ଟୱଟର ଉପର ନଆ କଟକଣ ଏଣକ ଦଖହବ ସମତ ଟୱଟର ମସଜ

କନକ ବ୍ୟୁରୋ:  ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଲଗାଇଲା ନୂଆ କଟକଣା । ଟ୍ୱିଟରରେ କୌଣସି ଆକାଉଣ୍ଟଧାରୀ ଅସୀମିତ ଟୁଇଟ ପଢି ପାରିବ ନାହିଁ । ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ । ଟୁଇଟର ମାଲିକ ଏଲନ ମସ୍କ, ଏଭଳି କଟକଣା ଲଗାଇଛନ୍ତି । ସୂଚନା ଅନୁସାରେ ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ । ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏContinue reading “ଟୱଟର ଉପର ନଆ କଟକଣ ଏଣକ ଦଖହବ ସମତ ଟୱଟର ମସଜ”

ପଣ ମତଲ ହତ ଦନତ ମଫଆ ବନବଭଗ ଜବତ କଲ ହତ ଦନତ

କନକ ବ୍ୟୁରୋ: ଶିମିଳିପାଳ ଅଞ୍ଚଳରୁ ୪ଟି ହାତୀ ଦାନ୍ତ ଜବତ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଯଶିପୁର ଅଞ୍ଚଳ ରେ ଚଢାଉ କରି ୪ଟି ହାତୀ ଦାନ୍ତ ଜବତ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ହାତୀ ଦାନ୍ତ ବିକ୍ରି ପାଇଁ ଉଦ୍ୟମ ଚଲାଇଥିବା କୌଣସି ସୂତ୍ରରୁ ସୂଚନା ପାଇଁ ଚଢାଉ କରିଥିଲା ବନ ବିଭାଗ । ଶିମିଳିପାଳ ଉତର ଓ ଦକ୍ଷିିଣ ଡିଭିଜନ ସହ ରାଇରଙ୍ଗପୁର ଡିଭିଜନର ଏସିଏଫଓ, ରେଞ୍ଜ ଅଫିସଲଙ୍କContinue reading “ପଣ ମତଲ ହତ ଦନତ ମଫଆ ବନବଭଗ ଜବତ କଲ ହତ ଦନତ”

ଜଲଇ ର ବଙଗପସଗରର ସଷଟ ହବ ଲଘଚପ କଷତର ପରଭବର କଲଠ ଉପକଳ ଓଡଶର ପରବଳ ବରଷବ ଜଲଲକ ୟଲ ୱରଣଣ

କନକ ବ୍ୟୁରୋ: ଆସୁଛି ଲଘୁଚାପ । ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭବନା ରହିଛି । ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖରେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛିContinue reading “ଜଲଇ ର ବଙଗପସଗରର ସଷଟ ହବ ଲଘଚପ କଷତର ପରଭବର କଲଠ ଉପକଳ ଓଡଶର ପରବଳ ବରଷବ ଜଲଲକ ୟଲ ୱରଣଣ”

ହରକଦର ବଢଛ ଜଳସତର କଲମ ଗଟ ଖଲବ ପ ପରତ ସକଣଡର ଆସଛ ଜଳଭଣଡରକ ପରବଶ କରଛ ହଜର କୟସକ ଜଳ

କନକ ବ୍ୟୁରୋ: ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ଆଜି ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬ ଦଶମିକ ୪୩ ଫୁଟ ରହିଛି । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୩୬ ହଜାର ୮୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କାContinue reading “ହରକଦର ବଢଛ ଜଳସତର କଲମ ଗଟ ଖଲବ ପ ପରତ ସକଣଡର ଆସଛ ଜଳଭଣଡରକ ପରବଶ କରଛ ହଜର କୟସକ ଜଳ”

ଅନତମ ଯତରର ସହଦ ଯବନ ପରତଟ ଆଖର ଝରଛ ଲହ ଦବପରସନନଙକ ଝରଛ ମଟ ମ

କନକ ବ୍ୟୁରୋ: ଦୁଃଖରେ ଭାଙ୍ଗିପଡିଛନ୍ତି ଗ୍ରାମବାସୀ । ଗାଁରେ ଚାଲିଛି ସହିଦଙ୍କ ଅନ୍ତିମ ଯାତ୍ରା । ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ଲଦାଖରେ ସହିଦ ହୋଇଥିଲେ କେନ୍ଦ୍ରାପଡା ଜିଲ୍ଲା ଜଗଦଳପୁର ଗାଁର ଦେବୀ ପ୍ରସନ୍ନ ସୁତାର । ପାହାଡ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ତାଙ୍କର ପାର୍ଥୀବ ଶରୀର ଭୁବନେଶ୍ୱରେ ପହଞ୍ଚିବା ପରେ ଗାଁକୁ ନିଆଯାଇଛି । ଆଜି ପୁରା ଗାଁ ବୀରContinue reading “ଅନତମ ଯତରର ସହଦ ଯବନ ପରତଟ ଆଖର ଝରଛ ଲହ ଦବପରସନନଙକ ଝରଛ ମଟ ମ”

ପଣ ପଇ ଚଷଙକ ସଘରଷ ବରଷ ନହ କ କନଲର ଆସନ ପଣ ପଣ ଅଭବର ଗଜ ହଉନ ଧନ ତଳ ଧନ ତଳର ଉଠନ ଗଜ

କନକ ବ୍ୟୁରୋ: ଟୋପାଏ ପାଣି ପାଇଁ ଧାନ ଚାଷୀଙ୍କ ସଂଘର୍ଷ । କେନାଲରେ ପାଣି ଆସୁନାହିଁ । ଗୋଟିଏ ପଟେ ବିଳମ୍ବରେ ଆସିଥିବା ମୌସୁମୀ ଧୋକ୍କା ଦେଉଛି । ଅନ୍ୟପଟେ ଜଳସେଚନ ବିଭାଗ ଚୁପ ବସିଛି । ଏପଟେ ଚାଷ ସମୟ ଗଡି ଚାଲିଛି । ଧାନ ତଳି ବୁଣିଥିବା ବେଳେ ପାଣି ନାହିଁ, ଫଳରେ ଗଜା ଉଠୁନାହିଁ । ଚାଷୀ କିଛି ଉପାୟ ନପାଇ ଏକ କିଲୋମିଟର ଦୂର ନାଳରୁ ଗରା ବାଲଟି, କାନ୍ଧରେ ଭାରContinue reading “ପଣ ପଇ ଚଷଙକ ସଘରଷ ବରଷ ନହ କ କନଲର ଆସନ ପଣ ପଣ ଅଭବର ଗଜ ହଉନ ଧନ ତଳ ଧନ ତଳର ଉଠନ ଗଜ”

ବହନଗ ଟରନ ଦରଘଟଣକ ପରଲ ମସ ତଦନତର ଦନ ପର ବ ସବଆଇ ହତ ଖଲ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ମାସେ ପୁରିଛି । ଏହି ଟ୍ରେନ ଦୁର୍ଘଟଣା ପାଇଁ କିଏ ଦାୟୀ ମାସେ ପରେ ବି ଜଣାପଡି ନାହିଁ । ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ହାତ ବି ଖାଲି । ଦୀର୍ଘ ୨୦ ଦିନ ହେଲା ସିବିଆଇ ଏହି ମାମଲାର ତଦନ୍ତ ଚଲାଇଛି । ଏହି ରେଳ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ତ ନାହିଁ । ସେଇଥିପାଇଁ ରେଳ ବିଭାଗ ସିବିଆଇ ତଦନ୍ତ ପାଇଁContinue reading “ବହନଗ ଟରନ ଦରଘଟଣକ ପରଲ ମସ ତଦନତର ଦନ ପର ବ ସବଆଇ ହତ ଖଲ”

