କନକ ବ୍ୟୁରୋ : ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୪ରୁ ୫ ରାଉଣ୍ଡ ଗୁଳି ସହ ୧୦ରୁ ୧୫ ବୋମା । ଏଥିରେ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର ଓ ମହିମାନଗର ସାହିର ଆକାଶ ନାୟକ ଗୁରୁତର ଆହତ ହୋଇଥିଲେContinue reading “ବୋମା ଓ ଗୁଳିରେ ଥରିଲା କାମାକ୍ଷାନଗର ସହର : ଘନ ଘନ ବୋମାମାଡ ସହ ଫୁଟିଲା ୪ରୁ ୫ ରାଉଣ୍ଡ ଗୁଳି ; ଜଣେ ମୃତ, କାରଣ ଏବେ ବି ଅସ୍ପଷ୍ଟ”
Author Archives: Raghaba
କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳାଙ୍କ ପାଇଁ ବେଶୀ ବିପଦପୂର୍ଣ୍ଣ : ଆଇସିଏମଆର ଷ୍ଟଡି କହିଲା, ଟିକା ଜରୁରୀ; ଲକ୍ଷଣ ଥିବା ମାମଲା ରହିଛି ୨୮.୭ %
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ଜନ୍ମନେଇଥିବା ପିଲାଙ୍କ ଉପରେ ବେଶୀ ପ୍ରଭାବ ପକାଇଛି । ଗମ୍ଭୀର ଲକ୍ଷଣ ଥିବା ମାମଲା ଓ ମୃତ୍ୟୁହାର ବି ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରର ଅଧିକ ରହିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ, ଆଇସିଏମଆରର ଏକ ଅଧ୍ୟୟନ ଏହି ତଥ୍ୟ ଦେଇଛି । ଆଇସିଏମଆରର ଅଧ୍ୟୟନରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଗର୍ଭବତୀ ଓ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କContinue reading “କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳାଙ୍କ ପାଇଁ ବେଶୀ ବିପଦପୂର୍ଣ୍ଣ : ଆଇସିଏମଆର ଷ୍ଟଡି କହିଲା, ଟିକା ଜରୁରୀ; ଲକ୍ଷଣ ଥିବା ମାମଲା ରହିଛି ୨୮.୭ %”
ରାଜ୍ୟରେ ୨୪ ଘଂଟାର କରୋନା ମିଟର : ୩୬୩୧ ନୂଆ ପଜିଟିଭ ଚିହ୍ନଟ; ସଂକ୍ରମଣ ହାର ୫. ୭୨ %, ସାମାନ୍ୟ କମିଲା ମୃତ୍ୟୁ
କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ସଂଗରୋଧରୁ ୨ ହଜାର ୬୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧ ହଜାର ୫୬୨ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୨୬୨ ଜଣ, ବରଗଡ଼ରୁ ୫୦ ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୮୪ ଜଣ, କଟକରୁContinue reading “ରାଜ୍ୟରେ ୨୪ ଘଂଟାର କରୋନା ମିଟର : ୩୬୩୧ ନୂଆ ପଜିଟିଭ ଚିହ୍ନଟ; ସଂକ୍ରମଣ ହାର ୫. ୭୨ %, ସାମାନ୍ୟ କମିଲା ମୃତ୍ୟୁ”
ସମ୍ବଲପୁର ଶୀତଳଷଷ୍ଠୀର ଅନ୍ତିମପର୍ବ : କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରଖି ଚାଲିଛି ଦେବଦମ୍ପତିଙ୍କ ଦର୍ଶନ, ଆଜି ସନ୍ଧ୍ୟାରେ ହେବ ମନ୍ଦିର ପ୍ରବେଶ
କନକ ବ୍ୟୁରୋ : ଦେବାଦେବୀ, ଗ୍ରହ, ନକ୍ଷତ୍ର, ଯକ୍ଷ, ମାନବ, କିନ୍ନର ତଥା ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରାପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦେବାଧିଦେବ ମହାଦେବ ଓ ଜଗତ୍ଜନନୀ ପାର୍ବତୀ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଛି। ଚଳିତ ବର୍ଷ ମନ୍ଦିର ପ୍ରାଙ୍ଗଣ ଓ ସଂଲଗ୍ନ କଲ୍ୟାଣ ମଣ୍ଡପରେ ହିଁ ଲୋକାଚାରContinue reading “ସମ୍ବଲପୁର ଶୀତଳଷଷ୍ଠୀର ଅନ୍ତିମପର୍ବ : କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରଖି ଚାଲିଛି ଦେବଦମ୍ପତିଙ୍କ ଦର୍ଶନ, ଆଜି ସନ୍ଧ୍ୟାରେ ହେବ ମନ୍ଦିର ପ୍ରବେଶ”
ୟୁଟ୍ୟୁବରେ ପଢିବେ ପ୍ରାଥମିକ ପିଲା : ଜୁନ ୨୧ରୁ ଜୁଲାଇ ୭ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହେବ ପାଠପଢା
କନକ ବ୍ୟୁରୋ : ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍ରେ ପଢ଼ାଇବା ଲାଗି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୨୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବ୍ରେ ହେବ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍ କ୍ଲାସ ପାଇଁ ୮ଟି ଜିଲ୍ଲା ଯଥା ଖୋର୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼କୁ ଚୟନ କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୦ ମିନିଟ୍ର ୩ଟିContinue reading “ୟୁଟ୍ୟୁବରେ ପଢିବେ ପ୍ରାଥମିକ ପିଲା : ଜୁନ ୨୧ରୁ ଜୁଲାଇ ୭ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହେବ ପାଠପଢା”
