କର୍ଣ୍ଣାଟକ ରାଜ୍ୟୋସ୍ତବରେ ଉନ୍ମୋଚିତ ହେଲା ଓଡିଆ ବୈଜ୍ଞାନିକଙ୍କ ପୁସ୍ତକ । ଓଡିଶା ଓ କର୍ଣ୍ଣାଟକର ସମ୍ପର୍କକୁ ନେଇ କରାଯାଇଛି ରଚନା

କନକ ବ୍ୟୁରୋ : ବେଙ୍ଗାଲୁରୁ ଅନ୍ତର୍ଜାତୀୟ କେନ୍ଦ୍ରରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସରେ ଉଦଘାଟିତ ହୋଇଯାଇଛି ବୈଜ୍ଞାନିକ ତଥା ଲେଖକ ଶୁଭ୍ରାଂଶୁ ମହାପାତ୍ରଙ୍କ ରଚିତ ପୁସ୍ତକ ‘ବିୟଣ୍ଡ’ ସ୍ପଷ୍ଟ: ଓଡ଼ିଶା –କର୍ଣ୍ଣାଟକ ସଂପର୍କ । ସେପ୍ଟେମ୍ବର ପହିଲାରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସ ଅବସରରେ ଏହି ପୁସ୍ତକ ଉଦଘାଟିତ ହୋଇଛି । ଏହି ପୁସ୍ତକରେ ମୌର୍ଯ୍ୟ କାଳରୁ ଆଜି ପର୍ଯ୍ୟନ୍ତ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ସଂପର୍କ ବାବଦରେ ଆଲୋଚନା କରାଯାଇଛି । ଏଥିରେ ବର୍ଷ ବର୍ଷ ଧରିContinue reading “କର୍ଣ୍ଣାଟକ ରାଜ୍ୟୋସ୍ତବରେ ଉନ୍ମୋଚିତ ହେଲା ଓଡିଆ ବୈଜ୍ଞାନିକଙ୍କ ପୁସ୍ତକ । ଓଡିଶା ଓ କର୍ଣ୍ଣାଟକର ସମ୍ପର୍କକୁ ନେଇ କରାଯାଇଛି ରଚନା”

ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ୭୭ ଜଣ ପୁରୁଷଙ୍କ ପରେ ୫୦ ଜଣ ମହିଳାଙ୍କୁ ବାନ୍ଧିଲା ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳାଙ୍କ ଗିରଫଦାରୀ । ୭୭ଜଣ ପୁରୁଷଙ୍କ ପରେ ୫୦ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗାଁରେ ବଢ଼ିବାରେ ଲାଗିଛି ଗିରଫ ଭୟ । ଗତ ସପ୍ତାହରେ ମଂଚେଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହି ଅଂଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ବିଳମ୍ବିତ ରାତିରେ ହିଂସାକାଣ୍ଡ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ଯୁବକ ଗୁରୁତର,Continue reading “ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ୭୭ ଜଣ ପୁରୁଷଙ୍କ ପରେ ୫୦ ଜଣ ମହିଳାଙ୍କୁ ବାନ୍ଧିଲା ପୋଲିସ”

ଗୋଟିଏ ମ୍ୟାଚ୍, ମୁଁ ହୋଇଯିବି ଖରାପ କ୍ୟାପଟେନ: କାହିଁକି ଏମିତି କହିଲେ ରୋହିତ?

କନକ ବ୍ୟୁରୋ: ବିଶ୍ୱକପ ୨୦୨୩ରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି । ସବୁ ମ୍ୟାଚରେ ବିଜୟୀ ହେବା ସହ ଦଳ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦଳ ଦମଦାର ପ୍ରଦର୍ଶନ କରିବା ସହ ବିପକ୍ଷ ଦଳକୁ ନିଜ ଦମ ଦେଖାଇ ସାରିଛି । ତେବେ ଏହାକୁ ନେଇ କ୍ୟାପଟେନ ରୋହିତ ଶର୍ମାଙ୍କ ବୟାନ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରେସ କନଫରେନ୍ସ କରି ନିଜContinue reading “ଗୋଟିଏ ମ୍ୟାଚ୍, ମୁଁ ହୋଇଯିବି ଖରାପ କ୍ୟାପଟେନ: କାହିଁକି ଏମିତି କହିଲେ ରୋହିତ?”

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ । ଖୁବଶୀଘ୍ର ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବା ମା’ କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୁର୍ତ୍ତି

କନକ ବ୍ୟୁରୋ : ଯାଜପୁର ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅର୍ଥମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଗତ ଜୁଲାଇ ମାସ ୧୪ରେ କେନ୍ଦ୍ରContinue reading “ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ । ଖୁବଶୀଘ୍ର ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବା ମା’ କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୁର୍ତ୍ତି”

ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହା ଆମହତ୍ୟା ନା ହତ୍ୟା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକରେ ଥିବା ଏସଡିଏ ଇଂରାଜୀ ମିଡିୟମ ସ୍କୁଲରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ସୂଚନା ମୁତବାକ, ସ୍କୁଲର ପ୍ରିନ୍ସପାଲ ଛାତ୍ରଙ୍କ ଠାରୁContinue reading “ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର”

ସାମିଙ୍କ ଶାନଦାର ସେଲିବ୍ରେସନ, ଆଶ୍ଚର୍ଯ୍ୟ ହୋଇଗଲେ ଦର୍ଶକ । ଦେଖନ୍ତୁ ସାମିଙ୍କର ସେହି ନିଆରା ସେଲିବ୍ରେସନ ।

କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ମହମ୍ମଦ ସାମିଙ୍କୁ ଘାତକ ଅବତାର ଦେଖିବାକୁ ମିଳିଛି । ସାମି ୧୮ ରନରେ ୫ ୱିକେଟ ହାସଲ କରିବା ସହ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଏହାସହ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ ହାସଲକାରୀ ତାଲିକାରେ ସାମିଲ ହୋଇଛନ୍ତି ସାମି । ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ହାସଲ କରିବା ପରେ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ ମହମ୍ମଦ ସାମି । ଯାହାକୁ ଦେଖିContinue reading “ସାମିଙ୍କ ଶାନଦାର ସେଲିବ୍ରେସନ, ଆଶ୍ଚର୍ଯ୍ୟ ହୋଇଗଲେ ଦର୍ଶକ । ଦେଖନ୍ତୁ ସାମିଙ୍କର ସେହି ନିଆରା ସେଲିବ୍ରେସନ ।”

ରେଭ୍ ପାର୍ଟିରେ ସାପ ବିଷ ମାମଲା । ଫସିଲେ ବିଗ୍ ବସ୍ ୱିନର ଏଲଭିସ୍ ଯାଦବ

କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ମାମଲାରେ ଫସିଲେ ବିଗ୍ ବସ୍ ୱିନର ତଥା ୟୁଟ୍ୟୁବର ଏଲଭିସ୍ ଯାଦବ । ଏଲଭିସଙ୍କ ବିରୋଧରେ ଆସିଛି ସାପ ଚୋରା ଚାଲାଣର ଅଭିଯୋଗ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଛି । ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସାପ ବିଷ ଜବତ କରାଯାଇଛି ।Continue reading “ରେଭ୍ ପାର୍ଟିରେ ସାପ ବିଷ ମାମଲା । ଫସିଲେ ବିଗ୍ ବସ୍ ୱିନର ଏଲଭିସ୍ ଯାଦବ”

ୟୁପିଆଇର ମଜା ନେବ ଶ୍ରୀଲଙ୍କା, ଭାରତରେ ସଫଳତା ପରେ ଏବେ ୟୁପିଆଇ ପ୍ରତି ଆକର୍ଷିତ ଶ୍ରୀଲଙ୍କା

କନକ ବ୍ୟୁରୋ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତିନିଦିିନିଆ ଶ୍ରୀଲଙ୍କା ଗ୍ରସ୍ତରେ ଅଛନ୍ତି । ଗୁରୁବାର ଦିନ ଶ୍ରୀଲଙ୍କାରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଏକ ବଡ ଘଷଣା କରିଛନ୍ତି । ସେ କହିଛନ୍ତି ଯେ ବହୁତ ଶୀଘ୍ର ଶ୍ରୀଲଙ୍କାରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଚାଲୁ ହେବ । ବିଦେଶରେ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ସଫଳ ପ୍ରମାଣିତ ହୋଇଛି ଏବଂ ୟୁପିଆଇ ଚାହିଦା ଅନେକ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ।Continue reading “ୟୁପିଆଇର ମଜା ନେବ ଶ୍ରୀଲଙ୍କା, ଭାରତରେ ସଫଳତା ପରେ ଏବେ ୟୁପିଆଇ ପ୍ରତି ଆକର୍ଷିତ ଶ୍ରୀଲଙ୍କା”

୯୭ ହଜାର ଭାରତୀୟଙ୍କୁ କାହିଁକି ହେପାଜତରେ ରଖିଛି ଆମେରିକା ପୋଲିସ ? ପାଖାପାଖି ୧ ବର୍ଷ ମଧ୍ୟରେ ଧରାପଡିଥିବା ଏହି ଲୋକଙ୍କର କ’ଣ ରହିଛି ଦୋଷ ?

କନକ ବ୍ୟୁରୋ : ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ଡାଟାର ଜଣାପଡିଛି କି, ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମାସ ମଧ୍ୟରେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଓ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅପରାଧରେ ୯୬,୯୧୭ ଜଣ ଭାରତୀୟ ଧରାପଡିଛନ୍ତି । ଆମେରିକାର ଦକ୍ଷିଣ ସୀମା ସହ ଉତ୍ତର ସୀମାରେ ଦୈବ ଦୁର୍ବିପାକ କାରଣରୁ ପାଖାପାଖି ୯୭ ହଜାର ଭାରତୀୟ ଆମେରିକା ଭିତରକୁ ବେଆଇନ ଭାବେ ପ୍ରବେଶ କରିବାକୁ ଭୟଙ୍କର ରାସ୍ତାContinue reading “୯୭ ହଜାର ଭାରତୀୟଙ୍କୁ କାହିଁକି ହେପାଜତରେ ରଖିଛି ଆମେରିକା ପୋଲିସ ? ପାଖାପାଖି ୧ ବର୍ଷ ମଧ୍ୟରେ ଧରାପଡିଥିବା ଏହି ଲୋକଙ୍କର କ’ଣ ରହିଛି ଦୋଷ ?”

ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ: ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର

କନକ ବ୍ୟୁରୋ: ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ । ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ । ମୃତ୍ୟୁ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର । କଟକରେ ଚିକିତ୍ସିତ ହେଉଥିଲେ ଲୋପାମୁଦ୍ରା । ଭୁବନେଶ୍ୱର ପାୱାର ହାଉସ ଛକରେ ହୋଇଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର ।Continue reading “ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ: ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର”

Design a site like this with WordPress.com
Get started