କନକ ବ୍ୟୁରୋ: ପରିବାର ଲୋକଙ୍କ ଅନିଚ୍ଛା ସତ୍ତେ୍ୱ ୩ ଦିନ ତଳେ ଘରୁ ପଳାଇଯାଇ ବିବାହ କରିଥିବା ନବଦମ୍ପତିଙ୍କୁ ତାମିଲନାଡୁର ତୂତୁକୁଡ଼ି ସହର ନିକଟ ମୁରୁଗେସନ ନଗରରେ ୬ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ହତ୍ୟା କରିଥିବା କଥା ପୁଲିସ କହିଛି। ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ବେଳେ ନିହତ ହୋଇଥିବା ଏହି ନବଦମ୍ପତି ହେଲେ ୨୪ ବର୍ଷିୟ ଭି. ମାରିସେଲ୍ୱମ୍ ଓ ୨୦ ବର୍ଷୀୟ ଏମ୍. କାର୍ତ୍ତିଗା। ଦୁହେଁ ପଛୁଆ ସମ୍ପ୍ରଦାୟ ଏହି ଯୁବକ ଯୁବତୀଙ୍କ ମଧ୍ୟରେContinue reading “ପରିବାର ଇଚ୍ଛା ବିରୋଧରେ ବିବାହ କରିଥିଲେ ବୋଲି ନବଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା । ୬ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ ।”
Tag Archives: News
ଗୀତରେ ଗୀତରେ ଏକତାର ବାର୍ତ୍ତା ଦେଲେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର । କଳକାରଙ୍କ କଳିକୁ ସମାଧାନ କରିବାକୁ ନିଆରା ପ୍ରୟାସ ।
କନକ ବ୍ୟୁରୋ: କଳାକାର କଳି ଭିତରେ ଗୀତ ଗାଇ ଏକତାର ବାର୍ତ୍ତା ଦେଲେ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପର ଅଭିଜିତ୍ ମଜୁମଦାର । କିଛି ଦିନ ହେବ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏଥିପାଇଁ ଅଭିଜିତ୍ ମଜୁମଦାର ଏକ ସ୍ୱତନ୍ତ୍ର ଗୀତ ରେକର୍ଡିଂ କରିଛନ୍ତି । ଗତକାଲି ଏହି ଗୀତର ରେକର୍ଡିଂ ସରିଛି । ଅଭିଜିତ୍ ମଜୁମଦାର ନିଜେ ଏହି ଗୀତକୁ ଗାଇଛନ୍ତି । ଗୀତର ଟ୍ୟାଗ୍ ଲାଇନ୍ ‘ମିଳିମିଶି ରହିଥିବା ଆମେ ସବୁContinue reading “ଗୀତରେ ଗୀତରେ ଏକତାର ବାର୍ତ୍ତା ଦେଲେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର । କଳକାରଙ୍କ କଳିକୁ ସମାଧାନ କରିବାକୁ ନିଆରା ପ୍ରୟାସ ।”
ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା । ଜାନୁଆରୀ ୧୨ରୁ ଆରମ୍ଭ ହେବ ହୋମଯଜ୍ଞ ।
କନକ ବ୍ୟୁରୋ : ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା । ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ । ୫ ଦିନ ଧରି ଭବ୍ୟContinue reading “ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା । ଜାନୁଆରୀ ୧୨ରୁ ଆରମ୍ଭ ହେବ ହୋମଯଜ୍ଞ ।”
ଡମ୍ପିଂୟାର୍ଡରେ ଅଳିଆ ପୃଥୀକରଣ ପାଇଁ ଆସିଲା ମେସିନ୍, କମିବ ଗନ୍ଧ । ଖବର ପ୍ରସାରଣ ପରେ ତତ୍ପର ବିଏମସି ।
କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତତ୍ପର ବିଏମସି । ଭୁବନେଶ୍ୱର ସୈନିକ ସ୍କୁଲ ପଛ ପଟେ ଥିବା ଡମ୍ପିୟାଡରେ ଅଳିଆ ପୃଥକୀରଣ ପାଇଁ ଆସିଲା ମେସିନ୍ । ବିଏମ୍ସି ପକ୍ଷରୁ ଟରେକ୍ସ ୱାରିଅର ମେସିନ୍ ଅଣାଯାଇଛି । ଏହି ମେସିନ୍ ଦ୍ୱାରା ଏକ ଘଣ୍ଟାରେ ୫୦ରୁ ୭୦ ଟନ୍ ଅଳିଆକୁ ଅଲଗା କରାଯାଇପାରିବ । ଏହା ଦ୍ୱାରା ଗନ୍ଧ କରିପାରେ । ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବା ନେଇ ଖବର ପ୍ରଶାସନ କରାଯାଇଥିଲାContinue reading “ଡମ୍ପିଂୟାର୍ଡରେ ଅଳିଆ ପୃଥୀକରଣ ପାଇଁ ଆସିଲା ମେସିନ୍, କମିବ ଗନ୍ଧ । ଖବର ପ୍ରସାରଣ ପରେ ତତ୍ପର ବିଏମସି ।”
ସିସିଟିଭିରେ ଲୁଟର ଲାଇଭ୍ ଚିତ୍ର । ହେଲେମେଟ୍ ଲଗାଇ ଏଟିଏମରେ ପଶିଲେ, କୁରାଢିରେ ଏଟିଏମ ମେସିନ୍ ହାଣିଲେ ଦୁର୍ବୃତ।
କନକ ବ୍ୟୁରୋ: ସିସିଟିଭିରେ ଏଟିଏମ୍ ଲୁଟ୍ର ଲାଇଭ୍ ଚିତ୍ର । ପିପିଲି ଭାରତୀପୁର ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତି ପାଖାପାଖି ୨ଟା ୪୫ରେ ହେଲମେଟ୍ ପିନ୍ଧି ଲୁଟ୍ କରିବା ପାଇଁ ଏଟିଏମ୍ ଭିତରେ ପଶିଥିଲେ ଦୁର୍ବୃତ୍ତ । କୁରାଢୀରେ ହାଣି ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସାଇରନ୍ ବାଜିବାରୁ ଘଟଣାସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଥିଲା । ଏଯାଏଁ ଲୁଟେରାର କୌଣସି ପତା ମିଳିପାରିନାହିଁ ।Continue reading “ସିସିଟିଭିରେ ଲୁଟର ଲାଇଭ୍ ଚିତ୍ର । ହେଲେମେଟ୍ ଲଗାଇ ଏଟିଏମରେ ପଶିଲେ, କୁରାଢିରେ ଏଟିଏମ ମେସିନ୍ ହାଣିଲେ ଦୁର୍ବୃତ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । କାର୍ଯ୍ୟର ଅଗ୍ରଗତି ଏବଂ କାର୍ଯ୍ୟ ସରିବା ନେଇ କଲେ ଆଲୋଚନା
କନକ ବ୍ୟୁରୋ: ଆସନ୍ତାକାଲି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାମର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହଦେବ । ପ୍ରଥମେ ଜଗନ୍ନାଥ ବଲ୍ଳଭରେ ହେଉଥିବା ମଲ୍ଟି ଲେଭଲ ପାର୍କିିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, ୧୪୨୦ କାର ପାର୍କିଂ, ୨ ଶହ ଦୁଇContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । କାର୍ଯ୍ୟର ଅଗ୍ରଗତି ଏବଂ କାର୍ଯ୍ୟ ସରିବା ନେଇ କଲେ ଆଲୋଚନା”
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ସହ ୮ ସ୍ଥାନରେ ଚଢଉ ।
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ ସାହୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅର୍ଜୁନ ସାହୁଙ୍କ ସାଲେପୁର କାର୍ଯ୍ୟାଳୟ ସମେତ ୮ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । କଟକ, କେନ୍ଦ୍ରାପଡା ସହ ଭୁବନେଶ୍ୱରରେ ଥିବା ଘର ଉପରେ ମଧ୍ୟ ଏକାସାଙ୍ଗରେ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ୱରରେ ଖଣ୍ଡଗିରି ବିହାରରେ ତିନି ମହଲା ଘର, କେନ୍ଦ୍ରାପଡା ଡେରାବିସରେ ଥିବା ଦୁଇ ମହଲା ଘର, କେନ୍ଦ୍ରାପଡାContinue reading “ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ସହ ୮ ସ୍ଥାନରେ ଚଢଉ ।”
