କନକ ବ୍ୟୁରୋ : ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଆସନ୍ତା ୧୯ ତାରିଖରେ ହେବ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି । ହାଇକୋର୍ଟ ମାମଲାର ଶୁଣାଣି କରିବେ । ପରବର୍ତି ଶୁଣାଣି ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ନନେବାକୁ ସାଲେପୁର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ବିଜେଡି ବିଧାୟକ ପ୍ରତାପ ଜେନା । ଗତକାଲି ସାଲେପୁର କୋର୍ଟ ଆସନ୍ତା ୧୮ ତାରିଖରେContinue reading “ମାହାଙ୍ଗା ଡବଲ ମର୍ଡର ମାମଲା : ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି”
Tag Archives: News
କଳାକାରଙ୍କ କଳିକୁ ନେଇ ତେଜୁଛି ବିବାଦ । ବଲାଙ୍ଗୀର ଯାତ୍ରା ମଞ୍ଚରେ କଳାକାରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ
କନକ ବ୍ୟୁରୋ : କଳାକାରଙ୍କ କଳିକୁ ନେଇ ତେଜୁଛି ବିବାଦ । ପାଟଣାଗଡ଼ ଯାତ୍ରା ମଞ୍ଚରେ ଆଙ୍କରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ । ମଙ୍ଗଳବାର ସ୍ୱାଭାବିକ୍ ଭାବରେ ଯାତ୍ରା ଆରମ୍ଭ ହେବାକୁ ଯାଉଥିଲା । ମଞ୍ଚ ପରିଚାଳକ, ଜୟ ଜଗନ୍ନାଥ କହିବା ବେଳକୁ ଜୟ କୋଶଳ କହିବା ପାଇଁ ଦାବି ଉଠିଲା । ଏ ନେଇ ଦର୍ଶକ ଅଡି ବସିଥିବା ବେଳେ ଆଙ୍କର ଜଣଙ୍କ କହିଥିଲେ ସେ କୋଶଳ କଣ ଜାଣନିନାହାନ୍ତିContinue reading “କଳାକାରଙ୍କ କଳିକୁ ନେଇ ତେଜୁଛି ବିବାଦ । ବଲାଙ୍ଗୀର ଯାତ୍ରା ମଞ୍ଚରେ କଳାକାରଙ୍କୁ ଜୟ କୋଶଳ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ”
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ସହିତ ମୁକାବିଲା କରିବା ପାଇଁ ବିଶ୍ବର ୨୮ ଟି ଦେଶ ପ୍ରଥମ ଥର ପାଇଁ ମିଳିତ ହୋଇଛନ୍ତି ।
ଏହି ପ୍ରକାରର ପ୍ରଥମ ଘଟଣାରେ ଆମେରିକା, ବ୍ରିଟେନ , ୟୁଏଇ, ଅଷ୍ଟ୍ରେଲିଆ ଏବଂ ଚୀନ୍ ସମେତ ସମସ୍ତ ଅନ୍ୟ କେତେକ ଦେଶ ସହମତ ହୋଇଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାନବତା ପାଇଁ ଏକ ଭୟଙ୍କର ବିପଦ ସୃଷ୍ଟି କରିବାକୁ ଯାଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ରକୃତରେ ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବ କି ? ଏହି ପ୍ରଶ୍ନଟି ଏବେ ସାଧାରଣଲୋକଙ୍କ ପ୍ରଶ୍ନ ହେଇ ଆଉ ରହିନାହିଁ । ଏହା ଏବେContinue reading “ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ସହିତ ମୁକାବିଲା କରିବା ପାଇଁ ବିଶ୍ବର ୨୮ ଟି ଦେଶ ପ୍ରଥମ ଥର ପାଇଁ ମିଳିତ ହୋଇଛନ୍ତି ।”
