ଏହି ଚୁକ୍ତିନାମା ଅନୁଯାୟୀ ଆସନ୍ତା ଦଶନ୍ଧି ମଧ୍ୟରେ ନେପାଳରୁ ୧୦ ହଜାର ମେଗାୱାଟ ବିଦ୍ୟୁତ୍ କ୍ରୟ କରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଦୁଇ ବର୍ଷ ପୂର୍ବେ ଭାରତ ନେପାଳରୁ ବିଦ୍ୟୁତ୍ କ୍ରୟ ଯୋଜନା ଆରମ୍ଭ କରିଥିଲା । ନଭେମ୍ବର ୨୦୨୧ ରେ ପ୍ରଥମ ଥର ପାଇଁ ନେପାଳରୁ ୩୯ ମେଗାୱାଟ ବିଦ୍ୟୁତ କିଣିବାକୁ ଭାରତ ଅନୁମତି ଦେଇଥିଲା । ବର୍ତ୍ତମାନ ନେପାଳରୁ ଭାରତକୁ ବିଦ୍ୟୁତ୍ ରପ୍ତାନି ପରିମାଣ ଧୀରେ ଧୀରେ ବୃଦ୍ଧି ପାଉଛିContinue reading “ଚୀନର ବିରୋଧକୁ ଖାତିର ନକରି ନେପାଳ କରୁଛି ଭାରତ ସହିତ ବିଜୁଳି ବିତରଣ ରାଜିନାମା”
Tag Archives: News
ଷଣ୍ଢ ଆକ୍ରମଣରେ ଯୁବକ ମୃତ । ଚାଲି ଚାଲି ଯିବାବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ ଯୁବକ ।
କନକ ବ୍ୟୁରୋ: ଷଣ୍ଢ ଆକ୍ରମଣରେ ଯୁବକ ମୃତ୍ୟୁ । ରାଜଗାଙ୍ଗପୁର ପୌରପାଳିକା କୁଣ୍ଡୁପଡ଼ାରେ ଥିବା ମଣ୍ଡପ ନିକଟରେ ଘଟିଛି ଘଟଣା । ଦିଲ୍ଲୀପ ନାଗ୍ ନାମକ ଜଣେ ଯୁବ୍ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଷଣ୍ଢଟି ପେଟକୁ ଭୁୁଶି ଆକ୍ରମଣ କରିଥିଲା । ଯୁବକଙ୍କୁ ସିଙ୍ଗରେ ଧରି କଚାଡ଼ି ଫୋପାଡ଼ିଦେଇଥିଲା ଷଣ୍ଢ । ଯୁବକଙ୍କୁ ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଜଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତContinue reading “ଷଣ୍ଢ ଆକ୍ରମଣରେ ଯୁବକ ମୃତ । ଚାଲି ଚାଲି ଯିବାବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ ଯୁବକ ।”
ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ପାର୍ଲାମେଣ୍ଟ ଏଥିକ୍ସ କମିଟି ଆଗରେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ ହାଜର ହେଲେ ଟିଏମସି ସାଂସଦ ।
କନକ ବ୍ୟୁରୋ: ପ୍ରଶ୍ନ ପାଇଁ ଟଙ୍କା ବିବାଦରେ ଛନ୍ଦି ହୋଇଥିବା, ଟିଏମସି ସାଂସଦ ମହୁଆ ମୌଇତ୍ରା ସବୁବେଳେ ଦାମୀ ଉପହାର ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ତାଙ୍କୁ ଏହି ଦାମୀ ଉପହାର ସବୁ ଦେଉଥିବା ଅଭିଯୋଗ ରହିଛି । ଏହାରି ଭିତରେ ପାର୍ଲାମେଣ୍ଟ ର ଲଗ-ଇନ୍- ଆଇଡି ଓ ପାସୱାର୍ଡ ଦର୍ଶନଙ୍କୁ ଦେଇଥିବା ସ୍ୱୀକାର କରିସାରିଛନ୍ତି ମହୁଆ । ତେବେ ‘କ୍ୟାସ ଫର କ୍ୱରୀ’ ମାମଲାରେ ପାର୍ଲାମେଣ୍ଟ ଏଥିକ୍ସ କମିଟିରେ ହାଜର ହେବାକୁContinue reading “ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ପାର୍ଲାମେଣ୍ଟ ଏଥିକ୍ସ କମିଟି ଆଗରେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ ହାଜର ହେଲେ ଟିଏମସି ସାଂସଦ ।”
ଅଳିଆ ଗଦା ଭିତରେ ମନ୍ଦିର । ଦୁର୍ଗନ୍ଧ ଯୋଗୁଁ କାର୍ତ୍ତିକ ମାସରେ ବି ଖାଁ ଖାଁ ଭୁବନେଶ୍ୱର ରଙ୍ଗମାଟିଆ ସର୍ବେଶ୍ୱର ମହାଦେବ ମନ୍ଦିର ।
କନକ ବ୍ୟୁରୋ: ଅଳିଆ ଗଦା ଭିତରେ ମହାଦେବ । ଭୁଆଷୁଣି ଡମ୍ପିଂୟାର୍ଡ ପାଖରେ ଅଛି ସର୍ବେଶ୍ୱର ମହାଦେବ । ଦୁର୍ଗନ୍ଧ ଯୋଗୁ ୪୩ ବର୍ଷର ମନ୍ଦିର ଏବେ ବନ୍ଦ ହେବାକୁ ବସିଲାଣି । କାର୍ତ୍ତିିକ ମାସରେ ବି ମନ୍ଦିର ଖାଁ ଖାଁ । ମନ୍ଦିିର ପାଚେରିକୁ ଲାଗି ଡମ୍ପିଂୟାର୍ଡ ରହିଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି । ତେଣୁ ମନ୍ଦିରକୁ ଆଉ ଲୋକେ ଆସୁନାହାଁନ୍ତି । ପୂର୍ବରୁ ବିବାହ ବ୍ରତ ପାଇଁ ଏଠାରେ ପ୍ରସାଦ ରନ୍ଧା ଯାଉଥିଲା କିନ୍ତୁContinue reading “ଅଳିଆ ଗଦା ଭିତରେ ମନ୍ଦିର । ଦୁର୍ଗନ୍ଧ ଯୋଗୁଁ କାର୍ତ୍ତିକ ମାସରେ ବି ଖାଁ ଖାଁ ଭୁବନେଶ୍ୱର ରଙ୍ଗମାଟିଆ ସର୍ବେଶ୍ୱର ମହାଦେବ ମନ୍ଦିର ।”
ଟଙ୍କା ବଦଳାଇବା ପାଇଁ ମଜୁରିଆଙ୍କ ଲମ୍ବାଧାଡ଼ି ଘଟଣାରେ EOWର ତନାଘନା । ଆରବିଆଇରୁ ସିସିଟିଭି ଫୁଟେଜ ନେଇ ତଦନ୍ତ କରୁଛି ଅର୍ଥନୈତିକ ଅପରାଧୀକ ଶାଖା
କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ଘଟଣାକୁ ଗୁରୁତର ସହ ନେଇଛି ଇଓଡବ୍ଲୁ । କଳାଟଙ୍କା ବଦଳ ନେଇ ଚର୍ଚ୍ଚା ପରେ ଇଓଡବ୍ଲୁ ଓ ଇଡି ଆରବିଆଇକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛନ୍ତି । ଆରବିଆଇରୁ ୪ ଦିନର ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ବେଳେ ଆରବିଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛିContinue reading “ଟଙ୍କା ବଦଳାଇବା ପାଇଁ ମଜୁରିଆଙ୍କ ଲମ୍ବାଧାଡ଼ି ଘଟଣାରେ EOWର ତନାଘନା । ଆରବିଆଇରୁ ସିସିଟିଭି ଫୁଟେଜ ନେଇ ତଦନ୍ତ କରୁଛି ଅର୍ଥନୈତିକ ଅପରାଧୀକ ଶାଖା”
ଓଲିଉଡ୍ କଳିରେ ବଳି ପଡିଲା ଯାତ୍ରା ଦୁନିଆ । କୋଶଳ ସେନାର ବିରୋଧ ଯୋଗୁଁ ଅଧାରୁ ବନ୍ଦ ହେଲା ଯାତ୍ରା , କଳାକାଳରଙ୍କ କଳିକୁ ନେଇ ପ୍ରଭାବିତ ସାଢ଼େ ଚାରିକୋଟି ଓଡିଆ !
