କନକ ବ୍ୟୁରୋ : ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେତେକ ଜିଲ୍ଲାରେ କଟକଣାକୁ ଅଧିକ କୋହଳ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ କଟକଣାକୁ କମ୍ ମାତ୍ରାରେ କୋହଳ କରାଯାଇଛି । ତେବେ ଏହାରି ମଧ୍ୟରେ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବା । କଣ ବନ୍ଦ: ଜୁଲାଇ ୧ ଯାଏଁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ ।Continue reading “୧୪ ଦିନିଆ ଆଂଶିକ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ… କଣ ଖୋଲା, କଣ ବନ୍ଦ?”
Author Archives: Raghaba
କଟକଣା କୋହଳ : କେଉଁ ଜିଲ୍ଲାରେ କେତେ ସମୟ, ଜାମନ୍ତୁ…
କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦ କଟକଣାକୁ ଆଂଶିକ କୋହଳ କରାଯାଇଛି । କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା । ଏହି ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟାContinue reading “କଟକଣା କୋହଳ : କେଉଁ ଜିଲ୍ଲାରେ କେତେ ସମୟ, ଜାମନ୍ତୁ…”
ବଡ ଖବର ! ରାଜ୍ୟରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା
କନକ ବ୍ୟୁରୋ : ବଡ ଖବର ! ଓଡିଶାରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା । ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ଜାରି ରହିବ । ୧୭ ଜିଲ୍ଲାରେ ସଂକ୍ରମମ କମ ଥୁିବାରୁ ଲକଡାଉନ କୋହଳ କରିଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୫ ଦୋକାନ ବଜାର ଖୋଲା ରହିବ । ବାକି ୧୩ ଜିଲ୍ଲାରେ ସକାଳContinue reading “ବଡ ଖବର ! ରାଜ୍ୟରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା “
ଟ୍ୱିଟର ପରେ ଏବେ ଇନଷ୍ଟାଗ୍ରାମ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ଜୁନ ୧୮ ରେ ଏନେଇ ବସିବ ସଂସଦୀୟ ସମିତି ବୈଠକ ।
କନକ ବ୍ୟୁରୋ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ପରେ ଏବେ ଫଟୋ –ଭିଡିଓ ନେଟସ୍ୱାକିଂ ସାଇଟ୍ ଇନଷ୍ଟଗ୍ରାମ ବି ଯାଂଚର ପରିସରକୁ ଆସିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଇନଷ୍ଟାଗ୍ରାମ ବିରୋଧରେ ମାମଲା ଦାଖଲ କରିଛି । କିଛିଦିନ ହେବ ଇନଷ୍ଟାଗ୍ରାମ ଉପରେ ଧାର୍ମିକ ଉନ୍ମାଦନା, ଓ ସାଂପ୍ରଦାୟିକ ହିଂସା କୁ ଉସକାଇବା ଭଳି ଅଭିଯୋଗ ଆସୁଛି । ଏନେଇ ମଙ୍ଗଳବାର ଦିନ ମାମଲା ଦାଖଲ ହୋଇଛି । ଏହି ଅଭିଯୋଗରେ ଧାରା ୧୫୩-ଏContinue reading “ଟ୍ୱିଟର ପରେ ଏବେ ଇନଷ୍ଟାଗ୍ରାମ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ଜୁନ ୧୮ ରେ ଏନେଇ ବସିବ ସଂସଦୀୟ ସମିତି ବୈଠକ ।”
ଆନ୍ଧ୍ର-ଓଡିଶା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ୬ ମାଓବାଦୀ ନିହତ; ସର୍ଚ୍ଚ ଅପରେସନ୍ ଜାରି
କନକ ବ୍ୟୁରୋ : ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଥିବା ସୁଚନା ମିଳିଛି । ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଓବାଦୀ ମୁହାଁମୁହିଁ । ଏକେ -୪୭, ଏସଏଲଆର ବନ୍ଧୁକ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୁଳି ଗୋଳା ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ନେଇContinue reading “ଆନ୍ଧ୍ର-ଓଡିଶା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ୬ ମାଓବାଦୀ ନିହତ; ସର୍ଚ୍ଚ ଅପରେସନ୍ ଜାରି”
ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ : ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ ଦେଖାଇଥିଲି ବନ୍ଧୁକ
