ଶତକରୁ ବଂଚିତ ବିରାଟ କୋହଲି । ସଚିନଙ୍କ ୪୯ତମ ଶତକରୁ ମାତ୍ର ଗୋଟିଏ ଶତକ ଦୂରରେ କିଙ୍ଗ କୋହଲି

କନକ ବ୍ୟୁରୋ : ପୁଣି ବଢିଲା ଅପେକ୍ଷା । ମାଷ୍ଟର ବ୍ଲାଷ୍ଟରଙ୍କ ଶତକ ରେକର୍ଡ ସହ ସମକ୍ଷକ ହେବାକୁ ଏବେ ବି ଗୋଟିଏ ପାଦ ଦୂରରେ କିଙ୍ଗ୍ କୋହଲି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୋହଲି ଅଳ୍ପକେ ୪୯ତମ ଶତକରୁ ହାସଲରୁ ବଂଚିତ ହୋଇଛନ୍ତି । ମ୍ୟାଚ ଆରମ୍ଭରୁ କୋହଲିଙ୍କ ଶତକକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗି ରହିଥିଲା । ତେବେ ଦମଦାର ପାରି ଖେଳିୁଥିବା ବେଳେ ୮୮ ରନ କରି ଆଉଟ ହୋଇଛନ୍ତି ବିରାଟContinue reading “ଶତକରୁ ବଂଚିତ ବିରାଟ କୋହଲି । ସଚିନଙ୍କ ୪୯ତମ ଶତକରୁ ମାତ୍ର ଗୋଟିଏ ଶତକ ଦୂରରେ କିଙ୍ଗ କୋହଲି”

ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବିଳମ୍ବିତ ରାତିରେ ମନ୍ନତରେ ଫ୍ୟାନଙ୍କ ଭିଡ, ଫ୍ୟାନଙ୍କୁ ଉପରେ ଖାସ୍ ଉପହାର

କନକ ବ୍ୟୁରୋ : କେତେବେଳେ ନିଜ ଅନ୍ଦାଜରେ ତ ପୁଣି କେତେବେଳେ ନିଜ ଅଭିନୟରେ ଦର୍ଶକଙ୍କୁ ଏଂଟରଟେନ୍ କରି ଆସିଛନ୍ତି ବଲିଉଡ୍ ବାଦ୍ଶାହ ଶାହରୁଖ୍ । ରୋମାନ୍ସର କିଙ୍ଗ୍, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହୃଦୟ ଶାହରୁ୍ଖ ଖାନ୍ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଭେଟି ଦେଇ ବଲିଉଡ୍ର ବାଦ୍ଶାହ ଟାଇଟେଲ ହାତେଇଛନ୍ତି । ହେଲେ ଏହି ସଫଳତା ପାଇବା ଏତେ ବି ସହଜ ନଥିଲା ଶାହରୁଖ୍ ଖାନଙ୍କ ପାଇଁ । ସଫଳତା ପାଇବା ପଛରContinue reading “ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବିଳମ୍ବିତ ରାତିରେ ମନ୍ନତରେ ଫ୍ୟାନଙ୍କ ଭିଡ, ଫ୍ୟାନଙ୍କୁ ଉପରେ ଖାସ୍ ଉପହାର”

ଦିନକୁ ଦିନ ଅଧିକ ବିଷାକ୍ତ ହେଉଛି ଦିଲ୍ଲୀର ପବନ । ବିନା ମାସ୍କରେ ଘରୁ ବାହାରିବା କଷ୍ଟକର, ସ୍କୁଲ ପିଲାଙ୍କ ପାଇଁ ବଢ଼ିପାରେ ସମସ୍ୟା

କନକ ବ୍ୟୁରୋ : ଅଣନିଶ୍ୱାସୀ ଦିଲ୍ଲୀବାସୀ । ବାୟୁ ପ୍ରଦୁଷଣରେ ଛଟପଟ ରାଜଧାନୀବାସୀ । ଦିନକୁ ଦିନ ପ୍ରଦୁଷଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସରକାରଙ୍କ ଚିନ୍ତା ମଧ୍ୟ ବଢିଛି   । ସ୍ଥିତିକୁ ଆୟତ କରିବାକୁ ନଭେରମ୍ବ୧ରୁ ଦିଲ୍ଲୀରେ ଡିଜେଲ ବସ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ନୂଆଦିଲ୍ଲୀ ନୁହେଁ ମୁମ୍ବାଇରେ ମଧ୍ୟ ବାୟୁ ପ୍ରଦୂଷଣ ଉକ୍ରଟ ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ନିମ୍ନ ସ୍ତରକୁContinue reading “ଦିନକୁ ଦିନ ଅଧିକ ବିଷାକ୍ତ ହେଉଛି ଦିଲ୍ଲୀର ପବନ । ବିନା ମାସ୍କରେ ଘରୁ ବାହାରିବା କଷ୍ଟକର, ସ୍କୁଲ ପିଲାଙ୍କ ପାଇଁ ବଢ଼ିପାରେ ସମସ୍ୟା”

ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହେଲେ କେଜ୍ରିୱାଲଙ୍କର ଆଉ ଜଣେ ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଆନନ୍ଦଙ୍କ ଠିକଣାରେ ଇଡିର ଚଢାଉ

କନକ ବ୍ୟୁରୋ : ମଦ ଦୁର୍ନୀତି ମାମଲାକୁ ନେଇ ବଢୁଛି ଆପ୍ ଅଡୁଆ । ଜଣକ ପରେ ଅନ୍ୟ ଜଣେ ନେତା ଏହି ମାମଲାରେ ଇଡି ସ୍କାନରକୁ ଆସୁଛନ୍ତି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଇଡି ପକ୍ଷରୁ ମାରାଥନ ରେଡ୍ କରାଯାଇଛି । ବେଆଇନ ଅର୍ଥ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ୫୭ବର୍ଷୀୟ ରାଜ କୁମାର ଆନନ୍ଦ ଦିଲ୍ଲୀ ପଟେଲ ନଗରରୁ ବିଧାୟକContinue reading “ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହେଲେ କେଜ୍ରିୱାଲଙ୍କର ଆଉ ଜଣେ ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଆନନ୍ଦଙ୍କ ଠିକଣାରେ ଇଡିର ଚଢାଉ”

ବିରୋଧୀ ମେଂଟ ଇଣ୍ଡିଆରେ ସବୁକିଛି ଠିକ୍ ଠାକ୍ ଚାଲିଛି ତ ? ଚର୍ଚ୍ଚା ବଢ଼ାଇଲା ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ

କନକ ବ୍ୟୁରୋ : ବିରୋଧୀ ମେଂଟ ‘ଇଣ୍ଡିଆ’ରେ ସବୁକିଛି ଠିକଠାକ୍ ଚାଲିଛି ତ? ଇଣ୍ଡିଆ ମେଂଟରେ କଂଗ୍ରେସର ଭୂମିକାକୁ ନେଇ ବଡ଼ କଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କହିଛନ୍ତି, ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ‘ଇଣ୍ଡିଆ’ ମେଂଟର ଗଠନ ହୋଇଥିଲା । ସବୁ ଦଳ ଏକାଠି ହୋଇ କଂଗ୍ରେସ ଦଳକୁ ଆଗକୁ ବଢ଼ାଇବା ଉପରେ କାମ କରୁଛନ୍ତି, କିନ୍ତୁ ଏନେଇ ଆଦୌ ଚିନ୍ତିତ ନୁହେଁ କଂଗ୍ରେସ । ପାଟନାରେ ସିପିଆଇ ଦ୍ୱାରାContinue reading “ବିରୋଧୀ ମେଂଟ ଇଣ୍ଡିଆରେ ସବୁକିଛି ଠିକ୍ ଠାକ୍ ଚାଲିଛି ତ ? ଚର୍ଚ୍ଚା ବଢ଼ାଇଲା ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ”

ହାଜର ହେଲେ ମହୁଆ ମୋଇତ୍ରା । ୱାକଆଉଟ୍ କଲେ ବିରୋଧୀ ସାଂସଦ

କନକ ବ୍ୟୁରୋ : ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟିରେ ହାଜର ହୋଇଛନ୍ତି । ହାଜର ପରେ ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା । ଆଉ ଏହାରି ଭିତରେ ବିରୋଧୀ ଦଳର ସାଂସଦମାନେ ବୈଠକରୁ ୱାକଆଉଟ୍ କରିଥିଲେ । ଖୋଦ୍ ମହୁଆ ମୋଇତ୍ରା ମଧ୍ୟ ବୈଠକରୁ ବାହାରି ଆସିଥିଲେ । ବୈଠକ ପରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ସାଂସଦମାନେ ବୈଠକରୁ ଅସନ୍ତୁଷ୍ଟ ହୋଇContinue reading “ହାଜର ହେଲେ ମହୁଆ ମୋଇତ୍ରା । ୱାକଆଉଟ୍ କଲେ ବିରୋଧୀ ସାଂସଦ”

ସମନ୍ ମିଳିଲା, ହାଜର ହେଲେନି କେଜ୍ରିୱାଲ । କହିଲେ, ଇଡି ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଗୁରୁବାର ଇଡିରେ ହାଜର ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ । ଇଡି ପଠାଇଥିବା ନୋଟିସର ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ । ନୋଟିସକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବେଆଇନ୍ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କୁ ସମନ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ସବୁ ପ୍ରମାଣ ସଂଗ୍ରହ କରିଥିଲା । କିନ୍ତୁContinue reading “ସମନ୍ ମିଳିଲା, ହାଜର ହେଲେନି କେଜ୍ରିୱାଲ । କହିଲେ, ଇଡି ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ”

ବିବାଦୀୟ ଗାଡିକୁ ନେଇ ବଢ଼ୁଛି ବିବାଦ: କିଏ ଘଟାଇଥିଲା ଦୁର୍ଘଟଣା?

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଂଜ ରୋଭର ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡୁଛି । କିନ୍ତୁ ଦୁର୍ଘଟଣା ଘଟାଇଥିବା କୋଟି କୋଟି ଟଙ୍କାର ଗାଡି ମାଲିକ ଯେମିତି ପଥର ପାଲଟିଯାଇଛନ୍ତି । ଗାଡିର ମାଲିକ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । ପ୍ରଶ୍ନ ଉଠୁଚି, ଗାଡିContinue reading “ବିବାଦୀୟ ଗାଡିକୁ ନେଇ ବଢ଼ୁଛି ବିବାଦ: କିଏ ଘଟାଇଥିଲା ଦୁର୍ଘଟଣା?”

‘ଥ୍ରୀ କନ୍ୟା’ ଫିଲ୍ମର ପୋଷ୍ଟର ରିଲିଜ: ଜାନୁୟାରୀରେ ଆସିବ ଚଳଚ୍ଚିତ୍ର

କନକ ବ୍ୟୁରୋ: ଖୁବଶୀଘ୍ର ପରଦାକୁ ଆସୁଛି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଓଡିଆ ଫିଲ୍ମ ‘ଥ୍ରି କନ୍ୟା’ । ଫିଲ୍ମ ଜାନୁଆରୀରେ ରିଲିଜ ହେବାକୁ ଥିବାବେଳେ ଏହାର ପୋଷ୍ଟର ଜାରି ହୋଇଛି । ତିନି ଜଣ ଯୁବତୀଙ୍କ ସଂଘର୍ଷ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ । ପୂର୍ବରୁ ପ୍ରତୀକ୍ଷା ଓ ଗ୍ୟାଙ୍ଗସ୍ ଅଫ୍ ପୁରୀ ଫିଲ୍ମ କରି ବେଶ ପ୍ରଂଶସା ସାଉଁଟିଥିଲେ ଅନୁପମ । ଓଲିଉଡ ଅନ୍ତକନ୍ଦଳକୁ ନେଇ ଜର୍ଜରିତ ଥିବା ବେଳେContinue reading “‘ଥ୍ରୀ କନ୍ୟା’ ଫିଲ୍ମର ପୋଷ୍ଟର ରିଲିଜ: ଜାନୁୟାରୀରେ ଆସିବ ଚଳଚ୍ଚିତ୍ର”

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର: ଆଇସିୟୁରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ସନ୍ଧ୍ୟାରେ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି , ମହେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲେ ବି ସ୍ଥିର ରହିଛି । ମଙ୍ଗଳବାର ସନ୍ଧ୍ୟାରେ ପୁରୀ ବଡଶଙ୍ଖ ଗଜଲକ୍ଷ୍ମୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯୋଗ ଦେଇଥିଲେ । ସେହିContinue reading “ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର: ଆଇସିୟୁରେ ଚାଲିଛି ଚିକିତ୍ସା”

Design a site like this with WordPress.com
Get started