କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ଚିଂଟୁକୁ ଭେଟିଛନ୍ତି ଅଭିନେତା ବାବୁ ସାନ୍ । ମେଡିକାଲରେ ବେଡରେ ପଡି ଜୀବନ ସହ ସଂଘର୍ଷ କରୁଥିବା କୁନି ଫ୍ୟାନକୁ ବାବୁସାନ୍ ଭେଟିଛନ୍ତି । ମୋତେ ଖୋଜୁଥିଲୁ.. ଏବେ ଆସିଗଲି.. କହି ହସାଇଲେ,ସାନ୍ତନା ଦେଲେ । ବେକରେ ପିନ୍ଧିଥିବା ମାଳ କାଢି ଚିଣ୍ଟୁର ମୁଣ୍ଡରେ ଲଗାଇ ଦେଇଥିଲେ ବାବୁସାନ୍ । ଭଗବାନ ସବୁ କିଛି ଠିକ୍ କରିଦେବେ କହି ପରିବାର ଲୋକଙ୍କୁ ଧୈର୍ଯ୍ୟContinue reading “ମେଡ଼ିକାଲରେ କୁନି ପ୍ରଶଂସକକୁ ଭେଟିଲେ ଅଭିନେତା ବାବୁସାନ୍ : ଦୁର୍ଘଟଣାରେ ଗୋଟିଏ ଗୋଡ଼, ଦୁଇ ହାତ ହରାଇ ଜୀବନ ସହ ସଂଘର୍ଷ କରୁଛି ଚିଂଟୁ”
Tag Archives: News
ଦ୍ରୁତ କରୋନା ସଂକ୍ରମଣ ବଢାଇଲା ଦ୍ୱିତୀୟ ଲହରି ଭୟ : ଶୀଘ୍ର ଟିକାକରଣ ପାଇଁ ୫ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ
କନକ ବ୍ୟୁରୋ : ଦେଶରେ ୫ଟି ରାଜ୍ୟରେ ପଜିଟିଭ ମାମଲା ବୃଦ୍ଧି ପାଇବା ପରେ କରୋନାର ଦ୍ୱିତୀୟ ଲହରି ଭୟ ଘାରିଛି । ଏନେଇ କେନ୍ଦ୍ର ସରକାର ୫ଟି ରାଜ୍ୟକୁ ଶୀଘ୍ର ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଙ୍ଗଳବାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଂଜାବ, ଛତିଶଗଡ ଓ ଜାମ୍ମୁକାଶ୍ମୀର ସରକାରଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କୋଭିଡ ଯୋଦ୍ଧାଙ୍କୁ ଶୀଘ୍ର ଟିକାକରଣ କରିବାକୁ ଚିଠି ଲେଖିିଛନ୍ତି । ଏଥିସହ ୫ରାଜ୍ୟର ୧୪ ଜିଲ୍ଲାରେ ଦ୍ରୁତ ସଂକ୍ରମଣContinue reading “ଦ୍ରୁତ କରୋନା ସଂକ୍ରମଣ ବଢାଇଲା ଦ୍ୱିତୀୟ ଲହରି ଭୟ : ଶୀଘ୍ର ଟିକାକରଣ ପାଇଁ ୫ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ”
ଓଡିଶାରେ ତେଲ ଦର ଟପିଲା ଶହେ ଟଙ୍କା । କାଲିମେଳାରେ ପେଟ୍ରୋଲ ଲିଟରକୁ ଶହେ ଟଙ୍କା ୨୯ ପଇସା, ଲଗାତାର ବଢିଚାଲିଛି ତେଲ ଦର
କନକ ବ୍ୟୁରୋ : କନ୍ଦାଉଛି ତେଲ ଦର । ଓଡିଶାରେ ଶହେ ଟପିଲା ତେଲ ଦର । ଲଗାତାର ଦେଲ ଦର ବଢୁଥିବା ବେଳେ ଗତକାଲି ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ୨୯ ପଇସା ଦରରେ ବିକ୍ରି ହୋଇଛି । ସେହିପରି ଡିଜେଲ ଲିଟରକୁ ୯୩ ଟଙ୍କା ୮୬ ପଇସା ଦେଇ କିଣିଛନ୍ତି ଗ୍ରାହକ । ଦୁଇ ଦିନ ତଳେ କାଲିମେଳାରେ ସାଧାରଣ ପେଟ୍ରୋଲର ଦର ୯୬ ଟଙ୍କା ୭୮ ପଇସାContinue reading “ଓଡିଶାରେ ତେଲ ଦର ଟପିଲା ଶହେ ଟଙ୍କା । କାଲିମେଳାରେ ପେଟ୍ରୋଲ ଲିଟରକୁ ଶହେ ଟଙ୍କା ୨୯ ପଇସା, ଲଗାତାର ବଢିଚାଲିଛି ତେଲ ଦର”
ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର । ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ ।