କନକ ବ୍ୟୁରୋ: ଓଲିଉଡ୍ କଳାକାରଙ୍କ ବିବାଦ ଥମିବା ବଦଳରେ ଆହୁରି ତେଜିବାରେ ଲାଗିଛି । ମାତ୍ର କେତେ ଜଣ କଳାକାର ଓ ସିନେ ପ୍ରଯୋଜକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳି ଏବେ ଆଞ୍ଚଳିକ ବିବାଦର ରୂପ ନେଇଛି । ଏହି ବିବାଦ ଧିରେ ଧିରେ ସିନେ ଦୁନିଆରୁ ଡେଇଁ ଯାତ୍ରା ଦୁନିଆକୁ ପ୍ରଭାବିତ କରିଛି । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକର ନୁନହାଡ ଗାଁରେ ଚାଲିଥିବା ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଳ ସଂଗଠନରContinue reading “ଓଲିଉଡ୍ କଳିରେ ବଳି ପଡିଲା ଯାତ୍ରା ଦୁନିଆ । କୋଶଳ ସେନାର ବିରୋଧ ଯୋଗୁଁ ଅଧାରୁ ବନ୍ଦ ହେଲା ଯାତ୍ରା , କଳାକାଳରଙ୍କ କଳିକୁ ନେଇ ପ୍ରଭାବିତ ସାଢ଼େ ଚାରିକୋଟି ଓଡିଆ !”
ତୋର ସାହସ କେମିତି ହେଲା ଆଇ’ବ୍ରୋ ସେଭ କରିବାକୁ ? ତଲାକ……. ତଲାକ…… ତଲାକ……..
ଆଜ୍ଞା ହଁ , ଆଇ’ବ୍ରୋ ସେଭ କରିବା ଯୋଗୁଁ ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ । ମୋଦୀ ସରକାର ମୁସଲିମ ମହିଳାମାନଙ୍କର ସ୍ବାଭିମାନ ସମ୍ମାନ ପାଇଁ ଟ୍ରିପଲ ତଲାକ ନିୟମରେ ଏକ ବଡ଼ ସଂଶୋଧନ କରିଛନ୍ତି କିନ୍ତୁ ଆଜି ବି ଏହି ନିୟମକୁ ଟିକେ ବି ଖାତିର କରୁନାହାନ୍ତି କିଛିଲୋକ । ପୂର୍ବପରି ଫୋନରେ ହେଉ କି ହ୍ଵାଟସଆପରେ ହେଉ ତିନିଥର ତଲାକ ଉଚାରଣ କରି ମୁସଲିମ ମହିଳାମାନଙ୍କର ମୋଲିକ ଅଧିକାରକୁ କ୍ଷୁର୍ଣ କରୁଛନ୍ତିContinue reading “ତୋର ସାହସ କେମିତି ହେଲା ଆଇ’ବ୍ରୋ ସେଭ କରିବାକୁ ? ତଲାକ……. ତଲାକ…… ତଲାକ……..”
ଜାମିନ୍ ନାମଞ୍ଜୁର ପରେ ଜେଲ ଗଲେ ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି । ବାନ୍ଧବୀଙ୍କ ଗର୍ଭ ନଷ୍ଟ ଓ ଟଙ୍କା ଠକେଇ ଭଳି ଅଭିଯୋଗରେ ବାନ୍ଧିଥିଲା ପୁଲିସ ।
କନକ ବ୍ୟୁରୋ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍-ସେକ୍ସ-ଧୋକା ଅଭିଯୋଗରେ ବାନ୍ଧିଲା ଭୁବନେଶ୍ୱର ନୟାପଲ୍ଲୀ ପୋଲିସ । ‘ଲଚ୍କ ମଣି ବେବିଲୋ’ ଗୀତ ଗାଇ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଦେବେଶ ପତି ଏବେ ଜେଲରେ । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁର୍ଷ୍ମମ, ଗର୍ଭପାତ ନଷ୍ଟ ଓ ଟଙ୍କା ଲୁଟିବା ପରି ଅଭିଯୋଗ ରହିଛି । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବାContinue reading “ଜାମିନ୍ ନାମଞ୍ଜୁର ପରେ ଜେଲ ଗଲେ ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି । ବାନ୍ଧବୀଙ୍କ ଗର୍ଭ ନଷ୍ଟ ଓ ଟଙ୍କା ଠକେଇ ଭଳି ଅଭିଯୋଗରେ ବାନ୍ଧିଥିଲା ପୁଲିସ ।”
ଏଲଭିସ ଯାଦବଙ୍କ ପାଇଁ ବଢିଲା ଅଡୁଆ । ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ଘଟଣା କଣ?
କନକ ବ୍ୟୁରୋ : ବିଗବସ୍ ବିଜେତା ୟୁଟ୍ୟୁବର ଏଲଭିସ ଯାଦବଙ୍କର ବଢିଛି ଅଡୁଆ । ନୋଏଡା ପୋଲିସ ଏନେଇ ଏଲଭିସଙ୍କ ନାଁରେ ମାମଲା ରୁଜୁ କରିଛି । ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ ସାମିଲ ଥିବା ମାମଲାରେ ଦର୍ଶାଯାଇଛି । ଏକ ଏନଜିଓ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯାହା ଆଧାରରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭContinue reading “ଏଲଭିସ ଯାଦବଙ୍କ ପାଇଁ ବଢିଲା ଅଡୁଆ । ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ଘଟଣା କଣ?”
ଗାଜାରେ ଆଉ ଜଣେ ଭାରତୀୟ ମୃତ : ନିହତ ହୋଇଥିବା ଭାରତୀୟ ମୂଳନିବାସୀ ହଲେଲ ଇସ୍ରାଏଲ ତରଫରୁ ହାମାସ ବିରୁଦ୍ଧରେ ଲଢୁଥିଲେ
ଗତ ଅକ୍ଟୋବର ୭ ରୁ ଆରମ୍ଭ ହେଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଉଭୟ ପକ୍ଷର ହଜାର ହଜାର ଲୋକ ମୃତ୍ଯୁବରଣ କରିସାରିଲେଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏଭଳି ସମୟରେ ଆଉଜଣେ ଭାରତୀୟଙ୍କର ମୃତ୍ଯୁ ଖବର ଆସିଛି । ଶଲୋମନ ନାମକ ଏହି ଭାରତୀୟ ମୂଳ ବଂଶଜ ଇସ୍ରାଏଲର ଡିମୋନା ସହରର ବାସିନ୍ଦା ଥିଲେ । ସୂଚନାନୁସାରେ ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ କରୁଥିବାବେଳେ ସେContinue reading “ଗାଜାରେ ଆଉ ଜଣେ ଭାରତୀୟ ମୃତ : ନିହତ ହୋଇଥିବା ଭାରତୀୟ ମୂଳନିବାସୀ ହଲେଲ ଇସ୍ରାଏଲ ତରଫରୁ ହାମାସ ବିରୁଦ୍ଧରେ ଲଢୁଥିଲେ”