ଜୀବନ ସହ ସଂଘର୍ଷ କରୁଛନ୍ତି ବିଷମକଟକର ‘ଗଡମ୍ୟାନ୍’ : କରୋନା ରୋଗୀଙ୍କୁ ଚିକିତ୍ସା କରୁଥବା ଡାକ୍ତର ଏବେ ନିଜେ ସଂକ୍ରମିତ

କନକ ବ୍ୟୁରୋ : କରୋନା ପୀଡିତ ହଜାର ହଜାର ରୋଗୀଙ୍କୁ ସୁସ୍ଥ କରିଥିବା ଡାକ୍ତର ବର୍ତମାନ କରୋନା ସଂକ୍ରମିତ ହୋଇଛନ୍ତି । ବିଷମକଟକର ‘ଗଡମ୍ୟାନ୍’ କୁହାଯାଉଥିବା ୫୯ବର୍ଷୀୟ ଡାକ୍ତର ଯୋହନ ଚେରିଆନ ଓମେନ ଏବେ କରୋନାରେ ସଂକ୍ରମିତ ହୋଇ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି । ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ନେଇ ସେଠାରୁ ଏୟାର ଲିଫ୍ଟ ଯୋଗେ ଭେଲୋର ନିଆଯାଇ ସେଠାରେ ଚିକିତ୍ସା ଚାଲିଛି । ଡକ୍ଟର ଯୋହନ ପ୍ରତେକ ଦିନ ପାଖା ପାଖି ଶହେContinue reading “ଜୀବନ ସହ ସଂଘର୍ଷ କରୁଛନ୍ତି ବିଷମକଟକର ‘ଗଡମ୍ୟାନ୍’ : କରୋନା ରୋଗୀଙ୍କୁ ଚିକିତ୍ସା କରୁଥବା ଡାକ୍ତର ଏବେ ନିଜେ ସଂକ୍ରମିତ”

ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : କହିଲେ, ଖୁବଶୀଘ୍ର ସ୍ଥାନାନ୍ତରିତ ହେବ ଘୋଡା

କନକ ବ୍ୟୁରୋ : ସ୍ମାର୍ଟସିଟି ପାଇଁ  ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି  । ଆଉ ଏହାରି ଭିତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,  ଖୁବଶୀଘ୍ର ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡାର ମୂର୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରାଯିବ । ସ୍ମାଟ ସିଟି ତରଫରୁ ରାଜଧାନୀର ମାଷ୍ଟର କ୍ୟାଂଟିନର ରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ ଏନେଇ ସଂସ୍କୃତି ବିଭାଗକୁ ଗତ ୬ ମାସContinue reading “ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : କହିଲେ, ଖୁବଶୀଘ୍ର ସ୍ଥାନାନ୍ତରିତ ହେବ ଘୋଡା”

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଆକ୍ସନରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ : ସିପସରୁବାଲି ଓ ବାଲୁଖଣ୍ଡ ଅଂଚଳରେ ବିଶେଷଜ୍ଞ କଲେ ସର୍ଭେ

କନକ ବ୍ୟୁରୋ : ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମ୍ ପକ୍ଷରୁ ସର୍ଭେ କରାଯାଇଛି । ଏହି ସର୍ଭେରେ ଦିଲ୍ଲୀର ୪ଜଣ ଏବଂ ଭୁବନେଶ୍ୱରର ୨ଜଣ ବିମାନବନ୍ଦର ବିଶେଷଜ୍ଞ ପହଂଚି ସର୍ଭେ କରିଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳ ଜାଗାର ସର୍ଭେ କରିଛନ୍ତି । ଏହା ସହ ବାଲୁଖଣ୍ଡ ଅଂଚଳର ଦୁଇଟି ଜାଗା ପରିଦର୍ଶନ କରିବେ ଏହି ଟିମ୍ । ବୈଷୟିକ ଟିମ୍ ସହContinue reading “ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଆକ୍ସନରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ : ସିପସରୁବାଲି ଓ ବାଲୁଖଣ୍ଡ ଅଂଚଳରେ ବିଶେଷଜ୍ଞ କଲେ ସର୍ଭେ”

ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତିପ୍ରାଠୀଙ୍କ ପ୍ରତିକ୍ରିୟା : ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ବେଷ୍ଟ ଆଧାର

କନକ ବ୍ୟୁରୋ : ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ବେଷ୍ଟ ଆଧାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଆଜି ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦା କରାଯିବ । ଏହା ପରେ ସରକାର ଶେଷ ନିଷ୍ପତି ନେବେ । ଯୁକ୍ତ ଦୁଇ ମୂଲ୍ୟାଙ୍କନ ପାଇଁ ଏକ ପରାମିଟର ରହିବ । ଆଜି ଯେଉଁContinue reading “ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତିପ୍ରାଠୀଙ୍କ ପ୍ରତିକ୍ରିୟା : ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ବେଷ୍ଟ ଆଧାର”

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା : ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ; ସବୁ ଟିକାର ପ୍ରୋଟେକ୍ସନ ରହୁଛି ୭୧-୯୧%

କନକ ବ୍ୟୁରୋ :  କରୋନାରୁ ରକ୍ଷା ପାଇଁ ଏବେ ସାରା ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ତେବେ ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ ବୋଲି କହଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ସବୁ ସ୍ଥାନରେ ତର୍ଜମା ହେଲାଣି ଆମେ ମଧ୍ୟ ତର୍ଜମା ଆରମ୍ଭ କରିବୁContinue reading “ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା : ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ; ସବୁ ଟିକାର ପ୍ରୋଟେକ୍ସନ ରହୁଛି ୭୧-୯୧%”

