ଅଗଷ୍ଟ ଶେଷ ସୁଦ୍ଧା ଆସିଯିବ ତୃତୀୟ ଲହର ! କେତେ ଘାତକ ହେବ ତୃତୀୟ ଲହ, ଜାଣନ୍ତୁ କଣ କହୁଛନ୍ତି ଆଇସିଏମଆରର ବରିଷ୍ଠ ଡାକ୍ତର

ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବ। ତେବେ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ। ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି। ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହାContinue reading “ଅଗଷ୍ଟ ଶେଷ ସୁଦ୍ଧା ଆସିଯିବ ତୃତୀୟ ଲହର ! କେତେ ଘାତକ ହେବ ତୃତୀୟ ଲହ, ଜାଣନ୍ତୁ କଣ କହୁଛନ୍ତି ଆଇସିଏମଆରର ବରିଷ୍ଠ ଡାକ୍ତର”

ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଭାଲୁ ସହ ଲଢି ୧୦ ବର୍ଷର ଝିଅକୁ ବଞ୍ଚାଇଲେ ମାଆ । ଧାନବିଲକୁ ଯାଇଥିବା ସମୟରେ ଖାଦ୍ୟ ଅନ୍ୱଷଣରେ ଥିବା ହିଂସ୍ର ଭାଲୁ ହାବୁଡ଼ରେ ପଡ଼ିଥିଲା ଝିଅ

କନକ ବ୍ୟୁରୋ : ମାଆ ପାଇଁ ସନ୍ତାନ ସବୁଠୁ ବଡ । ଯେତେ ବଡ ବିପଦ ହେଉନା କାହିଁକି ପିଲା ପାଇଁ ସମ୍ମୁଖରେ ଆସି ବିପଦ ଟଳିଦିଏ ମାଆ । ସେଥିପାଇଁ ତ ଦୁନିଆ ର ସବୁଠୁ ବଡ ଆଶା ଓ ଭରସା ମାଆ । ସମୟ ପଡିଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଏ ନାହିଁ ମାଆ । ହଁ ଆଜ୍ଞା ଆମେ ଏମିତି ଏକ ବାସ୍ତବିକ ସତ କହୁଛୁ ଯାହା ଆପଣ ଶୁଣିଲେContinue reading “ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଭାଲୁ ସହ ଲଢି ୧୦ ବର୍ଷର ଝିଅକୁ ବଞ୍ଚାଇଲେ ମାଆ । ଧାନବିଲକୁ ଯାଇଥିବା ସମୟରେ ଖାଦ୍ୟ ଅନ୍ୱଷଣରେ ଥିବା ହିଂସ୍ର ଭାଲୁ ହାବୁଡ଼ରେ ପଡ଼ିଥିଲା ଝିଅ”

କରୋନାର ତୃତୀୟ ଲହର ଆଶଙ୍କା ଭିତରେ ଆକ୍ସନରେ ମୋଦି । ଆଜି ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : କରୋନା ତୃତୀୟ ଲହର ଆଶଙ୍କା ମଧ୍ୟରେ ଆକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ । ଆଜି ସକାଳ ୧୧ଟାରେ ଭର୍ଚୁଆଲରେ ଏହି ବୈଠକ ହେବ । କରୋନା ଦ୍ୱିତୀୟ ଲହରର ପ୍ରକୋପ କମୁଥିଲେ ବି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏହି ରାଜ୍ୟଗୁଡିକରେ ସଂକ୍ରମଣ ଅଧିକContinue reading “କରୋନାର ତୃତୀୟ ଲହର ଆଶଙ୍କା ଭିତରେ ଆକ୍ସନରେ ମୋଦି । ଆଜି ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ”

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦେଶକଙ୍କ ବଡ ବୟାନ । କହିଲେ, ଲ୍ୟାବରୁ ଆସିଥାଇପାରେ କରୋନା ଭାଇରସ, ବର୍ତମାନ ସମୟରେ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରିବା ହେବ ଅପରିପକ୍ୱତା

କନକ ବ୍ୟୁରୋ : କେଉଁଠୁ ଆସିଛି କରୋନା ଭୂତାଣୁ । ଏ ନେଇ ବଡ଼ ବୟାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି, ଚୀନ ଉହାନ୍ ଲାବୋରେଟୋରିରୁ କୋଭିଡ୍ ଭାଇରସ୍ ଲିକ୍ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ପାରିବ ନାହିଁ । ଏପରି କରିବା ବର୍ତମାନ ସ୍ଥିତିରେ ଅପରିପକ୍ୱତା ହେବ । କରୋନା ମହାମାରୀ ଏବଂ ଲାବୋରେଟୋରି ମଧ୍ୟରେ ଲିଙ୍କ୍ ରହି ଥାଇପାରେ ।Continue reading “ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦେଶକଙ୍କ ବଡ ବୟାନ । କହିଲେ, ଲ୍ୟାବରୁ ଆସିଥାଇପାରେ କରୋନା ଭାଇରସ, ବର୍ତମାନ ସମୟରେ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରିବା ହେବ ଅପରିପକ୍ୱତା”

ଆଜିଠାରୁ ଲାଗୁ ହେବ ସରକାରଙ୍କ ନୂଆ ଲକଡାଉନ ଗାଇଡଲାଇନ୍ । କଟକଣା କୋହଳ ପରେ ସାରାରାଜ୍ୟରେ ଖୋଲିବ ଜିମ୍, ପାର୍ଲର, ସ୍ପା । ସର୍ତ ସହ ଚାଲିବ କାର-ଟ୍ୟାକ୍ସି

