ନଈ ମଝର ଫଶଗଲ ଟରକ ଲଗଣ ବରଷ ଯଗ ହଠତ ଆସଲ ବନୟପଣ

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ନଈରେ ବନ୍ୟା । ଫଶିଗଲେ ୨୫ ଟ୍ରକ୍ । ଅନେକ ଚେଷ୍ଟା ପରେ ବି ଉଦ୍ଧାର କରିବାରେ ବିଫଳ ହେଲେ ପ୍ରଶାସନ । ଏପରି ଘଟଣା ଦେଖିବାକୁ ମିଳିଛି ବିହାର ସୋନ୍ ନଦୀରେ । ଇନ୍ଦ୍ରପୁରୀ ବନ୍ଧରେ ପାଣି ଛାଡିବା ସାଙ୍ଗକୁ ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ସୋନ୍ ନଦୀରେ ବନ୍ୟା ପାଣି ପଶିଥିଲା । ଏହି ସମୟରେ ନଈ ଖନନ କାର୍ଯ୍ୟରେ ଟ୍ରକ୍ ନିୟୋଜିତ ଥିବାରୁ ଫଶିଯାଇଥିଲେ ପାଖାପାଖିContinue reading “ନଈ ମଝର ଫଶଗଲ ଟରକ ଲଗଣ ବରଷ ଯଗ ହଠତ ଆସଲ ବନୟପଣ”

ଦନ ପର ମଳଲ ସମପରକ ତଟଯଇଥବ ହଲକପଟରର ପତ ମଙଗଳ ଗରହକ ମନ-ହଲକପଟର ପଠଇଥଲ ନସ

କନକ ବ୍ୟୁରୋ : ଆମେରିକା ସ୍ପେସ୍ ଏଜେନ୍ସି ନାସା ଫେବୃଆରୀ ୨୦୨୧ରେ ମଙ୍ଗଳ ଗ୍ରହକୁ ପଠାଇଥିବା ଇନଜେନ୍ୟୁଟି ମାରସ୍ ହେଲିକପ୍ଟର ସହ ପୁଣି ଯୋଗାଯୋଗ କରିବାରେ ସଫଳ ହୋଇଛି । ଏକ ମିଶନ ଆଧାରରେ ଏକ ମିନି ହେଲିକପ୍ଟର ଇନଜେନ୍ୟୁଟି ଓ ପ୍ରିଜର୍ବେସ୍ ରୋବର ମଙ୍ଗଳ ଗ୍ରହକୁ ପଠାଇଥିଲା । ସୂଚନା ଅନୁସାରେ, ମଙ୍ଗଳଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସହ ଏପ୍ରିଲ୍ ୨୬ତାରିଖରେ ସମ୍ପର୍କ ଛିନ୍ନ ହୋଇଯାଇଥିଲା । କୁହାଯାଉଛି କି, ମଙ୍ଗଳ ଗ୍ରହରେ ଯେଉଁ ଅଞ୍ଚଳିରେ ନାସାContinue reading “ଦନ ପର ମଳଲ ସମପରକ ତଟଯଇଥବ ହଲକପଟରର ପତ ମଙଗଳ ଗରହକ ମନ-ହଲକପଟର ପଠଇଥଲ ନସ”

ବଶୱକପ ପରବର ଭରତ ଆସବ ପକସତନର ପରତନଧମଣଡଳ ! ଟ ସଥନକ ଯଇ ପରଖବ ସଥତ

କନକ ବ୍ୟୁରୋ: ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଅଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଆଇସିସି ଏହାର ଖେଳସୂଚୀ ମଧ୍ୟ ଘୋଷଣା କରିସାରିଛି । ତେବେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏଥର ଏକାକି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଆୟୋଜନ କରୁଛି । ଆଉ ଏହି ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ତାହା ଏବେ ବି ଏକ ପ୍ରଶ୍ନ ଚିହ୍ନ ହେଇ ଲାଗିରହିଛି ।Continue reading “ବଶୱକପ ପରବର ଭରତ ଆସବ ପକସତନର ପରତନଧମଣଡଳ ! ଟ ସଥନକ ଯଇ ପରଖବ ସଥତ”

