ବଦହଲ ନବରଙଗପର ଅତରକତ ଉପଜଲଲପଳ : ପରଶନତ ରଉତଙକ ଚକରର ବଧୟତମଳକ ଅବସର

କନକ ବ୍ୟୁରୋ : ବିଦାହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨ଦିନ ତଳେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଆୟଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିଲା । ୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ । ୧୯୯୬ ଜୁଲାଇ ୧ ତାରିଖରୁ ସେ ଓଏଏସ୍Continue reading “ବଦହଲ ନବରଙଗପର ଅତରକତ ଉପଜଲଲପଳ : ପରଶନତ ରଉତଙକ ଚକରର ବଧୟତମଳକ ଅବସର”

ବନତଳ ବନଞଚଳର ହତ ଆତଙକ : ଘର ଭଙଗ ଖଦୟ ଓ ଆସବବପତର କଲ ନଷଟ

କନକ ବ୍ୟୁରୋ : ଅନଗୁଳ ବନ୍ତଳା ବନାଞ୍ଚଳରେ ହାତୀ ଆତଙ୍କ । ଗାଁରେ ହାତୀ ପଶି ଘର ଭାଙ୍ଗି ଭାତ ଖାଉଛି । ହାତୀ ଉପଦ୍ରବ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ହିଡିସିଙ୍ଗ ଗାଁରେ ଦନ୍ତାହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଭାତ, ଧାନ ଚାଉଳ ଖାଇ ନଷ୍ଟ କରିଛି । ଗାଁର କ୍ଷତିଗ୍ରସ୍ତ ହୋଇଥିବା ପରିବାର ସାତକୋଶିଆ ଅଭୟାରଣ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସି କ୍ଷତିପୂରଣ ପାଇଁContinue reading “ବନତଳ ବନଞଚଳର ହତ ଆତଙକ : ଘର ଭଙଗ ଖଦୟ ଓ ଆସବବପତର କଲ ନଷଟ”

ପରବସ ଓଡଆ ସଗଠନ ଉତକଳକ କତର ପକଷର ରଜପରବ ପଳତ ବଭନନ ବରଗର ଲକଙକ ସମଗମ

କନକ ବ୍ୟୁରୋ : ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ ଜୁନ୍ ୧୬ ତାରିଖରେ ଇଣ୍ଡିଆନ କଲଚୁରାଲ ସେଣ୍ଟର (ଆଇସିସି) ଠାରେ କାତାର ଦେଶରେ ରହୁଥିବା ଓଡିଆ ମାନଂକୁ ନେଇ ରଜ ପର୍ବ ଖୁବ୍ ଧୂମ୍ ଧାମ ରେ ଆୟୋଜିତ ହୋଇଯାଇଛି। ଆତ୍ମିୟତା ଓ ଆତିଥେୟତା ର ଏହି ପର୍ବରେ ଓଡିଶା ର ନିଜସ୍ୱ ଖାଦ୍ୟ ଓ ରନ୍ଧନଶୈଳୀ କୁ ଓଡିଶା ବାହାରେ ଲୋକପ୍ରିୟ କରିବା ଥିଲା ଏହି ଆୟୋଜନ ର ମୂଳ ଲକ୍ଷ୍ୟ ।Continue reading “ପରବସ ଓଡଆ ସଗଠନ ଉତକଳକ କତର ପକଷର ରଜପରବ ପଳତ ବଭନନ ବରଗର ଲକଙକ ସମଗମ”

ରଜଧନ ଦଲଲ ଲଟ ଘଟଣର ଜଣ ନହନତ ଜଣ ଅଛନତ ସମଲ ପନର ମଳଥଲ ନରଦଦଶ

କନକ ବ୍ୟୁରୋ : ଗତକାଲି ଏକ ଭିଡିଓ ସାମ୍ନାକୁ ଆସିଥିଲା । ରାଜଧାନୀ ଦିଲ୍ଲୀରେ ବନ୍ଧୁକ ଦେଖାଇ ଚଳନ୍ତା କାର୍ ଆଗରେ ବାଇକ୍ ରଖି ଲୁଟ୍ କରିନେଇଥିଲେ ଲୁଟେରା । ଇଣ୍ଡିଆ ଗେଟକୁ ରିଙ୍ଗ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଏବେ ଦିଲ୍ଲୀରେ ଚର୍ଚ୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ତେବେ ଏହି ଲୁଟ୍ ଘଟଣାରେ ୫ଜଣଙ୍କୁ ଗିରଫContinue reading “ରଜଧନ ଦଲଲ ଲଟ ଘଟଣର ଜଣ ନହନତ ଜଣ ଅଛନତ ସମଲ ପନର ମଳଥଲ ନରଦଦଶ”

ପଞଚୟତ ନରବଚନ ପରବର ପଶଚମବଙଗର ହସର ମହଲ କଚବହରର ଦଇଗଷଠ ମଧୟର ଗଣଡଗଳ ଜଣ ମତ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଏହି କ୍ରମରେ ଆଜି କୁଚବିହାର ଜିଲ୍ଲାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କୁହାଯାଉଛି କି ଟିଏମସିର ଏହି ଦୁଇଗୋଷ୍ଠୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି । ଏହି କ୍ରମରେ ଉଭୟ ଉଭୟ ଗୋଷ୍ଠୀ ଉପରେ ଗୁଳି ଚାଳନା କରିଛନ୍ତି । ଏହି କାରଣରୁ ୫ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । କହିରଖୁContinue reading “ପଞଚୟତ ନରବଚନ ପରବର ପଶଚମବଙଗର ହସର ମହଲ କଚବହରର ଦଇଗଷଠ ମଧୟର ଗଣଡଗଳ ଜଣ ମତ”

ମସଲମନଙକ ସଥତ ନଇ ପରଧନମନତର ମଦଙକ ପଚରଥଲ ପରଶନ ଭରତୟଙକ ଦୱର ଉତପଡନର ଶକର ହଉଥବ ନଇ ହୱଇଟ ହଉସର ଅଭଯଗ

କନକ ବ୍ୟୁରୋ : ୱାଲ ଷ୍ଟ୍ରିଟ ଜର୍ନାଲ ଖବର କାଗଜର ହ୍ୱାଇଟ୍ ହାଉସ ସାମ୍ବାଦିକ ସବରୀନା ସିଦ୍ଦିକଙ୍କୁ ଅନ୍ ଲାଇନ ଆକ୍ରମଣ କରାଯାଉଛି । ଏନେଇ ଖବର କାଗଜ ୱାଲ ଷ୍ଟ୍ରିଟ୍ ଜର୍ନାଲ ପକ୍ଷରୁ ହ୍ୱାଇଟ୍ ହାଉସରେ ଅଭିଯୋଗ କରାଯାଇଛି । ଖବର କାଗଜ ତରଫରୁ ଅଭିଯୋଗ କରାଯାଇଛି କି, ଆମ ସାମ୍ବାଦିକ ଯେବେଠୋରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ସେବେଠାରୁ ଭାରତର ଲୋକମାନେ ତାଙ୍କୁ ଅନଲାଇନରେ ଟାର୍ଗେଟ୍ କରୁଛନ୍ତି । ଟାର୍ଗେଟ୍ କରୁଥିବା ଭାରତୀୟଙ୍କ ମଧ୍ୟରୁ ମୋଦୀContinue reading “ମସଲମନଙକ ସଥତ ନଇ ପରଧନମନତର ମଦଙକ ପଚରଥଲ ପରଶନ ଭରତୟଙକ ଦୱର ଉତପଡନର ଶକର ହଉଥବ ନଇ ହୱଇଟ ହଉସର ଅଭଯଗ”

