କନକ ବ୍ୟୁରୋ : କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନେଇ ତାରିଖ ଘୋଷଣା କରିପାରନ୍ତି । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ (ବାମଦଳ ଓ କଂଗ୍ରେସ) ନିର୍ବାଚନୀ ମୈଦାନକୁ ଉହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ଏହି ଦୁଇଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଛି ବୋଲି ଜଣାପଡିଛିContinue reading “ପଶ୍ଚିମବଙ୍ଗ ନିର୍ବାଚନ: ବାମଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟିଲା ଆସନ ବୁଝାମଣା ବିବାଦ । ୨୮ ତାରିଖରେ ବିଧିବଦ୍ଧ ଘୋଷଣା”
Tag Archives: News
ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା ଏତେ ଗୁଡିଏ ଟଙ୍କା ?
କନକ ବ୍ୟୁରୋ: ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟଠୁ ୨ଶହ ଆଉ ୫ଶହ ଟଙ୍କିଆ ନୋଟ୍ । ଏହିଭଳି ପୁଳେ ପୁଳେ ଟଙ୍କା ଏବେ ପୋକ ପାଟିରେ ସ୍ୱାହାଃ ହୋଇଯାଇଛି । ୧୦ ହଜାର କି ୫୦ ହଜାର ନୁହେଁ ପୋକ ପାଟିରେ ପଶି ଯାଇଛି ପାଖାପାଖି ୫ ଲକ୍ଷ ଟଙ୍କା । ସକାଳୁ ଉଠିବା ପରେ ହଠାତ୍ ନିଜ ଜୀବନଯାକର ସଞ୍ଚିତ ଟଙ୍କା ଏମିତି ନଷ୍ଟ ହୋଇଯାଇଥିବା ଦେଖି ଯିଏ ନାହିଁ ସିଏContinue reading “ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା ଏତେ ଗୁଡିଏ ଟଙ୍କା ?”
୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ପୁଲିସ କମିଶନରଙ୍କ ଅଫିସ ଆସି ଆଲୋଚନା କଲେ ସିବିଆଇର ୨ ଜଣିଆ ଟିମ୍, ଏପଟେ ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ ।
କନକ ବ୍ୟୁରୋ: ୧୯୯୯ ବହୁର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ଘଟଣା । ଦୀର୍ଘ ୨୨ ବର୍ଷ ପରେ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଥିବା ବେଳେ ଆଜି ପୁଲିସ କମିଶନରଙ୍କ ଅଫିସରେ ପହଂଚିଥିଲେ ସିବିଆଇର ୨ ଜଣିଆ ଟିମ୍ । ଜଣେ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଓ ଏହି ମାମଲାର ତଦନ୍ତ କରୁଥିବା ଜଣେ ତଦନ୍ତକାରୀ ଅଧିକାରୀ ପୁଲିସ କମିଶନରଙ୍କ ଅଫିସରେ ପହଂଚି ପୁଲିସ କମିଶନରContinue reading “୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ପୁଲିସ କମିଶନରଙ୍କ ଅଫିସ ଆସି ଆଲୋଚନା କଲେ ସିବିଆଇର ୨ ଜଣିଆ ଟିମ୍, ଏପଟେ ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ ।”
କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ଫୋରଣ , ୬ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ଭୟାନକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ଖାଦାନରେ କାମ କରୁଥିବା ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏହାସହ ଅନେକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ହିରେନାଗାଭାଲି ପଥର ଖାଦାନରେ ପଥର ଫଟାଇବା ପାଇଁ ବ୍ୟବହୃତ ଜିଲେଟିନ୍ ଷ୍ଟିକ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନିଆଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲାContinue reading “କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ଫୋରଣ , ୬ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ”
ସିଲଭର ସିଟିରେ ପୁଣି ନକଲି ସିମେଣ୍ଟ : ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ୍
କନକ ବ୍ୟୁରୋ : କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁର ଖଇରା ଅଂଚଳରେ ଚାଲିଥିବା ନକଲି ସିମେଣ୍ଟ କାରଖାନା ଠାବ କରିଛି ପୋଲିସ । ବିପୁଳ ପରିମାଣର ନକଲି ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ନକଲି ସିମେଣ୍ଟ ଚାଲାଣ ହେଉଥିବା ନେଇ ଖବର ରହିଛି । କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ଘିଅ ଏବଂ ସସ୍ ଜବତ କରାଯାଇଥିଲାContinue reading “ସିଲଭର ସିଟିରେ ପୁଣି ନକଲି ସିମେଣ୍ଟ : ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ୍”
ପୋଷ୍ଟ ଅଫିସରୁ ଟଙ୍କା ଗାଏବ : ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ !
କନକ ବ୍ୟୁରୋ : ବ୍ୟାଙ୍କ ପରେ ପୋଷ୍ଟ ଅଫିସରୁ ଟଙ୍କା ଗାଏବ । ହଜାରେ ଦୁଇ ହଜାରେ ନୁହେଁ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକଘର କର୍ମଚାରୀ । ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରାୟ ୨ ହଜାର ଜମାକାରୀଙ୍କ ଆକାଉଂଟରୁ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେContinue reading “ପୋଷ୍ଟ ଅଫିସରୁ ଟଙ୍କା ଗାଏବ : ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ !”
ତେଲ ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛି ଦେଶ : ପେଟ୍ରୋଲିୟମ୍ ମନ୍ତ୍ରୀ କହିଲେ, ଟିକସ ଆଦାୟ ଛଡା ଅନ୍ୟ ବିକଳ୍ପ ନାହିଁ
କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ତେଲ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁContinue reading “ତେଲ ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛି ଦେଶ : ପେଟ୍ରୋଲିୟମ୍ ମନ୍ତ୍ରୀ କହିଲେ, ଟିକସ ଆଦାୟ ଛଡା ଅନ୍ୟ ବିକଳ୍ପ ନାହିଁ”
ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ
କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ଅଧିବେଶନ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜିର ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି । ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଛି । ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା । ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ଟଙ୍କା ଓ ଡ଼ିଜେଲରେ ୧୩Continue reading “ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ”
ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।
କନକ ବ୍ୟୁରୋ: ଝାରୁସୁଗୁଡ଼ାରେ ପ୍ରଥମଥର ପାଇଁ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଯୋଗଦେଇଥିଲେ । ସେହପରି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି, ସତ୍ୟନରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଝାରସୁଗୁଡ଼ା ଜିଲ୍ଲା ସଂଘର ସଭାପତି ଜୟନ୍ତ କୁମାର ଦିକ୍ଷୀତ୍ ପ୍ରମୁଖContinue reading “ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।”
ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ
କନକ ବ୍ୟୁରୋ : ଖଣ୍ଡାରେ ଆକ୍ରମଣ କରି ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସକୁନ୍ତଳା ଦାଶ ନାମକ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ସୁନାଚେନ ଲୁଟିନେଇଛନ୍ତି । ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଆକ୍ରମଣ କରିଥିଲେ । ବାଇକରେ ଆସିଥିବା ତିନଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ହେଲମେଟ ପିନ୍ଧି ନଥିଲେ । ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ଏକ ଘରୋଇContinue reading “ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ”