ରଜଧନକ ପଣ ଡରଇଲ ଡଙଗ ନଆ ହଟସପଟ ପଲଟଲ ଅଞଚଳ

କନକ ବ୍ୟୁରୋ: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ଆଉ ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମର । ମୌସୁମୀ ବର୍ଷା ଆସୁ ଆସୁ ହିଁ ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର ଆଇଆରସି ଭିଲେଜ, ସାଲିଆ ସାହି ଓ ପୁରୁଣା ଭୁବନେଶ୍ୱର । ଖୋର୍ଧା ଓ ଭୁବନେଶ୍ୱର ମହାନଗର ନିଗମରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସମ୍ବେଦନଶୀଳ ଅଂଚଳରେContinue reading “ରଜଧନକ ପଣ ଡରଇଲ ଡଙଗ ନଆ ହଟସପଟ ପଲଟଲ ଅଞଚଳ”

ନବଳକ ମତୟ ପର ସଥତ ସଘତକ ପଲସ କରମଙକ ବରଧର ହତୟ ଅଭଯଗ

କନକ ବ୍ୟୁରୋ: ଫ୍ରାନ୍ସରେ ଅଣାୟତ ସ୍ଥିତି ।  ଦଙ୍ଗାର ନିଅାଁରେ ଜଳୁଛି ଫ୍ରାନ୍ସ । ଦେଶର ଅଧିକାଂଶ ସହରରେ ଏବେ ଉତେଜନା ପରିସ୍ଥିତି । ପୋଲିସ୍ ହାତରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏବେ ହିଂସା ବଢ଼ିଚାଲିଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରତିବାଦକାରୀ । ଧୀରେ ଧୀରେ ଏହା ଉଗ୍ରରୂପ ନେଇ ଦଙ୍ଗାରେ ପରିଣତ ହୋଇଛି । ଆଉ ଏହି ଦଙ୍ଗାର ପ୍ରଭାବରେ ଏବେ ପୁରା ଫ୍ରାନ୍ସ ଅଶାନ୍ତ ହୋଇପଡ଼ିଛି । ପାଞ୍ଚ ଦିନ ହେଲାContinue reading “ନବଳକ ମତୟ ପର ସଥତ ସଘତକ ପଲସ କରମଙକ ବରଧର ହତୟ ଅଭଯଗ”

ଘରକ ଯଇପରଲନ ମତଦହ ସତୟନଗର ଶମଶନର ହଲ ସସକର

କନକ ବ୍ୟୁରୋ: ଭୀମ ଚୌଧୁରୀ, ଘର: ଝାଡ଼ଖଣ୍ଡ । ବିପୁଲ ରାୟ, ଘର: ପଶ୍ଚିମବଙ୍ଗ । ସୁଜିତ କୁମାର, ଘର: ବିହାର । ଇଏ ଏଭଳି କିଛି ବ୍ୟକ୍ତିଙ୍କ ନା’ ଓ ପରିଚୟ, ଯାହାଙ୍କର ଶବ ଠିକଣା ସ୍ଥାନରେ ପହଂଚିବାକୁ ଗୋଟିଏ ମାସ ଧରି ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଛି । ଡିଏନଏ ପରୀକ୍ଷାରେ ଯାହାଙ୍କର ଶବ ଚିହ୍ନଟ ହୋଇପାରିଛି, ସେମାନଙ୍କ ସମ୍ପର୍କୀୟ ଶବ ନେଇ ଯାଉଛନ୍ତି, ଆଉ ଯାହାର ଚିହ୍ନଟ ହୋଇପାରିନି ସେମାନଙ୍କୁ ଆହୁରିContinue reading “ଘରକ ଯଇପରଲନ ମତଦହ ସତୟନଗର ଶମଶନର ହଲ ସସକର”