ଅରଣଚଳ ପରଦଶର ନଆର ଗ ଏହ ସଥନକ ଛଇଥଏ ସରଯୟଙକ ପରଥମ କରଣ ଦଖନତ ସକଳ ସରଯୟର ପହଲ କରଣର ସନଦରଯୟ

କନକ ବ୍ୟୁରୋ : ସୌନ୍ଦର୍ଯ୍ୟର ଗନ୍ତାଘର ଆମ ଏ ପୃଥିବୀ । ଘଞ୍ଚ ଜଙ୍ଗଲ , ସହ କଳ କଳ ନାଦରେ ପ୍ରବାହିତ ହେଉଥିବା ଝରଣା ବାସ୍ତବରେ ଏ ଦୃଶ୍ୟ ଅତ୍ୟନ୍ତ ମନୋଲୋଭା । ପ୍ରକୃତି ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକଙ୍କ ବେଶ୍ ଆକର୍ଷିତ କରିଥାଏ । ଯଦି ଆପଣଙ୍କୁ କୁହାଯାଏ କି ଆପଣ ପ୍ରକୃତି ରୂପରେ ଭଗବାନଙ୍କୁ ଦେଖିପାରିବେ , ତେବେ ଆପଣ କଣ ଏ କଥାରେ ବିଶ୍ୱାସ କରିପାରିବେ? ତେବେ ଏହା ବାସ୍ତବରେContinue reading “ଅରଣଚଳ ପରଦଶର ନଆର ଗ ଏହ ସଥନକ ଛଇଥଏ ସରଯୟଙକ ପରଥମ କରଣ ଦଖନତ ସକଳ ସରଯୟର ପହଲ କରଣର ସନଦରଯୟ”

ରଜୟର ଜଲଲର ଘଡଘଡ ସହ ବରଷ ସମଭବନ : ପଣପଗ ବଭଗ ପକଷର ପରବନମନ

କନକ ବ୍ୟୁରୋ : ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ସେହିପରି ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ କମିଛି ବର୍ଷାର ମାତ୍ରା । ହେଲେ ତାପମାତ୍ରା ବଢିଥିବା ବେଳେ ଉଚ୍ଚ ଆର୍ଦ୍ରତା ରହିଛି । ଯାହା ଦ୍ୱାରା ଅସହ୍ୟ ଗୁଳୁଗୁଳିContinue reading “ରଜୟର ଜଲଲର ଘଡଘଡ ସହ ବରଷ ସମଭବନ : ପଣପଗ ବଭଗ ପକଷର ପରବନମନ”

ବହନଗ ଟରନ ଦରଘଟଣକ ନଇ ଆସଲ ତଥୟ : ରଲୱ ସଫଟ କମଶନରଙକ ରପରଟ ନଇ ଚରଚଚ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂଘାତିକ ତଥ୍ୟ । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଥିବା ସୂଚନା । ଗତକାଲି ତଦନ୍ତ ରିପୋର୍ଟ ରେଳ ବୋର୍ଡ ନିକଟରେ ଦାଖଲ କରିଛି ରେଲୱେ ସେଫ୍ଟି କମିଶନ । ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ । ହେଲେ ରେଲୱେ ସେଫଟି କମିଶନରଙ୍କ ରିପୋର୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିଲେContinue reading “ବହନଗ ଟରନ ଦରଘଟଣକ ନଇ ଆସଲ ତଥୟ : ରଲୱ ସଫଟ କମଶନରଙକ ରପରଟ ନଇ ଚରଚଚ”

ଜଲଇ ର ଅଗଷଟ ପରଯୟନତ ସସଦର ମସମ ଅଧବଶନ ଏଥର ନଆ ସସଦ ଭବନର ଆୟଜତ ହବ ମସମ ଅଧବଶନ

କନକ ବ୍ୟୁରୋ: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ନୂଆ ସଂସଦ ଭବନରେ ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । संसद का मानसून सत्र, 2023 आगामी 20 जुलाई से शुरू होकर 11 अगस्त तक चलेगा। 23 दिन तक चलने वाले इसContinue reading “ଜଲଇ ର ଅଗଷଟ ପରଯୟନତ ସସଦର ମସମ ଅଧବଶନ ଏଥର ନଆ ସସଦ ଭବନର ଆୟଜତ ହବ ମସମ ଅଧବଶନ”

