କନକ ବ୍ୟୁରୋ : କଦଳୀ ଚୋରର କାରନାମା । ଚୋରି ସମୟରେ ଧରା ପଡ଼ିବାରୁ ଦୁଇ ଭାଇ ଉପରକୁ ଆକ୍ରମଣ କଲା ଚୋର । ଘଟଣା ଘଟାଇବା ପରେ ମୃତକଙ୍କର ବାଇକ ନେଇ ଫେରାର ହୋଇଯାଇଥିଲା । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କାଦୁଆ ଗାଁରେ । ବେଣାଗାଡିଆ ଗାଁର କାଠିଆ ସ୍ୱାଇଁ ଗତ କାଲି ରାତି ୧୦ଟା ବେଳେ କାଦୁଆ ଗାଁର ରମେଶ ମଲ୍ଲିକଙ୍କ ବାଡିରୁ ଏକ କଦଳୀ କାନ୍ଧି ଚୋରୀContinue reading “ଛୁରୀ ଭୁଷିଦେଲା କଦଳୀ ଚୋର : ନୟାଗଡ ଖଣ୍ଡପଡାର କାଦୁଆ ଗାଁରେ ଅଘଟଣ; ଆକ୍ରମଣରେ ବଡ ଭାଇ ମୃତ, ସାନଭାଇ ଗୁରୁତର”
Author Archives: Raghaba
ବଲାଙ୍ଗୀର ଯୁବକର ଉନ୍ମତକାଣ୍ଡ ପରେ ପୁଲିସର ପଚରାଉଚରା : ଯୁବକଙ୍କ ହାତରେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଉଠିଲା ବଡ ପ୍ରଶ୍ନ
କନକ ବ୍ୟୁରୋ : ବଲାଙ୍ଗୀରରେ ପ୍ରେମ ପାଇଁ ପାଗଳ ହୋଇ ଉନ୍ମତକାଣ୍ଡ କରିଥିବା ଯୁବକଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ । ଗତକାଲି ଏହି ଯୁବକ ବିକ୍ରମ ପଣ୍ଡା ହାତରେ ବନ୍ଧୁକ ଧରି, ଯୁବତୀଙ୍କ ମାମୁଁ ଘରେ ପଶିଯାଇଥିଲା । ତେବେ ଯୁବକଙ୍କ ହାତରେ ବନ୍ଧୁକ କେମିତି ଆସିଲା ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ଗତକାଲି ବିକ୍ରମ ପଣ୍ଡା ହାତରେ ବନ୍ଧୁକ ଧରି, ଯୁବତୀଙ୍କ ମାମୁଁ ଘରେ ପଶିଯାଇଥିଲା । ମୁଣ୍ଡରେ ବନ୍ଧୁକContinue reading “ବଲାଙ୍ଗୀର ଯୁବକର ଉନ୍ମତକାଣ୍ଡ ପରେ ପୁଲିସର ପଚରାଉଚରା : ଯୁବକଙ୍କ ହାତରେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଉଠିଲା ବଡ ପ୍ରଶ୍ନ”
ମିଥୁନ ଚଳ୍ରବର୍ତ୍ତୀଙ୍କ ପାଇଁ ଭାରି ପଡିଲା ନିର୍ବାଚନୀ ସଭାରେ ବିବାଦୀୟ ବୟାନ । ଥାନାକୁ ଡାକି ପଚରା ଉଚରା କଲା କୋଲକତା ପୋଲିସ ।
କନକ ବ୍ୟୁରୋ : ଅଭିନେତା ତଥା ବିଜେପି ନେତା ମିଥୁନ ଚଳ୍ରବର୍ତ୍ତୀଙ୍କୁ କୋଲକତା ପୋଲିସ ଥାନାକୁ ଡାକି ପଚରା ଉକ୍ଟ୍ରରା କରିଛି । ସୂଚନା ମୁତାବକ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏକ ସଭାରେ ଦେଇଥିବା ବିବାଦୀୟ ବୟାନକୁ ନେଇ ପୋଲିସ ତାଙ୍କୁ ନୋଟିସ୍ କରିଥିଲା । ତାଙ୍କ ଭାଷଣ ହିଂସା ଉଦ୍ରେକକାରୀ ବୋଲି ଅଭିଯୋଗ କରି ମାଣିକତାଲା ପୋଲିସ ଷ୍ଟେସନରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ମାଣିକତାଲା ଥାନାରେ ଦାଖଲ ହୋଇଥିବା ଅଭିଯୋଗରେ ଦାବିContinue reading “ମିଥୁନ ଚଳ୍ରବର୍ତ୍ତୀଙ୍କ ପାଇଁ ଭାରି ପଡିଲା ନିର୍ବାଚନୀ ସଭାରେ ବିବାଦୀୟ ବୟାନ । ଥାନାକୁ ଡାକି ପଚରା ଉଚରା କଲା କୋଲକତା ପୋଲିସ ।”
ରାତିରେ ଝଲସିବ ଶ୍ରୀମନ୍ଦିର : ଲାଗିବ ଦାମୀ ଥ୍ରିଡି ଲାଇଟ୍; ଦେଢ଼ କୋଟି ଖର୍ଚ୍ଚ କରିବ ପ୍ରତ୍ନତତ୍ତ୍ବ ବିଭାଗ
କନକ ବ୍ୟୁରୋ : ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍ ଇଲୁମିନେସନ୍)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପାଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ ସ୍ପଷ୍ଟ ଦେଖିପାରିବେ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବାବେଳେ ଆସନ୍ତା ୧୭ ତାରିଖରୁ ଏହି କାମ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଏକ ତିନିଜଣିଆ ବୈଷୟିକ ଦଳContinue reading “ରାତିରେ ଝଲସିବ ଶ୍ରୀମନ୍ଦିର : ଲାଗିବ ଦାମୀ ଥ୍ରିଡି ଲାଇଟ୍; ଦେଢ଼ କୋଟି ଖର୍ଚ୍ଚ କରିବ ପ୍ରତ୍ନତତ୍ତ୍ବ ବିଭାଗ”
କ୍ରିକେଟ ପଡିଆରେ ଆହତ ହେଲେ ସାଉଥଆଫ୍ରିକା କ୍ରିକେଟ ଟିମର ପୂର୍ବ ଅଧିନାୟକ ଡୁ ପ୍ଲେସିସ୍ । ଆହତ ପରେ ସ୍ମୃତିଶକ୍ତି ହରାଇଥିବା ନେଇ ସୂଚନା
କନକ ବ୍ୟୁରୋ : ସାଉଥଆଫ୍ରିକା କ୍ରିକେଟ ଟିମର ପୂର୍ବତନ ଅଧିନାକୟ ଫାପ୍ ଡୁ ପ୍ଲେସିସ୍ ପାକିସ୍ତାନ ସୁପର ଲିଗ (ପିଏସଏଲ) ର ଏକ ମ୍ୟାଚରେ ଆହତ ହୋଇଛନ୍ତି । ଏକ ମ୍ୟାଚରେ ପିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ସେ ଚକିତ୍ସିତ ହେବା ପରେ ଏବେ ମେଡିକାଲରୁ ଫେରି ହୋଟେଲରେ ରହିଛନ୍ତି । ଏନେଇ ଡୁ ପ୍ଲେସିସ୍ ଟ୍ୱିଟ୍ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟର ଉନ୍ନତି ନେଇContinue reading “କ୍ରିକେଟ ପଡିଆରେ ଆହତ ହେଲେ ସାଉଥଆଫ୍ରିକା କ୍ରିକେଟ ଟିମର ପୂର୍ବ ଅଧିନାୟକ ଡୁ ପ୍ଲେସିସ୍ । ଆହତ ପରେ ସ୍ମୃତିଶକ୍ତି ହରାଇଥିବା ନେଇ ସୂଚନା”
ଅନଲକ୍ ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବଡ ଘୋଷଣା : ରେଡ୍ ଜୋନ ଜିଲ୍ଲା ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ଲାନ୍; ବଳବତ୍ତର ରହିପାରେ ନାଇଟ୍ କର୍ଫ୍ୟୁ
କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟର କିଛି ଜିଲ୍ଲାରେ ଅନଲକ୍ ନେଇ କରିବେ ଘୋଷଣା । ରେଡ୍ ଜୋନ ଜିଲ୍ଲା ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ଲାନ୍ । ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ । ତୃତୀୟ ଦଫା ତାଲାବନ୍ଦର ଆସନ୍ତାକାଲି ଶେଷ ଦିନ । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେContinue reading “ଅନଲକ୍ ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବଡ ଘୋଷଣା : ରେଡ୍ ଜୋନ ଜିଲ୍ଲା ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ଲାନ୍; ବଳବତ୍ତର ରହିପାରେ ନାଇଟ୍ କର୍ଫ୍ୟୁ”
ଦେଶରେ ବଦଳିଲା ଟିକାକରଣ ନିୟମ । ଏବେ କୋ-ୱିନ୍ ଆପରେ ପଞ୍ଜିକରଣ ନକରି ସିଧା ଟିକାକରଣ କେନ୍ଦ୍ରକୁ ଯାଇ ନେଇପାରିବେ ଟିକା ।
କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ସାମାନ୍ୟ କମ ହୋଇଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । କରୋନା ବିରୋଧରେ ଚାଲିଥିବା ଏହି ଲଢେଇରେ ଟିକାକୁ ସୁରକ୍ଷା କବଚ ଭାବେ ମାନିବାକୁ ପଡୁଛି । ଏଣୁ ସରକାର ଦେଶର ସମସ୍ତ ନାଗରିକଙ୍କୁ ଟିକା ଦେବା ନେଇ ଅଭିଯାନ ଚଳାଇଛନ୍ତି । ସମସ୍ତ ନାଗରିକଙ୍କ ପାଖରେ ଟିକା ପହଂଚାଇବାକୁ ସରକାର ଟିକାକରଣ ନିୟମରେ ସଂଶୋଧନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କContinue reading “ଦେଶରେ ବଦଳିଲା ଟିକାକରଣ ନିୟମ । ଏବେ କୋ-ୱିନ୍ ଆପରେ ପଞ୍ଜିକରଣ ନକରି ସିଧା ଟିକାକରଣ କେନ୍ଦ୍ରକୁ ଯାଇ ନେଇପାରିବେ ଟିକା । “
ଦେଶରେ କମୁଛି ସଂକ୍ରମଣ : ୨୪ ଘଂଟାରେ ୬୨, ୨୨୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫୪୨ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ । ୨୪ ଘଂଟାରେ ଦେଶରେ ୬୨ ହଜାର ୨୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୫୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୧ ଲକ୍ଷ ୭ ହଜାର ୬୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୮୩Continue reading “ଦେଶରେ କମୁଛି ସଂକ୍ରମଣ : ୨୪ ଘଂଟାରେ ୬୨, ୨୨୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫୪୨ ଜଣଙ୍କ ମୃତ୍ୟୁ”
ନୂଆ ଆଇଟି ନିୟମ ପାଳନ କରିନଥିବାରୁ ଟ୍ୱିଟର ଉପରେ ସରକାରଙ୍କ ବଡ ଆକ୍ସନ : ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର
କନକ ବ୍ୟୁରୋ : ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ୱିଟର ପାଇଁ ମହଙ୍ଗା ପଡିଛି । ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର । ମିଡିଆ ରିପୋର୍ଟସ ଅନୁସାରେ, ୨୫ ମଇରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ । ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଆଇନଗତ ସୁରକ୍ଷା ହରାଇବା ପରେ ବର୍ତମାନ ଆଇପିସିର ଧାରା ଅନୁସାରେ ଟ୍ୱିଟରContinue reading “ନୂଆ ଆଇଟି ନିୟମ ପାଳନ କରିନଥିବାରୁ ଟ୍ୱିଟର ଉପରେ ସରକାରଙ୍କ ବଡ ଆକ୍ସନ : ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର”
ସାରା ରାଜ୍ୟରେ ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା ? ଆଜି ଘୋଷଣା କରିବେ ସରକାର; ଜାଣନ୍ତୁ କିଭଳି ରହିପାରେ ଅନଲକ ପ୍ରକ୍ରିୟା
କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ତୃତୀୟ ଫେଜ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଏ ନେଇ ଆଜି ଘୋଷଣା କରିବେ ସରକାର । ଯଦିଓ ଏ ନେଇ କୌଣସି ଔପଚାରିକContinue reading “ସାରା ରାଜ୍ୟରେ ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା ? ଆଜି ଘୋଷଣା କରିବେ ସରକାର; ଜାଣନ୍ତୁ କିଭଳି ରହିପାରେ ଅନଲକ ପ୍ରକ୍ରିୟା “