ଘରଣଣବଳୟ ପରଭବର ରଜୟର ବଢ଼ବବରଷ ତରଖର ସମଗର ରଜୟର ବରଷ ସମଭବନ

କନକ ବ୍ୟୁରୋ: ମୌସୁମୀ ଆସିସାରିଛି, ମଝିରେ ମଝିରେ ବର୍ଷା ବି ହେଉଛି, ହେଲେ କମିନାହିଁ ଗୁଳୁଗୁଳି । ଅବଶ୍ୟ ପୂର୍ବ ଅପେକ୍ଷା ଏହି ଖରା ଓ ଗୁଳୁଗୁଳିର ପ୍ରଭାବ କମିଛି । ହେଲେ ଏହା ପ୍ରଭାବରେ ସାଧାରଣ ଜନଜୀବନ ହନ୍ତସନ୍ତ ହେଉଛି । ଏହି ସମୟରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତୃତି । ୪ ତାରିଖରୁContinue reading “ଘରଣଣବଳୟ ପରଭବର ରଜୟର ବଢ଼ବବରଷ ତରଖର ସମଗର ରଜୟର ବରଷ ସମଭବନ”

ଚରଚଚର ଭରତତହରଙକ ସମପଦକୟ କମପନ ସଷଟ କଲ ଧୱନପରତଧୱନ

କନକ ବ୍ୟୁରୋ: ଦୁଇଦିନ ତଳେ ବୁଲେଇ ବଙ୍କେଇ ମତ ରଖିଥିଲେ, ଆଉ ଏବେ ପୁଣି ସମାନ ଢଙ୍ଗରେ ଆଲେଖ୍ୟ ଲେଖି ରାଜ୍ୟ ରାଜନୀତିରେ କ’ଣ ଚାଲିଛି ତାକୁ ସମାଲୋଚନା କରିଛନ୍ତି ଭର୍ତୃହରି ମହତାବ । ଆଜି ପ୍ରଜାତନ୍ତ୍ରର ସଂପାଦକୀୟ ସ୍ତମ୍ଭ ଧ୍ୱନି ପ୍ରତିଧ୍ୱନିରେ ‘ଲୋକେ କ’ଣ ଭୁଲିଗଲେ ସେବେଳ କିଭଳି ଥିଲା’ ନାଁରେ ଏକ ଆଲେଖ୍ୟ ଲେଖିଛନ୍ତି । ୧୯୭୫ ମସିହାର ଜରୁରିକାଳୀନ ପରିସ୍ଥିତିି କଥା ଉଠାଇ ସାଂପ୍ରତିକ ରାଜନୀତି ଓ ରାଜନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତିContinue reading “ଚରଚଚର ଭରତତହରଙକ ସମପଦକୟ କମପନ ସଷଟ କଲ ଧୱନପରତଧୱନ”

ରତନଭଣଡର ଖଲବକ ତଜଲ ଦବ ବଜୟଙକ ପରଶନ ସରକର ଖଲନହନତ କହକ?

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଦାବି କରିବା ପରେ ରାଜନୈତିକ ବୟାନବାଜି ଜୋର ଧରିଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତିି, ଏହା ସରକାରୀ ସମ୍ପତ୍ତି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି? ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବିବୃତ୍ତି ଆଶ୍ଚର୍ଯ୍ୟଜନକ । ଦାନ ସୁନା ଅଳଙ୍କାର କେଉଁଠି ଅଛି ?Continue reading “ରତନଭଣଡର ଖଲବକ ତଜଲ ଦବ ବଜୟଙକ ପରଶନ ସରକର ଖଲନହନତ କହକ?”

କରଗରଙକ ନଖଣ କଳର ଜବନତ ଦଶଛ ପଥର ମରତତ ରଜୟ ତଥ ରଜୟ ବହର ରହଛ ଏହ କଳର ପରସଦଧ

କନକ ବ୍ୟୁରୋ : କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁହେ । କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତି ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ କାରିଗରଙ୍କ ଯାଦୁଗରୀ ସ୍ପର୍ଶରେ ତିଆରି ହେଉଛି ପ୍ରତିମୂର୍ତ୍ତି । ଏଠାରେ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୂର୍ତି କରିବା ସହContinue reading “କରଗରଙକ ନଖଣ କଳର ଜବନତ ଦଶଛ ପଥର ମରତତ ରଜୟ ତଥ ରଜୟ ବହର ରହଛ ଏହ କଳର ପରସଦଧ”