ଦଗପହଣଡ ବସ ଦରଘଟଣ : କମତ ହଇଥଲ ଦରଘଟଣ ଡମ ଦଖଇଲ ଡରଇଭର;ଆଜ କରଯବ କରଟଚଲଣ

କନକ ବ୍ୟୁରୋ : ଦିଗପହଣ୍ଡି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରକାରୀ ବସ୍ ଡ୍ରାଇଭର ମାନସ ପ୍ରଧାନ ଗିରଫ । ଦିଗପହଣ୍ଡି ପୋଲିସ ଗିରଫ କରିବା ପରେ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । ଗତକାଲି ରାତିରେ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦୁର୍ଘଟଣାସ୍ଥଳକୁ ନେଇଥିଲା ପୋଲିସ । କେମିତି ହୋଇଥିଲା ଦୁର୍ଘଟଣା ସେ ସମ୍ପର୍କରେ ଡେମୋ ଦେଖାଇଛି ଗିରଫ ଡ୍ରାଇଭର । ଗତକାଲି ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲା ମାନସ ପ୍ରଧାନ । ଏହା ପରେ ବିଳମ୍ବିତContinue reading “ଦଗପହଣଡ ବସ ଦରଘଟଣ : କମତ ହଇଥଲ ଦରଘଟଣ ଡମ ଦଖଇଲ ଡରଇଭର;ଆଜ କରଯବ କରଟଚଲଣ”

ବଶୱକପ ପଇ କଉଣଟଡଉନ ଆରମଭ ଆଜ ଆସପର ମୟଚର କରଯୟସଚ

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଆସିପାରେ ଖୁସିଖବର । ବିସିସିଆଇ ଆଜି ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିପାରେ । କ୍ରିକେଟ ବିଶ୍ୱକପ ଇତିହାସରେ ପୂରା ବିଶ୍ୱକପର ମ୍ୟାଚ୍ ଭାରତରେ ହିଁ ଖେଳାଯିବ । ଚଳିତଥର କାର୍ଯ୍ୟସୂଚୀ ପ୍ରକାଶ ପାଇବାରେ ବିଳମ୍ବ ହେବାର ବଡ କାରଣ ସାଜିଥିଲା ପିସିବି । ବିଶ୍ୱକପର ମ୍ୟାଚକୁ କୌଣସି ନିରପେକ୍ଷ ସ୍ଥାନରେ କରିବାକୁ ପାକିସ୍ତାନ ଦାବି କରିଥିଲା । ତେବେ ଆଇସିସି ପକ୍ଷରୁ ଏହାକୁ ଖାରଜ କରିବା ପରେContinue reading “ବଶୱକପ ପଇ କଉଣଟଡଉନ ଆରମଭ ଆଜ ଆସପର ମୟଚର କରଯୟସଚ”

ହଠତ ଟମଟ ଦର ଆକଶଛଆ : ର ଟଙକର ମଳଥବ ଟମଟ ସପତହକ ଭତର ଛଇଲଣ

କନକ ବ୍ୟୁରୋ : ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି । କଟକରେ ଟମାଟୋ ୭୦ରୁ ୮୦ ଟଙ୍କାରେ ମିଳୁଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।Continue reading “ହଠତ ଟମଟ ଦର ଆକଶଛଆ : ର ଟଙକର ମଳଥବ ଟମଟ ସପତହକ ଭତର ଛଇଲଣ”

କର-ଟୟଙକର ଧକକ : ଘଟଣସଥଳର ବପ ମଆ ଓ ଝଅ ମତ; ନଶଚହନ ହଇଗଲ ପର ପରବର

କନକ ବ୍ୟୁରୋ : କୋରାପୁଟ ପଟ୍ଟାଙ୍ଗୀ ଥାନା ପୁଙ୍ଗାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨୬ ନମ୍ବର ଜାତୀୟ ରାଜପଥ ପୁୁଙ୍ଗାର ଗାଁ ନିକଟରେ କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର କାରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । କାରରେ ବାପା ,ମାଆ ଓ ଛୁଆ ଜୟପୁରରୁ ବିଶାଖାପାଟଣା ଯାଉଥିବା ବେଳେContinue reading “କର-ଟୟଙକର ଧକକ : ଘଟଣସଥଳର ବପ ମଆ ଓ ଝଅ ମତ; ନଶଚହନ ହଇଗଲ ପର ପରବର”

Design a site like this with WordPress.com
Get started