ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ନେଇ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ସମସ୍ୟା । ପ୍ରମାଣ ସଂଗ୍ରହ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ, ପତ୍ନୀ ଶିଳ୍ପାକୁ କଲା ଜେରା

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଜୁହୁ ସ୍ଥିତ ଘରେ ପହଁଚିଥିଲା ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ । ଅଧିକ ତଥ୍ୟ ପାଇଁ କୁନ୍ଦ୍ରାଙ୍କ ଘରେ ଯାଞ୍ଚ କରିଛି ପୋଲିସ । ତେବେ ରାଜ କୁନ୍ଦ୍ରା ଏବଂ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି କ୍ରାଇମ୍ ବ୍ରାଞ୍ଚ । ଯେଉଁଠି ପୋଲିସକୁ ଶିଳ୍ପାContinue reading “ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ନେଇ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ସମସ୍ୟା । ପ୍ରମାଣ ସଂଗ୍ରହ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ, ପତ୍ନୀ ଶିଳ୍ପାକୁ କଲା ଜେରା”

୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜୟଡସ କାଡିଲା

କନକ ବ୍ୟୁରୋ: କୋଭିଡର ତୃତୀୟ ଲହର ପିଲାଙ୍କ ପାଇଁ ବେଶୀ ଭୟଙ୍କର ଥିବା ଆଶଙ୍କା ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଦେଇଛନ୍ତି ଏକ ଖୁସି ଖବର । ଖୁବଶୀଘ୍ର ଦେଶର ଛୋଟ ଛୋଟ ପିଲାଙ୍କୁ ଦିଆଯିବ କରୋନା ନିରୋଧି ଟିକା କୋଭାକ୍ସିନ । ଭାରତରେ ୧୮ ବର୍ଷରୁ କମ୍ ପିଲାଙ୍କ ଠାରେ କରୋନା ଟିକାର ପ୍ରୟୋଗ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହେବ । ୧୮ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟୀକାContinue reading “୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜୟଡସ କାଡିଲା”

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତିି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ

କନକ ବ୍ୟୁରୋ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଏହି ସବୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ୧୧ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଉଦ୍ଧାର କାମରେ ବାୟୁସେନା, ଜଳସେନା ଏବଂ ଏନଡ଼ିଆରଏଫ ଟିମ୍ ସହାୟତା କରୁଛନ୍ତି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୨୯ ଲୋକଙ୍କର ପ୍ରାଣହାନୀ ହେଲାଣି ।Continue reading “ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତିି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ”

ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ । ଚମକିଲେ ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ।

କନକ ବ୍ୟୁରୋ: ଟୋକିଓରେ ଦେଖିବାକୁ ମିଳିଛି ଦୁଇ ଓଡ଼ିଆଙ୍କ ଦମଦାର ପ୍ରଦର୍ଶନ । ଗୋଲ କରିବାରେ ସମର୍ଥ ହୋଇନାହାନ୍ତି ସତ, କିନ୍ତୁ ଏକାଧିକ ଗୋଲ ଅଟକାଇ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନରେ ଶ୍ରେଷ୍ଠ ଯୋଗଦାନ ଦେଇଛନ୍ତି ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ । ଆଜି ପୁରୁଷ ହକିରେ ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି । ତେବେ ଆଜି ଭାରତ ବିଜୟରContinue reading “ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ । ଚମକିଲେ ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ।”

କେନ୍ଦ୍ର କଂଗ୍ରେସରେ ଚାଲିଛି ରାଜ୍ୟ ଅଧ୍ୟକ୍ଷ ବଦଳି ଋତୁ । ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ ବଦଳିଲେ ଅଧ୍ୟକ୍ଷ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ରାଜ୍ୟମାନଙ୍କର ଅଧ୍ୟକ୍ଷ ବଦଳି କରାଯାଉଛି । ଏହି କ୍ରମରେ ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି । ଆସାମରେ ଭୂପେନ ବୋରାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଲୋକେଶ ସିଂଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀ । କହିରଖୁ କି କଂଗ୍ରେସ ଏବେ ଏକ ନୂଆ ଯୋଜନାContinue reading “କେନ୍ଦ୍ର କଂଗ୍ରେସରେ ଚାଲିଛି ରାଜ୍ୟ ଅଧ୍ୟକ୍ଷ ବଦଳି ଋତୁ । ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ ବଦଳିଲେ ଅଧ୍ୟକ୍ଷ”

ଟୋକିଓରେ ଟେକ ରଖିଲେ ମୀରାବାଇ ଚାନୁ । ୪୯ କେଜି ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ରୌପ୍ୟ ପଦକ ।

କନକ ବ୍ୟୁରୋ: କୌଣସି ଭାରତୀୟ ମହିଳା ଭାରୋତ୍ତଳକଙ୍କ ବେକରେ ସଫଳତାର ମେଡାଲ ଝୁଲିବାକୁ ଯେଉଁ ଦୁଇ ଦଶନ୍ଧୀର ଅପେକ୍ଷା ଥିଲା, ସେହି ଅପେକ୍ଷାର ଅନ୍ତ ହୋଇଛି । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଭାରୋତ୍ତଳନରୁ ଆସିଛି ଅଲିମ୍ପିକ୍ସ ପଦକ । ପ୍ରଥମ ଦିନରେ ରୌପ୍ୟ ପଦକ ଆଣି ଟୋକିଓ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡାଇଛନ୍ତି ମହିଳା ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ଚାନୁଙ୍କୁ ମିଳିଛି ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କରେContinue reading “ଟୋକିଓରେ ଟେକ ରଖିଲେ ମୀରାବାଇ ଚାନୁ । ୪୯ କେଜି ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ରୌପ୍ୟ ପଦକ ।”

ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । କହିଲେ କରୋନା ମହାମାରୀ ପାଇଁ ଆଗକୁ ସରକାରଙ୍କ ସାମ୍ନାରେ ଆସିପାରେ ନୂଆ ଚ୍ୟାଲେଂଜ୍

କନକ ବ୍ୟୁରୋ: ଦେଶର ବିଗୁଡୁଥିବା ଅର୍ଥବ୍ୟବସ୍ଥା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । ମନମୋହନ ସିଂହଙ୍କ ୧୯୯୧ ମସିହାର ଐତିହାସିକ ବଜେଟ୍ ଉପସ୍ଥାପନର ଶୁକ୍ରବାର ୩୦ ବର୍ଷ ପୂରଣ ଅବସରରେ କହିଛନ୍ତି, କରୋନା ମହାମାରୀ ପାଇଁ ଦେଶରେ ଉପୁଜିଥିବା ସମସ୍ୟା ସେତେବେଳ ତୁଳନାରେ ବେଶୀ ଚିନ୍ତାଜନକ । ଏଭଳି ପରିସ୍ଥିତିରେ ସରକାରଙ୍କୁ ପ୍ରାଥମିକତା ଉପରେ ବେଶୀ ଗୁରୁତ୍ୱ ଦେବା ଜରୁରୀ । ସେ କହିଛନ୍ତି – “୩୦ ବର୍ଷ ତଳେ କଂଗ୍ରେସ ପାର୍ଟିContinue reading “ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । କହିଲେ କରୋନା ମହାମାରୀ ପାଇଁ ଆଗକୁ ସରକାରଙ୍କ ସାମ୍ନାରେ ଆସିପାରେ ନୂଆ ଚ୍ୟାଲେଂଜ୍”

ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ବନିଥିଲା ହାଇଦର । ସାଜିଥିଲା ଅପରାଧ ଜଗତର ଦୁର୍ଦ୍ଦାନ୍ତ ଅପରାଧୀ । ଆଜି ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ।

କନକ ବ୍ୟୁରୋ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର  ନବେ ଦଶକରେ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଥିଲା । ତେବେ ରିକ୍ସା ଟାଣି ପେଟ ପୋଷୁଥିବା ହାଇଦର ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ଗ୍ୟାଙ୍ଗ ତିଆରି କରି ପାଲଟି ଯାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ । କେନ୍ଦ୍ରାପଡା ସହରର ୧୩ ନମ୍ବର ୱାର୍ଡ, ରଣପଡାରେ ହାଇଦରର ଘର । ଛୋଟବେଳେ ବେଶ ନିରୀହ ପ୍ରକୃତିର ଥିଲା ଏହି କୁଖ୍ୟାତ ଅପରାଧିContinue reading “ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ବନିଥିଲା ହାଇଦର । ସାଜିଥିଲା ଅପରାଧ ଜଗତର ଦୁର୍ଦ୍ଦାନ୍ତ ଅପରାଧୀ । ଆଜି ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ।”

ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା । କୌଣସି ଉତ୍ତେଜନା ଆଶଙ୍କାରେ ପୋଲିସ ଏଭଳି ପଦକ୍ଷେପ ନେଇଛି । ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟକରିଥିଲା ପୋଲିସ । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳିContinue reading “ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା”

ଦିଲ୍ଲୀରେ ଜାରିହେଲା ଅନଲକ-୭ ଗାଇଡ ଲାଇନ । ଲକଡାଉନ କଟକଣାରୁ ଦିଲ୍ଲୀବାସୀଙ୍କୁ ମିଳିଲା ମୁକ୍ତି । ଚାଲିବ ବସ୍, ମେଟ୍ରୋ ସେବା

କନକ ବ୍ୟୁରୋ : ଦିଲ୍ଲୀ ସରକାର ଅନଲକ-୮ ର ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନରେ ମୁଖ୍ୟତ ୩ ଟି ବଡ କଟକଣା କୋହଳ କରାଯାଇଛି । ବିଶେଷ ଭାବେ ଦିଲ୍ଲୀବାସୀଙ୍କ ଦୈନିକ ଗମନା ଗମନର ମାଧ୍ୟମ ସାଜିଥିବା ମେଟ୍ରୋଟ୍ରେନ ଉପରେ ସମ୍ପୂର୍ଣ୍ଣ କଟକଣା କୋହଳ କରାଯାଇଛି । ଏବେ ଦିଲ୍ଲୀରେ ୧୦୦ ପ୍ରତିଶତ କେବଳ ସିଟିଂ କାପାସିଟ ସହ ଚାଲିବ । ଏହାସହ ଅଡିଟୋରିୟମ ଓ ସିନେମା ହଲ ୫୦ ପ୍ରତିଶତContinue reading “ଦିଲ୍ଲୀରେ ଜାରିହେଲା ଅନଲକ-୭ ଗାଇଡ ଲାଇନ । ଲକଡାଉନ କଟକଣାରୁ ଦିଲ୍ଲୀବାସୀଙ୍କୁ ମିଳିଲା ମୁକ୍ତି । ଚାଲିବ ବସ୍, ମେଟ୍ରୋ ସେବା”

Create your website with WordPress.com
Get started