କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ : ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପରିବାର

କନକ ବ୍ୟୁରୋ : ଦୀର୍ଘ ୨୭ ଦିନ ହେଲା ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ କରୋନାContinue reading “କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ : ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପରିବାର”

ସୁଇସ୍ ବ୍ୟାଙ୍କରେ ବଢିଲା ଭାରତୀୟଙ୍କ ପାଣ୍ଠି : ୨୦ ହଜାର ୭୦୦ କୋଟି ଟଙ୍କାର ସଂପତି ବୃଦ୍ଧି ହୋଇଥିବା ସୂଚନା

କନକ ବ୍ୟୁରୋ : ସୁଇସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ପାଣ୍ଠି । ସୁଇସ୍ ବ୍ୟାଙ୍କରେ ୨୦ ହଜାର ୭୦୦ କୋଟି ଟଙ୍କାର ପାଣ୍ଠି ବୃଦ୍ଧି ପାଇଛି । ତେବେ ଗ୍ରାହକଙ୍କ ଜମାରାଶି ଦ୍ୱିତୀୟ ବର୍ଷ ପାଇଁ ହ୍ରାସ ପାଇଛି । ସୁଇଜରଲ୍ୟାଣ୍ଡର ସେଂଟ୍ରାଲ ବ୍ୟାଙ୍କର ବାର୍ଷିକ ଡାଟାରୁ ଏହି ତଥ୍ୟ ମିଳିଛି । ଭାରତୀୟ ନାଗରିକ, ଅନୁଷ୍ଠାନଗୁଡିକର ସମ୍ପତି ବୃଦ୍ଧି ପାଇଥିବା ନେଇ ତଥ୍ୟ ପ୍ରକାଶ ପାଇଛି । ଏଥିରେ ହୋଲଡିଂ, ସିକ୍ୟୁରିଟିଜ୍ ଆଦି ରହିଛି ।Continue reading “ସୁଇସ୍ ବ୍ୟାଙ୍କରେ ବଢିଲା ଭାରତୀୟଙ୍କ ପାଣ୍ଠି : ୨୦ ହଜାର ୭୦୦ କୋଟି ଟଙ୍କାର ସଂପତି ବୃଦ୍ଧି ହୋଇଥିବା ସୂଚନା”

କରୋନା ଟିକା ନେବା ପରେ କାହିଁକି ହେଉଛି ସଂକ୍ରମଣ : କାରଣ ଖୋଜିବାକୁ ବୈଷୟିକ କମିଟି ଗଠନ କଲେ ସରକାର

କନକ ବ୍ୟୁରୋ : କରୋନା ଟିକାର ଦୁଇଟି ଡୋଜ ନେବା ପରେ ବି ରାଜ୍ୟର କିଛି ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ସଂକ୍ରମଣର କାରଣ ଖୋଜିବାକୁ ରାଜ୍ୟ ସରକାର ବୈଷୟିକ କମିଟି ଗଠନ କରିଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ବୈଷୟିକ କମିଟିର ଆବାହକ ଅଛନ୍ତିContinue reading “କରୋନା ଟିକା ନେବା ପରେ କାହିଁକି ହେଉଛି ସଂକ୍ରମଣ : କାରଣ ଖୋଜିବାକୁ ବୈଷୟିକ କମିଟି ଗଠନ କଲେ ସରକାର”

ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ଇଂଲଣ୍ଡର ସାଉଥ-ହମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

କନକ ବ୍ୟୁରୋ : ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଫାଇନାଲ ମ୍ୟାଚ୍ । ଦୁଇବର୍ଷର ଲମ୍ବା ଲଢ଼େଇ ପରେ ହେବ ଫାଇନାଲ୍ ଟକ୍କର। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ମେଗା ଫାଇନାଲ୍ ବିଶ୍ବର ଦୁଇ ଶ୍ରେଷ୍ଠ ଟେଷ୍ଟ୍ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଯିଏ ଜିତିବ ସିଏ ଇତିହାସ ରଚିବ। ଟେଷ୍ଟ୍ କ୍ରିକେଟ୍‌ର ମହାରାଜା ଭାବେ ଉଭା ହେବ। ଏହି ସମ୍ମାନଜନକ ୬ ଦଳୀୟ ମାରାଥନ ଟେଷ୍ଟ୍ ମୁକାବିଲାରContinue reading “ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ଇଂଲଣ୍ଡର ସାଉଥ-ହମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା”

ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକାଘଂଟାରୁ ଅଧିକ ସମୟ ଧରି ଆଲୋଚନା । ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ସହମତି

କନକ ବ୍ୟୁରୋ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର, ହେଲେ ପରସ୍ପରର ପ୍ରତିଦ୍ୱନ୍ଦୀ ଭାବେ ଗଣାଯାଆନ୍ତି । ଆମେରିକା ଓ ରୁଷ୍ । ଏକଦା ଶୀତଳ ଯୁଦ୍ଧରେ ପରସ୍ପରକୁ ଚେକ୍ ମେଟ୍ କରିବାକୁ ପ୍ରୟାସ କରିଆସୁଥିଲେ ଉଭୟ ଦେଶ । ଆଉ ଯେତେବେଳେ ଏହି ଦୁଇଦେଶର ମୁଖ୍ୟ ପରସ୍ପରକୁ ଭେଟନ୍ତି, ସାରା ବିଶ୍ୱର ନଜର ଏହା ଉପରେ ଅଟକିବା ସ୍ୱାଭାବିକ । ସୁଇଜରଲ୍ୟାଣ୍ଡର ଜେନେଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେContinue reading “ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକାଘଂଟାରୁ ଅଧିକ ସମୟ ଧରି ଆଲୋଚନା । ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ସହମତି”

ମହାରାଷ୍ଟ୍ର ମେଂଟରେ ଫାଟ ବଢ଼ୁଛି । ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ସଂଜୟ ରାଉତଙ୍କ ବୟାନ । ଭବିଷ୍ୟତରେ ଶିବସେନା ଓ ଏନସିପି ଏକାଠି ହୋଇ ନିଷ୍ପତି ନେବେ

କନକ ବ୍ୟୁରୋ: ମହାରାଷ୍ଟ୍ର ମେଂଟ ସରକାରରେ ଫାଟ ବଢ଼ି ବଢ଼ି ଚାଲିଛି । ବିଶେଷକରି ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଥିବା ସାମ୍ନାକୁ ଆସୁଛି । ଉଭୟ ଶିବସେନା ଓ କଂଗ୍ରେସର ନେତାଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପଟୋଲୋ ଏକାକି ବିଧାନସଭା ନିର୍ବାଚନ ଲଢ଼ିବା କଥା କହିବା ପରେ କଡ଼ା ଜବାବ ରଖିଛି ଶିବସେନା । ଦଳର ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ,Continue reading “ମହାରାଷ୍ଟ୍ର ମେଂଟରେ ଫାଟ ବଢ଼ୁଛି । ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ସଂଜୟ ରାଉତଙ୍କ ବୟାନ । ଭବିଷ୍ୟତରେ ଶିବସେନା ଓ ଏନସିପି ଏକାଠି ହୋଇ ନିଷ୍ପତି ନେବେ”

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ନାହିଁ ଶିଶୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମ୍ସର ସର୍ଭେ

କନକ ବ୍ୟୁରୋ: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଚାଲିଛି । ଶିଶୁ ଓ ଛୋଟ ପିଲାଙ୍କୁ ଏହି ଲହର ଅଧିର ପ୍ରଭାବିତ କରିବ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଆଜି ଆସିଥିବା ଖବର ଏକ ଆଶ୍ୱସ୍ତିକର ସୂଚନା ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଦିଲ୍ଲୀ ଏମ୍ସ ପକ୍ଷରୁ ଦେଶରେ ଏକ ସର୍ଭେ କରାଯାଇଥିଲା । ଏଥିରୁ ମିଳିଥିବା ତଥ୍ୟ କହୁଛି, ତୃତୀୟ ଲହର ଛୋଟ ପିଲାମାନଙ୍କୁ ଅଧିକ ପ୍ରଭାବିତContinue reading “କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ନାହିଁ ଶିଶୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମ୍ସର ସର୍ଭେ”

ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି । ଭୁଟାନରେ ୧୦ ମୃତ, ୫ ଆହତ । ସେପଟେ ନେପାଳରେ ୧୦ ନିଖୋଜଙ୍କ ମଧ୍ୟରେ ୩ ଭାରତୀୟ

କନକ ବ୍ୟୁରୋ: ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି ଘଟିଛି । ଭୁଟାନରେ ୧୦ ଜଣଙ୍କ ଜୀବନ ଯିବା ସହ ୫ ଜଣ ଆହତ ହୋଇଥିବାର ଖବର ମିଳିଛି । ସେପଟେ ନେପାଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୦ ଜଣ ଲୋକ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବାର ସୂଚନା ମିଳିଛି । ସିନ୍ଧୁପୋଲଚକ ଜିଲ୍ଲାରେ ଏହି ବନ୍ୟା ହୋଇଥିବା ବେଳେ ଏହାରContinue reading “ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି । ଭୁଟାନରେ ୧୦ ମୃତ, ୫ ଆହତ । ସେପଟେ ନେପାଳରେ ୧୦ ନିଖୋଜଙ୍କ ମଧ୍ୟରେ ୩ ଭାରତୀୟ”

ରାଜଧାନୀର ପ୍ରତୀକ ଘୋଡାକୁ ଉଠାଇ ନେବା ପାଇଁ ନିଷ୍ପତି ପରେ ତେଜିଲା ବିରୋଧ । କଂଗ୍ରେସ ଓ ବିଜେପିର ତୀବ୍ର ବିରୋଧ । କହିଲେ, କୌଣସି ପରିସ୍ଥିତିରେ ଉଠାଇ ଦେବେନି ଘୋଡା

କନକ ବ୍ୟୁରୋ: ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ରିପୋର୍ଟ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିରୋଧ । ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ଏହି ନିଷ୍ପତିକୁ ବିରୋଧ କରିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସେହି ସ୍ଥାନକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ସେହିପରି ଭୁବନେଶ୍ୱର ବିଜେପି ପକ୍ଷରୁ ନିଷ୍ପତିର ପ୍ରତିବାଦContinue reading “ରାଜଧାନୀର ପ୍ରତୀକ ଘୋଡାକୁ ଉଠାଇ ନେବା ପାଇଁ ନିଷ୍ପତି ପରେ ତେଜିଲା ବିରୋଧ । କଂଗ୍ରେସ ଓ ବିଜେପିର ତୀବ୍ର ବିରୋଧ । କହିଲେ, କୌଣସି ପରିସ୍ଥିତିରେ ଉଠାଇ ଦେବେନି ଘୋଡା”

ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ ତୃତୀୟ ଲହର ।

କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଛି । ଏବଂ ସାଧାରଣ ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଧୀରେ ଧୀରେ ଆରମ୍ଭ ହେଉଛି । ହେଲେ ପୁଣି ସମସ୍ତଙ୍କୁ ଭୟଭୀତ କଲା ଭଳି ମହାରାଷ୍ଟ୍ରର ରିପୋର୍ଟ । ଦେଖନ୍ତୁ କଣ କଣ କହୁଛି ଏହି ରିପୋର୍ଟ । ମହାରାଷ୍ଟ୍ର ରାଜ୍ୟ ଟାସ୍କ ଫୋର୍ସର ରିପୋର୍ଟ ୨ରୁ ୪ ସପ୍ତାହ ଭିତରେ ଆସିପାରେ ତୃତୀୟ ଲହର ପ୍ରଥମ ଓ ଦ୍ୱିତୀୟ ଲହରରୁ ବର୍ତ୍ତିଯାଇଥିବା ଲୋକେContinue reading “ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ ତୃତୀୟ ଲହର ।”

Design a site like this with WordPress.com
Get started