ଆଜି କୋରାପୁଟରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ବାତ୍ୟା । ବାତ୍ୟା ‘ଗୁଲାବ’କୁ ନେଇ ସୂଚନା ଦେଲେ ଏସଆରସି ।

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ ବର୍ତ୍ତମାନ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଓଡ଼ିଶାର ଗୋପାଳପୁର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଏହା କୋରାପୁଟ ଭିତରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ।

ବାତ୍ୟା ‘ଗୁଲାବ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା । ଆରମ୍ଭ ହୋଇଛି ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୯ଟାରୁ ୯.୩୦ରେ ସରିବ । ତେବେ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କେବଳ ଗଜପତିରେ ସାମାନ୍ୟ ବର୍ଷା ପବନ ରହିଛି । ଏଯାଏଁ କୌଣସି ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇନାହିଁ । ଗଞ୍ଜାମ, ଗଜପତି ରାୟଗଡାର କିଛି ଅଂଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

The post ଆଜି କୋରାପୁଟରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ବାତ୍ୟା । ବାତ୍ୟା ‘ଗୁଲାବ’କୁ ନେଇ ସୂଚନା ଦେଲେ ଏସଆରସି । first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: