ଓଲିଉଡ୍ କଳାକାରଙ୍କ କଳିରେ ପଡି଼ବ ପୂର୍ଣ୍ଣଛେଦ? ବ୍ୟାନ୍ ହଟାଇବାକୁ ରାଜି ହେଲା ପ୍ରଯୋଜକ ସଂଘ

କନକ ବ୍ୟୁରୋ: ଫିଲ୍ମ କଳିର ହେବ କି ଅନ୍ତ ? ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘ ରାଜି ହେବା ପରେ କିଛି ଏଭଳି ଆଶା ସଂଚାର ହୋଇଛି । ଏଥିପାଇଁ ଆଜି ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବୈଠକ ବସିଥିଲା । ଏଥିରେ ଉଭୟ ପକ୍ଷଙ୍କୁ ଡକାଯାଇଥିଲେ ବି ମନୋଜ ମିଶ୍ର ଆସିନଥିଲେ । ତେବେ ବିବାଦର ସମାଧାନ ପାଇଁ କିଛି ଦାବି ଉଠାଇଛନ୍ତି ମନୋଜ । ଏ ନେଇ ଓଡି଼ଶାContinue reading “ଓଲିଉଡ୍ କଳାକାରଙ୍କ କଳିରେ ପଡି଼ବ ପୂର୍ଣ୍ଣଛେଦ? ବ୍ୟାନ୍ ହଟାଇବାକୁ ରାଜି ହେଲା ପ୍ରଯୋଜକ ସଂଘ”

ଯୋଗୀଙ୍କ ସରକାରରେ ଇଏ କି ଚିତ୍ର । ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ଫାଟିଗଲା ୬୬ କୋଟି ଟଙ୍କାର ପୋଲ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ବିଶେଷ ଭାବେ ବୁଲଡୋଜରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବଳ ବୁଲଡୋଜର ନୁହେଁ ଦଙ୍ଗାକାରୀ, ମାଫିଆ ଓ ବିରୋଧୀଦଳ ନେତାଙ୍କ ଉପରେ ତୁରନ୍ତ ଆକ୍ସନ ନେବାରେ ଯୋଗୀ ସରକାର ଦେଶର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ବେଶ ପରିଚିତ । ହେଲେ ଆଜି ଉତ୍ତର ପ୍ରଦେଶରେ ଯାହା ଘଟିଛି ତାହା ପାଇଁ ଯୋଗୀ ସରକାର କେତେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକିContinue reading “ଯୋଗୀଙ୍କ ସରକାରରେ ଇଏ କି ଚିତ୍ର । ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ଫାଟିଗଲା ୬୬ କୋଟି ଟଙ୍କାର ପୋଲ”

ସଂଗଠନକୁ ପୁଣି ଫେରିଲେ ସଂଜୟ: ବିବାଦ ଭିତରେ ପ୍ରତାପ ଜେନାଙ୍କୁ ଦାୟିତ୍ୱ

କନକ ବ୍ୟୁରୋ: ବିଜେଡିରେ ଦୁଇ ନିଯୁକ୍ତିକୁ ନେଇ ଚର୍ଚ୍ଚା । ଦୀର୍ଘଦିନ ଧରି ବିଜେଡିରେ ଅଲୋଡା ହୋଇପଡିଥିବା ସଂଜୟ ଦାସ ବର୍ମା ପୁଣି ଥରେ ସଙ୍ଗଠନ ଦାୟିତ୍ୱକୁ ଫେରିଛନ୍ତି । ପାଖାପାଖି ଦୁଇବର୍ଷ ପରେ ସେ ସଙ୍ଗଠନକୁ ଫେରିଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେହିଭଳି ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦରେ ଥିବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ବି ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ । ଦୀର୍ଘଦିନରContinue reading “ସଂଗଠନକୁ ପୁଣି ଫେରିଲେ ସଂଜୟ: ବିବାଦ ଭିତରେ ପ୍ରତାପ ଜେନାଙ୍କୁ ଦାୟିତ୍ୱ”

