
Featured Post
Stay Warm in Autumn: Roasted Pumpkin Soup
- ୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜାକନକ ବ୍ୟୁରୋ : ୩୦ବର୍ଷ ଅପେକ୍ଷାର ହେଲା ଅନ୍ତ । ୩ଦଶନ୍ଧି ପରେ ଜ୍ଞାନବାପୀ ମସଜିଦ ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବୁଧବାର ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ବାରଣାସୀ କୋର୍ଟ ରାୟContinue reading “୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା”
- କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀକନକ ବ୍ୟୁରୋ : ଗୋଟିଏ ପଟେ ସଂସଦରେ ବଜେଟ୍ ଆଗତ ହେଉଥିଲା, ସେପଟେ ରାସ୍ତାରେ ଶ୍ରମିକଙ୍କ ସହ ବସି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଥିବାContinue reading “କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ”
- ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶକନକ ବ୍ୟୁରୋ : ଲାକ୍ଷାଦ୍ୱୀପ ପାଇଁ କାମଚଳା ବଜେଟରେ ସ୍ୱତନ୍ତ୍ର ଘୋଷଣା । ଭାରତୀୟ ପର୍ଯଟନକ୍ଷେତ୍ରର ଭିତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ଅନ୍ତରୀଣ ବଜେଟରେ ବଡ ଘୋଷଣା କରାଯାଇଛି । ଲାକ୍ଷାଦ୍ୱୀପକୁ ଅଧିକ ଆକର୍ଷିତ କରିବା ପାଇଁ ସରକାର କରିବେ ବଡ ନିବେଶContinue reading “ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ”