କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଏହି ସମୟରେ ବିଧାନସଭାରେ କୋଶଳୀ ଭାଷାରେ ନିଜର ଅଭିଭାଷଣ ରଖିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଓଲିଉଡ କଳାକାରଙ୍କ କଳିରୁ ତେଜିଥିବା କୋଶଳ ରାଜ୍ୟ ଦାବି ବେଳେ ନରସିଂହ ମିଶ୍ର ଏଭଳି ଏକ ପ୍ରସ୍ତାବ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ନରସିଂହଙ୍କ ପ୍ରସ୍ତାବର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଧାନସଭା ଅନୁମୋଦନ ପାଇଥିବାContinue reading “କଂଗ୍ରେସ ବିଧାୟକଙ୍କ ପ୍ରସ୍ତାବ ନେଇ ବଢିଲା ଚର୍ଚ୍ଚା । କୋଶଳୀ ଭାଷାରେ ଅଭିଭାଷଣ ରଖିବାକୁ ଦେଲେ ପ୍ରସ୍ତାବ ।”
Author Archives: Raghaba
କାଲିଠୁ ବିଧାନସଭା ଶୀତ ଅଧିବେଶନ । ସର୍ବଦଳୀୟ ବୈଠକ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।
କନକ ବ୍ୟୁରୋ: ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ତେବେ ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବାକୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସର୍ବଦଳୀୟ ବୈଠକ କରିଛନ୍ତି । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନ ୪ଟା ପରେ ବିଜେପି ବିଧାୟକ ଦଳର ବୈଠକContinue reading “କାଲିଠୁ ବିଧାନସଭା ଶୀତ ଅଧିବେଶନ । ସର୍ବଦଳୀୟ ବୈଠକ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।”
ସେବି ନିକଟରେ ଥିବା ସାହାରା ଟଙ୍କାକୁ ନେଇ ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଣ ଦାବିଦାର ରାଶିକୁ ଗରିବ କଲ୍ୟାଣ ଯୋଜନାରେ ହେବ ବିନିଯୋଗ
କନକ ବ୍ୟୁରୋ : ସାହାର-ସେବି ରିଫଣ୍ଡ ଆକାଉଣ୍ଟରେ ଥିବା ଟଙ୍କାକୁ ସରକାରଙ୍କ ସଂଯୁକ୍ତ ପାଣ୍ଠିକୁ ସ୍ଥାନାନ୍ତର କରିବା ବୈଧତା ଉପରେ ସରକାର ବିଚାର କରୁଥିବା ଜଣାପଡିଛି । ତେବେ ଭବିଷ୍ୟତରେ ଦାବି କରୁଥିବା ନିବେଶକଙ୍କ ପାଇଁ ବ୍ୟବସ୍ଥା କରାଯିବା ବୋଲି ଆଶା କରାଯାଉଛି । ଗତ ସପ୍ତାହରେ ସହାରାର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ଉପରେ ବିଚାର କରାଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ସୂଚନା ମୁତାବକ ସାହାରା ରିଫଣ୍ଡContinue reading “ସେବି ନିକଟରେ ଥିବା ସାହାରା ଟଙ୍କାକୁ ନେଇ ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଣ ଦାବିଦାର ରାଶିକୁ ଗରିବ କଲ୍ୟାଣ ଯୋଜନାରେ ହେବ ବିନିଯୋଗ”
କାଲିଠୁ ବିଧାନସଭା ଶୀତ ଅଧିବେଶନ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି । ବିଧାନସଭା ସୁରକ୍ଷାରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ
କନକ ବ୍ୟୁରୋ: ଶୀତ ଅଧିବେଶନ ପୂର୍ବରୁ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ପୋଲିସ କମିଶନରଙ୍କ ସମେତ ଭୁବନେଶ୍ୱର ଡିସିିପି ଓ ଅନ୍ୟ ଅଧିକାରୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜି । ପ୍ରତି ଅଧିବେଶନ ଭଳି ଏଥର ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ବିଧାନସଭା ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିଭଳି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବାContinue reading “କାଲିଠୁ ବିଧାନସଭା ଶୀତ ଅଧିବେଶନ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି । ବିଧାନସଭା ସୁରକ୍ଷାରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ”
ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ସାମିଲ ହେବେ ୧୦୦ ଜଣ ବସ୍ ମାଲିକ ।
କନକ ବ୍ୟୁରୋ: ୨୨ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଆଜି ସଂଘର ବୈଠକ ବସିଥିଲା । ଏହାପରେ ଏପରି ଏକ ନିଷ୍ପତି ହୋଇଥିବା ଜଣାପଡିଛି । ମୋଟ୍ ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି । ବ୍ଲକରୁ ଜିଲ୍ଲାକୁ ବସ୍Continue reading “ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ସାମିଲ ହେବେ ୧୦୦ ଜଣ ବସ୍ ମାଲିକ ।”
ଆଦିବାସୀ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ । ସେପଟେ ଜବାବ ରଖିଲେ ବିଜେଡି ବିଧାୟକ ପଦ୍ମନାଭ ବେହେରା ।
