କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଓଡିଶାର ପରିଚିତ କଣ୍ଠଶିଳ୍ପୀ

କନକ ବ୍ୟୁରୋ: କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନା ସଂକ୍ରମିତ ହୋଇ ଚିକିତ୍ସୀଧୀନ ଥିବା ଓଲିଉଡ କଣ୍ଠଶୀଳ୍ପି ତପୁ ମିଶ୍ର କରୋନା ସହ ଲଢ଼େଇ କରୁଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ପରେ ହସିପଟାଲରେ ଭର୍ତ୍ତୀ ହୋଇଥିଲେ । କୋଭିଡି ରିପୋର୍ଟ ନେଗେଟିଭ ରହିଥିବା ସତ୍ତେ୍ୱ ତାଙ୍କର ଫୁସଫୁସ ଗଭିର ଭାବରେ ସଂକ୍ରମିତ ହୋଇଯାଇଛି । ଗତକାଲି ତାଙ୍କୁ ଅକ୍ସିଜେନ ଲେବଲ ୪୬ ପ୍ରତିଶତ ଥିବା ବେଳେ ଆଜି ଅକ୍ସିଜେନ ଲେବଲ ୭୫ ପ୍ରତିଶତContinue reading “କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଓଡିଶାର ପରିଚିତ କଣ୍ଠଶିଳ୍ପୀ”

ପରୀ ହତ୍ୟାକାଣ୍ଡ ପରେ ନୟାଗଡରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା । ୬ ବର୍ଷର ଶିଶୁକନ୍ୟାର ମୁଣ୍ଡକାଟି ଫୋପାଡି ଦେଲା ଦୁର୍ବୃତ୍ତ । ଖୋଜା ଖୋଜି ପରେ ମିଳିଲା ମୃତଦେହ  

କନକ ବ୍ୟୁରୋ: ନୟାଗଡ ‘ପରୀ’ ହତ୍ୟା କାଣ୍ଡ ପରେ ଆଉ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ଆଉ ଏଥର ପୁଣି ଏକ ନର ରାକ୍ଷାସର ଟାର୍ଗେଟ ବନିଛି ଏହି କୁନି ଝିଅ । ମାତ୍ର୍ ୫ ବର୍ଷ ୮ ମାସ ବୟସର ଏହି କୁନି ଝିଅ ଦୁନିଆଁକୁ ଠିକ୍ ଭାବେ ଦେଖିବା ପୂର୍ବରୁ ତା ସହ ଅତ୍ୟନ୍ତ ଅମାନୁଷିକ ଘଟଣା ଘଟିଛି । ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନାContinue reading “ପରୀ ହତ୍ୟାକାଣ୍ଡ ପରେ ନୟାଗଡରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା । ୬ ବର୍ଷର ଶିଶୁକନ୍ୟାର ମୁଣ୍ଡକାଟି ଫୋପାଡି ଦେଲା ଦୁର୍ବୃତ୍ତ । ଖୋଜା ଖୋଜି ପରେ ମିଳିଲା ମୃତଦେହ  “

ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ 

କନକ ବ୍ୟୁରୋ: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ କିପରି ପ୍ରକାଶ ପାଇବ, ଏ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲ, ତାହା ଦୂର ହୋଇଛି । ମୂଲ୍ୟାୟନ କିପରି କରାଯିବ, କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କ ନମ୍ବର ଦିଆଯିବ, ସୁପ୍ରିମକୋର୍ଟଙ୍କୁ ଜଣାଇଛି ସିବିଏସଇ । ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ଦେଖନ୍ତୁ କେଉଁ ଆଧାରରେ ହେବ ମୂଲ୍ୟାୟନ.. ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ଦିଆଯିବ ନମ୍ବର ଦଶମ ପରୀକ୍ଷାContinue reading “ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ “

ନୟାଗଡ ଶିଶୁକନ୍ୟା ହତ୍ୟା ଘଟଣାରେ ଏସପିଙ୍କ ପ୍ରତିକ୍ରିୟା । କହିଲେ ଦୁଷ୍କର୍ମ ପରେ କରାଯାଇଛି ଶିଶୁ କନ୍ୟାକୁ ହତ୍ୟା ।

କନକ ବ୍ୟୁରାେ: ପରୀ ହତ୍ୟା ଘଟଣା ପରେ ପୁଣି ନୟାଗଡରେ ଶିଶୁକନ୍ୟା ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ ରହିଛି । ହେଲେ ଏହାରି ଭିତରେ ନୟାଗଡ ଏସପି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଷ୍କର୍ମ ଉଦ୍ଦେଶ୍ୟରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି । ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ରଶିରେ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନାContinue reading “ନୟାଗଡ ଶିଶୁକନ୍ୟା ହତ୍ୟା ଘଟଣାରେ ଏସପିଙ୍କ ପ୍ରତିକ୍ରିୟା । କହିଲେ ଦୁଷ୍କର୍ମ ପରେ କରାଯାଇଛି ଶିଶୁ କନ୍ୟାକୁ ହତ୍ୟା ।”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଟିମର ଚୂଡାନ୍ତ ଏକାଦଶ ଘୋଷଣା । ଦେଖନ୍ତୁ କିଏ ସ୍ଥାନ ପାଇଲେ ?

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଦଳ ଆଜି ଚୂଡାନ୍ତ ଏକାଦଶ ଘୋଷଣା ହୋଇଛି । ଦଳ କିଛି ଅଭିଜ୍ଞ ଆଉ କିଛି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ଲକ୍ଷ୍ୟରେ ଆସନ୍ତାକାଲି ମୈଦାନକୁ ଓହ୍ଲାଇବ ଦଳ । NEWS Here’s #TeamIndia‘s Playing XI for the #WTC21 Final pic.twitter.com/DiOBAzf88h — BCCI (@BCCI)Continue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଟିମର ଚୂଡାନ୍ତ ଏକାଦଶ ଘୋଷଣା । ଦେଖନ୍ତୁ କିଏ ସ୍ଥାନ ପାଇଲେ ?”

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା । ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜରContinue reading “ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା । ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ”

ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୧୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୪୯ ଜଣ

କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୧୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୬ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୧୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୪୯ ଜଣ”

କଡ ଲେଉଟାଇଲା ଭାଗ୍ୟ । ଦିନେ ରାସ୍ତା କଡରେ ବିକୁଥିଲା ଅଣ୍ଡା, ଏବେ ହେବ ବଡ ଅଫିସର । ବିହାର ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲା ଅଣ୍ଡା ଦୋକାନୀ ।

କନକ ବ୍ୟୁରୋ: ଯେତେବେଳେ ଗରିବ ପିଲାଟିଏ ସ୍ୱପ୍ନ ଦେଖେ କିଛି ବଡ କରିବାକୁ, ସେତେବେଳେ ଅନେକ ବାଧାବିଘ୍ନ ତା ଆଗକୁ ମାଡିଆସେ । ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ, ଏହାରି ଭିତରେ ନିଜ ପାଠପଢାକୁ ଶେଷରେ ବଳିଦାନ ଦେବାକୁ ପଡେ । ହେଲେ ଏହା ପରେ ବି ଯଦି ନିଜ ଭିତରେ ଆତ୍ମବିଶ୍ୱାସ ଆଉ ଭରସା ଥାଏ ତେବେ ସବୁ ସମ୍ଭବ ହୋଇପାରିବ । ଏଭଳି ଏକ ଘଟଣାକୁ ସତContinue reading “କଡ ଲେଉଟାଇଲା ଭାଗ୍ୟ । ଦିନେ ରାସ୍ତା କଡରେ ବିକୁଥିଲା ଅଣ୍ଡା, ଏବେ ହେବ ବଡ ଅଫିସର । ବିହାର ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲା ଅଣ୍ଡା ଦୋକାନୀ ।”