ଗଟଏ ଛତ ତଳ ଏକଠ ହଲ ଓଡଶର ଟପପର ଛତରଛତର ଦଶମ ଦୱଦଶ ଟପପରଙକ ମଳଲ ଅଗରୟଦଧ ସମମନ

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ଏକାଠି ହେଲେ ଓଡିଶାର ଟପ୍ପର ଛାତ୍ରଛାତ୍ରୀ । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟପ୍ପର ଛାତ୍ରଛାତ୍ରୀଙ୍କୁ ମିଳିଲା ଅଗ୍ରାୟୋଦ୍ଧି ସମ୍ମାନ । ପ୍ରଥମ ଥର ଲାଗି ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୩୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଷ୍ଟକହୋମ ସେଣ୍ଟର ପର ସାଉଥ ଏସିଆ ଓ ଇଣ୍ଡୋ ପେସିଫିକ ଆଫାୟର୍ସ ମୁଖ୍ୟ ଡକ୍ଟର ଜଗନ୍ନାଥ ପଣ୍ଡା ।Continue reading “ଗଟଏ ଛତ ତଳ ଏକଠ ହଲ ଓଡଶର ଟପପର ଛତରଛତର ଦଶମ ଦୱଦଶ ଟପପରଙକ ମଳଲ ଅଗରୟଦଧ ସମମନ”

ବଶୱକପର ବଦପଡଲ ୱଷଟଇଣଡଜ ଯଗୟତ ପରଯୟୟ ମୟଚର ସକଟଲଣଡ ଠର ୱକଟର ହରଲ ଦଇ-ଦଇ ଥରର ବଶୱ ଚମପୟନ

କନକ ବ୍ୟୁରୋ: ବିଶ୍ୱକପରୁ ବାଦ ପଡିଲା ୱେଷ୍ଟ ଇଣ୍ଡିଜ୍ । ସ୍କଟଲାଣ୍ଡଠୁ ହାରି ଦିନିକିଆ ବିଶ୍ୱକପ ୨୦୨୩ରୁ ବାଦ ପଡିଛି ଦଳ । ଦୁଇ ଥରର ବିଶ୍ୱକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍ ସ୍କଟଲାଣ୍ଡଠୁ ୭ ୱିକେଟରେ ପରାସ୍ତ ହୋଇଛି । ଭାରତରେ ଅକ୍ଟୋବର ୫ ତାରିଖରୁ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ କ୍ୱାଲିଫାଏ ମ୍ୟାଚରେ ହାରିଯାଇଛି ୱେଷ୍ଟଇଣ୍ଡିଜ୍ । ମ୍ୟାଚ ହାରି କ୍ରିକ୍ରେଟ ଇତିହାସରେ ଅଲୋଡା ରେକର୍ଡ କରିଛି ୱେଷ୍ଟ ଇଣ୍ଡିଜ । ଶନିବାର ଜିମ୍ବାୱେର ହାରାରେContinue reading “ବଶୱକପର ବଦପଡଲ ୱଷଟଇଣଡଜ ଯଗୟତ ପରଯୟୟ ମୟଚର ସକଟଲଣଡ ଠର ୱକଟର ହରଲ ଦଇ-ଦଇ ଥରର ବଶୱ ଚମପୟନ”

କଟକଣ ହଟଲ ଏଣକ କଣବକ ହଇପରବ ଆପରଟମଣଟ: ଓଡଶ ଆପରଟମଣଟ ଅଧୟଦଶ ଗଜଟ ବଜଞପତ ଜର

କନକ ବ୍ୟୁରୋ: ପ୍ରାୟ ବର୍ଷେ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଛି । ଗେଜେଟରେ ପ୍ରକାଶ ପାଇଛି ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ । ଏହି ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ଅନୁମୋଦନ ମିିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଏହି ଅଧ୍ୟାଦେଶ ଆପାର୍ଟମେଣ୍ଟ କ୍ଷେତ୍ରରେ ଲାଗୁହେବ ।Continue reading “କଟକଣ ହଟଲ ଏଣକ କଣବକ ହଇପରବ ଆପରଟମଣଟ: ଓଡଶ ଆପରଟମଣଟ ଅଧୟଦଶ ଗଜଟ ବଜଞପତ ଜର”

Design a site like this with WordPress.com
Get started