ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୩୦, ବାଲେଶ୍ୱରରୁ ୨୦୦ କିମି ଦୂରରେ ଅଛି ବାତ୍ୟା ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୩୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲା ଆଇଏମଡି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ବୋଲି ଆକଳନ କରାଯାଉଛି । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ବାତ୍ୟାର ଗତି କମିପାରେ । ଏବେ ପାରାଦୀପରେContinue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୩୦, ବାଲେଶ୍ୱରରୁ ୨୦୦ କିମି ଦୂରରେ ଅଛି ବାତ୍ୟା ।”

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୪୦ କିମି ଦୂରରେ ରହିଛି ବାତ୍ୟା ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୪୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ଗତି କମିପାରେ । ଏବେ ପାରାଦୀପରେ ୬୦ରୁ ୭୦Continue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୪୦ କିମି ଦୂରରେ ରହିଛି ବାତ୍ୟା ।”

ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦର ।

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ୟାସ । ୟାସ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସତର୍କ ରହିଛନ୍ତି । ଏହାସହ ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ରହିବ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ବାତ୍ୟା ୟାସ ୨୬ ତାରିଖ ସକାଳେ ଭଦ୍ରକ ଓ ବାଲେଶ୍ୱର ମଧ୍ୟରେContinue reading “ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦର ।”

ଆସୁଛି ବାତ୍ୟା ୟାସ୍ । ବାତ୍ୟା ବେଳେ କଣ କରିବେ, ଆଉ କଣ ନକରିବେ । ପଢନ୍ତୁ…

କନକ ବ୍ୟୁରୋ: ଆସୁଛି ବାତ୍ୟା ୟାସ୍ । ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଓଡିଶା । କାଲି ସକାଳେ ଭଦ୍ରକରୁ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାପୂର୍ବରୁ ଲୋକମାନଙ୍କୁ ସ୍ଥାନାସ୍ତରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ବାତ୍ୟା ବେଳେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ ଆସନ୍ତୁ ଜାଣିବା । କଣ କରିବା ଉଚିତ ୧- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ,Continue reading “ଆସୁଛି ବାତ୍ୟା ୟାସ୍ । ବାତ୍ୟା ବେଳେ କଣ କରିବେ, ଆଉ କଣ ନକରିବେ । ପଢନ୍ତୁ…”

ପାରାଦୀପଠାରୁ ୧୬୦ କିମି ଦୂରରେ ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ଏବେ ୨୫୦ କିମି ଦୂରରେ ବାତ୍ୟା । ତାଜା ଅପଡେଟ୍ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ପାଣିପାଗ ବିଭାଗର ତାଜା ଅପଡେଟ୍ । ପାରାଦୀପଠାରୁ ଏବେ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାଲେଶ୍ୱରଠାରୁ ଏହି ବାତ୍ୟା ଏବେ ୨୫୦ କିଲୋମିଟର ଦୂରରେ ରହିଛି । ତେବେ ସମୁଦ୍ର ଭିତରେ ଗତ ୬ ଘଂଟା ହେଲା ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ୟାସ୍ ଏବେ ଓଡିଶା ମୁହାଁContinue reading “ପାରାଦୀପଠାରୁ ୧୬୦ କିମି ଦୂରରେ ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ଏବେ ୨୫୦ କିମି ଦୂରରେ ବାତ୍ୟା । ତାଜା ଅପଡେଟ୍ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।”

ମାଡି ଆସୁଛି ବାତ୍ୟା ୟାସ । ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ

କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ବାତ୍ୟା ୟାସ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୨୬ ତାରିଖ ସକାଳ ୮ଟା ୩୦ ଯାଏଁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପୁରୀ ଖୋର୍ଦ୍ଧା ,କଟକ. ଯାଜପୁର ଓ ମୟୁରଭଞ୍ଜରେଅରେଞ୍ଜ ୱାର୍ଣ୍ଣିଂ ଅର୍ଥାତ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ସେହିଭଳିContinue reading “ମାଡି ଆସୁଛି ବାତ୍ୟା ୟାସ । ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ”

ୟାସ୍ ବାତ୍ୟାର ସୃଷ୍ଟି ହୋଇଛି ଆଖି । ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିଲୋମିଟର । ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିମି ଭିତରେ ରହିଛି । ଯାହାକି ପାରଦୀପ ଡପଲର ରାଡାରରୁ ଜଣାପଡିଛି । ତେବେ ବାତ୍ୟାର ଆଖି ଏବେ ସମ୍ପୂର୍ଣ୍ଣ ଗୋଲାକାର ହୋଇନାହିଁ । ବାତ୍ୟା ୟାସ୍ ଏବେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲିContinue reading “ୟାସ୍ ବାତ୍ୟାର ସୃଷ୍ଟି ହୋଇଛି ଆଖି । ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିଲୋମିଟର । ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି ।”

ବାତ୍ୟା ପାଇଁ ଓଡ଼ିଶାରେ ବ୍ୟାପକ ସ୍ଥାନାନ୍ତରଣ ଜାରି । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ସ୍ଥାନାନ୍ତରଣର ବିରଳ ଚିତ୍ର ।୯୧ ବର୍ଷିୟ ବୃଦ୍ଧାକୁ ଭାରରେ କାନେ୍ଧଇ ଆଶ୍ରୟସ୍ଥଳୀ ନେଲେ ପୁଲିସ କର୍ମୀ

କନକ ବ୍ୟୁରୋ: ବିପର୍ଯ୍ୟୟ ସହ ମୁକାବିଲା ଏତେ ସହଜ ନୁହେଁ । ଏଥିରେ ପ୍ରତିଟି ମଣିଷର ସହଯୋଗ ଦରକାର । ବାତ୍ୟା, ବନ୍ୟା ଭଳି ବଡ଼ ବଡ଼ ବିପଦକୁ ଓଡ଼ିଶା ଅତିକ୍ରମ କରିଯିବା ପଛରେ ହୁଏତ, ଏହି ଭଳି ଛୋଟ ଛୋଟ ପ୍ରୟାସ ରହିଛି । ଏହି ଦୃୃଶ୍ୟ ପଛରେ କେବଳ ସରକାରୀ ଦାୟିତ୍ୱ ନାହିଁ, ବରଂ ବ୍ୟକ୍ତିଗତ ସହାୟତା କରିବାର ଇଚ୍ଛାଶକ୍ତି ଲୁଚି ରହିଛି । ବାତ୍ୟା ଆସୁଛି, ସାଥିରେ ବିପଦ ଆଣିଛି । ଆଉContinue reading “ବାତ୍ୟା ପାଇଁ ଓଡ଼ିଶାରେ ବ୍ୟାପକ ସ୍ଥାନାନ୍ତରଣ ଜାରି । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ସ୍ଥାନାନ୍ତରଣର ବିରଳ ଚିତ୍ର ।୯୧ ବର୍ଷିୟ ବୃଦ୍ଧାକୁ ଭାରରେ କାନେ୍ଧଇ ଆଶ୍ରୟସ୍ଥଳୀ ନେଲେ ପୁଲିସ କର୍ମୀ”

ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ୨୬ ତାରିଖରେ ଟିକା ନେବାକୁ ଥିବା ବ୍ୟକ୍ତି ୨୯ ତାରିଖରେ ନେବେ ଭ୍ୟାକ୍ସିନ୍ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ହେତୁ ଆସନ୍ତାକାଲି ବିଏମସି ଅଂଚଳ ବା ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ବାତ୍ୟା ପାଇଁ ଗୋଟିଏ ଦିନ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଆସନ୍ତାକାଲି ଟିକା ନେବାକୁ ଥିବା ବ୍ୟକ୍ତିମାନେ ୨୯ ତାରିଖରେ ଟିକାକରଣ କେନ୍ଦ୍ରକୁ ଯାଇ ନିଜର ଟିକା ନେଇପାରିବେ ବୋଲି କୁହାଯାଇଛି । The Vaccination Drive tomorrow 26th May is herby rescheduled to 29thContinue reading “ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ୨୬ ତାରିଖରେ ଟିକା ନେବାକୁ ଥିବା ବ୍ୟକ୍ତି ୨୯ ତାରିଖରେ ନେବେ ଭ୍ୟାକ୍ସିନ୍ ।”

ସ୍ଥଳଭାଗ ଅତିକ୍ରମ ସମୟରେ ବହୁ ଉପରକୁ ଉଠିବ ସମୁଦ୍ର ଜୁଆର । ୪ ମିଟର ଯାଏଁ ଉଚ୍ଚାରେ ଉଠିବ ଜୁଆର । ପଢନ୍ତୁ କେଉଁଠି କେତେ ଜୁଆର ଉଠିବ?

କନକ ବ୍ୟୁରୋ: ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ମାଡି ଆସିବ ସମୁଦ୍ର ପାଣି  । ପାଣିପାଗ ବିଭାଗ ଏମିତି ଆକଳନ କରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି ସମୁଦ୍ର ପାଣି ମାଡି ଯାଏ ତେବେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳବର୍ତି ଅଂଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଉଛି । ପାଣିପାଗContinue reading “ସ୍ଥଳଭାଗ ଅତିକ୍ରମ ସମୟରେ ବହୁ ଉପରକୁ ଉଠିବ ସମୁଦ୍ର ଜୁଆର । ୪ ମିଟର ଯାଏଁ ଉଚ୍ଚାରେ ଉଠିବ ଜୁଆର । ପଢନ୍ତୁ କେଉଁଠି କେତେ ଜୁଆର ଉଠିବ?”

Design a site like this with WordPress.com
Get started