କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭାରତ ସହଜ ଓ ବଡ ବିଜୟ ହାସଲ କରିଛି । ଏହା ସହ ବିଶ୍ୱକପର ସେମିଫାଇନାଲରେ ପଂହଚିଛି ଟିମ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନରେ ହରାଇଛି ଭାରତ । ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫ଟି ଓି୍ୱକେଟ ମିଳିଥିବାବେଳେ ସିରାଜ ୩ଟି, ବୁମରା ଓ ଜାଡେଜା ଗୋଟିଏ ଲେଖାଁଏ ୱିକେଟContinue reading “ବିଶ୍ୱକପରେ ପ୍ରଥମ ଦେଶ ଭାବେ ସେମିରେ ପହଞ୍ଚିଲା ରୋହିତ ବାହିନୀ । ସାମିଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଲେ ଶ୍ରୀଲଙ୍କା ବ୍ୟାଟର ।”
Tag Archives: News
ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । ଆସନ୍ତା ୭ରେ ହାଜର ପାଇଁ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟର ଚିଠି
କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି । ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବାContinue reading “ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । ଆସନ୍ତା ୭ରେ ହାଜର ପାଇଁ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟର ଚିଠି “
ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗରେ ବାନ୍ଧିଲା ନୟାପଲ୍ଲୀ ପୋଲିସ ।
କନକ ବ୍ୟୁରୋ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍-ସେକ୍ସ-ଧୋକା ଅଭିଯୋଗରେ ବାନ୍ଧିଲା ଭୁବନେଶ୍ୱର ନୟାପଲ୍ଲୀ ପୋଲିସ । ‘ଲଚ୍କ ମଣି ବେବିଲୋ’ ଗୀତ ଗାଇ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଦେବେଶ ପତି ଏବେ ଜେଲରେ । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁର୍ଷ୍ମମ, ଗର୍ଭପାତ ନଷ୍ଟ ଓ ଟଙ୍କା ଲୁଟିବା ପରି ଅଭିଯୋଗ ରହିଛି । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବାContinue reading “ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗରେ ବାନ୍ଧିଲା ନୟାପଲ୍ଲୀ ପୋଲିସ । “
କଟକ ଚଣ୍ଡୀମନ୍ଦିର ସାମ୍ନାରେ ହତ୍ୟାକାଣ୍ଡ । ବ୍ୟବସାୟକୁ ନେଇ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ବଚସାରୁ ହତ୍ୟା ,ଅଭିଯୁକ୍ତ ଫେରାର
କନକ ବ୍ୟୁରୋ: କଟକ ଚଣ୍ଡିମନ୍ଦିର ସାମ୍ନାରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସତୀଚଉରାର ଇଦଘା କଲୋନିର ମହମ୍ମଦ ରୋସନ । ଅଟୋ ଭଡାକୁ ନେଇ ଅନ୍ୟ ଜଣେ ଅଟୋ ଚାଳକ ଖଟବିନ୍ ସାହିର ସରିଫ ଖାଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୁରୁବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିିଥିଲା । ଏହାପରେ ପୋଲିସର ଲୁହା ବାରିକେଡର ରୋସନଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ।Continue reading “କଟକ ଚଣ୍ଡୀମନ୍ଦିର ସାମ୍ନାରେ ହତ୍ୟାକାଣ୍ଡ । ବ୍ୟବସାୟକୁ ନେଇ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ବଚସାରୁ ହତ୍ୟା ,ଅଭିଯୁକ୍ତ ଫେରାର”
କେନ୍ଦ୍ରର ୨୦୧୮ ଇଲେକ୍ଟୋରାଲ ବଣ୍ଡ ମାମଲାରେ ରହିଛି ତ୍ରୁଟି । ଚାନ୍ଦା ଦେଉଥିବା ଏବଂ ନେଉଥିବା ପରସ୍ପରକୁ ଜାଣିବେ, ହେଲେ ଭୋଟର କାହିଁକି ନୁହେଁ?: ସୁପ୍ରିମକୋର୍ଟ
କନକ ବ୍ୟୁରୋ: ରାଜନୈତିକ ଦଳଙ୍କୁ କିଏ ଚାନ୍ଦା ଦେଉଛି ତାହା ଭୋଟର ଜାଣିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଏକ ପକ୍ଷ ରଖିଛନ୍ତି । ଯାହାକୁ ଗ୍ରହଣ କରିବା ସହଜ ନୁହେଁ ବୋଲି ସୁପ୍ରିମକୋଟ ର୍ କହିଛନ୍ତି । ଯଦି ଦେବା ଲୋକ ଓ ନେବା ଲୋକ ପରସ୍ପରକୁ ଜାଣିବେ ତାହେଲେ ଭୋଟର କାହିଁକୁ ନୁହେଁ ବୋଲି ଏବେ ପ୍ରଶ୍ନ ଉଠିଛି । ଚାନ୍ଦା ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ୨୦୧୮ରେContinue reading “କେନ୍ଦ୍ରର ୨୦୧୮ ଇଲେକ୍ଟୋରାଲ ବଣ୍ଡ ମାମଲାରେ ରହିଛି ତ୍ରୁଟି । ଚାନ୍ଦା ଦେଉଥିବା ଏବଂ ନେଉଥିବା ପରସ୍ପରକୁ ଜାଣିବେ, ହେଲେ ଭୋଟର କାହିଁକି ନୁହେଁ?: ସୁପ୍ରିମକୋର୍ଟ “
ଏଣିକି ପୋଷ୍ଟ ଅଫିସ ଜରିଆରେ ମଧ୍ୟ ବଦଳ କରିପାରିବେ ୨୦୦୦ ଟଙ୍କିଆ ନୋଟ୍ , RBIର ବଡ ନିଷ୍ପତ୍ତିି ।
କନକ ବ୍ୟୁରୋ: ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସରେ ନିଜର ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଂଚଳିକ କାର୍ଯ୍ୟାଳୟକୁ ପଠାଇପାରିବେ । ବିଶେଷ କରି ବ୍ୟକ୍ତିଗତ ଭାବେ ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇପାରୁ ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଏବେ ଲାଭଦାୟକ ହେବାକୁ ଯାଉଛି । ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛିContinue reading “ଏଣିକି ପୋଷ୍ଟ ଅଫିସ ଜରିଆରେ ମଧ୍ୟ ବଦଳ କରିପାରିବେ ୨୦୦୦ ଟଙ୍କିଆ ନୋଟ୍ , RBIର ବଡ ନିଷ୍ପତ୍ତିି ।”
ଗୋରୁ ହାଟରୁ ଫିଲ୍ମ ଷ୍ଟାଇଲରେ ଲୁଟ । ଅଟୋରେ ଆସିଲେ , ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ୨୮ ଲକ୍ଷ
କନକ ବ୍ୟୁରୋ: ଗାରୁ ହାଟରୁ ଫିଲ୍ମ ଷ୍ଟାଇଲରେ ଲୁଟ୍ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରୁ ହୋଇଛି ଏପରି ଲୁଟ୍ । ମୁହଁରେ କପଡା ବାନ୍ଧିବା ସହ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦ୍ୱିପ୍ରହର ସମୟରେ ୧୦ରୁ ଉଦ୍ଧ୍ୱର୍ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଏହି ଲୁଟ୍ କରିଛନ୍ତି । ଲୁଟରContinue reading “ଗୋରୁ ହାଟରୁ ଫିଲ୍ମ ଷ୍ଟାଇଲରେ ଲୁଟ । ଅଟୋରେ ଆସିଲେ , ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ୨୮ ଲକ୍ଷ”
ସାରା ଦେଶରେ ପିଆଜ ଦର ବୃଦ୍ଧି ଚିନ୍ତା । ଖୁଚୁରା ବଜାରକୁ ଆହୁରି ୧ ଲକ୍ଷ ଟନ୍ ପିଆଜ ଛାଡିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଅଧାରୁ କମ ଦରରେ ପିଆଜ ବିକିଲା ନାଫେଡ ।
କନକ ବ୍ୟୁରୋ: ସାରା ଦେଶରେ ଅହେତୁକ ପିଆଜ ଦର ବୃଦ୍ଧି । କେନ୍ଦ୍ର ସରକାର ଖୁଚୁରା ବଜାରରେ ଆହୁରି ପ୍ରାୟ ୧ଲକ୍ଷ ଟନ୍ ପିଆଜ ଛାଡିବେ । ଏପରି ଏକ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ସୂଚନା ଦେଇଛନ୍ତି । ଏପରି କରି ଖାଉଟିଙ୍କୁ ବଜାରରେ ବିକ୍ରି ହେଉଥିବା ଚଢା ଦରରୁ କମ୍ ଦାମରେ ଦେବାକୁ ପ୍ରୟାସ ହୋଇଛି । ସଚିବ କହିଛନ୍ତି, ଆମେ ଏଭଳି ଅହେତୁକ ଦର ବୃଦ୍ଧିContinue reading “ସାରା ଦେଶରେ ପିଆଜ ଦର ବୃଦ୍ଧି ଚିନ୍ତା । ଖୁଚୁରା ବଜାରକୁ ଆହୁରି ୧ ଲକ୍ଷ ଟନ୍ ପିଆଜ ଛାଡିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଅଧାରୁ କମ ଦରରେ ପିଆଜ ବିକିଲା ନାଫେଡ ।”
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍
କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସୁପାରିସ କରିଛି । ପାଟନା ହାଇକୋର୍ଟ ଜଜ୍ ଅଛନ୍ତି ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ତାଙ୍କୁ ପଦୋନ୍ନତି ଦେବା ପାଇଁ ସୁପାରିସ୍ କରାଯାଇଛି । ସୁପ୍ରିମକୋର୍ଟ ୱେବସାଇଟ୍ରେ ଏହା ପ୍ରକାଶ ପାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ସିଂହ ଉପଯୁକ୍ତ ବୋଲି କଲେଜିୟମ୍ ପକ୍ଷରୁ କୁହାଯାଇଛି ।Continue reading “ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍”
ଶ୍ରୀଲଙ୍କା ବିରୋଧରେ ଭାରତର ବଡ ବିଜୟ । ୩୦୨ ରନରେ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ମାତ୍ର ୫୫ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା
କନକ ବ୍ୟୁରୋ: ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ । ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ସହିତ ବିଶ୍ୱକପର ଆଗାମୀ ସେମିଫାଇନାଲ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି ରୋହିତ ବାହିନୀ । ତେବେ ବିଶ୍ୱକପରେ ଆଜି ଏକ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୩୦୨ ରନର ଏକ ବଡ ବ୍ୟବଧାନରେ ପରାସ୍ତ କରିଛି ଭାରତ । ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ପ୍ରଥମେContinue reading “ଶ୍ରୀଲଙ୍କା ବିରୋଧରେ ଭାରତର ବଡ ବିଜୟ । ୩୦୨ ରନରେ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ମାତ୍ର ୫୫ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା”