କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀକୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ସମୁଦ୍ର ବେଳାଭୂମିରେ ବୁଲି ମଜା ଉଠାଇଥାନ୍ତି । ପର୍ଯ୍ୟଟକଙ୍କ ରହିବା ପାଇଁ ସହରରେ ରହିଛି ହୋଟେଲ, ଧର୍ମଶାଳା, ପାନ୍ଥଶାଳା । ଆଜିକାଲି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲରେ ରହିବା ପାଇଁ ଆଗୁଆ ବୁକିଂ କରୁଛନ୍ତି । ଆଉ ତାର ସୁଯୋଗ ନେଇ ଠକ ସକ୍ରିୟ ହୋଇଛନ୍ତି । ନକଲି ୱେବସାଇଟ ଖୋଲି ରୁମ୍ ବୁକିଂContinue reading “ପରର ହଟଲ ନର ନକଲ ସଇଟ: ଅନଲଇନର ବକ କର ଫସଲ ପରଯୟଟକ”
Tag Archives: News
ସଫଟ କମଶନରଙକ ରପରଟର ସଘତକ ତଥୟ: ଦରଘଟଣ ପଇ ରଲ-ରମ ଷଟଫ ଦୟ!
କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରେଳବାଇ ସୁରକ୍ଷା କମିଶନ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଦୁର୍ଘଟଣା ପାଇଁ କିଏ ଦାୟୀ ସେ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରିପୋର୍ଟରେ କ’ଣ ସବୁ ଉଲ୍ଲେଖ କରାଯାଇଛି ବିସ୍ତୃତ ସୂଚନା ମିଳିନାହିଁ । ସିବିଆଇ ତଦନ୍ତ ଚାଲିଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତିContinue reading “ସଫଟ କମଶନରଙକ ରପରଟର ସଘତକ ତଥୟ: ଦରଘଟଣ ପଇ ରଲ-ରମ ଷଟଫ ଦୟ!”
ରଜୟର ବଢଛ ଡଙଗ ଆକରନତଙକ ସଖୟ: ଡଙଗର ଶତକ ମରଲଣ ଖରଦଧ ଜଲଲ!
କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ମଶା ଚିନ୍ତା ବଢାଇଲାଣି । ଖାସ କରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀର ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ । ଆଗକୁ ଏହାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାକୁ ଏସଓପି ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବର୍ଷା ଆରମ୍ଭ ହୋଇଛି । ଏହାରି ଭିତରେ ଚିନ୍ତା ବଢାଇଛି ଡେଙ୍ଗୁ ମଶା । ପରିଷ୍କାର ପାଣି ଓContinue reading “ରଜୟର ବଢଛ ଡଙଗ ଆକରନତଙକ ସଖୟ: ଡଙଗର ଶତକ ମରଲଣ ଖରଦଧ ଜଲଲ!”
ରଥଯତରର ଶଷ ପରବ ଆଜ ନଳଦର ବଜ: ଗଟ ପହଣଡର ରତନବଦକ ଫରଛନତ ତନ ଠକର
କନକ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ତିନିଠାକୁର । ରଥାରୁଢ଼ ଠାକୁର ଗୋଟିପହଣ୍ଡିରେ ରତ୍ନସିଂହାସନକୁ ଫେରୁଛନ୍ତି । ନୀତିନିର୍ଘଂଟ ଅନୁସାରେ, ଆଜି ଭୋରରୁ ତିନିରଥରେ ମଙ୍ଗଲ ଆଳତୀ ପରେ ଅନ୍ୟ ନୀତି ଆଗକୁ ବଢିଥିଲା । ଅପରାହ୍ନରେ ସାଢେ ଗୋଟାଏରୁ ସାଢେ ୩ଟା ଭିତରେ ୩ ରଥରେ ଚାରବନ୍ଧା ସରିବା ପରେ ସିଂହାସନ ମାଜଣା ହୋଇଥିଲା । ପୁଷ୍ପାଞ୍ଜଳି ପରେ ପହଣ୍ଡିContinue reading “ରଥଯତରର ଶଷ ପରବ ଆଜ ନଳଦର ବଜ: ଗଟ ପହଣଡର ରତନବଦକ ଫରଛନତ ତନ ଠକର”
ଡଲଭର ଗରଲଙକ ସଘରଷମୟ କହଣ ପରବର ଚଳଇବ ସହ ଅନଥ ପଲଙକ ପଢ଼ଉଛନତ ପଠ
କନକ ବ୍ୟୁରୋ : କଥାରେ ଅଛି ମା’ ରି କିଏ ହେବ । ତେବେ ସେ କେବଳ ଦୁଇ ସନ୍ତାନଙ୍କ ଜନନୀ ନୁହଁନ୍ତି ଏଭଳି ଅନେକ ପିଲାଙ୍କୁ ସେ ନିଜ ପିଲାଙ୍କ ଭଳି ପାଠ ପଢ଼ାଉଛନ୍ତି । ସକାଳୁ ଉଠି ନିଜର କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି ଆଉ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାର ପ୍ରତିପୋଷଣ ପାଇଁ କର୍ମରେ ଲାଗିପଡନ୍ତି । ନିଜ ପରିବାର ସମ୍ଭାଳିବା ସହ ପରୋପକାର ସେବା ମନୋବୃତ୍ତି ନେଇ ଅନାଥ ପିଲାଙ୍କ ପଢ଼ାContinue reading “ଡଲଭର ଗରଲଙକ ସଘରଷମୟ କହଣ ପରବର ଚଳଇବ ସହ ଅନଥ ପଲଙକ ପଢ଼ଉଛନତ ପଠ”
ୟନଫରମ ସଭଲ କଡକ ମଘଳୟ ମଖୟମନତରଙକ ବରଧ କହଲ ଏହ ଭରତୟ ସସକତର ବରଧ
କନକ ବ୍ୟୁରୋ : ୟୁନିଫର୍ମ ସିଭିଲ କୋଡକୁ ନେଇ ଦେଶର ରାଜନୀତି ଏବେ ସରଗରମ ରହିଛି । କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଆଣିବା ନେଇ ଘୋଷଣା କରିବା ପରେ ବିରୋଧୀଦଳମାନେ ଏହାକୁ ନେଇ ଅଡୁଆରେ ପଡିଛନ୍ତି । ଏହି କ୍ରମରେ କିଛି ବିରୋଧୀଦଳ ଏହାକୁ ନେଇ ନିରବ ଥିବା ବେଳେ ଆପ୍ ଓ ଜେଡିୟୁ ଏହାକୁ ସମର୍ଥନ କରିଛନ୍ତି । ସେପଟେ ବିଜେପି ମେଣ୍ଟରେ ମେଘାଳୟରେ ସରକାର ଗଠନ କରିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟିContinue reading “ୟନଫରମ ସଭଲ କଡକ ମଘଳୟ ମଖୟମନତରଙକ ବରଧ କହଲ ଏହ ଭରତୟ ସସକତର ବରଧ”
ହନମନଙକ ପଖର ଲଗ ହଲ ଶହ କଲର ଗଟଏ ରଟ ଏହକ ଉଠଇବ ପଇ ବୟବହର ହଇଥଲ କରନ
କନକ ବ୍ୟୁରୋ : ରାଜସ୍ଥାନର ସିକର ସହରର ଦେବୀପୁରା ବାଲାଜୀ ମନ୍ଦିରରେ ଭଗବାନ ହନୁମାନଙ୍କ ପାଖରେ ନିଆରା ଢଙ୍ଗରେ ଭୋଗ ଲାଗି ହୋଇଛି । ସାଧାରଣତଃ ହନୁମାନଙ୍କ ମନ୍ଦିରରେ ଲଡୁ, ମିଠା, କଦଳୀ ଏବଂ ଅନ୍ୟାନ ଫଳମୂଳ ଲାଗି ହେଉଥିବା ବେଳେ ଦେବୀପୁରା ବାଲାଜୀ ମନ୍ଦିରରେ ୨୭କିଲୋର ରୁଟି ତିଆରି ହୋଇଥିଲା । ଭଗବାନଙ୍କ ପାଖରେ ଲାଗି ହୋଇଛି ଏହି ବିଶାଳ ରୋଟ୍ ବା ରୁଟି । ଏହି ରୁଟିକୁ ବନାଇବା ପାଇଁ ଲାଗିଥିଲେ ୨୦ଜଣ କାରିଗରContinue reading “ହନମନଙକ ପଖର ଲଗ ହଲ ଶହ କଲର ଗଟଏ ରଟ ଏହକ ଉଠଇବ ପଇ ବୟବହର ହଇଥଲ କରନ”
ନଳଦର ବଜର ପରକରୟ ଆରମଭ: ପରଥମ ଗଲ ମଦନ ମହନ ଓ ରମକଷଣ
କନକ ବ୍ୟୁରୋ: ବଡଦାଣ୍ଡରୁ ନୀଳକନ୍ଦରକୁ ଫେରିବେ ମହାବାହୁ । ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ରଥରେ ବନ୍ଧାଗଲା ଚାରମାଳ । ନିଳାଦ୍ରୀ ବିଜେର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ପହଣ୍ଡି କରି ନୀଳକନ୍ଦରକୁ ଫେରିଛନ୍ତି । ଶ୍ରୀମନ୍ଦିରରେ ପୁଣି ୩ ଠାକୁର ଶୋଭା ପାଇବେ । The post ନୀଳାଦ୍ରି ବିଜେର ପ୍ରକ୍ରିୟା ଆରମ୍ଭ: ପ୍ରଥମେ ଗଲେ ମଦନ ମୋହନ ଓ ରାମକୃଷ୍ଣ first appeared onContinue reading “ନଳଦର ବଜର ପରକରୟ ଆରମଭ: ପରଥମ ଗଲ ମଦନ ମହନ ଓ ରମକଷଣ”
ବରଷ ହବ ଶଇନହନତ ଏହ ବରଷୟ ବଦଧ ଡକତର ବ ଜଣପରନହନତ ଏହ ପଛର କରଣ
କନକ ବ୍ୟୁରୋ : ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ସାଙ୍ଗକୁ ଦିନକୁ ୭ରୁ ୮ଘଣ୍ଟା ଶୋଇବା ଜରୁରୀ ହୋଇଥାଏ । ଯଦି ବି ଜଣେ ବ୍ୟକ୍ତି ନଶୋଇ ରହିବାକୁ ଚାହିଁବେ ତାହେଲେ ଅତି ବେସିରେ ଗୋଟିଏ ଦିନ କିମ୍ବା ଦୁଇ ଦିନ ନଶୋଇ ଜଣେ ସାଧାରଣ ବ୍ୟକ୍ତି ରହିପାରିବେ । କିନ୍ତୁ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତି ଦୀର୍ଘ ୬୦ବର୍ଷ ହେବ ନଶୋଇ କେମିତି ରହିଛନ୍ତି । ବିଗତ ୬୦ ବର୍ଷ ହେବ ଭିଏତ୍ନାମରContinue reading “ବରଷ ହବ ଶଇନହନତ ଏହ ବରଷୟ ବଦଧ ଡକତର ବ ଜଣପରନହନତ ଏହ ପଛର କରଣ”
ଖବଶଘର ଆରଜଡର ବଲୟ ହଇପର ଜଡୟ ! ବଧୟକଙକ ଭଟ ରଜୟପଳଙକ ନକଟର ପହଚଲ ନତଶ କମର
କନକ ବ୍ୟୁରୋ: ବିହାର ମୌସୁମୀ ବର୍ଷା ରାଜ୍ୟବାସୀଙ୍କୁ ବେହାଲ କରିଥିବା ବେଳେ ଏବେ ବିହାର ରାଜନୀତିରେ ନୂଆ ସମିକରଣକୁ ନେଇ ବିହାର ରାଜନୀତି ବି ବେହାଲ ଅବସ୍ଥାରେ ପହଂଚିଛି । ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟ କରିବା ପରେ ଏବେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ବୈଠକ କରୁଛନ୍ତି । ଏହି ବୈଠକ ପରେ ବିହାରରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆରଏଲଡି ବି ରାଷ୍ଟ୍ରୀୟContinue reading “ଖବଶଘର ଆରଜଡର ବଲୟ ହଇପର ଜଡୟ ! ବଧୟକଙକ ଭଟ ରଜୟପଳଙକ ନକଟର ପହଚଲ ନତଶ କମର”