ପାଣି ଅଭାବରୁ ଚାଷ ନଷ୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲେ ବିଭାଗୀୟ ଅଧିକାରୀ
କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବଡଅଁଳ ପଞ୍ଚାୟତରେ ପାଣି ଅଭାବରୁ ଚାଷ ନଷ୍ଟ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ପହଞ୍ଚିଲେ ବିଭାଗୀୟ ଅଧିକାରୀ । କୃଷି ବିଭାଗର ଦୁଇ ଜଣିଆ ଟିମ୍ ପହଞ୍ଚି ଚାଷ ଜମି ବୁଲି ଦେଖିଛନ୍ତି । ଚାଷୀଙ୍କ ସହ ମିଶି ପାଖାପାଖି ୫ ଏକର ଜମି ବୁଲି ଦେଖିଛନ୍ତି । ପୋଡି ଯାଇଥିବା ଧାନ ଫସଲକୁ ଦେଖିଛନ୍ତି କୃଷି ଅଧିକାରୀ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲିContinue reading “ପାଣି ଅଭାବରୁ ଚାଷ ନଷ୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲେ ବିଭାଗୀୟ ଅଧିକାରୀ”
ପୁଣି କନ୍ଦାଇଲା ପିଆଜ ଓ ରସୁଣ ଦର । ରସୁଣ କିଲୋ ଛୁଇଁଲା ୨୪୦
କନକ ବ୍ୟୁରୋ : ଆକାଶଛୁୃଆଁ ପିଆଜ, ରସୁଣ ଦର । ପିଆଜ କିଲୋ ୮୦, ରସୁଣ କିଲୋ ୨୪୦ ଟଙ୍କା ଛୁଇଁଲାଣି । ସପ୍ତାହକ ମଧ୍ୟରେ ପିଆଜ ଦର ୪୦ ଟଙ୍କା ବଢିଲାଣି । ଦର ବୃଦ୍ଧି ଯୋଗୁ ସମ୍ବଲପୁର ବଜାରରେ ପିଆଜ, ରସୁଣ ଦୋକାନରେ ଆଉ ଗ୍ରାହକଙ୍କୁ ଦେଖିବାକୁ ମିଳୁନାହିଁ । ଫଳରେ ବ୍ୟବସାୟକୁ ନେଇ ଚିନ୍ତା ପଡିଯାଇଛି ପିଆଜ, ରସୁଣ ବ୍ୟବସାୟୀ । ୭ ଦିନ ତଳେ ପିଆଜ କିଲୋ ୩୫ ରୁ ୪୦Continue reading “ପୁଣି କନ୍ଦାଇଲା ପିଆଜ ଓ ରସୁଣ ଦର । ରସୁଣ କିଲୋ ଛୁଇଁଲା ୨୪୦”
ପାକିସ୍ତାନ ପ୍ରଂଶସକଙ୍କ ପ୍ରାର୍ଥନା, ଶ୍ରୀଲଙ୍କା ବିପକ୍ଷରେ ଜିତୁ ଭାରତ ।
କନକ ବ୍ୟୁରୋ : ରୋଚକ ହେଉଛି ବିଶ୍ୱକପ ଗଣିତ । ପ୍ରତି ମ୍ୟାଚ୍ ପରେ ବଦଳୁଛି ସମୀକରଣ । ସବୁ ଟିମ୍ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସାରିବା ପରେ ମଧ୍ୟ ଏଯାଏଁ ସେମିଫାଇନାଲ ଟିକେଟ ହାତେଇନାହାନ୍ତି କୌଣସି ଦଳ । ଯାହା ବିଶ୍ୱକପର କ୍ରେଜକୁ ଆହୁରି ବଢାଇ ଦେଇଛି । କେବଳ ବାଂଲାଦେଶ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିବା ବେଳେ ଅନ୍ୟ ୯ଟି ଟିମ୍ ସେମିଫାଇନାଲ ରେସରେ ରହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକାContinue reading “ପାକିସ୍ତାନ ପ୍ରଂଶସକଙ୍କ ପ୍ରାର୍ଥନା, ଶ୍ରୀଲଙ୍କା ବିପକ୍ଷରେ ଜିତୁ ଭାରତ । “
ସମନ ପଛରେ ରାଜନୈତିକ ଉଦ୍ଦେଶ୍ୟ । ପ୍ରବର୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିୱାଲ
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡି କରିଥିବା ନୋଟିସକୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରବର୍ତନ ନିଦ୍ଦେର୍ଦଶାଳୟ ତୁରନ୍ତ ଏହି ନୋଟିସ୍ ପ୍ରତ୍ୟାହାର କରୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପରିକି ବିଜେପି ନିର୍ଦ୍ଦେଶର ପ୍ରବର୍ତନ ନିର୍ଦ୍ଦେଶାଳୟ ଏହି ନୋଟିସ୍ କରିଥିବା ଅଭିଯୋଗContinue reading “ସମନ ପଛରେ ରାଜନୈତିକ ଉଦ୍ଦେଶ୍ୟ । ପ୍ରବର୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିୱାଲ”
ଆରବିଆଇ ଆଗରେ ଆଜି ବି ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଧାଡ଼ି ଲଗାଇଛନ୍ତି ଲୋକେ
କନକ ବ୍ୟୁରୋ : ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଦିନ ମଜୁରିଆ । ୪ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଗତକାଲି ଇଡି ଓ ଇଓଡବ୍ଲୁ ଟିମ୍ ଯାଇ ଧାଡିରେ ଥିବାContinue reading “ଆରବିଆଇ ଆଗରେ ଆଜି ବି ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଧାଡ଼ି ଲଗାଇଛନ୍ତି ଲୋକେ”
ମହଙ୍ଗା ପଡ଼ିଲା ବିଅର ବୋତଲ ପିଛା ୧୦ ଟଙ୍କା ଅଧିକ ନେବା । ଫସିଲେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ
କନକ ବ୍ୟୁରୋ : ବିଅର ବୋତଲ ପିଛା ଅଧିକ ୧୦ ଟଙ୍କା ନେବା ପଡ଼ିଲା ମହଙ୍ଗା । ଅଧିକ ୧୦ଟଙ୍କା ନେଇ ଫସିଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ । ଏହି ମାମଲାରେ କଟକ ଖାଉଟି ବିବାଦ ସମାଧାନ କମିଶନ ସଂପୃକ୍ତ ମଦ ବ୍ୟବସାୟୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା କରିବା ସହ କ୍ଷତିପୂରଣ ବାବଦ ୫୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିContinue reading “ମହଙ୍ଗା ପଡ଼ିଲା ବିଅର ବୋତଲ ପିଛା ୧୦ ଟଙ୍କା ଅଧିକ ନେବା । ଫସିଲେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ”
ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ । ଘଟଣା ସ୍ଥଳକୁ ଯିବ ସାଇଂଟିଫିକ୍ ଟିମ୍
କନକ ବ୍ୟୁରୋ : ନାବାଳକଙ୍କୁ ଛୁରାମାଡ । ଜଟଣୀ ବେଣାପଞ୍ଜୁରୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଛୁରାମାଡରେ ନାବାଳକ ଛାତ୍ର ଶୁଭମ ସ୍ୱରୂପଙ୍କ ମୃତ୍ୟୁ ହୋଇଛି । ଶୁଭମ ସ୍ୱରୂପ ପଢୁଥିବାବେଳେ ଘରେ ପଶି ଦୁର୍ବୃତ ଛୁରାମାଡ କରିଥିଲେ । ଦୁର୍ବୃତ ଶୁଭମଙ୍କ ଦେହରେ ୩-୪ ଥର ଛୁରାମାଡ କରି ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ନାବାଳକ ଛାତ୍ରଙ୍କୁ ଖୋର୍ଧା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।Continue reading “ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ । ଘଟଣା ସ୍ଥଳକୁ ଯିବ ସାଇଂଟିଫିକ୍ ଟିମ୍”