କନକ ବ୍ୟୁରୋ : ଫାଟି ଆଁ କରିଛି ଧାନ ବିଲ । ଧାନ ଗର୍ଭ ଧରିବା ସମୟରେ ଧାନ ବିଲକୁ ଦେଖି ଚାଷୀର ଛାତି ଫାଟି ଯାଉଛି । ଅନାବୃଷ୍ଟି ଯୋଗୁଁ ଗଜପତି ଜିଲ୍ଲାରେ ମରୁଡି ମାଡିଆସୁଛି କହିଲେ ଚଳେ । ଅଭାବୀ ବର୍ଷା ସାଙ୍ଗକୁ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି । କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କେନାଲ ଗୁଡିକ ନଷ୍ଟ ହୋଇଯାଇଛି । ଫଳରେ ପାଣି ଅଭାବରୁ ଧାନ ଚାଷ ସଂପୂର୍ଣ୍ଣ ବୁଡିଯିବାକୁContinue reading “ଧାନ କେଣ୍ଡା ଭରିବା ବେଳେ ବିଲରେ ଜଳାଭାବ । ଶୁଖିଲା ଜମିର ବିକଳ ଆଁ ଦେଖି ଚିନ୍ତାରେ ଚାଷୀ”
Tag Archives: News
ମୋବାଇଲ ଯୁଗରେ ମାଧ୍ୟମର ନାଁ ଘଣ୍ଟି । ଓଡିଶାରେ ଏମିତି ଅଛି ଗାଁ- ଯେଉଁଠି ଘଣ୍ଟି ହିଁ ଏକମାତ୍ର ସାହା ।
କନକ ବ୍ୟୁରୋ: ଆମେ ଏମିତି ଏକ ସମୟରେ ଆସି ପହଞ୍ଚିଛୁ ଯେଉଁଠି ମୋବାଇଲ ବିନା ଗୋଟେ ମୁହୂର୍ତ୍ତ ବି ରହିବା ମଣିଷ ପାଇଁ କଷ୍ଟକର ହେଉଛି । ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ହେଉ କି ଫୋନ୍ କଲ୍ – ଭାବର ଆଦାନ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ଦେବାକୁ ମୋବାଇଲ ସାଜିଛି ବିରାଟ ବଡ ମାଧ୍ୟମ । ମୋବାଇଲର ବ୍ୟବହାର ଆଧୁନିକ ସମାଜରେ ଏତେ ଅଧିକ ହୋଇଛି ଯେ- ଆମେ ପ୍ରତି କ୍ଷେତ୍ରରେ ତାରContinue reading “ମୋବାଇଲ ଯୁଗରେ ମାଧ୍ୟମର ନାଁ ଘଣ୍ଟି । ଓଡିଶାରେ ଏମିତି ଅଛି ଗାଁ- ଯେଉଁଠି ଘଣ୍ଟି ହିଁ ଏକମାତ୍ର ସାହା ।”
ଭାରତରେ ବିକଶିତ ହେଉଛି NASM-MR କ୍ଷେପଣାସ୍ତ୍ର, ଜାଣନ୍ତୁ କେତେ ବୃଦ୍ଧି ପାଇବ ନୌସେନାର ଶକ୍ତି
ଭାରତୀୟ ନୌସେନା ପାଇଁ ଏକ ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର ନିର୍ମାଣ କରାଯାଉଛି । ଏହାର ନିର୍ମାଣ ପରେ ଶତ୍ରୁ ଯୁଦ୍ଧ ଜାହାଜର ଅବସ୍ଥା ବିଗିଡିଯିବ। ଏହା ଏକ ମିଡିଅମ ରେଞ୍ଜ ଆଣ୍ଟି ସିପ ମିସାଇଲ ଅଟେ । ଏହାର ୱିଣ୍ଡ ଟନେଲ ମଡେଲ ପରୀକ୍ଷା ଖୁବ ଶୀଘ୍ର ହେବାକୁ ଯାଉଛି । ଏହାର ମଡେଲ୍ ନ୍ୟାସନାଲ ଏରୋସ୍ପେସ୍ ଲାବୋରେଟୋରୀରେ ପହଞ୍ଚିଛି । ଏହା ଏକ ସବ୍-ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ହେବ । ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନContinue reading “ଭାରତରେ ବିକଶିତ ହେଉଛି NASM-MR କ୍ଷେପଣାସ୍ତ୍ର, ଜାଣନ୍ତୁ କେତେ ବୃଦ୍ଧି ପାଇବ ନୌସେନାର ଶକ୍ତି”
ଏବେ ଭାରତର ପଡୋଶୀ ଦେଶରେ ଖୋଲିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା । ଜାଣନ୍ତୁ କଣ କହିଲେ ଭାରତର ଅର୍ଥମନ୍ତ୍ରୀ
କନକ ବ୍ୟୁରୋ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀଲଙ୍କାର ବନ୍ଦର ସହର ଭାବେ ପରିଚିତ ତ୍ରିକୋମାଲି ଗସ୍ତ କରିଛନ୍ତି । ସେଠାରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ମଧ୍ୟ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟରେ କର୍ପୋରେଟ ଜଗତକୁ ସମର୍ଥନ କରିବାରେ ଏସବିଆଇର ଭୂମିକାକୁ ସୀତାରମଣ ପ୍ରଶଂସା କରିଛନ୍ତି । ଉଦଘାଟନୀ ଉତ୍ସବରେ ପୂର୍ବାଞ୍ଚଳ ରାଜ୍ୟପାଳ ସେନ୍ଥିଲ ଟଣ୍ଡନ, ଶ୍ରୀଲଙ୍କାରେ ଅବସ୍ଥାପିତ ହାଇକମିଶନର ଗୋପାଳ ବାଗ୍ଲେ ଏବଂ ଏସବିଆଇ ଅଧ୍ୟକ୍ଷ ଦିନେଶ ଖରାContinue reading “ଏବେ ଭାରତର ପଡୋଶୀ ଦେଶରେ ଖୋଲିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା । ଜାଣନ୍ତୁ କଣ କହିଲେ ଭାରତର ଅର୍ଥମନ୍ତ୍ରୀ”
