ରଜଧନକ ଡରଇଲଣ ଡଙଗ ବଭନନ ସଥନର ଜରଦର ଚଲଛ ସଫଇ କମ

କନକ ବ୍ୟୁରୋ: ରାଜଧାନୀକୁ ଡରାଇଲାଣି ଡେଙ୍ଗୁ । ଦିନକୁ ଦିନ ଭୁବନେଶ୍ୱରରେ ଜଟିଳ ହେଉଛି ଡେଙ୍ଗୁ ସ୍ଥିତି । ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତ ବର୍ଷର ନୂଆ ହଟସ୍ପଟ ଚିହ୍ନଟ ହୋଇଛି । ଏସବୁ ଅଞ୍ଚଳରେ କିପରି ଡେଙ୍ଗୁ ଅଧିକ ନବ୍ୟାପିବ ତାହାର ମୁକାବିଲା ପାଇଁ ତତ୍ପର ହୋଇଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଆଜି ଏଜି ଛକContinue reading “ରଜଧନକ ଡରଇଲଣ ଡଙଗ ବଭନନ ସଥନର ଜରଦର ଚଲଛ ସଫଇ କମ”

ସପ ପଇ ଦଢ ଘଣଟ ଅଟକ ରହଲ ଟରନ: ଟରନକ ବଦୟତ ସଯଗ କରଥବ ତରର ଗଡଇ ହଇଯଇଥଲ ସପ

କନକ ବ୍ୟୁରୋ: ସାପ ପାଇଁ ଅଟକିଲା ଟ୍ରେନ୍ । ଏକ ସାପ ପାଇଁ ଦେଢ଼ ଘଂଟରୁ ଅଧିକ ସମୟ ଅଟକି ରହିଲା ବିଶାଖାପାଟଣା- କିରଣ୍ଡୁଲ ଟ୍ରେନ । କୋରାପୁଟ ଜିଲ୍ଲା ପାଲିବା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ଫଳରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ବୈଷୟିକ ଟିମ୍ ଘଟଣାସ୍ଥଳକୁ ଆସି ଟ୍ରେନର ପାନ୍ଟୋଗ୍ରାଫକୁ ମରାମତି କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନାContinue reading “ସପ ପଇ ଦଢ ଘଣଟ ଅଟକ ରହଲ ଟରନ: ଟରନକ ବଦୟତ ସଯଗ କରଥବ ତରର ଗଡଇ ହଇଯଇଥଲ ସପ”

ଆଜଠ ନଳଚଳ ଅବଢ ପଇବ ଭକତ ନଳକନଦରକ ବହଡ ଆସଲ ମହବହ

କନକ ବ୍ୟୁରୋ: ସରିଲା ଘୋଷଯାତ୍ରା । ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଚଳ ଅବଢ଼ା ଭକ୍ତମାନେ ପାଇପାରିବେ । ରୁନ୍ଧା ନୀତି ସରିବା ପରେ ରତ୍ନସିଂହାସନ ଉପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବ । ଏହାପରେ ଭକ୍ତମାନଙ୍କ ପାଇଁ ଆରମ୍ଭ ହେବ ସାହାଣମେଲା । ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କContinue reading “ଆଜଠ ନଳଚଳ ଅବଢ ପଇବ ଭକତ ନଳକନଦରକ ବହଡ ଆସଲ ମହବହ”

ପକସତନର ଟୟଙକ ଧୱସ କରଥଲ ଶତରଙକ ଛତର ଛନଆ ପଶଇଥବ ବର ଯବନ ଜଣନତ ବର ଯବନ ଅବଦଲ ହମଦଙକ ବଳଦନର ଗଥ

କନକ ବ୍ୟୁରୋ : ଦିନ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ଯିଏ ଏହି ବୀର ଯବାନଙ୍କ ବଳିଦାନର କାହାଣୀ ଶୁଣୁଛି ସେ ନିଶ୍ଚିତଭାବେ ଗର୍ବ କରୁଛି । ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ନାକରେ ପାଣି ପିଆଇଥିବା ବୀର ଯବାନ ଅବଦୁଲ ହମିଦଙ୍କ ସାହସିକତା ଇତିହାସ ହୋଇ ରହିଛି । ୧୯୬୫ ମସିହାରେ ପାକିସ୍ତାନର ୮ଟି ଟ୍ୟାଙ୍କର ଧ୍ୱଂସ କରିବା ସହ ଶତ୍ରୁ ଦେଶର ସୈନିକଙ୍କୁ ପରାସ୍ତ କରିବାରେ ସେ ଥିଲେ ମୁଖ୍ୟ ପୁରୋଧା ।Continue reading “ପକସତନର ଟୟଙକ ଧୱସ କରଥଲ ଶତରଙକ ଛତର ଛନଆ ପଶଇଥବ ବର ଯବନ ଜଣନତ ବର ଯବନ ଅବଦଲ ହମଦଙକ ବଳଦନର ଗଥ”

ରଜଧନର ମତଛନତ ଲଟର: ଆଖ ପଛଳକ ଝମପ ନଉଛନତ ସନ ଚନ

କନକ ବ୍ୟୁରୋ: ରାଜଧାନୀରେ ମାତିଲେ ଲୁଟେରା । ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଚେନ । ବାଣୀବିହାର ଛକରେ ବାଇକରେ ଆସି ଦୁଇ ଦୁର୍ବୃତ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ଚେନ ଛିଣ୍ଡାଇ ଚମ୍ପଟ ମାରିଛନ୍ତି । ଆଉ ଏହି ଦୃଶ୍ୟ ସିସିଟିଭିରେ କ୍ୟାମେରାରେ କଏଦ ହୋଇଛି । ସମାନ ଷ୍ଟାଇଲରେ ଦୁଇଟି ସ୍ଥାନରୁ ଗହଣା ଲୁଟ କରିଛନ୍ତି ଲୁଟେରା । ସିସିଟିଭିରେ କଏଦ ଅନ୍ୟ ଭିଡିଓରେ ଜଣେ ମହିଳାContinue reading “ରଜଧନର ମତଛନତ ଲଟର: ଆଖ ପଛଳକ ଝମପ ନଉଛନତ ସନ ଚନ”

ଭରତର ବୟସତବହଳ ରଳ ଷଟସନ ଦଶର ସବ ରଜୟକ ମଳଥଏ ଟରନ! ଜଣନତ ଏହ ରଳ ଷଟସନର କହଣ

କନକ ବ୍ୟୁରୋ : ଦୂରଯାତ୍ରା ପାଇଁ ସବୁ ବର୍ଗର ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ ଟ୍ରେନ । ଶସ୍ତା ଏବଂ ଦ୍ରୁତ ଗତି ହିସାବରେ ରେଳ ଯାତ୍ରାକୁ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ରାଜ୍ୟର କୋଣ ଅନୁକୋଣକୁ ଯିବା ପାଇଁ ଲୋକେ ଅଧିକାଂଶ ଟ୍ରେନ ବଦଳାଇଥାନ୍ତି । ତେବେ ଭାରତ ନିଜର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛି । ଅନ୍ୟପଟେ ଦେଶର ଅଧିକାଂଶ ଲୋକେ ପ୍ରତିଦିନContinue reading “ଭରତର ବୟସତବହଳ ରଳ ଷଟସନ ଦଶର ସବ ରଜୟକ ମଳଥଏ ଟରନ! ଜଣନତ ଏହ ରଳ ଷଟସନର କହଣ”

ନବରଙଗପର ଡବଗର କରଣଙକ ଚୟରର ଠଲଦଲ ସଡପଓ ଦରମକ ନଇ କରଣ ଯକତତରକ କରଥବ ଅଭଯଗ

କନକ ବ୍ୟୁରୋ: ମାନବିକତା ଭୁଲିଗଲେ ସିଡିପିଓ । ଚେୟାରରେ ବସିିିଥିବା କିରାଣୀଙ୍କୁ ଠେଲିଦେଲେ ଡାବୁଗାଁ ସିଡିପିଓ । ଏ ଦୃଶ୍ୟ ଦେଖିଲେ ଯେକେହି ହତବାକ ହୋଇଯିବ । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିରାଣି ଜଣଙ୍କ ବୟସରେ ବଡ କିନ୍ତୁ ପଦବୀରେ ସିଡିପିଓ ବଡ । ବିବାଦ ଯାହା ଥାଉ ନା କାହିଁକି ନିଜ ପାରିବାପଣିଆ ଦେଖାଇବାକୁ ଯାଇ କିରାଣିଙ୍କୁ ସିଡିପିଓଙ୍କContinue reading “ନବରଙଗପର ଡବଗର କରଣଙକ ଚୟରର ଠଲଦଲ ସଡପଓ ଦରମକ ନଇ କରଣ ଯକତତରକ କରଥବ ଅଭଯଗ”