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ : ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ବି ବାହାରିପାରିଲାନି ବିକଳ୍ପ ବାଟ, ଆଜି ପୁଣି ବସିପାରେ ବୈଠକ
କନକ ବ୍ୟୁରୋ : କିପରି ମୂଲ୍ୟାଙ୍କନ କରାଯାଇ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ, ଜାରି ରହିଛି କସରତ । ବିକଳ୍ପ ମୂଲ୍ୟାଙ୍କନ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ବିଶେଷଜ୍ଞ କମିଟିର ତୃତୀୟ ବୈଠକ ସରିଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏହି କଂଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେContinue reading “ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ : ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ବି ବାହାରିପାରିଲାନି ବିକଳ୍ପ ବାଟ, ଆଜି ପୁଣି ବସିପାରେ ବୈଠକ”
ବିଦେଶକୁ ଯାଉଥିଲେ ଆଗୁଆ ନେଇପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ : ଚାକିରି କିମ୍ବା ପାଠ ପଢ଼ିବାକୁ ଯାଉଥିଲେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି
କନକ ବ୍ୟୁରୋ : ବିଦେଶକୁ ଯାଉଥିଲେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଆଗୁଆ ନେଇ ପାରିବେ । ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଚାକିରି କରିବାକୁ ଯାଉଥିବା ବ୍ୟକ୍ତି ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳିବ । ସେମାନେ ୨୮ ଦିନ ପରେ ଏବଂ ୮୪ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ନେଇContinue reading “ବିଦେଶକୁ ଯାଉଥିଲେ ଆଗୁଆ ନେଇପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ : ଚାକିରି କିମ୍ବା ପାଠ ପଢ଼ିବାକୁ ଯାଉଥିଲେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି”
ଜୁନ୍ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
କନକ ବ୍ୟୁରୋ : ଜୁନ୍ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆଜି ୧୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍ସିଂହପୁର, କେନ୍ଦ୍ରପଡ଼ା ଏବଂ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖContinue reading “ଜୁନ୍ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”
ଆଜିଠୁ ଓଡ଼ିଶାରେ ଲକଡାଉନ କଟକଣା ଆଂଶିକ କୋହଳ : ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ
କନକ ବ୍ୟୁରୋ : ଆଜିଠାରୁ ଲକଡାଉନ କଟକଣାରେ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ପୂର୍ବରୁ ଯେଉଁଭଳି ତାଲାବନ୍ଦ କଟକଣା ଥିଲା, ତାହାକୁ ମିଛି ମାତ୍ରାରେ କୋହଳ କରାଯାଇଛି । ସଂକ୍ରମଣ ହାରକୁ ଦେଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟାଗୋରୀ କରି କଟକଣାକୁ କୋହଳ କରିଛନ୍ତ ସରକାର । ଯେଉଁଠି ସଂକ୍ରମଣ ହାର କମ ରହିଛି, ସେଠାରେ କଟକଣା ଅଧିକ କୋହଳ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମର୍ନିଂ ୱାକ୍,Continue reading “ଆଜିଠୁ ଓଡ଼ିଶାରେ ଲକଡାଉନ କଟକଣା ଆଂଶିକ କୋହଳ : ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ”
ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।
କନକ ବ୍ୟୁରୋ: ପ୍ରାୟ ୩ ମାସ ତଳର ଏହି ପୁରୁଣା ବୟାନ, ଏବେ ପୁଣି ଥରେ ତାଜା ହୋଇଯାଇଛି, ଯେତେବେଳେ ଏହି ବୟାନକୁ ନେଇ କୋଲକତା ପୁଲିସ୍ ଛାନିବିନ୍ ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସୁପରଷ୍ଟାର ମିଥୁନ୍ ଦେଇଥିବା ଭାଷଣ ଏବଂ ନିର୍ବାଚନ ପରବର୍ତୀ ହିଂସାକୁ ଦୃଷ୍ଟିରେ ରଖି କୋଲକତା ପୁଲିସ୍ ମିଥୁନ୍ ଚକ୍ରବର୍ତୀଙ୍କୁ ଜେରା କରିଛି । ମାରବୋ ଇଖାନେ ଲାସ୍ ପୋରବେ ଶ୍ମଶାନେ ଅର୍ଥାତ୍ ଏଇଠି ମାରିବି ଶ୍ମଶାନରେContinue reading “ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।”