ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ

କନକ ବ୍ୟୁରୋ : ପ୍ରସାଧନ ସାମଗ୍ରୀ ସାବୁନ, ହେୟାର ଅଏଲ କିମ୍ବା ଅଗରବତୀ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ କିଆ ଫୁଲର ଅତର । ଗଂଜାମର କିଆଫୁଲରୁ ତିଆରି ଅତର ସାରା ବିଶ୍ୱରେ ଆଦୃତ ହୋଇପାରିଥିବା ବେଳେ ବର୍ଷ ବର୍ଷ ଧରି ଏହା ଲୋକଙ୍କ ରୋଜଗାର ମାଧ୍ୟମ ପାଲଟିଛି । ତେବେ କିଆ ଫୁଲ ଭିତରେ ଗଞ୍ଜାମ କିଆ ଫୁଲର ରହିଛି ନିଆରା ଚାହିଦା । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର ଓ ଚିକିଟି ନିର୍ବାଚନ ମଣ୍ଡଳୀର ବିଭିନ୍ନContinue reading “ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ”

୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର ଅଭିଯାନ

କନକ ବ୍ୟୁରୋ : ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓContinue reading “୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର ଅଭିଯାନ”

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ ସଲାମ

କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ । ଏ ସବୁ ଭିତରେ ଆଉ ଏକ ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା, ବାପାଙ୍କ ପ୍ରାର୍ଥୀବ ଶରୀର ଆସୁଛି, ଘରେ ବାହାରେContinue reading “ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ ସଲାମ”

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ ୨ଟା୨୦ମିନିଟ୍ରେ ପହଂଚିବା ପରିବର୍ତ୍ତେ ଦିନ ୧୧ଟା ୨୫ମିରେ ବାରିପଦାରେ ପହଂଚିବେ   । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘରContinue reading “ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ”

ଓଡିଶାରେ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ ।ବିକଶିତ ହେବ ଭିତ୍ତିଭୂମି, ମିଳିବ ଗୁଣାତ୍ମକ ଶିକ୍ଷା

କନକ ବ୍ୟୁରୋ : ଭୁବନେଶ୍ୱର ରେଲବାଇ ଅଡିଟୋରିୟମ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ବା ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ପିଏମଶ୍ରୀ ଯୋଜନା ପାଇଁ ଏମଓୟୁ କରିନଥିବାରୁ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଏହି ଯୋଜନାର ଆରମ୍ଭ ହୋଇଛି । ଜାତୀୟ ଶିକ୍ଷା ନୀତି ଆଧାରରେ ପିଏମଶ୍ରୀ ସ୍କୁଲରେ ନବସୃଜନ ଆଧାରିତ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସରୁମ, କ୍ରୀଡା ସହContinue reading “ଓଡିଶାରେ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ ।ବିକଶିତ ହେବ ଭିତ୍ତିଭୂମି, ମିଳିବ ଗୁଣାତ୍ମକ ଶିକ୍ଷା”

ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ ପହଁଚିଲେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି

କନକ ବ୍ୟୁରୋ : ସାରାଦେଶରେ କ୍ରିକେଟର ଫିଭର । ଗାଁ ଠୁ ସହର, ସବୁଠି ଦେଖିବାକୁ ମିଳିଥିଲା କ୍ରିକେଟର କ୍ରେଜ । ବିଶ୍ୱକପ୍ ମହାମୁକାବିଲର କାଉଂଟଡାଉନ ଆରମ୍ଭ ହେବା ସହ ଭାରତୀୟ ଟିମର ବିଜୟ କାମନା କରି ଚାରିଆଡେ ଚାଲିଥିଲା ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ କ୍ରିକେଟ ପ୍ରେମୀ । ଅଧିଷ୍ଠାତ୍ରୀ ଦେବା ମା ବିରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ସମୂହ ଦୀପଦାନ କରାଯାଇଛି । ଅଖଣ୍ଡ ଦୀପ ଜାଳିContinue reading “ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ ପହଁଚିଲେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି”

ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ,ଅଷ୍ଟ୍ରେଲିଆର ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

କନକ ବ୍ୟୁରୋ : ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଟସ୍ ହାରିଲେ ବି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତି ନେଇଥିବାରୁ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଛୁଳି ପଡୁଥିବା ଦର୍ଶକଙ୍କ ଇଣ୍ଡିଆ ଇଣ୍ଡିଆ ନାରା ଭାରତୀୟ ଦଳର ମନରେ ଜୋସ୍ ଭରି ଦେଇଥିଲା ।Continue reading “ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ,ଅଷ୍ଟ୍ରେଲିଆର ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ”

ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ବାଲିଯାତ୍ରାରେ ଟନେଲ୍ ଫିସ୍ ଆକ୍ୱାରିୟମରେ ବୁଲିବେ ଲୋକ

କନକ ବ୍ୟୁରୋ : ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି।Continue reading “ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ବାଲିଯାତ୍ରାରେ ଟନେଲ୍ ଫିସ୍ ଆକ୍ୱାରିୟମରେ ବୁଲିବେ ଲୋକ”

ବସ୍ତାରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । କୁନି କୁନି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ

କନକ ବ୍ୟୁରୋ : ଅଙ୍ଗନବାଡି ଜରିଆରେ ଗର୍ଭବତୀ ମହିଳା ଏବଂ ଛୁଆଙ୍କୁ ପୃଷ୍ଟିକର ଛତୁଆ ବଂଟନ କରାଯାଉଛି । ଏହାସହ ସୁଜି, ଲଡୁ ଏବଂ ଗୁଡ ବାଦାମ ମଧ୍ୟ ବଂଟନ ବ୍ୟବସ୍ଥା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠି ଛତୁଆ ପ୍ରସ୍ତୁତ ପାଇଁ ଅନୁମତି ପାଇଛି । ଏହି ଗୋଷ୍ଠୀ ଅତ୍ୟନ୍ତ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଂଟନ କରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପ୍ୟାକେଟ ଛତୁଆରେ ଆଧାରୁContinue reading “ବସ୍ତାରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । କୁନି କୁନି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ”

ଚାଷ କ୍ଷେତରୁ ଲିଭି ଯିବକି ନଳିତା ଚାଷ । ସାଲେପୁର, ନିଶ୍ଚିନ୍ତ କୋଇଲି ଓ ମାହାଙ୍ଗାରେ ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

କନକ ବ୍ୟୁରୋ : ଯୁଆଡେ ଚାହିଁଲେ ଖାଲି ଧାନ ଚାଷ ନହେଲେ ଚାଷ ଜମି ପଡିଆ ପଡିଛି । ଜମି ପଡିଆ ପଡିବାର କାରଣ ହେଉଛି ନଳିତା ଚାଷରୁ ଚାଷୀ ବିମୁଖ ହେବା । ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ଆଉ ନଳିତା ଚାଷ କରିବେ ନାହିଁ ବୋଲି କହିଲେଣି । ନଳିତା ଚାଷ ଏକ ଲାଭ ଜନକ ଫସଲ । ହେଲେ ବହୁContinue reading “ଚାଷ କ୍ଷେତରୁ ଲିଭି ଯିବକି ନଳିତା ଚାଷ । ସାଲେପୁର, ନିଶ୍ଚିନ୍ତ କୋଇଲି ଓ ମାହାଙ୍ଗାରେ ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ”

Design a site like this with WordPress.com
Get started