନଥିବାରୁ ଦଲାଲ ଉଠାଉଛନ୍ତି ଲାଭ”