ଏ ଯଗର ସତବନଧ : ନଦ ଭତର ପଥର ବନଧର ଚଲ ଚଲ ପଠ ପଢ଼ବକ ଯଉଛନତ ଛତରଛତର

କନକ ବ୍ୟୁରୋ :  ଏ ଯୁଗର ସେତୁବନ୍ଧ । ନଦୀ ଭିତରେ ପଥର ବନ୍ଧରେ ଚାଲି ଚାଲି ପାଠପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଭଳି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଲେ ପ୍ଧଙ୍ଖ ପଢ଼ିବାକୁ ଯାଉଛନ୍ତି ଗାଁର ପିଲାମାନେ । କୋରାପୁଟ ଦଶମନ୍ତପୁର ବ୍ଲକର ପିଣ୍ଡାପଦର ପଞ୍ଚାୟତର ବହିଯାଉଥିବା ଅନ୍ଧାରି ନଦୀର ଦୃଶ୍ୟ । ଅନ୍ଧାରୀ ନଦୀ ଉପରେ ପୋଲ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲାଠୁ, ବୟସ୍କ ଲୋକ । ବର୍ଷା ହେଲେ ଲୋକେContinue reading “ଏ ଯଗର ସତବନଧ : ନଦ ଭତର ପଥର ବନଧର ଚଲ ଚଲ ପଠ ପଢ଼ବକ ଯଉଛନତ ଛତରଛତର”

ବଇଜ ବଦଳର ଏବ ଟମ ଇଣଡଆ ଜରସର ନଜର ଆସବ ଡରମ ବସସଆଇ କଲ ଘଷଣ ୱଷଟଇଣଡଜ ଗସତର ଟମ ଇଣଡଆର ନଆ ଜରସ

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ଜର୍ସିରେ ଏବେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ୍ ୧୧ । କାହିଁକି ନା, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଟିମ୍ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହେଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀContinue reading “ବଇଜ ବଦଳର ଏବ ଟମ ଇଣଡଆ ଜରସର ନଜର ଆସବ ଡରମ ବସସଆଇ କଲ ଘଷଣ ୱଷଟଇଣଡଜ ଗସତର ଟମ ଇଣଡଆର ନଆ ଜରସ”

ମହରଷଟର ବସ ଦରଘଟଣ : ଦଖପରକଶ କଲ ପରଧନମନତର; ମତକଙକ ପରବରକ ଲକଷ ଓ ଆହତଙକ ହଜର ଟଙକର ସହୟତ ଘଷଣ

କନକ ବ୍ୟୁରୋ : ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ହୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବୁଲଢାଣାContinue reading “ମହରଷଟର ବସ ଦରଘଟଣ : ଦଖପରକଶ କଲ ପରଧନମନତର; ମତକଙକ ପରବରକ ଲକଷ ଓ ଆହତଙକ ହଜର ଟଙକର ସହୟତ ଘଷଣ”

ଜଲଇର ସୱଭବକ ବରଷ ପଣପଗ ବଭଗର ପରବନମନ : ଦକଷଣ ଓଡ଼ଶର ହଇପର ଅତୟଧକ ବରଷ

କନକ ବ୍ୟୁରୋ : ବିଳମ୍ବିତ ମୌସୁମୀ ପାଇଁ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ହେଲେ ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର ପୂର୍ବ ଓ ଉତର ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେContinue reading “ଜଲଇର ସୱଭବକ ବରଷ ପଣପଗ ବଭଗର ପରବନମନ : ଦକଷଣ ଓଡ଼ଶର ହଇପର ଅତୟଧକ ବରଷ”

ସମନ ନଗରକ ସହତକ ସମରଥନ ଜଣଇଲ କଗରସ ଶସତ ରଜୟର ମନତର କହଲ କନନ ଲଗ କରବକ କଏ ରକଛ?

କନକ ବ୍ୟୁରୋ: ସମାନ ନାଗରିକ ସଂହିତାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର୍ ଧରିଛି । ଶାସକ ଦଳ ଏହି ଆଇନ୍ ସପକ୍ଷରେ ଯୁକ୍ତି ବାଢୁଥିବାବେଳେ, ବିରୋଧୀମାନେ ଏହା ବିପକ୍ଷରେ ଯୁକ୍ତି ବାଢୁଛନ୍ତି । ତେବେ ଏହାରି ଭିତରେ ମୋଦୀ ସରକାରର ବିରୋଧୀ କୁହାଯାଉଥିବା ଆମ୍ ଆଦମୀ ପାର୍ଟି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା କିନ୍ତୁ ଏହାକୁ ସମର୍ଥନ କରିଛନ୍ତି । ତେବେ ଖାଲି ସେତିକି ନୁହେଁ, ଖୋଦ୍ କଂଗ୍ରେସର ଦିଗଜ୍ଜ ନେତା ବିକ୍ରମାଦିତ୍ୟContinue reading “ସମନ ନଗରକ ସହତକ ସମରଥନ ଜଣଇଲ କଗରସ ଶସତ ରଜୟର ମନତର କହଲ କନନ ଲଗ କରବକ କଏ ରକଛ?”

ଦନକଆ ବଶୱକପ: ବସସଆଇ ଚଳଇଛ ଜରଦର ପରସତତ ଷଟଡୟମର ଖରଚଚ ହବ କଟ

କନକ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଏଥିପାଇଁ ଖେଳସୂଚୀ ମଧ୍ୟ ଜାରି କରିଦିଆଯାଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଥିବାବେଳେ, ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଆଇସିସି ଇଭେଣ୍ଟ ୪୬Continue reading “ଦନକଆ ବଶୱକପ: ବସସଆଇ ଚଳଇଛ ଜରଦର ପରସତତ ଷଟଡୟମର ଖରଚଚ ହବ କଟ”

ରମଚରଣ- ଉପସନଙକ ଝଅକ ଅମବନ ପରବର ଦଲ ଦମ ଉପହର ସନ ଝଲଣର ଶଇବ କନ ପର

କନକ ବ୍ୟୁରୋ: ଜୁନ୍ ୨୦ରେ ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ଘରକୁ କୁନି ଅତିଥି ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାମଚରଣ ଓ ଉପାସନାଙ୍କ କୋଳକୁ ଆସିଛି ଝିଅ । ଜୁନ୍ ୩୦ରେ ଆୟୋଜିତ ହୋଇଥିଲା ଝିଅର ନାମକରଣ ଉତ୍ସବ । ଏଥିରେ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ରହି ଝିଅକୁ ଆଶୀର୍ବାଦ ଦେଇଥିଲେ । ଅତିଥି ମାନଙ୍କ ମଧ୍ୟରେ ଥିଲେ ମୁକଶେ ଅମ୍ବାନୀଙ୍କ ପରିବାର । ଏବେ ଅମ୍ବାନୀ ପରିବାର ରାମଚରଣଙ୍କ ଝିଅକୁContinue reading “ରମଚରଣ- ଉପସନଙକ ଝଅକ ଅମବନ ପରବର ଦଲ ଦମ ଉପହର ସନ ଝଲଣର ଶଇବ କନ ପର”

ଆଜଠ ଆରମଭ ହଲ ଅମରନଥ ଯତର : ପରଥମ ଯତର କଲ ହଜର ତରଥଯତର; ସରକଷ ବୟବସଥ କଡ଼କଡ଼

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ଭକ୍ତଙ୍କୁ କରିବେ ବାବାଙ୍କ ଦର୍ଶନ । ପ୍ରଥମ ଯାତ୍ରା ଆରମ୍ଭ କଲେ ୩ହଜାର ୪୮୮ ତୀର୍ଥଯାତ୍ରୀ । ଦୁଇ ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ ମିଟର ଉଚ୍ଚରେ ଅବସ୍ଥିତ ବାବାଙ୍କ ଗୁମ୍ଫା । ୬୨ ଦିନ ଯାତ୍ରା ପାଇଁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇଛି । ଆତଙ୍କବାଦୀ ସଂଗଠନ ଟିଆରପିରContinue reading “ଆଜଠ ଆରମଭ ହଲ ଅମରନଥ ଯତର : ପରଥମ ଯତର କଲ ହଜର ତରଥଯତର; ସରକଷ ବୟବସଥ କଡ଼କଡ଼”

ଜମବଡ଼ ବବଦକ କନଦରକର ଦଇ ପରବର ମଧୟର ଗଣଡଗଳ : ନୟୟ ପଇ ମଳ ବନଧଲ ଗ ଲକ

କନକ ବ୍ୟୁରୋ : ନ୍ୟାୟ ପାଇଁ ମେଳି ବାନ୍ଧିଲେ ଗାଁ ଲୋକ । ମୃତ ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଗାଁ ବରଗଛ ତଳେ ଏକାଠି ହେଲେ ୧୦୦ରୁ ଅଧିକ ପରିବାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମୁଣ୍ଡାବର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗୁନା ସାହୁ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଅଡ଼ି ବସିଛନ୍ତି ଲୋକେ । ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ।Continue reading “ଜମବଡ଼ ବବଦକ କନଦରକର ଦଇ ପରବର ମଧୟର ଗଣଡଗଳ : ନୟୟ ପଇ ମଳ ବନଧଲ ଗ ଲକ”

ଟରକକ ଧକକ ଦଲ ଓଏସଆରଟସ ବସ : ଆହତ ଗରତରଙକ ବରଲ ମଡକଲର ଭରତତ

କନକ ବ୍ୟୁରୋ : କୁଚିଣ୍ଡାରେ ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ । ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଥିବା ବେଳେ ୫ଜଣ ଆହତ ହୋିଛନ୍ତି । ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଜମନକିରା ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ  ଜମନକିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ରାତି ପ୍ରାୟ ୩ ଟାରେ ଦୁର୍ଘଟଣା ଘଟିଛି । ବସ ଚାଳକ ବହୁContinue reading “ଟରକକ ଧକକ ଦଲ ଓଏସଆରଟସ ବସ : ଆହତ ଗରତରଙକ ବରଲ ମଡକଲର ଭରତତ”

Design a site like this with WordPress.com
Get started