ଫସବକ ପଷଟ ନଇ ଥନର ଅଭଯଗ କଲ ଉମରକଟର ପରବତନ ବଧୟକ ରଇଘର ଥନର ସବସ ଗଣଡଙକ ଅଭଯଗ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ ନେଇ ଥାନାର ଦ୍ୱାରସ୍ଥ ହେଲେ ଉମରକୋଟର ପୂର୍ବତନ ବିଧାୟକ ଓ ତାଙ୍କ ପତ୍ନୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁବାସ ଗଣ୍ଡ ଓ ତାଙ୍କ ପତ୍ନୀ ନବୀନା ନାୟକ ରାଇଘର ଥାନାରେ ଅଭିଯୋଗ କରିଛନ୍ତି । ନବୀନା ନାୟକ ଏବେ ରାଇଘର ବ୍ଲକ ଅଧ୍ୟକ୍ଷା ଅଛନ୍ତି । “ଉମରକୋଟ ଖବର’ ନାମକ ଏକ ଫେସବୁକ ପେଜରେ ଉଭୟଙ୍କ ବିରୋଧରେ ଆପତିଜନକ ପୋଷ୍ଟ କରାଯାଇଛିContinue reading “ଫସବକ ପଷଟ ନଇ ଥନର ଅଭଯଗ କଲ ଉମରକଟର ପରବତନ ବଧୟକ ରଇଘର ଥନର ସବସ ଗଣଡଙକ ଅଭଯଗ”

ଅବଦଲ କଲମ ଦପର ସଥଳଭଗ ପଇ ଉପଯଗ କଷପଣସତର ସଗରକର ପରକଷଣ କଲମଟର ଯଏ ଲକଷୟଭଦ କରପରବ ସୱଳପ ଦରଗମ କଷପଣସତର

କନକ ବ୍ୟୁରୋ : ସାଗରିକା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଏହା ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ସାଗରିକା କ୍ଷେପଣାସ୍ତ୍ରର ସ୍ଥଳଭାଗ ପାଇଁ ଉପଯୋଗୀ ଭାରିଏଂଟର ଗତକାଲି ସଫଳ ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଜିଲ୍ଲା ଅବଦୁଲ କାଲାମ ଦୀପରୁ ସଂଧ୍ୟା ୬ଟା ୫୫ ମିନିଟରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ୭୫୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ । ପୂର୍ବରୁ ସାଗରିକ କ୍ଷେପଣାସ୍ତ୍ରର ଜଳଭାଗ ପାଇଁ ଉପଯୋଗୀ ଭାରିଏଂଟ ରହିଛି ।Continue reading “ଅବଦଲ କଲମ ଦପର ସଥଳଭଗ ପଇ ଉପଯଗ କଷପଣସତର ସଗରକର ପରକଷଣ କଲମଟର ଯଏ ଲକଷୟଭଦ କରପରବ ସୱଳପ ଦରଗମ କଷପଣସତର”

ଜଲଇ ର ବଙଗପସଗରର ଲଘଚପ କଷତର ସଷଟ ସମଭବନ ପରଭବର କଲଠ ଉପକଳ ଓଡଶର ପରବଳ ବରଷବ

କନକ ବ୍ୟୁରୋ : ଆସୁଛି ଲଘୁଚାପ । ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭବନା ରହିଛି । ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖରେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନାContinue reading “ଜଲଇ ର ବଙଗପସଗରର ଲଘଚପ କଷତର ସଷଟ ସମଭବନ ପରଭବର କଲଠ ଉପକଳ ଓଡଶର ପରବଳ ବରଷବ”

ସରଲ ଘଷଯତର ଆଜଠ ରତନବଦର ଦରଶନ ଦବ ତନଠକର

କନକ ବ୍ୟୁରୋ : ସରିଲା ଘୋଷଯାତ୍ରା । ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଦ୍ରୀ ଅବଢ଼ା ମଧ୍ୟ ଭକ୍ତମାନେ ପାଇପାରିବେ । ରୁନ୍ଧା ନୀତି ସରିବା ପରେ ରତ୍ନସିଂହାସନ ଉପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବ । ଏହାପରେ ଭକ୍ତମାନଙ୍କ ପାଇଁ ସାହାଣମେଲା କରାଯିବ । ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁContinue reading “ସରଲ ଘଷଯତର ଆଜଠ ରତନବଦର ଦରଶନ ଦବ ତନଠକର”

ବଶୱକପର ବଦ ହଲ ୱଷଟଇଣଡଜ ଜଣନତ କରଣ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥର ବିଶ୍ୱ ଚମ୍ପିଆନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ବିଶ୍ୱ କ୍ରିକେଟରେ ପାଖାପାଖି ୩୦ ବର୍ଷ ରାଜ୍ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ ଟିମ୍ ବିଶ୍ୱକପ୍ ଜିତିଥିବା ବେଳେ ୧୯୮୩ରେ ଫାଇନାଲରେ ପହଂଚିଥିଲା । କେବଳ ଏକଦିବସୀୟ ନୁହେଁ ୱେଷ୍ଟଇଣ୍ଡିଜContinue reading “ବଶୱକପର ବଦ ହଲ ୱଷଟଇଣଡଜ ଜଣନତ କରଣ”

ଆଜ ରସଗଲ ଦବସ: ଓଡ଼ଆ ସସକତ ସହ ଯଡ଼ ହଇ ରହଛ ରସଗଲ

କନକ ବ୍ୟୁରୋ: ସାରା ରାଜ୍ୟରେ ପାଳିତ ହୋଇଛି ପ୍ରିୟ ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଆଉ ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ପାଳନ କରାଯାଉଛି । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିଥାନ୍ତି କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲାContinue reading “ଆଜ ରସଗଲ ଦବସ: ଓଡ଼ଆ ସସକତ ସହ ଯଡ଼ ହଇ ରହଛ ରସଗଲ”

ଭୟଙକର ଦରଘଟଣର ଥର ଉଠଲ ମହରଷଟର ନଗପରର ମମବଇ ଯଉଥବ ଘରଇ ବସର ନଆ ଲଗ ର ଅଧକ ଜବନତ ଦଗଧ

କନକ ବ୍ୟୁରୋ : ସାଧାରଣ ବସ ଅପେକ୍ଷା ସମସ୍ତେ ଏସି ବସରେ ଯିବାକୁ ପସନ୍ଦ କରନ୍ତି । କିନ୍ତୁ ଏସି ବସ ଦୁର୍ଘଟଣାଗସ୍ତ ହେଲେ ତାହା କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି    । ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଏକ ଏସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୨୫ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଛନ୍ତି । ଆଉ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ବସ୍ଟିContinue reading “ଭୟଙକର ଦରଘଟଣର ଥର ଉଠଲ ମହରଷଟର ନଗପରର ମମବଇ ଯଉଥବ ଘରଇ ବସର ନଆ ଲଗ ର ଅଧକ ଜବନତ ଦଗଧ”

ଗଜରଟର ବନୟ ପରଳୟ ସପଟ ସଥତର ମକବଲ ପଇ ଜରର ବଠକ ଡକଇଲ ରଜୟ ସରକର

କନକ ବ୍ୟୁରୋ : ଗୁଜରାଟରେ ଦାଉ ସାଧୁଛି ବନ୍ୟା । ମୌସୁମୀ ବର୍ଷା ଆସୁ ଆସୁ ବେହାଲ ହେଲାଣି ରାଜ୍ୟର ସ୍ଥିତି । ନଦୀ ଗୁଡିକୁ ଦେଖିଲେ ଭୟ ଲାଗୁଛି । ବନ୍ୟା ପାଣିରେ ଉବୁଟୁବୁ ରାଜ୍ୟର ଅଧିକାଂଶ ନଦୀ । ବିଶେଷ କରି ଦକ୍ଷିଣ ଓ ପୂର୍ବ ଗୁଜରାଟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଉଁଠି ପୋଲ ଭୁୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶି ରହିଛି । ଗାଇଗୋରୁ ଧନଜୀବନContinue reading “ଗଜରଟର ବନୟ ପରଳୟ ସପଟ ସଥତର ମକବଲ ପଇ ଜରର ବଠକ ଡକଇଲ ରଜୟ ସରକର”

ତଜଛ ରତନଭଣଡର ଖଲବ ଦବ: ଏପଟ ଆଇନ ମନତରଙକ ଅଜବ ଯକତ କହଲ ରତନଭଣଡର ଚବ ହଜଛ କ ନହ ଜଣନହନତ

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁ ନାହାଁନ୍ତି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ଦାୟର କରିଛନ୍ତି । ହେଲେ ଏହାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ । ସେ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ । ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ରାଜ୍ୟ ସରକାର ତାContinue reading “ତଜଛ ରତନଭଣଡର ଖଲବ ଦବ: ଏପଟ ଆଇନ ମନତରଙକ ଅଜବ ଯକତ କହଲ ରତନଭଣଡର ଚବ ହଜଛ କ ନହ ଜଣନହନତ”

ପରମଣ ନଷଟ ପଇ ସପରକଲରଙକ ମରଡର: ହତୟ କର ଜଙଗଲର ପତଦଲ

କନକ ବ୍ୟୁରୋ: ପ୍ରମାଣ ନଷ୍ଟ ପାଇଁ ସୁପାରୀ କିଲରକୁ ହତ୍ୟା । ପଦାକୁ ଆସିଲା ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଘଟଣାର ପୁରା ସତ । ଗୁଣୁପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ତାଙ୍କ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ପରେ ଗୌରୀ ମିଶ୍ରଙ୍କ ହତ୍ୟାକାରୀ ସୁପାରୀ କିଲରକୁ ବି ମାରିଦିଆଯାଇଥିଲା । ଗୁଣୁପୁର ଏହି ହତ୍ୟାକାଣ୍ଡ ସାରାContinue reading “ପରମଣ ନଷଟ ପଇ ସପରକଲରଙକ ମରଡର: ହତୟ କର ଜଙଗଲର ପତଦଲ”

Design a site like this with WordPress.com
Get started