ଧନ କଣଡର ତଆର ହଉଛ ସନଦର ସନଦର ଘରସଜ ସମଗର ସଥନୟ ବଜର ସହ ବହର ଆସଛ ଅରଡର

କନକ ବ୍ୟୁରୋ : ଧାନ ସୀସାରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜା ସାମଗ୍ରୀ । ଧାନମେଂଟା, ଝଲିଝମ୍ପା, ହାର ଭଳି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଯାହା ବେଶ ଆକର୍ଷଣୀୟ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଳକ ସିମାପଲ୍ଲି ଗାଁର ମା’ ବାଘେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟ । ନିଜର ଘର କାମ ସାରି ଏହି କାମରେ ଲାଗିଛନ୍ତି । ଡିଜାଇନ୍ ଓ ଆକାର ଅନୁସାରେContinue reading “ଧନ କଣଡର ତଆର ହଉଛ ସନଦର ସନଦର ଘରସଜ ସମଗର ସଥନୟ ବଜର ସହ ବହର ଆସଛ ଅରଡର”

ବଦଶର ମଟ ଅଙକର ଦରମ ଛଡ ପରବ ଚଷ କରଛନତ ଶକଷତ ଯବକ ଏକ ଏକର ଜମର ଲଗଇଛନତ ବଭନନ ପରକରର ପନପରବ

କନକ ବ୍ୟୁରୋ : ଚାକିରି ଛାଡ଼ି ଚାଷ କାମକୁ ଆପଣାଇଛନ୍ତି ଆଠଗଡ଼ ଅଂଚଳର ଶିକ୍ଷିତ ଯୁବକ ଜ୍ୟୋତିରଞ୍ଜନ । ପାଖାପାଖି ୧ ଏକର ଜମିରେ ଲଗାଇଛନ୍ତି ସଜନା, ପିଜୁଳି, ବାଇଗଣ ଭଳି ବିଭିନ୍ନ ପ୍ରକାରର ପନିପରିବା । ଆଧୁନିକ ପ୍ରଣାଳୀରେ ଏହି ଚାଷ କରିଛନ୍ତି ଜ୍ୟୋତିରଞ୍ଜନ । ସବୁଠାରୁ ବଡ଼ କଥା ହେଉଛି ବିନା କୀଟନାଶକରେ ଏହି ଚାଷ କରୁଛନ୍ତି ଜ୍ୟୋତିରଞ୍ଜନ । ଚାଷ କାମ ପାଇଁ ନିଜେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ । ଜୈବିକContinue reading “ବଦଶର ମଟ ଅଙକର ଦରମ ଛଡ ପରବ ଚଷ କରଛନତ ଶକଷତ ଯବକ ଏକ ଏକର ଜମର ଲଗଇଛନତ ବଭନନ ପରକରର ପନପରବ”

ମହରଷଟର ରଜନତର ନଟକୟ ମଡ଼ ଘଣଟଏ ପରବର ବରଧ ଦଳ ନତ ଘଣଟକ ପର ଉପ-ମଖୟମନତର

କନକ ବ୍ୟୁରୋ: ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ, ରାଜନୈତିକ ଅଙ୍କ ମୁହୂର୍ତ୍ତକ ମଧ୍ୟରେ ଓଲଟପାଲଟ ହୋଇଯାଏ । ଏକଥା ପୁଣିଥରେ ପ୍ରମାଣ ହୋଇଛି ମହାରାଷ୍ଟ ରାଜନୀତିରେ । ଘଣ୍ଟାଏ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଅଜିତ ପାୱାର, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୪ ବର୍ଷରେ ୪ ଥର ମହରାଷ୍ଟ୍ର ମନ୍ତ୍ରିମଣ୍ଡଳ ଶପଥ ନେଇଛି । ଆଉ ଏହି ଅବଧି ଭିତରେ ୩ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ସୁପ୍ରିମୋContinue reading “ମହରଷଟର ରଜନତର ନଟକୟ ମଡ଼ ଘଣଟଏ ପରବର ବରଧ ଦଳ ନତ ଘଣଟକ ପର ଉପ-ମଖୟମନତର”

Design a site like this with WordPress.com
Get started