ଦଙଗ ନୟନତରଣ କରବକ ଯଗ ଆଦତୟନଥଙକ ଫରନସ ପଠଉ ଭରତ ଟୱଟ କର ୟରପ ଡକତର କହଲ ଏମତ କଥ

କନକ ବ୍ୟୁରୋ : ଫ୍ରାନ୍ସରେ ଏବେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି ।ଦଙ୍ଗା ନିଆଁରେ ଏବେ ଫ୍ରାନ୍ସ ଜଳୁଛି । ସବୁଠି ଆର୍ତ୍ତ ଚିତ୍କାର ଭିତରେ ଦଙ୍ଗାକୁ ଦମନ କରିବାକୁ ୫୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । କିନ୍ତୁ ଏସବୁ ଭିତରେ ୟୁରୋପର ଜଣାଶୁଣା ଡାକ୍ତର ତଥା ପ୍ରଫେସର ଏନ୍ ଜନ୍ କ୍ୟାମ୍ ଭାରତକୁ ଏକ ନିବେଦନ କରିଛନ୍ତି । କ୍ୟାମ୍ ଟ୍ୱିଟ୍ କରି କହିଛନ୍ତି, ଫ୍ରାନ୍ସରେ ହୋଇଥିବା ଦଙ୍ଗା ସ୍ଥିତିରContinue reading “ଦଙଗ ନୟନତରଣ କରବକ ଯଗ ଆଦତୟନଥଙକ ଫରନସ ପଠଉ ଭରତ ଟୱଟ କର ୟରପ ଡକତର କହଲ ଏମତ କଥ”

ଆମ ସହଯୟ ପଇ ଚତକର କରଥଲ ହଲ ପଖକ କହ ଆସଲନ ମହରଷଟର ବସ ପଡ ଘଟଣର ବଞଚଯଇଥବ ଯତରଙକ କହଭର ବୟନ

କନକ ବ୍ୟୁରୋ: ‘ଆମେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲୁ… ସେପଟେ ଅନେକ ଗାଡି ଯାଉଥିଲା ହେଲେ ସାହାଯ୍ୟ କରିବାକୁ କେହି ଅଟକିଲେ ନାହିଁ…’ ଏ ହେଉଛି ମହାରାଷ୍ଟ୍ର ବସ୍ ପୋଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ଆହତ ଯାତ୍ରୀଙ୍କ କୋହଭରା ବୟାନ୍ । ଲୋକେ ନିଆଁରେ ପୋଡି ଛଟପଟ ହେଉଥିଲେ । ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ହେଲେ ପାଖରେ ସେମାନଙ୍କୁ ବଞ୍ଚାଇବାକୁ କିଛି ବି ସାଧନ ନଥିଲା । କାରଣ ଏକଥା କହୁଥିବାContinue reading “ଆମ ସହଯୟ ପଇ ଚତକର କରଥଲ ହଲ ପଖକ କହ ଆସଲନ ମହରଷଟର ବସ ପଡ ଘଟଣର ବଞଚଯଇଥବ ଯତରଙକ କହଭର ବୟନ”

ଗଟଏ ହତୟର ପରମଣ ଲଚଇବକ ଆଉ ଏକ ହତୟକଣଡ : ବଶଖପଟଣ ଜଙଗଲର ମଳଲ ମତଦହ

କନକ ବ୍ୟୁରୋ : ପ୍ରମାଣ ନଷ୍ଟ ପାଇଁ ସୁପାରୀ କିଲରକୁ ହତ୍ୟା । ପଦାକୁ ଆସିଲା ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଘଟଣା । ଛାନଭିନ୍ ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ପୋତା ଯାଇଥିବା ଶବକୁ ଉଦ୍ଧାର କରିଛି । ଗୁଣୁପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ହତ୍ୟା ଘଟଣାର ମୁଖ୍ୟContinue reading “ଗଟଏ ହତୟର ପରମଣ ଲଚଇବକ ଆଉ ଏକ ହତୟକଣଡ : ବଶଖପଟଣ ଜଙଗଲର ମଳଲ ମତଦହ”

Design a site like this with WordPress.com
Get started