ରକରଡ ସତରର ଜନ ମସର ଜଏସଟ ଆଦୟ ଜଣନତ ରଜକଷକ ମଳଲ କତ ଟଙକ ?

କନକ ବ୍ୟୁରୋ : ଦ୍ରବ୍ୟ ଏବଂ ସେବାକର ଅର୍ଥାତ ଜିଏସଟି ବ୍ୟବସ୍ଥା ଲାଗୁ ହେବାକୁ ୬ବର୍ଷ ପୁରିଲାଣି । ଏହା ମାଧ୍ୟମରେ ମାସକୁ ମାସ ସରକାରୀ ରାଜକୋଷକୁ କୋଟି କୋଟି ଟଙ୍କା ଆସୁଛି । ଜୁନ୍ ମାସରେ ମଧ୍ୟରେ ଭରପୁର ଜିଏସଟି ଆଦାୟ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ୨୦୨୩ ଜୁନ ମାସରେ ଆଦାୟ ହୋଇଥିବା ଜିଏସଟିର ପରିମାଣ ଘୋଷଣା କରିଛି । ସରକାରୀ ତଥ୍ୟ ମୁତାବକ ଜୁନ ମାସରେ ସରକାର ଜିଏସଟି ବାବଦରେ ୧.୬୧Continue reading “ରକରଡ ସତରର ଜନ ମସର ଜଏସଟ ଆଦୟ ଜଣନତ ରଜକଷକ ମଳଲ କତ ଟଙକ ?”

ମତର ଟଙକର ରଲୱ ଷଟସନର ପଇପରବ ରମ ! ଜଣନତ କମତ କରବ ବକ

କନକ ବ୍ୟୁରୋ : ଭାରତୀୟ ରେଲୱେ ନେଟୱର୍କ ଯେତେବେଳେ ବିଶ୍ୱର ବଡ ରେଳ ନେଟୱର୍କ ସେତେବେଳେ ଯାତ୍ରୀଙ୍କ ପାଇଁ ମଧ୍ୟ ସେମିତି ସୁବିଧାମାନ ଯୋଗାଇଥାଏ । ଯାତ୍ରୀ ସୁବିଧା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସୁବିଧାମାନ ପ୍ରଦାନ କର।।ଇଥାଏ । ମାତ୍ର ଯାତ୍ରୀମାନେ ଏହା ଜାଣି ନଥାନ୍ତି । ଯେପରିକି ମାତ୍ର ୧୦୦ ଟଙ୍କା ବିନିମୟରେ ରେଳ ଷ୍ଟେସନରେ ଆପଣ ହୋଟେଲ ଭଳି ରୁମ ପାଇପାରିବେ । ଯଦି ଆପଣ ଦୂରଯାତ୍ରା କରିବା ପାଇଁ ଚାହୁଁଛନ୍ତି ଏବଂContinue reading “ମତର ଟଙକର ରଲୱ ଷଟସନର ପଇପରବ ରମ ! ଜଣନତ କମତ କରବ ବକ”

କନଦରପଡର କମଭର ଆତଙକ: ନଈ ନଳର ପଦ ରଖବକ ମଡଛ ଡର ବରଷର ଗଲଣ ର ଅଧକ ଜବନ

କନକ ବ୍ୟୁରୋ: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା । ଭାରତର ସବୁଠୁ ଅଧିକ ବଉଳା କୁମ୍ଭୀର ଭିତରକନିକାରେ ଦେଖିବାକୁ ମିଳେ । ଭିତରକନିକାର ଡାଙ୍ଗମାଳଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ପ୍ରତି ବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମାତ୍ର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କୁମ୍ଭୀର ଏବେ ଜନବସତିContinue reading “କନଦରପଡର କମଭର ଆତଙକ: ନଈ ନଳର ପଦ ରଖବକ ମଡଛ ଡର ବରଷର ଗଲଣ ର ଅଧକ ଜବନ”

ମହପରଭଙକର ମହଣ ମହଣ ସନ ରହଛ କହକ ଖଲଯବନ ରତନଭଣଡର? ସରକରଙକ ପରଶନ କଲ ବଜପର ପରବତନ ସଭପତ?