କନକ ବ୍ୟୁରୋ : ବଲାଙ୍ଗିର ଶାନ୍ତିପଡ଼ାରେ ୩ଜଣଙ୍କୁ ବନ୍ଧକ ରଖିବା ଘଟଣାକୁ ନେଇ ପ୍ରେସମିଟ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପ୍ରେମ ପାଇଁ ପରିବାରର ୩ଜଣଙ୍କୁ ବନ୍ଧକ ରଖିଥିବା ସୁଚନା ମିଳିଛି । ପ୍ରେମ ସମ୍ପର୍କ ପାଇଁ ଏଭଳି କାଣ୍ଡ ହୋଇଥିବା ନେଇ ସୁଚନା ଦେଇଛି ପୋଲିସ । ତେବେ ୩ଜଣଙ୍କ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ନେଇ ପୋଲିସ ସୁଚନା ଦେଇଛନ୍ତି । ହତ୍ୟା ନୁହେଁ ଭୟଭୀତ କରିବାକୁ ୩ଜଣଙ୍କୁ ବନ୍ଧକContinue reading “ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ : ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ ଦେଖାଇଥିଲି ବନ୍ଧୁକ”
ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିଛି : ଲୋକେ ସଚେତନ ରହିଲେ ନିୟନ୍ତ୍ରଣରେ ରହିବ କରୋନା
କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ ଉପରେ ନିଷ୍ପତି ନିଆଯିବ । ଏବେ ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମୁଥିବା କହିଛନ୍ତି ସିବିକେ ମହାନ୍ତି । ଆଶା କରାଯିବ ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କମିଯିବ । ଲୋକେ ସଚେତନ ହେଲେ କରୋନା ନିୟନ୍ତ୍ରଣ ହେବ । ଅନଲକ ହେଲେContinue reading “ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିଛି : ଲୋକେ ସଚେତନ ରହିଲେ ନିୟନ୍ତ୍ରଣରେ ରହିବ କରୋନା”
କିଛି ସମୟ ପରେ ବଡ ଘୋଷଣା କରିବେ ରାଜ୍ୟ ସରକାର : ଲକଡାଉନ / ସଟଡାଉନ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ
କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ତୃତୀୟ ଫେଜ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଆଜି ଅପରାହ୍ନରେ ବଡ ଘୋଷଣା କରିବେ ରାଜ୍ୟ ସରକାର । ଦିନ ସାଢେ ୧ଟାରେ ସମ୍ବୋଧନ କରିବେContinue reading “କିଛି ସମୟ ପରେ ବଡ ଘୋଷଣା କରିବେ ରାଜ୍ୟ ସରକାର : ଲକଡାଉନ / ସଟଡାଉନ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ”
ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏୟାରଟେଲ ପରେ ମୁମ୍ବାଇରେ ଜିଓ ଆରମ୍ଭ କଲା ୫ ଜି ସେବା । ମିଳୁଛି ଆଶ୍ଚର୍ଯ୍ୟ କରିଦେବା ଭଳି ସ୍ପିଡ୍ ।
କନକ ବ୍ୟୁରୋ : ଦେଶରେ ୫ ଜି ସେବା ଯୋଗାଇ ଦେବାକୁ ମୋବାଇଲ ନେଟୱାର୍କ କମ୍ପାନୀ ମାନେ କାମ ଆରମ୍ଭ କରିଦେଇଛନ୍ତି । ଏନେଇ ଟେଲିକମ୍ କମ୍ପାନୀମାନେ ପରୀକ୍ଷା କରିବାରେ ଲାଗିଛନ୍ତି । କିଛିଦିନ ତଳେ ଭାରତୀ ଏୟାରଟେଲ କମ୍ପାନୀ ଗୁରୁଗ୍ରାମରେ ୫ ଜି ସେବା ଆରମ୍ଭ କରିଥିବା । ଏଥିରେ ଡାଉନଲୋଡ ସ୍ପିଡ ୧ ଜିବିପିଏସ୍ ପର୍ଯ୍ୟନ୍ତ ଦେଖାଦେଇଥିଲା । ଏବେ ମୁମ୍ବାଇରେ ବି ଜିଓ ପକ୍ଷରୁ ୫ ଜି ସେବା ଆରମ୍ଭ ହୋଇଛି ।Continue reading “ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏୟାରଟେଲ ପରେ ମୁମ୍ବାଇରେ ଜିଓ ଆରମ୍ଭ କଲା ୫ ଜି ସେବା । ମିଳୁଛି ଆଶ୍ଚର୍ଯ୍ୟ କରିଦେବା ଭଳି ସ୍ପିଡ୍ ।”
କରୋନାକୁ ହରାଇଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର : ୯୩ ବର୍ଷ ବୟସରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ
କନକ ବ୍ୟୁରୋ : କରୋନାକୁ ହରାଇଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର । ୯୩ ବର୍ଷ ବୟସରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାର୍ଦ୍ଧକ୍ୟଜନିତ, ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ଶ୍ରୀ ମହାପାତ୍ରଙ୍କ ଚିକିତ୍ସା ଏସସିବି ଡ଼ାକ୍ତରୀ ଟିମଙ୍କ ପାଇଁ ଚ୍ୟାଲେଂଜ ଥିଲା । ଦୀର୍ଘ ୧୬ଦିନର ସଫଳ ଚିକିତ୍ସା ପରେ ଏବେ ସେ ସୁସ୍ଥ ବୋଲି କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ଗଠନ ହୋଇଥିବାContinue reading “କରୋନାକୁ ହରାଇଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର : ୯୩ ବର୍ଷ ବୟସରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ”