ଗଜରଟର ଜଲଲର ବନୟ ପରସଥତ ଘଣଟ ମଧୟର ଗଲଣ ଜବନ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗ ସବୁ ରାଜ୍ୟକୁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିହାର ସମେତ ୧୩ ଟି ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା କରାଯାଇଛି । ସେପଟେ ଗୁଜରାଟର କଥା କହିଲେ ଗତ ୩୦ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା କାରଣରୁ ୧୦ ଜଣଙ୍କର ଜୀବନ ଯାଇଛି । ରାଜ୍ୟର ଜୁନାଗଡ, କଚ୍ଛ, ଜାମନଗର, ବଲସାଡ, ମେହସାଣା,Continue reading “ଗଜରଟର ଜଲଲର ବନୟ ପରସଥତ ଘଣଟ ମଧୟର ଗଲଣ ଜବନ”

ଉପ ମଖୟମନତର ଭବ ଶପଥ ନବ ପର ଅଜତ ପୱରଙକ ବୟନ କହଲ ଏବ ଏନସପ ଚହନ ପଇ ହବ ଲଢଇ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ସବୁ ବଦଳି ଯାଇଛି । ବିରୋଧୀଦଳର ନେତା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ତାଙ୍କ ସମର୍ଥୀତ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । କେବଳ ସାମିଲ ହୋଇ ନାହାଁନ୍ତି ବରଂ ଅଜିତ ପାୱାର ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ତାଙ୍କ ସମର୍ଥନରେ ଥିବା ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀଭାବେ ଶପଥContinue reading “ଉପ ମଖୟମନତର ଭବ ଶପଥ ନବ ପର ଅଜତ ପୱରଙକ ବୟନ କହଲ ଏବ ଏନସପ ଚହନ ପଇ ହବ ଲଢଇ”

ମହରଷଟର ଘଟଣକରମକ ନଇ ସଞଜୟ ରୱତଙକ ବୟନ କହଲ ରଜନତର ଏଭଳ ଖଳକ ବରଦସତ କରଯବ ନହ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଏବେ ବଡ ଅଦଳ ବଦଳ ହୋଇଛି । ଏନସିପି ତୋ ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । ସିନ୍ଦେ ସରକାରରେ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ତାଙ୍କସହ ୧୮ ଜଣ ଏନସିପି ବିଧାୟକ ମଧ୍ୟ ସିନ୍ଦେ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି । ସିନ୍ଦେ ସରକାରଙ୍କୁ ସମର୍ଥନ ଜଣାଇଥିବା ଏନସିପିର ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି ।Continue reading “ମହରଷଟର ଘଟଣକରମକ ନଇ ସଞଜୟ ରୱତଙକ ବୟନ କହଲ ରଜନତର ଏଭଳ ଖଳକ ବରଦସତ କରଯବ ନହ”

ମଣପରର ଉଗର ହଲ ହସ ସନଦଗଧ ବଦରହ କଲ ଆଖବଜ ଗଳମଡ ମତ

କନକ ବ୍ୟୁରୋ: ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ଟଳିପଡିଲେ ୩ଜଣ । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣାଯାଇଥିଲା । ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ ମିଶି ସେଠାରେ ମୁତୟନ ହୋଇଥିବା ବିଡିଏଫ୍ ଓ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳିମାଡ କରିଥିଲେ । ରାତି ସାରା ଗୁଳିମାଡContinue reading “ମଣପରର ଉଗର ହଲ ହସ ସନଦଗଧ ବଦରହ କଲ ଆଖବଜ ଗଳମଡ ମତ”

ମହରଷଟର ବଧନସଭର ଆରମଭ ହଲ ଶପଥଗରହଣ ଉତସବ ଏନସପର ବଧୟକଙକ ମଳବ ସନଦ ସରକରର ମନତରପଦ

କନକ ବ୍ୟୁରୋ : ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ତାଙ୍କୁ ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ତାଙ୍କୁ ରାଜ୍ୟର ଅର୍ଥ ବିଭାଗ ମିଳିବ ବୋଲି କୁହାଯାଉଛି । କେବଳ ଅଜିତ ପାୱାର ନୁହଁନ୍ତି ଏନସିପିର ବରିଷ୍ଠ ନେତା ଥବା ଛଗନ ଭୁଜବଳ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀପ ବଲସେContinue reading “ମହରଷଟର ବଧନସଭର ଆରମଭ ହଲ ଶପଥଗରହଣ ଉତସବ ଏନସପର ବଧୟକଙକ ମଳବ ସନଦ ସରକରର ମନତରପଦ”

ବଧୟକଙକ ସହ ରଜଭବନ ପହଚଲ ଅଜତ ପୱର ସଥର ଅଛନତ ମଖୟମନତର ଏକନଥ ସନଦ

କନକ ବ୍ୟୁରୋ : କିଛିଦିନର ନିରବତା ପରେ ପୁଣି ମହାରାଷ୍ଟ୍ର ଏନସିପିରେ ଫାଟ ଦେଖିବାକୁ ମିଳିଛି । ଶରଦ ପାୱାରଙ୍କ ପୁତୁରା କୁହାଯାଉଥିବା ଅଜିତ ପାୱାର ଆଜି ୧୬ ଜଣ ବିଧାୟକଙ୍କୁ ନେଇ ରାଜଭବନ ପହଂଚିଛନ୍ତି । ସବୁଠାରୁ ବଡ କଥା କି ତାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରହିଛନ୍ତି । କୁହାଯାଉଛି କି ଅଜିତ ପାୱାର ୧୬ ଜଣ ବିଧାୟକଙ୍କ ସହ ଏନସିପି ଛାଡି ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ ।Continue reading “ବଧୟକଙକ ସହ ରଜଭବନ ପହଚଲ ଅଜତ ପୱର ସଥର ଅଛନତ ମଖୟମନତର ଏକନଥ ସନଦ”

ଅଜତ ପୱରଙକ ଘର ଏନସପ ବଧୟକଙକ ବଠକ ଅଜତ ପୱରଙକ ରଜୟ ଅଧୟକଷ କରବକ ଦବ

କନକ ବ୍ୟୁରୋ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପରିବର୍ତ୍ତନ ପରେ ଏବେ ମହାରାଷ୍ଟ୍ର ରାଜ୍ୟରେ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଏନେଇ ଅଜିତ୍ ପାୱାରଙ୍କ ବାସଭବନରେ ଆଜି ଦଳର ବିଧାୟକମାନେ ବୈଠକ କରୁଛନ୍ତି । ବୈଠକରେ ସାମିଲ ହୋଇଥିବା ବିଧାୟକମାନେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ଏନସିପିର ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି । ସେପଟେ କିଛିଦିନ ତଳେ ନିଜେ ଅଜିତ ପାୱାର ରାଜ୍ୟ ଅଧ୍ୟକ୍ଷ ହେବାକୁ ଇଚ୍ଛାବ୍ୟକ୍ତ କରିଥିଲେ ।Continue reading “ଅଜତ ପୱରଙକ ଘର ଏନସପ ବଧୟକଙକ ବଠକ ଅଜତ ପୱରଙକ ରଜୟ ଅଧୟକଷ କରବକ ଦବ”

ମ ବସକ ନଇ ଅଭଯଗର ହବ ଅନଲଇନ ଶଣଣ ଟୱଟରର ଲଇଭ ଆସବ କରଟ ଏମଡ ଅରଣ ବଥର ଲକଙକ ଅଭଯଗ ଭତତର ହବ ଶଣଣ

କନକ ବ୍ୟୁରୋ: ନିକଟରେ ରଥଯାତ୍ରା ପାଇଁ ଭୁବନେଶ୍ୱରରୁ ପୁରୀ ଯାଉଥିବା ମୋ ବସର ଏହି ଦୃଶ୍ୟ ଏବେବି ମନରୁ ଯାଇନି । ଭିଡ ଭିତରେ ଲୋକେ କିପରି ଠେଲାପେଲା କରି ମୋ ବସ ଭିତରକୁ ପଶୁଥିଲେ ତାର ଚିତ୍ର ସାମ୍ନାକୁ ଆସିଛି । ଦେଖନ୍ତୁ କିପରି ଜଣେ ମହିଳା ଗାଡିର ଚକ ଉପରେ ଗୋଡ ଦେଇ ଝରକା ପଟେ ଭିତରକୁ ଯାଉଛନ୍ତି । ଅସୁରକ୍ଷିତ ଭାବେ ଯାତ୍ରୀ ମୋ ବସରେ ଯାତ୍ରା କରୁଛନ୍ତି । ତେବେ ମୋContinue reading “ମ ବସକ ନଇ ଅଭଯଗର ହବ ଅନଲଇନ ଶଣଣ ଟୱଟରର ଲଇଭ ଆସବ କରଟ ଏମଡ ଅରଣ ବଥର ଲକଙକ ଅଭଯଗ ଭତତର ହବ ଶଣଣ”

ଦରଦଦନତ ଅପରଧଙକ ପଠଯବ କଳପଣ ଜଲ !ଆଣଡମନ ଜଲ ବ କଳପଣ ଯବ ଉତତର ଭରତର ଦରଦଦନତ ଅପରଧ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା କଳାପାଣିକୁ ପଠାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏନଆଇଏ ଗୃହମନ୍ତ୍ରଣାଳୟ ନିକଟରେ ଅପିଲ କରିଛି କି କିଛି କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲକୁ ଟ୍ରାନ୍ସଫର କରାଯାଉ । ସୂଚନାContinue reading “ଦରଦଦନତ ଅପରଧଙକ ପଠଯବ କଳପଣ ଜଲ !ଆଣଡମନ ଜଲ ବ କଳପଣ ଯବ ଉତତର ଭରତର ଦରଦଦନତ ଅପରଧ”

ସରକର ରତନଭଣଡରର ମରଫତଦର ମଲକ ନହନତ ରତନଭଣଡର ଖଲବର ବଧ କଉଠ?

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରେସମିଟ୍ କରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାରର ମାର୍ଫତଦାର, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ । ରତ୍ନଭଣ୍ଡାରରେContinue reading “ସରକର ରତନଭଣଡରର ମରଫତଦର ମଲକ ନହନତ ରତନଭଣଡର ଖଲବର ବଧ କଉଠ?”

Design a site like this with WordPress.com
Get started