ମାଓବାଦୀର ପରିଚୟ ଦେଇ ଡ଼କାୟତି କରିବା ପଡ଼ିଲା ମହଙ୍ଗା । ୪ଜଣ ନକଲି ମାଓବାଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଦାରିଙ୍ଗବାଡ଼ି ପୋଲିସ

କନକ ବ୍ୟୁରୋ: ଆନ୍ଧ୍ର ଯବାନଙ୍କ ଗୁଳିରେ ଓଡିଶା ମାଓବାଦୀ ସଫା । ଗତକାଲି ଆନ୍ଧ୍ର ଓଡିଶା ସୀମାବର୍ତୀ ମାମ୍ପା ଥାନା ଟିଗଲମେଟା ଜଂଗଲରେ ଘଟିଥିବା ଏନକାଉଂଟରରେ ୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଆଉ ମୃତକ ମାନେ ସମସ୍ତ ସ୍ୱାଭିମାନ ଅଂଚଳରେ ସକ୍ରୀୟ ଥିବା ଜଣାପଡିଛି । ତେବେ ଗୁରୁତ୍ୱପୁର୍ଣ କଥା ହେଉଛି । ସ୍ୱାଭିମାନ ଅଂଚଳରେ ଓଡିଶା ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ନୂଆ ପୁଲିସ କ୍ୟାମ୍ପ ସ୍ଥାପନ କରି ଘନ ଘନ କୁମ୍ବିଂContinue reading “ମାଓବାଦୀର ପରିଚୟ ଦେଇ ଡ଼କାୟତି କରିବା ପଡ଼ିଲା ମହଙ୍ଗା । ୪ଜଣ ନକଲି ମାଓବାଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଦାରିଙ୍ଗବାଡ଼ି ପୋଲିସ”

କରୋନାକୁ ହରାଇ ଜୀବନ ଯୁଦ୍ଧରେ ବାଜିମାତ୍ କରିଛନ୍ତି ଦୁଇ କୁନିପୁଅ । ୩ମାସର ପୁଅକୁ ମହାମାରୀ ମୁହଁରୁ ଛଡ଼ାଇ ଆଣିଛି ମା’ । ଶିଳ୍ପା ପାତ୍ର କହିଲେ, କୋଭିଡ଼ ହସ୍ପିଟାଲରେ କେମିତି କଟିଥିଲା ୧୦ ଦିନ

କନକ ବ୍ୟୁରୋ: ବାପା ମାଆର ପରିଚୟ ଠିକ ଭାବରେ ନ ମିଳୁନୁ କରୋନା ଦେଲା ପରିଚୟ । ବୟସର ପାଦ ଚିହ୍ନ କୁ ବି ଚିହ୍ନିଲା ନାହିଁ କରୋନା । ୩ ମାସର ଶିଶୁ ବି ନିଜ କବଳରେ ନେଇଗଲା କରୋନା । ମେଡ଼ିକାଲରେ ୧୦ ଦିନର ଜୀବନ ଯନ୍ତ୍ରଣାରେ ଛଟ ପଟ ହୋଇ ଶେଷରେ କରୋନାକୁ ମାତ ଦେଇ ପାଇଲା ନୁଆ ଜୀବନ । ଜୀବନ ବଚିଂଲା କରୋନା ହାରିଲା । ଏଭଳି ଏକ ଛବିContinue reading “କରୋନାକୁ ହରାଇ ଜୀବନ ଯୁଦ୍ଧରେ ବାଜିମାତ୍ କରିଛନ୍ତି ଦୁଇ କୁନିପୁଅ । ୩ମାସର ପୁଅକୁ ମହାମାରୀ ମୁହଁରୁ ଛଡ଼ାଇ ଆଣିଛି ମା’ । ଶିଳ୍ପା ପାତ୍ର କହିଲେ, କୋଭିଡ଼ ହସ୍ପିଟାଲରେ କେମିତି କଟିଥିଲା ୧୦ ଦିନ”

Design a site like this with WordPress.com
Get started