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିବ ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି କେବଳ ପୁରୀକୁ ଛାଡି ସାରାରାଜ୍ୟରେ ଗଡିବ ବସ୍ । ସିଟ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବେ । ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀଙ୍କୁ ନେଇ କାର-ଅଟୋ ରିକ୍ସା ଚଳାଚଳ କରିପାରିବେ । ରେଷ୍ଟୁରାଂଟ ଓ ଢ଼ାବା ମଧ୍ୟ ଖୋଲିବାକୁ ଅନୁମତିContinue reading “ଆଜିଠାରୁ ଲାଗୁ ହେବ ସରକାରଙ୍କ ନୂଆ ଲକଡାଉନ ଗାଇଡଲାଇନ୍ । କଟକଣା କୋହଳ ପରେ ସାରାରାଜ୍ୟରେ ଖୋଲିବ ଜିମ୍, ପାର୍ଲର, ସ୍ପା । ସର୍ତ ସହ ଚାଲିବ କାର-ଟ୍ୟାକ୍ସି”

ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।

କନକ ବ୍ୟୁରୋ: ଆଜି ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଶହ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ ଯାତ୍ରା । ଆସନ୍ତୁ ଜାଣିବା ମୋଦିଙ୍କ ବାରଣାସୀ ଗସ୍ତର କିଛି ଖାସ କଥା । ବାରଣାସୀ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରେ ପହଁଚି ଲୋକଙ୍କୁ ସମ୍ଭୋଧନ କରିଛନ୍ତି ଆଉ ଭୋଜପୁରୀ ଭାଷାରୁ ଆରମ୍ଭ କରିଛନ୍ତି ନିଜ ଅଭିଭାଷଣ । ମୋଦି ନିଜ ଅଭିଭାଷଣରେContinue reading “ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।”

ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।

କନକ ବ୍ୟୁରୋ: କଂଗ୍ରେସ ଦଳରେ ଲାଗିରହିଥିବା ଦୀର୍ଘ ଦିନର ବିବାଦ ଭିତରେ ଏବେ ସମାଧାନର ବାଟ ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳକୁ ଦୂର କରିବା ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ଆଉ ଏହି ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ହରିଷ ରାୱତ । ହରିଷ ରାୱତ କହିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହContinue reading “ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।”

ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଘଂନ । ନିୟମ ଭାଙ୍ଗି ଠାକୁର ଦର୍ଶନ କଲେ ୟୁଟ୍ୟୁବର ଗୋବିନ୍ଦକ୍ରିଷ୍ଣା ଦାସ ।

କନକ ବ୍ୟୁରୋ: ରଥଯାତ୍ରା ସମୟରେ ନିୟମ ଉଲ୍ଲଘଂନ ମହଙ୍ଗା ପଡ଼ିଛି । ଲୋକପ୍ରିୟ ୟୁ-ଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ୍ । କଟକଣା ସତ୍ତେ୍ୱ ଛାତ କିମ୍ବା ରଥ ପାଖକୁ ଯାଇ ଭିଡିଓ କିମ୍ବା ଫଟୋ ଉଠାଇବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଫଟୋ ସହ ଏକ ତାଲିକା ପ୍ରଶାସନ ଜାରି ହୋଇଥିବା ବେଳେ ଆଗକୁ ଆଉ ଏକ ତାଲିକା ଜାରି କରାଯିବ ବୋଲି ପ୍ରଶାସନContinue reading “ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଘଂନ । ନିୟମ ଭାଙ୍ଗି ଠାକୁର ଦର୍ଶନ କଲେ ୟୁଟ୍ୟୁବର ଗୋବିନ୍ଦକ୍ରିଷ୍ଣା ଦାସ ।”

କଟକକୁ ହେଉଛି ସୁନା ସ୍ମଗଲିଙ୍ଗ୍ । ଅମୃତସରରୁ ଚୋରାରେ ଆଣି କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ ।

କନକ ବ୍ୟୁରୋ: ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । କାରଣ ବେଆଇନ ସୁନା କାରବାର ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଶହେ କି ୨ ଶହ ଗ୍ରାମ ନୁହେଁ, ପ୍ରାୟ ୨ କେଜି ୨୯ ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଆଣି କଟକରେ ବିକ୍ରୀ ପାଇଁ ଉଦ୍ୟମ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । ଜିଏସଟିContinue reading “କଟକକୁ ହେଉଛି ସୁନା ସ୍ମଗଲିଙ୍ଗ୍ । ଅମୃତସରରୁ ଚୋରାରେ ଆଣି କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ ।”

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ ଦୋଷ ଲଦିଲେ ମୃତ ସୌମ୍ୟଙ୍କ ବାପା ।

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର? ଡିଏଫଓଙ୍କ ସହ ମିଶି ପତ୍ନୀ କରିଥିଲେ କି ଯୋଜନା? ପୋଡିଯିବା ସମୟରେ ପତ୍ନୀ ଜାଣିପାରିଲେ ନାହିଁ କିଭଳି? ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି , ଯାହା ସାଧାରଣରେ ବି ସନ୍ଦେହ ସୃଷ୍ଟି କରୁଛି । ଦୁଇଦିନ ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ବଢି ବଢି ଚାଲିଛି ରହସ୍ୟ ଆଉ ରହସ୍ୟକୁ ବଢାଇଛି ସୌମ୍ୟରଞ୍ଜନ ବାପାଙ୍କ ଏତଲା ।Continue reading “ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ ଦୋଷ ଲଦିଲେ ମୃତ ସୌମ୍ୟଙ୍କ ବାପା ।”

Create your website with WordPress.com
Get started