ଟ୍ୟୁସନ୍ ଟଙ୍କା ପାଇଁ ହୋଇଛି ହତ୍ୟା! ହତ୍ୟା ପଛର ଗୁମର ଖୋଲିଲେ ଡିସିପି

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀରେ, ଘରେ ପଶି ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍ । ବକେୟା ଟ୍ୟୁସନ୍ ଫ’ ପାଇଁ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ନାବାଳକ ଛାତ୍ର ସାଜିଛି ହତ୍ୟାକାରୀ । ୩ ହଜାର ଟଙ୍କା ପାଇଁ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଡିସିପି । ବାରମ୍ବାର ଟଙ୍କା ମାଗିବାରୁ ଅପମାନ ସହିନପାରି ଏଭଳି କାଣ୍ଡଘଟାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି । ତେବେ ପୁଲିସ୍Continue reading “ଟ୍ୟୁସନ୍ ଟଙ୍କା ପାଇଁ ହୋଇଛି ହତ୍ୟା! ହତ୍ୟା ପଛର ଗୁମର ଖୋଲିଲେ ଡିସିପି”

୨ହଜାର ଟଙ୍କିଆ ପଛର ସତ କଣ? ଆରବିଆଇ ସାମ୍ନାରେ ଟଙ୍କା ବେପାର

କନକ ବ୍ୟୁରୋ: ୨ ହଜାର ଟଙ୍କା ବଦଳ ପାଇଁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଆଜି ବି ଭିଡ ଦେଖିବାକୁ ମିଳିଛି । ଆଉ ବଦଳ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ । ସିସିଟିଭି ଫୁଟଜେ ବି ନେଇଛି ତଦନ୍ତକାରୀ ସଂସ୍ଥା । ଟଙ୍କା କାହାର ତାକୁ ନେଇ ବଢିଛି ସନ୍ଦେହ । ଏହା ପଛରେ କଳାଧନ ଜମାକାରୀଙ୍କ ହାତ ଥିବା ଅନୁମାନ କରିଛନ୍ତି ନେତା । ପୂର୍ବ ତିନି ଦିନContinue reading “୨ହଜାର ଟଙ୍କିଆ ପଛର ସତ କଣ? ଆରବିଆଇ ସାମ୍ନାରେ ଟଙ୍କା ବେପାର”

ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ: ୩୫୭ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୩୫୮ ରନର ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ଶ୍ରେୟାସ ଆୟର ହିସ୍ଫୋରକ ୮୨ ରନ କରିଥିବା ବେଳେ ଶୁଭମନ ଗିଲ ୯୨ ଓ ବିରାଟ କୋହଲି ୮୮ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ କରିପାରିଛି । ସେହିପରି ରବିନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ଆଜଦି ରୋହିତ ଶର୍ମାଙ୍କ ବ୍ୟାଟContinue reading “ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ: ୩୫୭ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୩୫୮ ରନର ଟାର୍ଗେଟ”

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

କନକ ବ୍ୟୁରୋ : ଏ କାହାଣୀ ହେଉଛି ସୁନ୍ଦରଗଡ ହେମଗିରି ବ୍ଲକ ତୁମ୍ବିଖୋଲ ଗାଁର । ଚର୍ଚ୍ଚ ସମ୍ମୁଖରେ ଘଂଟ ବାଜୁଛି, ଘଂଟ ବଜାଇ ଗାଁ ଲୋକଙ୍କୁ ଡକା ଯାଉଛି । ଘଂଟ ଶବ୍ଦ ଶୁଣି ଘରୁ ବାହାରି ଆସନ୍ତି ଗାଁ ଲୋକ । ଚର୍ଚ୍ଚ ସମ୍ମୁଖରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ବର୍ଷ ବର୍ଷ ଧରି ତୁମ୍ବିଖୋଲ ଗାଁରେ ଘଂଟ ହିଁ ଯୋଗାଯୋଗର ମାଧ୍ୟମ ପାଲଟିଛି । ଫାଇଭ-ଜି ଯୁଗରେContinue reading “ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ”

ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଂଚାଇବାର ବାଟ ଦେଖାଇଲା ଟେରାକୋଟା ପ୍ରଶିକ୍ଷଣ, ଟ୍ରେନିଂ ନେଇ ମହିଳା ତିଆରି କରୁଛନ୍ତି ସୁନ୍ଦର କାରୁକାର୍ଯ୍ୟ

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଂଚୁଥିବା କୁମ୍ଭକାରଙ୍କ ପାଇଁ ଅଭିଶାପ ପାଲଟିଛି ଷ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଥିଲେ କୁମ୍ଭକାର । ହେଲ ଏବେ ସେ ଦିନ ବଦଳି ଯାଇଛି । ଟେରାକୋଟା ପ୍ରଶିକ୍ଷଣ ପାଇଁ କୁମ୍ଭାର ପରିବାର ବଂଚିବାର ରାହା ଖୋଜି ପାଇଛନ୍ତି । ମହିଳାମାନେ ମାଟିରେ ସୁନ୍ଦର ସୁନ୍ଦରContinue reading “ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଂଚାଇବାର ବାଟ ଦେଖାଇଲା ଟେରାକୋଟା ପ୍ରଶିକ୍ଷଣ, ଟ୍ରେନିଂ ନେଇ ମହିଳା ତିଆରି କରୁଛନ୍ତି ସୁନ୍ଦର କାରୁକାର୍ଯ୍ୟ”

ଗୋଟିଏ ଶ୍ରେଣୀଗୃହରେ ଚାଲିଛି ପୂରା ସ୍କୁଲ । ୫ଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପଢାଇବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ

କନକ ବ୍ୟୁରୋ : ରାୟଗଡା ସଦର ବ୍ଳକ ପେଣ୍ଡିଲି ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା । ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦୁଖୁନ୍ଦି ହୋଇ ପାଠ ପଢ଼ୁଛନ୍ତି ପିଲା । ପ୍ରଥମରୁ ପଚଂମ ଶ୍ରେଣୀର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ବସିଛନ୍ତୁି । ଉପସ୍ଥାନ ଶତପ୍ରଶିତ ରହିଛି । କିନ୍ତୁ ଶ୍ରେଣୀଗୃହ ଅଭାବରୁ ପିଲାଙ୍କୁ ବାରଣ୍ଡାରେ ବସାଇ ପାଠ ପଢାଇବାକୁ ବାଧ୍ୟ ହୋଇଛନ୍ତି ଶିକ୍ଷକ ।..ଠିକ୍ ସେହିପରି ରାୟଗଡା ସହରର ବିଦ୍ୟୁତ୍ କଲୋନୀରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟକୁContinue reading “ଗୋଟିଏ ଶ୍ରେଣୀଗୃହରେ ଚାଲିଛି ପୂରା ସ୍କୁଲ । ୫ଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପଢାଇବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ”

ଖଲ୍ଲିକୋଟରେ ଧିମେଇ ଯାଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ କାମ । ସରୁଛି ସମୟ, ହେଲେ ସରୁନାହିଁ ନିର୍ମାଣ କାମ

କନକ ବ୍ୟୁରୋ : ଗଞ୍ଜାମ-ଖୋର୍ଦ୍ଧା ସୀମାରେ ଥିବା ଶାଳିଆ ଡ୍ୟାମର ପାଣିକୁ ବିଶୋଧନ କରି ପିଇବାକୁ ଦିଆଯିବ । ଡ୍ୟାମ ପାଣିକୁ ଗାଁ ଗାଁରେ ପହଂଚାଯିବ । ଲୋକମାନେ ପାଇପ୍ ଯୋଗେ ଗାଁ ଦଣ୍ଡରୁ ପାଣି ସଂଗ୍ରହ କରିବେ । ସେଥିପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ଖଲ୍ଲିକୋଟ ବ୍ଲକର ୨୯ ପଂଚାୟତ ଓ ବେଗୁନିଆପଡା ବ୍ଲକର ଦୁଇଟି ପଂଚାୟତକୁ ପିଇବା ପାଣି ଯୋଗାଇବା ପାଇଁ ୧୧୩ କୋଟି ୪୮ ଲକ୍ଷ ଟଙ୍କା ଅନୁମୋଦନContinue reading “ଖଲ୍ଲିକୋଟରେ ଧିମେଇ ଯାଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ କାମ । ସରୁଛି ସମୟ, ହେଲେ ସରୁନାହିଁ ନିର୍ମାଣ କାମ”

Design a site like this with WordPress.com
Get started