ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଲା ଜାମିନ ।

କନକ ବ୍ୟୁରୋ: ଅଭୟ ପାଠକଙ୍କୁ ଜାମିନ । ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅଭୟଙ୍କୁ ମିଳିସାରିଛି ଜାମିନ । ଆୟବର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଆଇଏଫଏସ ଅଭୟ ପାଠକ । ଗତ ବର୍ଷ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତାଙ୍କୁContinue reading “ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଲା ଜାମିନ ।”

ଟୋକିଓ ଅଲମ୍ପିକ୍ସ ନେଇ ଭାରତୀୟ ମହିଳା ହକି ଟିମରେ ଘୋଷଣା । ୧୬ଜଣିଆ ଟିମରେ ଓଡ଼ିଆ ଝିଅଙ୍କୁ ସୁଯୋଗ । ଟୋକିଓରେ ପ୍ରତିଭା ପ୍ରଦର୍ଶନ କରିବେ ସୁନ୍ଦରଗଡ଼ର ଦିପଗ୍ରେସ ଏକା

କନକ ବ୍ୟୁରୋ: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍‌ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍‌ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକରେ ୮ ଜଣ ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ତାଲିକାରେ ଅଛନ୍ତି ଦୀପଗ୍ରେସ୍ ।Continue reading “ଟୋକିଓ ଅଲମ୍ପିକ୍ସ ନେଇ ଭାରତୀୟ ମହିଳା ହକି ଟିମରେ ଘୋଷଣା । ୧୬ଜଣିଆ ଟିମରେ ଓଡ଼ିଆ ଝିଅଙ୍କୁ ସୁଯୋଗ । ଟୋକିଓରେ ପ୍ରତିଭା ପ୍ରଦର୍ଶନ କରିବେ ସୁନ୍ଦରଗଡ଼ର ଦିପଗ୍ରେସ ଏକା”

କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଗୁଗୁଲ । ଦେଶରେ ୧୧୩ କୋଟି ଟଙ୍କା ବିନିମୟରେ ସ୍ଥାପନ କରିବ ୮୦ ଟି ଅକ୍ସିଜେନ ପ୍ଲାଣ୍ଟ

କନକ ବ୍ୟୁରୋ : ଦେଶକୁ ଗ୍ରାସ କରିଥିବା କୋଭିଡ ମହାମାରୀ ସମୟରେ ବିଭିନ୍ନ ଆଡୁ ସହାୟତା ଆସୁଛି । କିଏ ପିପିଇ କିଟ୍ ତ କିଏ କରୋନା ମେଡିସିନ । ଏହା ବ୍ୟତୀତ ଲୋକଙ୍କ ଜୀବନ ଜୀବିକାକୁ ନେଇ ବିଭିନ୍ନ କମ୍ପାନୀ ଓ ପୁଞ୍ଜିପତିମାନେ ଦେଶର ଲୋକଙ୍କୁ ସହାୟତାର ହାତ ବଢାଇବାରେ ଲାଗିଛନ୍ତି । କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିଲା । ଏହାରContinue reading “କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଗୁଗୁଲ । ଦେଶରେ ୧୧୩ କୋଟି ଟଙ୍କା ବିନିମୟରେ ସ୍ଥାପନ କରିବ ୮୦ ଟି ଅକ୍ସିଜେନ ପ୍ଲାଣ୍ଟ”

ରକ୍ତ ନମୂନା ଦେବାକୁ ଭୟ କରି ଗାଁ ଛାଡ଼ିଲେ ଗ୍ରାମବାସୀ । ଗାଁରେ ଡାକ୍ତରୀ ଟିମ୍, ଜଙ୍ଗଲରେ ଗ୍ରାମବାସୀ । ରାୟଗଡ଼ାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ଭେ

କନକ ବ୍ୟୁରୋ: ଗାଁରେ ଡାକ୍ତରୀ ଟିମ୍, ଜଙ୍ଗଲରେ ଗ୍ରାମବାସୀ । କରୋନା କାଳରେ ରକ୍ତ ନମୂନା ଦେବାକୁ ଭୟ କରୁଛନ୍ତି ଆଦିବାସୀ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଆଜି ଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି । ଛଅ ବର୍ଷରୁ ଉଦ୍ଧ୍ୱର୍ ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ ହେଉଛି । ଏକ ୯ ଜଣିଆ ଟିମ ରାୟଗଡାରେ ପହଂଚି ଆଜି ଜୁରୁଡି ଗାଁକୁ ଯାଇଥିଲେ । ମେଡିକାଲ ଟିମ୍ ଗାଁରେ ପହଂଚି ଯାହାContinue reading “ରକ୍ତ ନମୂନା ଦେବାକୁ ଭୟ କରି ଗାଁ ଛାଡ଼ିଲେ ଗ୍ରାମବାସୀ । ଗାଁରେ ଡାକ୍ତରୀ ଟିମ୍, ଜଙ୍ଗଲରେ ଗ୍ରାମବାସୀ । ରାୟଗଡ଼ାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ଭେ”

ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ

କନକ ବ୍ୟୁରୋ: ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୧ରୁ ଆଜି ଯାଏଁ ୫ ଲକ୍ଷରୁ ଅଧିକ ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ସେହିପରି ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ୩୯୭୮ ଦୋକାନୀ, ମାର୍କେଟ କମ୍ପେ୍ଲକ୍ସ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି, ଆଉ ୧୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଲକଡାଉନContinue reading “ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ”

ମହାରାଷ୍ଟ୍ରରେ ୨-୪ ସପ୍ତାହ ମଧ୍ୟରେ ତୃତୀୟ ଲହର ଆଣିପାରେ ଡେଲଟା ପ୍ଲସ ଭାରିଆଣ୍ଟ । ସତର୍କ କରାଇଲା ଟାକ୍ସ ଫୋର୍ସ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଗାମୀ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ । ଏନେଇ କୋଭିଡ ପାଇଁ ପ୍ରସ୍ତୁତ କରାଯାଇଥିବା ଷ୍ଟେଟ୍ ଟାକ୍ସ ଫୋର୍ସ ସତର୍କ କରାଇଛି । ଏହାହସ ଟାକ୍ସ ଫୋର୍ସ କହିଛି ଯେ ତୃତୀୟ ଲହର ପିଲା ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ଅନୁମାନ ଲଗାଯାଇଛି । ଟାକ୍ସ ଫୋର୍ସContinue reading “ମହାରାଷ୍ଟ୍ରରେ ୨-୪ ସପ୍ତାହ ମଧ୍ୟରେ ତୃତୀୟ ଲହର ଆଣିପାରେ ଡେଲଟା ପ୍ଲସ ଭାରିଆଣ୍ଟ । ସତର୍କ କରାଇଲା ଟାକ୍ସ ଫୋର୍ସ”

କାନ୍ଥରେ ଟାଙ୍ଗିଛନ୍ତି ୧୦୩ ପ୍ରକାରର ଘଣ୍ଟା । ଘଡିର ଟିକ ଟିକ ଶବ୍ଦରେ ଘରେ ସାଇତି ରଖିଛନ୍ତି ସମୟର ସ୍ମୃତି ।

କନକ ବ୍ୟୁରୋ: ଜୟ ପ୍ରକାଶ ପଣ୍ଡା । ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଂଚଳରେ । ହେଲେ ତାଙ୍କର ଏ ସମୟକୁ ସାଇତି ରଖିବାର ସଉକ.. ଆଜି ତାଙ୍କୁ ବନେଇ ଦେଇଛି ଘଂଟା ମଣିଷ । ଘରେ ସାଇତା ହୋଇ ରହିଛି ଗୋଟେ କି ଦୁଇଟା ନୁହଁ, ୧୦୩ ଘଂଟା । ନାନାଦି ପ୍ରକାରର…ବିଭିନ୍ନ କମ୍ପାନୀର ଘଂଟା । ଆଜିର ଦିନରେ ଅନେକ ଲୋକ, ଘରେ ପୋଷା ଜନ୍ତୁ କି ସୁନ୍ଦର ସୁନ୍ଦର ଚିତ୍ର ସାଇତି ରଖିଥିବାContinue reading “କାନ୍ଥରେ ଟାଙ୍ଗିଛନ୍ତି ୧୦୩ ପ୍ରକାରର ଘଣ୍ଟା । ଘଡିର ଟିକ ଟିକ ଶବ୍ଦରେ ଘରେ ସାଇତି ରଖିଛନ୍ତି ସମୟର ସ୍ମୃତି ।”

ରୋଷେଇ ଗ୍ୟାସ ସିଲିଣ୍ଡର ବୁକ କରିବା ହେଲା ସହଜ । ମାତ୍ର ଗୋଟିଏ ମିସ କଲରେ ଘରେ ପହଞ୍ଚିବ ଏଲପିଜି ସିଲିଣ୍ଡର । ଅଣ୍ଡିଆନ ଅଏଲ ଏବେ ନିଜ ଗ୍ରାହକଙ୍କୁ ଦେଉଛି ଏଭଳି ସୁବିଧା ।

କନକ ବ୍ୟୁୁରୋ: ରୋଷେଇ ଗ୍ୟାସ ସିଲିଣ୍ଡର ବୁକ କରିବା ହେଲା ସହଜ । ଏଣିକି ସିଲିଣ୍ଡର ବୁକ କରିବା ଆପଣଙ୍କ ହାତ ମୁଠାର କାମ । ମାତ୍ର ଗୋଟିଏ ମିସ କଲ ମାରିଲେ ଆପଣଙ୍କ ଘରେ ପହଞ୍ଚିଯିବ ଗ୍ୟାସ ସିଲିଣ୍ଡର । ଇଣ୍ଡିଆନ ଅଏଲ ଏବେ ନିଜ ଗ୍ରାହକମାନଙ୍କୁ ଏହି ସହଜ ସେବା ଯୋଗାଇ ଦେବ । ଫଳରେ ଆପଣ ଘରେ ବସି ବସି ଇଣ୍ଡିଆନ ଅଏଲର ଏହି ସୁବିଧାକୁ ଉପଭୋଗ କରିପାରିବେ । ଇଣ୍ଡିଆନ ଅଏଲContinue reading “ରୋଷେଇ ଗ୍ୟାସ ସିଲିଣ୍ଡର ବୁକ କରିବା ହେଲା ସହଜ । ମାତ୍ର ଗୋଟିଏ ମିସ କଲରେ ଘରେ ପହଞ୍ଚିବ ଏଲପିଜି ସିଲିଣ୍ଡର । ଅଣ୍ଡିଆନ ଅଏଲ ଏବେ ନିଜ ଗ୍ରାହକଙ୍କୁ ଦେଉଛି ଏଭଳି ସୁବିଧା ।”

ଅମ୍ବାନୀଙ୍କ ବାସଭବନ ନିକଟରେ ବୋମା ରଖିବା ମାମଲା : ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ । ଯୋଜନାରେ ବାଜେଙ୍କ ସହିତ ସାମିଲ ଥିବା ନେଇ ଅଭିଯୋଗ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହାସହ ଏଣ୍ଟିଲିଆରେ ବୋମା ରଖିବା ମାମଲାରେ ତାଙ୍କୁ ପଚରା ଉଚରା କରାଯାଇଥିଲା । କିଛି ଘଂଟା ଜେରା କରିବା ପରେ ଏନଆଇଏ ପ୍ରଦୀପ ଶର୍ମାଙ୍କୁ ଗିରଫ୍ କରିଛି । ମୁମ୍ବାଇ ପୋଲିସର ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ବାସ ଭବନରେ ଏନଆଇଏର ଏକ ଟିମ୍ ସକାଳେ ପହଂଚିଥିଲେContinue reading “ଅମ୍ବାନୀଙ୍କ ବାସଭବନ ନିକଟରେ ବୋମା ରଖିବା ମାମଲା : ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ । ଯୋଜନାରେ ବାଜେଙ୍କ ସହିତ ସାମିଲ ଥିବା ନେଇ ଅଭିଯୋଗ”

କୋଭାକ୍ସିନ ଟିକାକୁ ନେଇ ବିବାଦ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଗଲା ସ୍ପଷ୍ଟିକରଣ

କନକ ବ୍ୟୁରୋ : କଂଗ୍ରେସର ଏକ ଟ୍ୱିଟ ଭାରତରେ ଟିକାକୁ ନେଇ ପ୍ରଶ୍ନ ଉଠାଇଛି, ଦ୍ୱନ୍ଦ୍ୱ ବି ବଢାଇଛି । ଗତକାଲି କଂଗ୍ରେସ ପକ୍ଷରୁ କୁହାଯାଇଛି, କୋଭାକ୍ସିନ୍ ଟିକା ବାଛୁରୀ ରକ୍ତରୁ ତିଆରି ହୋଇଛି । ଏହାକୁ ନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବଂ ବିଜେପି ପକ୍ଷରୁ ସ୍ୱଷ୍ଟିକରଣ ରଖାଯାଇଛି । କୋଭାକ୍ସିନ୍ ଟିକା କିଭଳି ତିଆରି ହୁଏ ସେ ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ବାଛୁରୀ ରକ୍ତContinue reading “କୋଭାକ୍ସିନ ଟିକାକୁ ନେଇ ବିବାଦ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଗଲା ସ୍ପଷ୍ଟିକରଣ”

Design a site like this with WordPress.com
Get started