ବଢିବ କି ଓଲିଉଡ କଳାକାର କଳି? ମନୋଜ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଘନେଇଲା ବିବାଦ
କନକ ବ୍ୟୁରୋ: ବଢିବ କି ଓଲିଉଡ କଳାକାର କଳି? ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘ ରାଜି ହେବା ପରେ ବି ମନୋଜ ମିଶ୍ର କରିଥିବା ସୋସିଆଲ ମିଡିଆ ପୋଷ୍ଟ ବିବାଦକୁ ବଢାଇଛି । ପାଖାପାଖି ୧୦ ମିନିଟର ପୋଷ୍ଟରେ ଅଭିନେତା ଅରିନ୍ଦମ ରାୟଙ୍କୁ ସେ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଆ ଫିଲ୍ମର ସ୍ୱାର୍ଥ ପାଇଁ ସେ ଲଢୁଛନ୍ତି । ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘContinue reading “ବଢିବ କି ଓଲିଉଡ କଳାକାର କଳି? ମନୋଜ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଘନେଇଲା ବିବାଦ”
ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ତିନି ଜଣଙ୍କୁ ଘରୁ ଉଠାଇ ନେଇ ହତ୍ୟା ।
କନକ ବ୍ୟୁରୋ: ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା । ଘରୁ ଉଠାଇ ନେଇ ନକ୍ସଲମାନେ ହତ୍ୟା କରିଛନ୍ତି । ଚାରି ଦିନ ପୂର୍ବରୁ ତିନି ମୃତକଙ୍କୁ ଘରୁ ଉଠାଇନେଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନଙ୍କ ମୃତଦେହକୁ ଆଣି ଗାଁ ମୁଣ୍ଡରେ ପକାଇଦେଇଛନ୍ତି । ଛତିଶଗଡ଼ କାଙ୍କେର ଜିଲ୍ଲା ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତContinue reading “ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ତିନି ଜଣଙ୍କୁ ଘରୁ ଉଠାଇ ନେଇ ହତ୍ୟା ।”
ଦିଲ୍ଲୀ ବାୟୁରେ ବିଷ । ଭୟଙ୍କର ହେବାରେ ଲାଗିଛି ପ୍ରଦୂଷଣ ସ୍ଥିତି, ୪ଶହ ଟପିଲା ଏୟାରକ୍ୱାଲିଟି ଇଣ୍ଡେକ୍ସ, ସମସ୍ତ ପ୍ରାଥମିକ ସ୍କୁଲ ଛୁଟି
କନକ ବ୍ୟୁରୋ: ଦିଲ୍ଲୀରେ ବାୟୁରେ ବିଷ । ଦିନ ଦିନକୁ ଖରାପ ହେଉଛି ଦିଲ୍ଲୀ ପରିବେଶ । ସ୍ଥିତି ଜଟିଳ ହେବାରୁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ ରଖଯାଇଛି । ବିଦ୍ୟାଳୟଗୁଡିକୁ ଅନଲାଇନରେ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । କେବଳ ନିର୍ମାଣ ନୁହେଁ ଭଙ୍ଗାରୁଜା କାର୍ଯ୍ୟContinue reading “ଦିଲ୍ଲୀ ବାୟୁରେ ବିଷ । ଭୟଙ୍କର ହେବାରେ ଲାଗିଛି ପ୍ରଦୂଷଣ ସ୍ଥିତି, ୪ଶହ ଟପିଲା ଏୟାରକ୍ୱାଲିଟି ଇଣ୍ଡେକ୍ସ, ସମସ୍ତ ପ୍ରାଥମିକ ସ୍କୁଲ ଛୁଟି”