ରାଜ୍ୟର କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା : କହିଲେ, ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ମଧ୍ୟ ବ୍ୟାପକ କରାଯିବ । ଏନେଇ ଅଫିସର, ଜିଲ୍ଲାପାଳ, ସଜାଗ ଅଛନ୍ତି । ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇContinue reading “ରାଜ୍ୟର କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା : କହିଲେ, ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ”

ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ମୁକୁଲ ରାୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ହଟାଇନେଲା କେନ୍ଦ୍ର ଗୃହ ମନ୍ତଣାଳୟ

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସକୁ ଫେରିବା ପରେ ମୁକଲ ରାୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ହଟାଇ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ସିଆରପିଏଫର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଗୁରୁବାର ସକାଳେ ମୁକୁଲ ରାୟଙ୍କ ସୁରକ୍ଷାରେ ଥିବା କର୍ମଚାରୀଙ୍କୁ ହଟାଇ ନିଆଯାଇଛି । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମୁକୁଲ ରାୟଙ୍କୁ ସୁରକ୍ଷା ବଢାଇ ‘ଜେଡ ସିକ୍ୟୁରିଟି’ କରି ଦିଆଯାଇଥିଲା । ଏହାContinue reading “ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ମୁକୁଲ ରାୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ହଟାଇନେଲା କେନ୍ଦ୍ର ଗୃହ ମନ୍ତଣାଳୟ”

ଅଧରାତିରେ ରାଜଧାନୀର ଗଣ୍ଡମୁଣ୍ଡାରେ ଦୁର୍ବୃତଙ୍କ ଆତଙ୍କରାଜ : ଗଣ୍ଡମୁଣ୍ଡା ଅଂଚଳରେ ଏକାଧିକ ଗାଡି ଭାଙ୍ଗିଲେ ଦୁର୍ବୃତ

କନକ ବ୍ୟୁରୋ : ରାଜଧାନୀରେ ଦୁର୍ବୃତଙ୍କ ଆତଙ୍କରାଜ । ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ୍ ୩ରେ ଏକାଧିକ ଗାଡ଼ି ଭାଙ୍ଗିଲେ ଦୁର୍ବୃତ । ୮ରୁ ୧୦ଜଣ ହାତରେ ଠେଙ୍ଗା ଓ ଭୁଜାଲି ଧରି ଆସିଥିବା ସୁଚନା ମିଳିଛି । ଦୁର୍ବୃତମାନେ ବାଇକ୍ ମଧ୍ୟ ଭଙ୍ଗାରୁଜା କରିଥିବାର ଦେଖିବାକୁ ମିଳିଛି । ଗତକାଲି ମଧ୍ୟରାତ୍ରୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି କରିଛି ତାର କାରଣ ଜଣାପଡ଼ିନାହିଁ ।  Continue reading “ଅଧରାତିରେ ରାଜଧାନୀର ଗଣ୍ଡମୁଣ୍ଡାରେ ଦୁର୍ବୃତଙ୍କ ଆତଙ୍କରାଜ : ଗଣ୍ଡମୁଣ୍ଡା ଅଂଚଳରେ ଏକାଧିକ ଗାଡି ଭାଙ୍ଗିଲେ ଦୁର୍ବୃତ”

ଘର ଭିତରେ ରହି ଛେଳି, କୁକୁଡ଼ା ଗିଳୁଥିଲା ଅଜଗର : ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲପଲାଇନ୍ ଟିମ୍

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ଗଞ୍ଜାଉଡାର ଗ୍ରାମରୁ ଏକ ଗାଇ ଗୁହାଳରୁ ପାଟଣାଗଡ ନାଗରାଜ ସ୍ନେକ ହେଲ୍ପ ଲାଇନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି । ଅଜଗରଟି ପାଖ ଚଙ୍ଗରିଆ ଜଙ୍ଗଲରୁ ଗାଁକୁ ଚାଲିଆସିଥିବା ଲୋକେ କହୁଥିବା ବେଲେ ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ । ହେଲ୍ପ ଲାଇନର ସଦସ୍ୟ ଧୃବ ସୁନା ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଧୃବଙ୍କ କହିବାନୁସାରେ ଏହି ସାପ ଗାଈ, ମଇଁଷି ତଥାContinue reading “ଘର ଭିତରେ ରହି ଛେଳି, କୁକୁଡ଼ା ଗିଳୁଥିଲା ଅଜଗର : ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲପଲାଇନ୍ ଟିମ୍”

ଭୁବନେଶ୍ୱରର ପ୍ରତୀକ ମାଷ୍ଟର କ୍ୟାଂଟିନ ଘୋଡ଼ା ହଟାଇବା ଯୋଜନାକୁ ନେଇ ବଢୁଛି ବିରୋଧ : ବିଧାୟକ ସୁର ରାଉତ କହିଲେ, ଆମ ଘୋଡା କୁଆଡେ ଯିବନି

କନକ ବୁରୋ : ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ସେହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୁର୍ତ୍ତିକୁ ହଟାଇବାକୁ ନେଇ ଆରମ୍ଭ ହୋଇଛି ବିବାଦ । ମୌଳିକତାକୁ ଆଘାତ ଦେଇ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ଗତକାଲି ଚେତାବନୀ ଦେଇଥିଲେContinue reading “ଭୁବନେଶ୍ୱରର ପ୍ରତୀକ ମାଷ୍ଟର କ୍ୟାଂଟିନ ଘୋଡ଼ା ହଟାଇବା ଯୋଜନାକୁ ନେଇ ବଢୁଛି ବିରୋଧ : ବିଧାୟକ ସୁର ରାଉତ କହିଲେ, ଆମ ଘୋଡା କୁଆଡେ ଯିବନି”

Design a site like this with WordPress.com
Get started