କନକ ବ୍ୟୁରୋ : ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ  । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ  । ଯଦି ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବେ ତାହା ଦୁର୍ଭାଗ୍ୟଜନକ । ଏହି ଘଟଣା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି  ।Continue reading “ମହପରଭଙକର ମହଣ ମହଣ ସନ ରହଛ କହକ ଖଲଯବନ ରତନଭଣଡର? ସରକରଙକ ପରଶନ କଲ ବଜପର ପରବତନ ସଭପତ?”

ଭଙକଟଶ ଆୟରଙକ ବଡ ଖଲସ କହଲ ଏହ ଖଳଳଙକ ପଇ ମତ ଦଳର ମଳନ ସଥନ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଆଗକୁ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦଳ ତାଙ୍କ ଉପରେ ଅନେକ ଭରସା ରଖିଛି । ତେବେ ହାର୍ଦ୍ଦିକଙ୍କ ପାଇଁ ଅନ୍ୟ ଜଣେ ଖେଳାଳି ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ୨୦୨୧ ଟି-୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦୀର୍ଘଦିନ ଧରି ଦଳକୁ ଫେରି ନଥିଲେ । ତାଙ୍କContinue reading “ଭଙକଟଶ ଆୟରଙକ ବଡ ଖଲସ କହଲ ଏହ ଖଳଳଙକ ପଇ ମତ ଦଳର ମଳନ ସଥନ”

ମଲକନଗର ପଲସର ଅପରସନ ଖଜ ସୱଭମନ ଅଞଚଳର ଠବ ହଲ ମଓ କୟମପ

କନକ ବ୍ୟୁରୋ: ମାଲକାନଗିରିରେ ପୁଲିସର ଅପରେସନ ଖୋଜ୍ । ଗୁଇନ୍ଦା ସୁଚନା ଆଧାରରେ ସ୍ୱାଭିମାନ ଅଞ୍ଚଳରୁ ପୁଣି ମାଓ କ୍ୟାମ୍ପ ଠାବ । ଯୋଡାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡା ଓ ଡାବୁଗୁଡା ଗାଁ ନିକଟରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏହି ସମୟରେ ଗୋଟିଏ ଦେଶୀ ବନ୍ଧୁକ, ଗ୍ରେନେଡ ୨ଟି, ଟିଫିନ ବୋମା ଦୁଇଟି ଜବତ ହୋଇଛି । ଏହାବାଦ କୋଡେକ୍ସ ତାର, ଜିଲୋଟିନ୍ ଷ୍ଟିକ୍ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।Continue reading “ମଲକନଗର ପଲସର ଅପରସନ ଖଜ ସୱଭମନ ଅଞଚଳର ଠବ ହଲ ମଓ କୟମପ”

ଚଳନତ କରର ନବବଧକ ଫଙଗଦଲ ସୱମ ଓ ଶୱଶର ପଡତ କହଲ ଯତକର କର ନମଳବର ଥଲ ଅସନତଷଟ

କନକ ବ୍ୟୁରୋ: କାରରେ ସ୍ୱାମୀ ଓ ଶ୍ୱଶୁର. ବୋହୂ ଚନ୍ଦାକୁ ବାପଘରୁ ଶାଶୁଘରକୁ ଫେରାଇ ଆଣୁଥିଲେ । ହେଲେ ବାଟରେ ବଚସା ହୋଇଥିଲା । ଫଳରେ ଚଳନ୍ତା କାରରୁ ନୂଆବୋହୂକୁ ଫୋପାଡିଦେଇଥିଲେ ସ୍ୱାମୀ ଶ୍ୱଶୁର । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୋହୂ ଚନ୍ଦା । ଏପରି ଅଭାବନୀୟ ଘଟଣା ଘଟିଛି ବିହାର ମୁଜଫରପୁରରେ । ପୁଲିସର ସୂଚନା ମୁତାବକ, ମୁଜାଫରପୁର ସଦର ଥାନା ଅଞ୍ଚଳର ଭିଖନାପୁର ବାସିନ୍ଦା ଚନ୍ଦା କୁମାରୀଙ୍କ ବିବାହ ଦିଘିକଲା ନିବାସୀContinue reading “ଚଳନତ କରର ନବବଧକ ଫଙଗଦଲ ସୱମ ଓ ଶୱଶର ପଡତ କହଲ ଯତକର କର ନମଳବର ଥଲ ଅସନତଷଟ”