କଟକ ସସଦ ଭରତତହର ମହତବଙକ ତରଛ ବଣ: ବଲଇ ବଙକଇ ରଜୟ ରଜନତ ଗହନ କଥ ଲଖଲ ବଜଡ ସସଦ

କନକ ବ୍ୟୁରୋ: କଟକ ସାଂସଦ ଭର୍ତୃହରି ମହତାବଙ୍କ ସଂପାଦକୀୟକୁ ନେଇ ପୁଣି ଚର୍ଚ୍ଚା ବଢିଛି । ବୁଲେଇ ବଙ୍କେଇ ରାଜ୍ୟ ରାଜନୀତିରେ କଣ ଚାଲିଛି ତାକୁ ନିଜ ଆଲେଖ୍ୟରେ କହିଛନ୍ତି ଭର୍ତୃହରି ମହତାବ । ଆଜି ପ୍ରଜାତନ୍ତ୍ରର ସଂପାଦକୀୟ ସ୍ତମ୍ଭ ଧ୍ୱନି ପ୍ରତିଧ୍ୱନିରେ ଲୋକେ କଣ ଭୁଲିଗଲେ ସେବେଳ କିଭଳି ଥିଲା ନାଁରେ ଏକ ଆର୍ଟିକଲ ଲେଖିଛନ୍ତି । ୧୯୭୫ ମସିହାରେ ଇର୍ମାଜେନସି କଥା ଉଠାଇ ସାଂପ୍ରତିକ ରାଜନୀତି ଓ ରାଜନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।Continue reading “କଟକ ସସଦ ଭରତତହର ମହତବଙକ ତରଛ ବଣ: ବଲଇ ବଙକଇ ରଜୟ ରଜନତ ଗହନ କଥ ଲଖଲ ବଜଡ ସସଦ”

ଦବ ପରଣ ନହଲ ପଠ ପଢଇବ ବନଦ ଚତବନ ଦଲ କଲଜ ଅଧୟପକ

କନକ ବ୍ୟୁରୋ : ଦାବି ପୂରଣ ନହେଲେ ପାଠପଢା ବର୍ଜନ କରିବାକୁ ଚେତାବନୀ ଦେଲେ ୬୬୨ ବର୍ଗ କଲେଜ୍ ଅଧ୍ୟାପକ । ସାମ୍ବାଦିକ ସମ୍ମିଳନୀରେ ଏନେଇ ଚେତାଇ ଦେଇଛି ୬୬୨ କଲେଜ ଅଧ୍ୟାପକ କର୍ମଚାରୀ ସଂଘ । ଜୁଲାଇ ୧୨ ତାରିଖରେ ସମସ୍ତ ୬୬୨ କଲେଜର ଅଧ୍ୟାପକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଲି ମାଧ୍ୟମରେ ଯାଇ ଦାବିପତ୍ର ଦେବେ । ସେହିପରି ଅଧ୍ୟାପକମାନଙ୍କ ଦାବିକୁ ଗୁରୁତର ସହ ବିଚାର କରି ସମାଧାନର ସୁତ୍ର ଆଗାମୀContinue reading “ଦବ ପରଣ ନହଲ ପଠ ପଢଇବ ବନଦ ଚତବନ ଦଲ କଲଜ ଅଧୟପକ”

ଫଇନନସ କମପନ ଅତୟଚର ସହନପର ନବଦମପତତଙକ ଆତମହତୟ ! ଝଲନତ ଅବସଥର ସୱମ ସତରଙକ ମତ ଦହ ଉଦଧର

କନକ ବ୍ୟୁରୋ: ଫାଇନାନ୍ସ କମ୍ପାନୀ ଜୁଲମ ସହିନପାରି ଦମ୍ପତ୍ତିିଙ୍କ ଆତ୍ମହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ସ୍ୱାମୀ, ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ । ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତ୍ତି ହେଉଛନ୍ତି ବାନାମ୍ବର ବେହେରା ଓ ତାଙ୍କ ସ୍ତ୍ରୀ ବନିତା । ସୂଚନା ମୁତାବକ, ଆର୍ଥିକ ଅଭାବ ଯୋଗୁ ସେମାନେ କିଛି ଘରୋଇ ଫାଇନାନ୍ସ କମ୍ପାନୀଠୁ ଲକ୍ଷାଧିକ ଟଙ୍କାର ଋଣContinue reading “ଫଇନନସ କମପନ ଅତୟଚର ସହନପର ନବଦମପତତଙକ ଆତମହତୟ ! ଝଲନତ ଅବସଥର ସୱମ ସତରଙକ ମତ ଦହ ଉଦଧର”

Design a site like this with WordPress.com
Get started