ଭଜଲନସ ଜଲର ସରକର ବବ : ରଞଜର କହନଚରଣ ପଟଟନୟକଙକ ଘର ରତ ଅଧଆ ରଡ

କନକ ବ୍ୟୁରୋ : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଘର, ଅଫିସରେ ଚାଲିଛି ରେଡ୍ । ବ୍ରହ୍ମପୁରର ୬ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ବିଳମ୍ବିତ ରାତିରେ ଦିଗହପଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଗାଡ଼ିରୁ ନଗଦ ଟଙ୍କା ଏବଂ ସରକାରୀ ବାସଭବନରୁ ଟଙ୍କାContinue reading “ଭଜଲନସ ଜଲର ସରକର ବବ : ରଞଜର କହନଚରଣ ପଟଟନୟକଙକ ଘର ରତ ଅଧଆ ରଡ”

ମତର ଏବ ଝଳର ପରସତତ ପଣ ପଇବ ମହକଶଚର ନସର ବଡ ସଫଳତ

କନକ ବ୍ୟୁରୋ : ଏବେ ମହାକାଶଚାରୀଙ୍କ ପାଇଁ ମହାକାଶରେ ବଞ୍ଚିବା ଆହୁରି ସହଜ ହୋଇଯିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ବଡ ସଫଳତା ହାସଲ କରିଛି । ନାସାର ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ସେଣ୍ଟରରେ ରହୁଥିବା ମହାକାଶଚାରୀଙ୍କ ୯୮ ପ୍ରତିଶତ ମୂତ୍ର ଓ ଝାଳକୁ ନେଇ ପାଣିରେ ପରିଣତ କରିବାରେ ବଡ ସଫଳତା ହାସଲ କରିଛନ୍ତି । ମହାକାଶରେ ରହୁଥିବା ମହାକାଶଚାରୀ ପ୍ରତିଦିନ ଖାଇବା ପିଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯେତିକି ପାଣି ବ୍ୟବହାର କରୁଛନ୍ତିContinue reading “ମତର ଏବ ଝଳର ପରସତତ ପଣ ପଇବ ମହକଶଚର ନସର ବଡ ସଫଳତ”

ୟଟୟବର ଦବରଜ ପଟଲଙକ ପରଲକ : ଛତଶଗଡ଼ ମଖୟମନତର ଭପଶ ବଘଲଙକ ଶକ ପରକଶ

କନକ ବ୍ୟୁରୋ : ଲୋକପ୍ରିୟ ୟୁଟ୍ୟୁବର ତଥା ହାସ୍ୟଭିନେତା ଦେବରାଜ ପଟେଲଙ୍କର ମୃତ୍ୟୁ ହୋଇଛି । ଛତିଶଗଡ଼ ରାୟପୁରରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦିଲ୍‌ ସେ ବୁରା ଲଗତା ହୈ ଭାଇ ମେମ୍‌ ପାଇଁ ସେ ବେଶ୍‌ ପରିଚିତ ଥିଲେ । ଦେବରାଜ ତାଙ୍କ ସାଙ୍ଗଙ୍କ ସହିତ ବାଇକ୍‌ରେ ଯାଉଥିବାବେଳେ ପଛକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଦେବରାଜଙ୍କ ସାଙ୍ଗ ବାଇକ ଚଳାଉଥିଲା । ହାସ୍ୟଭିନେତାଙ୍କର ଘଟଣାସ୍ଥଳରେ ମୃତ୍ୟୁContinue reading “ୟଟୟବର ଦବରଜ ପଟଲଙକ ପରଲକ : ଛତଶଗଡ଼ ମଖୟମନତର ଭପଶ ବଘଲଙକ ଶକ ପରକଶ”

ଆଜ ଟ ସଥନର ଆରମଭ ହବ ବନଦ ଭରତ ଟରନ ସବ ପରଧନମନତର ମଦ କରବ ଶଭରମଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ । ଭୋପାଳ(ରାଣୀ କମଳାପତି) -ଇନ୍ଦୋରContinue reading “ଆଜ ଟ ସଥନର ଆରମଭ ହବ ବନଦ ଭରତ ଟରନ ସବ ପରଧନମନତର ମଦ କରବ ଶଭରମଭ”

ପଣ ଗୟଙଗଷଟରଙକ ଟରଗଟର ସଲମନ ଖନ : ସଯଗ ମଳଲ ଗଳ ମରବକ ଧମକ ଦଲ ଗଲଡ ବରର

କନକ ବ୍ୟୁରୋ : ପୁଣି ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟର ସଲମାନ ଖାନ୍ । ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ତଥା ଭାରତର ମୋଷ୍ଟ ୱାଂଟେଡ ସତବିନ୍ଦର ସିଂହ ଓରଫ ଗୋଲଡି ବରାର । ଏକ ଜାତୀୟ ଗଣମାଧ୍ୟମକୁ ଗୋଲଡି ବ୍ରାର କହିଛନ୍ତି, ତାଙ୍କ ଟାର୍ଗେଟରେ ସଲମାନ ଖାନ ଅଛନ୍ତି , ଆଉ ସୁଯୋଗ ମିଳିଲେ ସେ ନିଶ୍ଚିତ ମାରିବେ । ଗୋଲଡି ବରାର ଜଣେ ଏଭଳି ଅପରାଧୀ, ଯିଏ ଦେଶ ବାହାରେ ରହିContinue reading “ପଣ ଗୟଙଗଷଟରଙକ ଟରଗଟର ସଲମନ ଖନ : ସଯଗ ମଳଲ ଗଳ ମରବକ ଧମକ ଦଲ ଗଲଡ ବରର”