ମହନଦ ମଝର ଫସଲ ହତ ହଠତ ବଢଗଲ ଜଳସତର ରହଗଲ ହତ

କନକ ବ୍ୟୁରୋ: ନଦୀ ପାରି ହେଉଥିବା ବେଳେ ଫସିଗଲା ହାତୀ । ବାଙ୍କୀ ନିକଟରେ ମହାନଦୀ ପାରି ହେଉଥିବା ବେଳେ ହାତୀଟି ଟାପୁରେ ଫସି ଯାଇଛି । ନଦୀରେ ହଠାତ ଜଳସ୍ତର ବୃଦ୍ଧି ହେବାରୁ ହାତୀଟି ଫସିଯାଇଛି । ଏହି ପଟେ ହାତୀ ପଲ ନିତିଦିନ ନଦୀ ପାର ହୁଅନ୍ତି କିନ୍ତୁ ହଠାତ ଜଳସ୍ତର ବୃଦ୍ଧି ହେବାରୁ ହାତୀଟି ଫସିଯାଇଛି । The post ମହାନଦୀ ମଝିରେ ଫସିଲା ହାତୀ । ହଠାତ୍ ବଢିଗଲା ଜଳସ୍ତର, ରହିଗଲାContinue reading “ମହନଦ ମଝର ଫସଲ ହତ ହଠତ ବଢଗଲ ଜଳସତର ରହଗଲ ହତ”

ସନଦରଗଡ଼ର ଖଲବ ଆଦରଶ କଷ ଉଦୟଗ କନଦର କଷ ଉଦୟଗ ପରଚଳନ ପଇ ଓୟଏଟର ଆରମଭ ହବ ବରଷକଆ ସରଟଫକଟ କରସ

କନକ ବ୍ୟୁରୋ : ରାଜ୍ୟରେ କୃଷି ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଏଥିଲାଗି ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଏବଂ ଓମ୍ବାଡସିର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଓମ୍ବାଡସି ଓଭରସାଇଟ୍ ଅଥରିଟି ତଥାContinue reading “ସନଦରଗଡ଼ର ଖଲବ ଆଦରଶ କଷ ଉଦୟଗ କନଦର କଷ ଉଦୟଗ ପରଚଳନ ପଇ ଓୟଏଟର ଆରମଭ ହବ ବରଷକଆ ସରଟଫକଟ କରସ”

ତସତ ସତଲୱଡଙକ ପଇ ବଢଲ ଅଡଆ ତରନତ ଆତମସମରପଣ କରବକ କରଟଙକ ଆଦଶ

କନକ ବ୍ୟୁରୋ : ୨୦୦୨ ଗୋଧ୍ରା ଦଙ୍ଗାପରେ ଗୁଜରାଟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ଓ ପ୍ରମାଣକୁ ଭିନ୍ନଭିନ୍ନ ଭୁଲ ଉପାୟରେ କୋର୍ଟରେ ଉପସ୍ଥାପିତ କରିବା ମାମଲାରେ ଗୁଜରାଟ ହାଇକୋର୍ଟ ଅଭିଯୁକ୍ତ ତିସ୍ତା ସୀତଲୱାଡଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ତିସ୍ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । ସମାନ ମାମଲାରେ ୨୦୨୨ ସେପ୍ଟେମ୍ବର ମାସରେ କୋର୍ଟ ତିସ୍ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେContinue reading “ତସତ ସତଲୱଡଙକ ପଇ ବଢଲ ଅଡଆ ତରନତ ଆତମସମରପଣ କରବକ କରଟଙକ ଆଦଶ”

Design a site like this with WordPress.com
Get started