କନକ ବ୍ୟୁରୋ : ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଈଶାନ୍ କିଶନ ଓ ଶ୍ରେୟସ ଆୟର । ଏବେ ଏହାକୁ ନେଇ ବଡ଼ କଥା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ଟିମ୍ ମ୍ୟାନେଜମେଂଟ, ଇଶାନଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଈଶାନ୍ ଓହରି ଯାଇଥିଲେContinue reading “କାହିଁକି ଟି-୨୦ ସ୍କ୍ୱାଡରୁ ବାଦ୍ ପଡ଼ିଲେ ଈଶାନ୍ କିଶନ । ପାର୍ଟିରେ ଇଶାନଙ୍କ ଯୋଗ ଦେବା ନେଇ ଅସନ୍ତୁଷ୍ଟ ମ୍ୟାନେଜମେଂଟ, ଆୟରଙ୍କ ପାଇଁ କାଳ ହେଲା ଖରାପ ଶଟ୍ ଚୟନ”
Author Archives: Raghaba
ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ
କନକ ବ୍ୟୁରୋ: ଭୁବନେଶ୍ୱର ବାସିନ୍ଦା ସତ୍ୟବ୍ରତ ନାୟକ ଓ ପତ୍ନୀ ଅନୁସୟା ନାୟକ । ଦୁର୍ବୁତଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଏହି ଦମ୍ପତି । ସାମାନ୍ୟ କଥାରୁ ଯେ, ଏତେ ଭୟଙ୍କର ଦଶା ଭୋଗିବାକୁ ପଡିବ ତାହା ହୁଏତ କେହି କେବେ ସ୍ୱପ୍ନରେ ବି ଭାବି ନଥିବେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଭୋଜି ପାଇଁ ପରିବାର ସହ ଯାଇଥିବା ବେଳେ ଏହି ଦମ୍ପତିଙ୍କର ଏଭଳି ଅବସ୍ଥା କରିଛନ୍ତି କିଛି ଦୁର୍ବୁତ । ଖୋର୍ଦ୍ଧା ଭୁଷଣ୍ଡପୁରରେContinue reading “ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ”
ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ
କନକ ବ୍ୟୁରୋ : ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସଂସଦୀୟ ଦଳ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ କୌଣସି ବି ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ । କଂଗ୍ରେସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି । ବିବୃତିରେ କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାContinue reading “ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ”
ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି ।
କନକ ବ୍ୟୁରୋ: ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୩ତାରିଖରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନ ଦିନ ସଭାମଞ୍ଚରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସିଧାସଳଖ କେତେକ ପ୍ରଶ୍ନ ଉଠାଇବା ପରେ, ଜାରି ରହିଛି ବିଜେଡି-କଂଗ୍ରେସ ବୟାନବାଜି । ଆଉ ଏହି ବୟାନବାଜି ବଲାଙ୍ଗୀର ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରୁ ନରସିଂହ କହିଥିବା କେଇପଦ କଥା, ବଲାଙ୍ଗୀର ରାଜନୀତିକୁ ଉଷ୍ଣ କରି ରଖିଛି । ସୁକତେଲContinue reading “ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି ।”
ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର
କନକ ବ୍ୟୁରୋ : ଭାରତୀୟ ନୌସେନାର ହେଲା ଶକ୍ତି ବୃଦ୍ଧି । ଶତ୍ରୁରାଷ୍ଟ ପାକିସ୍ଥାନ ଓ ଚୀନର ବଢିଲା ଭୟ । ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନାରେ ସାମିଲ କରାଯାଇଛି । ଆରବ ସାଗରରେ ପଣ୍ୟବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାContinue reading “ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର”