ଉପସର ପରଭ ଗପଳଜଉ : ଗତକଲଠର ସକଷଗପଳ ମନଦରର ଦବ ନତ ବନଦ କଲ ସବୟତ

କନକ ବ୍ୟୁରୋ : ଉପବାସରେ ଅଛନ୍ତି ପ୍ରଭୁ ଗୋପାଳଜିଉ । ଗତକାଲି ଠାରୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦେବ ନୀତି ବନ୍ଦ କରିଛନ୍ତି । ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାରା ବନ୍ଦ କରି ଧାରଣାରେ ଅଛନ୍ତି ସେବାୟତ । ମୁଖ୍ୟ ଦ୍ୱାର ବନ୍ଦ ଥିବାରୁ ଗୋପାଳଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇ ଫେରିଛନ୍ତି ଶହ ଶହ ଭକ୍ତ । ସେବାୟତଙ୍କ ଶ୍ମଶାନ ଭାଙ୍ଗିବା ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସେବାୟତମାନେ ଧାରଣାରେ ବସିଛନ୍ତି । ମନ୍ଦିର ମାଲିକାନାରେ ଥିବା ଶ୍ମଶାନContinue reading “ଉପସର ପରଭ ଗପଳଜଉ : ଗତକଲଠର ସକଷଗପଳ ମନଦରର ଦବ ନତ ବନଦ କଲ ସବୟତ”

ମହଳଙକ ଝଲନତ ମତଦହ ଉଦଧର : ବକର ଶଢ ଲଗଇ ଆତମହତୟ କରଥବ ସନଦହ

କନକ ବ୍ୟୁରୋ : ଭୁବନେଶ୍ୱର ଚିନ୍ତାମଣିଶ୍ୱର ଜେନା କଲୋନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ଜେ.କେ ମିଲନ୍ ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି ୪୦ ବର୍ଷ । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଦୁଇ ପିଲାଙ୍କୁ ସେ ପଠାଇ ଦେଇଥିଲେ ବୋଲି କୁହାଯାଉଛି । ମିଲନଙ୍କ ସ୍ୱାମୀ ମଧ୍ୟ ଘରେ ନଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସContinue reading “ମହଳଙକ ଝଲନତ ମତଦହ ଉଦଧର : ବକର ଶଢ ଲଗଇ ଆତମହତୟ କରଥବ ସନଦହ”

ଗଧଇବ ବଳ ଛତରକ ଟଣନଲ କମଭର : ମତଦହକ ଉଦଧର କଲ ଅଗନଶମ ବହନ

କନକ ବ୍ୟୁରୋ : ନଦୀରେ ଗାଧୋଇବା ବେଳେ ୫ମ ଶ୍ରେଣୀ ଛାତ୍ରଙ୍କୁ ଟାଣି ନେଲା କୁମ୍ଭୀର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଟିକରପଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ଟିକରପଡା ଗାଁର ୧୧ ବର୍ଷ ବୟସ୍କ ନାବାଳକ ଶୁଭ୍ରାଂଶୁ କୁମାର ଗୌଡ । ସୂଚନା ଅନୁସାର ଶୁଭ୍ରାଂଶୁ ସୋମବାର ଅପରାହ୍ନ ୪ଟାରେ ବିଦ୍ୟାଳୟରୁ ଫେରି ଗାଁ ନିକଟ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରିContinue reading “ଗଧଇବ ବଳ ଛତରକ ଟଣନଲ କମଭର : ମତଦହକ ଉଦଧର କଲ ଅଗନଶମ ବହନ”

କରକ ଧକକ ଦଲ ଟୟଙକର : ଘଟଣସଥଳର ଜଣଙକର ମତୟ

କନକ ବ୍ୟୁରୋ : କୋରାପୁଟ ପଟ୍ଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୨୬ନଂ ଜାତୀୟ ରାଜପଥ ପୁଙ୍ଗାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । The post କାରକୁ ଧକ୍କା ଦେଲା ଟ୍ୟାଙ୍କର : ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ first appeared onContinue reading “କରକ ଧକକ ଦଲ ଟୟଙକର : ଘଟଣସଥଳର ଜଣଙକର ମତୟ”

ବସତବସନଦଙକ ଥଇଥନ ଦବ : ରସତରକ କଲ ଜଟଣ ବଧୟକ

କନକ ବ୍ୟୁରୋ : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାସ୍ତାରୋକ କଲେ ଜଟଣୀ ବିଧାୟକ । ଜଟଣୀ ନାଗରିକ କମିଟି ପକ୍ଷରୁ ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ତହସିଲ ଅଫିସ ସମ୍ମୁଖରେ ରାସ୍ତାରୋକ ଓ ଆନ୍ଦୋଳନ କରାଯାଇଛି । ରାସ୍ତାରୋକ ଯୋଗୁଁ ତିନି ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହୋଇଥିଲା । ରେଳବାଇ ଲୋକ କଲୋନୀ ଓ ବାଛରା ମୁଣ୍ଡିଆ ଠାରେ ବିଡିଏ କରୁଥିବା ପାର୍କ ପାଇଁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି । ତେଣୁContinue reading “ବସତବସନଦଙକ ଥଇଥନ ଦବ : ରସତରକ କଲ ଜଟଣ ବଧୟକ”

Design a site like this with WordPress.com
Get started