ଶିକ୍ଷୟିତ୍ରୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ: ୧କୋଟି ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ଆଣିଲେ ସୋସାଇଟି ସଦସ୍ୟ
କନକ ବ୍ୟୁରୋ: ହଜାରେରୁ ଅଧିକ ମହିଳାଙ୍କ ଠାରୁ ଜଣେ ଶିକ୍ଷୟିତ୍ରୀ ୧ କୋଟି ୬୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ । ଏନେଇ ଅସ୍ତରଙ୍ଗ ଥାନାରେ ସୁନ୍ଦର ଗ୍ରାମର ସବିତା ଓଝା ନାମକ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା ଦିଆଯାଇଛି । ଅନ୍ୟପଟେ ଲିଖିତ ଅଭିଯୋଗ କରିବା ସହ ଟଙ୍କା ହରାଇଥିବା ମହିଳାମାନେ ଥାନା ପରିସରରେ ଧାରଣା ଦେଇଥିଲେ । ଅଭିଯୋଗ ପାଇବା ପରେ ଶିକ୍ଷୟିତ୍ରୀଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରି ଛାଡିContinue reading “ଶିକ୍ଷୟିତ୍ରୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ: ୧କୋଟି ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ଆଣିଲେ ସୋସାଇଟି ସଦସ୍ୟ”
ପାକିସ୍ତାନରେ କେବେ ହେବ ସାଧାରଣ ନିର୍ବାଚନ । କୋର୍ଟଙ୍କୁ ସୂଚନା ଦେଲେ ନିର୍ବାଚନ କମିଶନ
କନକ ବ୍ୟୁରୋ : କେବେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏହାକୁ ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ପାକିସ୍ତାନ ନିର୍ବାଚନ କମିଶନ ଗୁରୁବାର ଦିନ ଦେଶର ସୁପ୍ରିମକୋର୍ଟରେ କହିଛନ୍ତି କି ୨୦୨୪ ଫେବୃଆରୀ ୧୧ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପାକିସ୍ତାନର ଆଇନ ମୁତାବକ ନ୍ୟାସନାଲ ଆସେମ୍ବଲି ଓ କ୍ଷେତ୍ରୀୟ ବିଧାନସଭା ଭାଙ୍ଗିବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା କଥା । ଜାନୁଆରୀ ୨୯Continue reading “ପାକିସ୍ତାନରେ କେବେ ହେବ ସାଧାରଣ ନିର୍ବାଚନ । କୋର୍ଟଙ୍କୁ ସୂଚନା ଦେଲେ ନିର୍ବାଚନ କମିଶନ”
ଭାରତ ଆର୍ମେନିଆକୁ ଦେଲା ‘ପିନାକା ’ : ଭୟଭୀତ ହେଲେ ଆଜାରବୈଜାନ ଏବଂ ପାକିସ୍ତାନ : ପାକିସ୍ଥାନ ଆର୍ମି ଚିଫ ଦୌଡିଲେ ଆଜାରବୈଜାନ :
ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଆଜାରବୈଜାନ ଗସ୍ତରେ ଯାଇଛନ୍ତି । ଜେନେରାଲ ମୁନିରଙ୍କ ଏହି ଗସ୍ତ ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଆଜାରବୈଜାନର ଶତ୍ରୁ ଆର୍ମେନିଆକୁ ପିନାକା ରକେଟ୍ ଯୋଗାଇ ଦେଇଛି । ପାକିସ୍ତାନ ଆଜେରବାଇଜାନକୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ । ଏହା ତାଙ୍କୁ ନଗର୍ନୋ କରାବାକରେ ଯୁଦ୍ଧରେ ବିଜୟ ପ୍ରଦାନ କରିଥିଲା । ଭାରତ ଏବଂ ଆର୍ମେନିଆ ମଧ୍ୟରେ ବୃଦ୍ଧି ପାଉଥିବା ବନ୍ଧୁତା ଯୋଗୁଁ ଉଭୟ ପାକିସ୍ତାନ ଏବଂContinue reading “ଭାରତ ଆର୍ମେନିଆକୁ ଦେଲା ‘ପିନାକା ’ : ଭୟଭୀତ ହେଲେ ଆଜାରବୈଜାନ ଏବଂ ପାକିସ୍ତାନ : ପାକିସ୍ଥାନ ଆର୍ମି ଚିଫ ଦୌଡିଲେ ଆଜାରବୈଜାନ :”
ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ: ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ଅଧାରାସ୍ତାରୁ ଓହ୍ଲାଇଦେଲେ
କନକ ବ୍ୟୁରୋ: ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ବଦଳରେ ରାସ୍ତାରେ ଡ୍ରାଇଭର ଓହ୍ଲାଇ ଦେଇଛି । ଏଭଳି ଅଭାବନୀୟ ଖବର ଆସିଛି ବାରିପଦାରୁ । ଅନ୍ଧାର ରାତିରେ ଗର୍ଭବତୀ ମହିଳାଙ୍କୁ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇଥିବା ଖବର ମିଳିଛି । ଖାଲି ସେତିକି ନୁହେଁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇ ସେଠାରେ ରହି ଡ୍ରାଇଭର ଜଣକ ମଜା ଦେଖିଥିବା ଅଭିଯୋଗ ହୋଇଛି । ଦୀର୍ଘ ସମୟContinue reading “ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ: ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ଅଧାରାସ୍ତାରୁ ଓହ୍ଲାଇଦେଲେ”
ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ମୁହଁରେ ଭି.କେ.ପାଣ୍ଡିଆନଙ୍କ ପ୍ରଶଂସା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
କନକ ବ୍ୟୁରୋ : ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ମୁହଁରେ ଫାଇଭ୍-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ,ପାଣ୍ଡିଆନଙ୍କ ପ୍ରଶଂସା । ଏକଥା ଶୁଣିଲାବେଳକୁ ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏହା ସତ । ଗତକାଲି କଳାହାଣ୍ଡିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଲକ୍ଷ୍ମୀ ବସ୍ ଯୋଜନାର ଉଦଘାଟନି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ବସନ୍ତ ପଣ୍ଡା ଭି.କେ. ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେContinue reading “ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ମୁହଁରେ ଭି.କେ.ପାଣ୍ଡିଆନଙ୍କ ପ୍ରଶଂସା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ”
ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିଲେ ପୀୟୁଷ । ହସ୍ପିଟାଲ ନେବା ପରିବର୍ତ୍ତେ ଫଟୋ ଉଠାଉଥିଲେ ଲୋକେ, ଏପରିକିି ପର୍ସ ଓ ମୋବାଇଲ ମଧ୍ୟ ହୋଇଗଲା ଚୋରି ।
କନକ ବ୍ୟୁରୋ : ମାନବିକତା ମରିଗଲାଣି । ଲୋକଙ୍କର ପରସ୍ପର ପ୍ରତି ସହାନୁଭୂତି କମିଗଲାଣି । କେହି କାହାକୁ ସହଯୋଗର ହାତ ବଢାଇବା ତ ଦୂରର କଥା ବରଂ କେହି ବିପଦରେ ପଡିଲେ ତାହାର ମଜା ଉଠାଉଛନ୍ତି । ମାନବ ସମାଜକୁ ଲଜ୍ଜିତ କଲାଭଳି ସେଭଳି ଏକ ଘଟଣା ଦିଲ୍ଲୀରୁ ଆସିଛି । ପୂର୍ବ ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ଫିଲ୍ମମେକର ଦୁର୍ଘଟଣାର ଶିକାର ହେବା ପରେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । କିନ୍ତୁContinue reading “ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିଲେ ପୀୟୁଷ । ହସ୍ପିଟାଲ ନେବା ପରିବର୍ତ୍ତେ ଫଟୋ ଉଠାଉଥିଲେ ଲୋକେ, ଏପରିକିି ପର୍ସ ଓ ମୋବାଇଲ ମଧ୍ୟ ହୋଇଗଲା ଚୋରି ।”