କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ । ଏ ସବୁ ଭିତରେ ଆଉ ଏକ ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା, ବାପାଙ୍କ ପ୍ରାର୍ଥୀବ ଶରୀର ଆସୁଛି, ଘରେ ବାହାରେContinue reading “ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଦିଆଗଲା ଶେଷ ସଲାମ”
Author Archives: Raghaba
ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ଭାରତ ଅଲଆଉଟ୍ । ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ୍ ।
କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ ଦେଲା ଭାରତ । ଭାରତର ବ୍ୟାଟିଂ ଲାଇନଅପ୍ ଆଜି ନୈରଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଶୁଭମନ୍ ଗିଲ୍ , ଶ୍ରେୟାସ ଆୟର, ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅତ୍ୟନ୍ତ ନିରାଶ କରିଛି । ପ୍ରଥମ ୧୦ ଓଭରରେ ଭାରତ ଦ୍ରୁତ ଆରମ୍ଭ କରି ଥିଲେ ସୁଦ୍ଧା ଅଧିନାୟକ ରୋହିତ ଶର୍ମାContinue reading “ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ଭାରତ ଅଲଆଉଟ୍ । ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ୍ ।”
ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି
କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ ୨ଟା୨୦ମିନିଟ୍ରେ ପହଂଚିବା ପରିବର୍ତ୍ତେ ଦିନ ୧୧ଟା ୨୫ମିରେ ବାରିପଦାରେ ପହଂଚିବେ । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘରContinue reading “ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି”
୮ ଦିନ ଧରି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଜାଣନ୍ତୁ ସେମାନଙ୍କୁ ବାହାରୁ କଣ ଦିଆଯାଉଛି ଖାଦ୍ୟ
କନକ ବ୍ୟୁରୋ : ଗତ ରବିବାର ଠାରୁ ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଏକ ଟନେଲ ଧସିଯିବାରୁ ଭିତରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରଚେଷ୍ଠା ଜାରି ରହିଛି । ହେଲେ ଆପଣଙ୍କ ଭିତରେ ଉତ୍ସାହ ରହିଥିବ କି, ଫସି ରହିଥିବା ଶ୍ରମିକମାନଙ୍କୁ ବାହାରୁ କଣ କଣ ଖାଦ୍ୟ ଦିଆଯାଉଛି । ଏହି କ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘଟଣା ସ୍ଥଳରେContinue reading “୮ ଦିନ ଧରି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଜାଣନ୍ତୁ ସେମାନଙ୍କୁ ବାହାରୁ କଣ ଦିଆଯାଉଛି ଖାଦ୍ୟ”
ବିଶ୍ୱକପ୍ ଫାଇନାଲରେ ପୁଣି ଚମକିଲେ ବିରାଟ । ୫୬ ବଲରେ ୫୦ ରନ କରି କରୁଛନ୍ତି ବ୍ୟାଟିଂ
କନକ ବ୍ୟୁରୋ : ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍ । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ଏହି କ୍ରମରେ ଭାରତ ୩ ୱିକେଟ ହରାଇ ୨୬ ଓଭରରେ ୧୩୫ ରନ କରିଛି । ହେଲେ ଅନ୍ୟ ସମସ୍ତ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲି ନିଜର ଚମତ୍କାର ଦେଖାଇଛନ୍ତି । ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ବିରାଟ ଧର୍ଯ୍ୟର ସହ ବ୍ୟାଟିଂ କରି ୫୬Continue reading “ବିଶ୍ୱକପ୍ ଫାଇନାଲରେ ପୁଣି ଚମକିଲେ ବିରାଟ । ୫୬ ବଲରେ ୫୦ ରନ କରି କରୁଛନ୍ତି ବ୍ୟାଟିଂ”
କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଶେଷ ସଲାମ । ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ । ତ୍ରିପୁରା ବୋର୍ଡରେ କାର୍ଯ୍ୟରତ ବେଳେ ହୋଇଥିଲେ ସହିଦ