କନକ ବ୍ୟୁରୋ: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆଦବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ନିଷ୍ପତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ । ଆଦିବାସୀ ମାନଙ୍କୁୁ ଭୂମିହୀନ କରିବାକୁ ଏହା ସରକାରଙ୍କ ବଡ ଷଡଯନ୍ତ୍ର । କ୍ୟାବିନେଟ ମଂଜୁର ନିଷ୍ପତିକୁ ସ୍ଥଗିତ ରଖିବାର ଅର୍ଥ ପରେ ଲାଗୁ କରାଯାଇପାରେ । ଏଣୁ ଆଦିବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ସରକାରContinue reading “ଆଦିବାସୀ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ । ସେପଟେ ଜବାବ ରଖିଲେ ବିଜେଡି ବିଧାୟକ ପଦ୍ମନାଭ ବେହେରା ।”
ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡର ସୁଯୋଗ ନେଇ ମାତିଲେ ଅସାଧୁ ବ୍ୟବସାୟୀ । ଜଗା ଦୁଆରରେ ଚଢା ଦରରେ ବିକ୍ରି କରୁଛନ୍ତି ପାଣି ବୋତଲ ।
କନକ ବ୍ୟୁରୋ: ଜଗା ଦୁଆରରେ ମହଙ୍ଗା ହେଲା ଖାଦ୍ୟ ସାମଗ୍ରୀ । ଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ମହଙ୍ଗା ଦରରେ ପାଣି ବୋତଲ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରିଛନ୍ତି ଅସାଧୁ ବ୍ୟବସାୟୀ । ଧାଡି ବାନ୍ଧି ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁContinue reading “ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡର ସୁଯୋଗ ନେଇ ମାତିଲେ ଅସାଧୁ ବ୍ୟବସାୟୀ । ଜଗା ଦୁଆରରେ ଚଢା ଦରରେ ବିକ୍ରି କରୁଛନ୍ତି ପାଣି ବୋତଲ ।”
ସହରାଞ୍ଚଳର ଗରିବଙ୍କୁ ମିଳିବ ଆପାର୍ଟମେଣ୍ଟ । କ୍ୟାମ୍ପସରେ ରହିଛି ପାର୍କ, କମ୍ୟୁନିଟି ସେଣ୍ଟର ସହ ମାର୍କେଟ କଂପ୍ଲେକ୍ସର ସୁବିଧା । ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ସହରୀ ଗରିବ ବସ୍ତି ବାସ୍ତିନ୍ଦାଙ୍କୁ ମିଳିବ ଘର । ଆଜି ସୁଲଭ ବାସଗୃହ ପ୍ରକଳ୍ପ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ସହରରେ ରହୁଥିବା ଗରିବ ଏଣିକି ମୁଣ୍ଡ ଉପରେ ଛାତ ପାଇବେ । ରାଜ୍ୟ ସରକାର ସମସ୍ତଙ୍କ ରହିବା ପାଇଁ ସ୍ଥାନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖାସ୍ କରି ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ରହିବା ବ୍ୟବସ୍ଥା ପାଇଁ ସରକାର ଗୃହ ଯୋଜନାContinue reading “ସହରାଞ୍ଚଳର ଗରିବଙ୍କୁ ମିଳିବ ଆପାର୍ଟମେଣ୍ଟ । କ୍ୟାମ୍ପସରେ ରହିଛି ପାର୍କ, କମ୍ୟୁନିଟି ସେଣ୍ଟର ସହ ମାର୍କେଟ କଂପ୍ଲେକ୍ସର ସୁବିଧା । ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।”
ଭାରତୀୟ ଆକାଶରେ ଉଡନ୍ତା ଥାଳିଆ : ପିଛା କଲା ରାଫେଲ
ଭାରତୀୟ ବାୟୁସେନା ଇମ୍ଫାଲ ବିମାନବନ୍ଦରରେ ଦେଖାଯାଇଥିବା UFO(Unidentified flying object) ଅର୍ଥାତ୍ ଅଜଣା ଉଡନ୍ତା ବସ୍ତୁକୁ ଖୋଜିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାକୁ ଖୋଜିବା ପାଇଁ ଦୁଇଟି ରାଫେଲ ଯୁଦ୍ଧବିମାନ ପଠାଇଛି ଭାରତୀୟ ବାୟୁସେନା । ଏହି ଯୁଦ୍ଧ ବିମାନଗୁଡ଼ିକ ଇମ୍ଫାଲର ଆକାଶରେ ଏବଂ ଏହାର ଆଖପାଖରେ ଏହି UFO କୁ କ୍ରମାଗତ ଭାବରେ ଖୋଜି ଚାଲିଛନ୍ତି । ୧୯ ନଭେମ୍ବର ୨୦୨୩ ଅର୍ଥାତ୍ ରବିବାର ଦିନ ଏକ UFO(ଅଜଣା ଉଡନ୍ତା ବସ୍ତୁ) ଇମ୍ଫାଲ୍Continue reading “ଭାରତୀୟ ଆକାଶରେ ଉଡନ୍ତା ଥାଳିଆ : ପିଛା କଲା ରାଫେଲ”
ପବିତ୍ର କର୍ତାର୍ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।
କନକ ବ୍ୟୁରୋ: ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନରୋୱାଲସ୍ଥିତ କର୍ତାର୍ପୁର ଦରବାର ଗୁରୁଦ୍ୱାରା ପରିସରରେ ‘ଡ୍ୟାନ୍ସ ପାର୍ଟି’ ଆୟୋଜନ କରି ସେଥିରେ ମଦ ଓ ମାଂସ ପରିବେଶଷଣ କରାଯାଇଥିବା ଘଟଣାକୁ ନେଇ ଏବେ ସଂଖ୍ୟାଲଘୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ପାକିସ୍ତାନର ଯେଉଁ ଅଧିକାରୀମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶିଖ୍ ସମ୍ପ୍ରଦାୟ ଦାବି କରିଛି । ଏହାକୁ ବିଜେପି ନେତା ମନ୍ଜିନ୍ଦର୍ ସିଂହ ମଧ୍ୟ ବିରୋଧContinue reading “ପବିତ୍ର କର୍ତାର୍ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।”