କନକ ବ୍ୟୁରୋ : ମଦ୍ୟପାନ କରିବା ଗାଡ଼ି ଚଲାଇବା ମଦ୍ୟପ ଡ୍ରାଇଭରଙ୍କ ପାଇଁ କାଳ ହୋଇଛି। ଯାଞ୍ଚ ସମୟରେ ପୁଲିସ୍ ହାବୁଡ଼ରେ ପଡିଥିବା ଡ୍ରାଇଭର ନିକଟରୁ ପରିବହନ ବିଭାଗ କୌଣସି କାଗଜପତ୍ର ନ ପାଇବା ପରେ ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୦ ହଜାର ସମେତ ଅନ୍ୟ କାଗଜପତ୍ର ବାକି ଅର୍ଥ ଜରିମାନା ପଡ଼ିଥିବା ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଆଜିContinue reading “ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର । ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ ।”
ଚୀନ୍ ପାଲଟିଛି ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ । କମର୍ସ ମନ୍ତ୍ରାଳୟ ଦେଲା ସୂଚନା ।
କନକ ବ୍ୟୁରୋ : ସୀମା ବିବାଦ ମଧ୍ୟରେ ବି ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ବନିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସବୁଠୁ ଅଧିକ ରହିଛି । ଭାରତ ଚୀନ୍ ସୀମାରେ ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପ୍ରତିବାଦ ତେଜିବାରେ ଲାଗିଲା । ଏପରିକି ସାରା ଦେଶରେ ଚୀନ୍ ଓ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଦାବି ଜୋର ଧରିଲାContinue reading “ଚୀନ୍ ପାଲଟିଛି ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ । କମର୍ସ ମନ୍ତ୍ରାଳୟ ଦେଲା ସୂଚନା ।”
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଘରେ ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇର ପଚରାଉଚରା ।
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କୋଇଲା ଦୁର୍ନୀତିକୁ ଜୋର ଧରିଛି ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଶେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପଚରାଉଚରା କରିଛି ସିବିଆଇ । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏବେ କୋଇଲା ଦୁର୍ନୀତିକୁ ନେଇ ସରଗରମ ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଶେକ ବାନାର୍ଜିଙ୍କ ପତ୍ନୀଙ୍କୁ ସିବିଆଇ ଟିମ ପଚରାଉଚରା କରିଛି ।Continue reading “ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଘରେ ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇର ପଚରାଉଚରା ।”
ବିଶ୍ୱର ସବୁଠୁ ବଡ଼ ଧନୀ କିଏ? ବିଟ କଏନରେ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇଲେ ଦୁଇ ନମ୍ବର ସ୍ଥାନକୁ ଖସିଲେ ମସ୍କ ।
କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ଧନୀ କିଏ ? ଏନେଇ ଯେମିତି ଲୁଚକାଳି ଚାଲିଛି । ଏଲନ ମସ୍କ ପୁଣି ଥରେ ଧନୀ ତାଲିକାର ଦୁଇ ନମ୍ବରକୁ ଆସିଯାଇଥିବା ବେଳେ ଆମାଜନ ମୁଖ୍ୟ ଜେଫ ବେଜାସ୍ ଏକ ନମ୍ବର ଧନୀ ପାଲଟିଛନ୍ତି । ଟେସଲା କମ୍ପାନୀ ମୁଖ୍ୟ ଏଲନ ମସ୍କ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇବା ପରେ ଦୁଇ ନମ୍ବରକୁ ଖସି ଆସିଛନ୍ତି । ମସ୍କଙ୍କ ପାଖରେ ଏବେ ୧୮୩ ବିଲିୟନ ଡଲାରContinue reading “ବିଶ୍ୱର ସବୁଠୁ ବଡ଼ ଧନୀ କିଏ? ବିଟ କଏନରେ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇଲେ ଦୁଇ ନମ୍ବର ସ୍ଥାନକୁ ଖସିଲେ ମସ୍କ ।”
ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଥିବା ଅଡିଓ ଜାରି କଲା ନାସା ।
କନକ ବ୍ୟୁରୋ: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା ନାସା ଏନେଇ ଏକ ଅଡିଓ କ୍ଲିପ ଜାରି କରିଛି । ଏହି ଅଡିଓ ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଛି । ଯେଉଁଥିରେ ପବନର ଶବ୍ଦ ରେକର୍ଡ କରାଯାଇଛି । ମଙ୍ଗଳ ଗ୍ରହରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା । ରୋଭର ଦ୍ୱାରା ରେକର୍ଡ କରାଯାଇଥିବା ଶବ୍ଦକୁ ସାର୍ବଜନୀନ କରିଛିContinue reading “ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଥିବା ଅଡିଓ ଜାରି କଲା ନାସା ।”
ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ ।
କନକ ବ୍ୟୁରୋ : ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ । ରାଜ୍ୟର ୪୪୯ ଆସନରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ହାତରେ ମାତ୍ର ୪୪ଟି ଆସନ ରହିଛି । ଗୁଜୁରାଟରେ ୬ଟି ମହାନଗର ନିଗମ ନିର୍ବାଚନ ନେଇ ଭୋଟଗଣତି ଚାଲିଛି । ସୂଚନା ଅନୁସାରେ ବିଜେପି ୪୪୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୪୪ଟି ସିଟରେ ଆଗୁଆ ରହିଛି । ରବିବାରContinue reading “ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ ।”
ଖଣ୍ଡଗିରିର କାଳିଗୁମ୍ଫାରେ କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ଗୁମ୍ଫା ଭିତରର ଭୟାନକ ଚିତ୍ର ।
କନକ ବ୍ୟୁରୋ: ଲୋକକଥା ଅନୁସାରେ, ଖଣ୍ଡଗିରିରେ ରହିଛି ୭ଶହରୁ ଅଧିକ ଗୁମ୍ଫା । ପ୍ରତ୍ୟେକ ଗୁମ୍ଫାର ମହାତ୍ମ୍ୟ ରହିଛି । ଏଥିପାଇଁ ଆଜି ବି ସେହି ଗୁମ୍ଫାଗୁଡିକରେ ସାଧୁସନ୍ଥ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତ୍ୟେକ ବର୍ଷ ମାଘ ମେଳାରେ ଏଠାକୁ ଅନେକ ସାଧୁସନ୍ଥ ଆସି ତପସ୍ୟା କରନ୍ତି । ତେବେ ଆଜିବି ଗୁମ୍ଫା ଭିତରକୁ ଯିବା ଏତେ ସହଜ ନୁହେଁ । ଗୁମ୍ଫାର ପ୍ରବେଶ ପଥ ଏକ ସାପ ଭଳି । ଯାହାସହ ଭୟ ବଢାଉଥିଲା ରାସ୍ତା,Continue reading “ଖଣ୍ଡଗିରିର କାଳିଗୁମ୍ଫାରେ କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ଗୁମ୍ଫା ଭିତରର ଭୟାନକ ଚିତ୍ର ।”