କନକ ବ୍ୟୁରୋ: ଜନ୍ମମାଟିରେ ସହିଦଙ୍କ ହେଲା ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କର ପଡ଼ିଆରେ ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା । କଳାହାଣ୍ଡିର ଯବାନ ଗତ ୩ ଦିନ ତଳେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ । ଏହାପରେ ଇଶ୍ୱର ଚନ୍ଦ୍ରଙ୍କ ପାର୍ଥିବ ଶରୀର ଆଜି ଗାଁରେ ପହଞ୍ଚିଥିଲା । କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ । ଅମାଠ ଛକ ଠାରୁ ତାଙ୍କ ଗାଁ ବେଳଖଣ୍ଡି ପର୍ଯ୍ୟନ୍ତ ହଜାର ହଜାର ଲୋକContinue reading “କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଶେଷ ସଲାମ । ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ । ତ୍ରିପୁରା ବୋର୍ଡରେ କାର୍ଯ୍ୟରତ ବେଳେ ହୋଇଥିଲେ ସହିଦ”
ରାଜସ୍ଥାନ ଚୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬ ପୋଲିସ କର୍ମଚାରୀ ମୃତ
କନକ ବ୍ୟୁରୋ : ରାଜସ୍ଥାନ ଚୁରୁ ଜିଲ୍ଲା ସୁଜାନଗଡ ଥାନା ଅଞ୍ଚଳରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ପ୍ରଶାସନ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି କାର ଭିତରୁ ଶବଗୁଡିକୁ ବାହାରକୁ ବାହାର କରି ସ୍ଥାନୀୟ ହସ୍ପିଟାଲର ଶବଗୃହରେ ରଖିଛି ।Continue reading “ରାଜସ୍ଥାନ ଚୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬ ପୋଲିସ କର୍ମଚାରୀ ମୃତ”
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ୧୪୦ କୋଟି ଭାରତୀୟ କରୁଛନ୍ତି ବିଜୟ କାମନା
କନକ ବ୍ୟୁରୋ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ଭାରତୀୟ ଦଳ ସହ ରହିଛି ୧୪୦ କୋଟି ଭାରତୀୟଙ୍କ ବିଜୟ କାମନା । ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା । ତେବେ ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ବୋଲିଂ କରିବା ସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ରୋହିତ ଶର୍ମା ଫୁଲ ଦମ୍ ସହ ପିଚକୁContinue reading “ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ୧୪୦ କୋଟି ଭାରତୀୟ କରୁଛନ୍ତି ବିଜୟ କାମନା”
ବିଶ୍ୱକପ୍ କ୍ରିକେଟ ଫାଇନାଲ ଫାଇଟ୍ ଆରମ୍ଭ । ବ୍ୟାଟିଂ କରୁଛି ରୋହିତ ବାହିନୀ । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।
କନକ ବ୍ୟୁରୋ: ସରିଲା ଅପେକ୍ଷା । ଆରମ୍ଭ ହୋଇଛି ବିଶ୍ୱକପ୍ ଫାଇନାଲ୍ । ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ ଜାରି ରଖିଛି ଭାରତ । ଭାରତର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ଅଷ୍ଟ୍ରେଲିଆ ମଧ୍ୟ ତା’ର ଏକାଦଶ ଅପରିବର୍ତିତ ରଖିଛି । ୨୦ ବର୍ଷContinue reading “ବିଶ୍ୱକପ୍ କ୍ରିକେଟ ଫାଇନାଲ ଫାଇଟ୍ ଆରମ୍ଭ । ବ୍ୟାଟିଂ କରୁଛି ରୋହିତ ବାହିନୀ । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।”
ପାଲେଷ୍ଟାଇନକୁ ସହାୟତା ପଠାଇଲା ଭାରତ । ମିଶର ରାସ୍ତା ଦେଇ ପହଂଚିବ ସହାୟତା
କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦିଆଯାଇଛି । ଏହି କ୍ରମରେ ଭାରତ ତରଫରୁ ୩୨ ଟନ୍ ନିତ୍ୟାବଶକୀୟ ସାମଗ୍ରୀ ସି-୧୭ ଏୟାରକ୍ରାଫ୍ଟ ସହାୟତାରେ ମିଶର ପଠାଯାଇଛି । ସେପଟେ ମିଳିତ ଜାତିସଂଘ କହିଛି କି ଅଲସିଫା ହସ୍ପିଟାଲରେ ଏବେ ବି ୨୫ ଜଣ କର୍ମଚାରୀ, ୨୯୧ ଜଣ ରୋଗୀ ଓ ୩୨ ଜଣ ନବଜାତ ଶିଶୁ ରହିଛନ୍ତି । ଏହି ପିଲାମାନଙ୍କରContinue reading “ପାଲେଷ୍ଟାଇନକୁ ସହାୟତା ପଠାଇଲା ଭାରତ । ମିଶର ରାସ୍ତା ଦେଇ ପହଂଚିବ ସହାୟତା”