ଭ୍ରାଇବ୍ରାଂଟ ଗୁଜରାଟ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଗ୍ୟାରେଣ୍ଟି । କହିଲେ, ଖୁବ୍ ଶୀଘ୍ର ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି
କନକ ବ୍ୟୁରୋ : ଗୁଜରାଟରେ ଆୟୋଜିତ ଭାଇବ୍ରାଂଟ ଗ୍ଲୋବାଲ ସମିଟରେ କିଛି ଏଭଳି ଗ୍ୟାରେଂଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଆହ୍ୱାନ ଏଥିପାଇଁ ଗୁରୁତ୍ୱ ବହନ କରୁଛନ୍ତି, କାରଣ ଭାରତ ସମେତ ବିଶ୍ୱର ବହୁ ନାମୀ ବ୍ୟବସାୟିକ ଗ୍ରୁପ୍ ଓ କୋଟିପତି ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି, – ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଲକ୍ଷ୍ୟ – ଗତ ୧୦ ବର୍ଷରେ ଭାରତୀୟContinue reading “ଭ୍ରାଇବ୍ରାଂଟ ଗୁଜରାଟ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଗ୍ୟାରେଣ୍ଟି । କହିଲେ, ଖୁବ୍ ଶୀଘ୍ର ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି”
ସ୍ତବ୍ଧ କଲା କୁନି ଶିଶୁର ହତ୍ୟା କାହାଣୀ । ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ
କନକ ବ୍ୟୁରୋ : ଗୋଆରେ ନିଜର ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ମା’ର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ହତ୍ୟାକାଣ୍ଡ ପଛର କାରଣ କ’ଣ ଏବଂ କେମିତି ନିଜର ନିଷ୍ପାପ ଶିଶୁକୁ ହତ୍ୟା କଲା ମା’, ତା’ର କାରଣ ସାମ୍ନାକୁ ଆସିଛି । ଅଣନିଶ୍ୱାସୀ ହେବାରୁ ଶିଶୁଟି ପ୍ରାଣ ହରାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି କିଛି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେContinue reading “ସ୍ତବ୍ଧ କଲା କୁନି ଶିଶୁର ହତ୍ୟା କାହାଣୀ । ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ”
ମହଙ୍ଗା ପଡ଼ିଲା ଭାରତର ବୟକଟ ନାରା । ମାଳଦ୍ୱୀପକୁ ଏବେ ‘ଚୀନ୍’ ସାହାରା!
କନକ ବ୍ୟୁରୋ : ଭାରତ ସେହି ଦେଶ ଯିଏ ସବୁବେଳେ ମାଳଦ୍ୱୀପ ପାଇଁ ବିପଦ ବେଳର ସାଥୀ ହୋଇ ଛିଡ଼ା ହୋଇଥାଏ । କିନ୍ତୁ ଗୋଟିଏ ବିବାଦୀୟ ପୋଷ୍ଟ ସବୁକିଛି ଓଲଟପାଲଟ କରିଦେଲା । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ବୟକଟ କରିବା ପରେ ଏବେ ଚୀନର ସାହାରା ନେଇଛି ମାଳଦ୍ୱୀପ । ଚୀନ ଗସ୍ତରେ ଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡ୍ରାଗନକୁ ଆକୁଳ ନିବେଦନ କରିଛନ୍ତି । ମାଳଦ୍ୱୀପକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ସେContinue reading “ମହଙ୍ଗା ପଡ଼ିଲା ଭାରତର ବୟକଟ ନାରା । ମାଳଦ୍ୱୀପକୁ ଏବେ ‘ଚୀନ୍’ ସାହାରା!”
ରାଜ୍ୟରେ କୁହୁଡ଼ି କରୁଛି କଲବଲ । ଦିନ ଅଧା ଯାଏଁ ରହୁଛି ପ୍ରଭାବ । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସଂଗୀନ ହେଉଛି ସ୍ଥିତି
କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସ୍ଥିତି ସାଂଘାତିକ ହୋଇଯାଉଛି । ଏପରିକି କିଛି ସ୍ଥାନରେ ଦିନ ଅଧା ହେଲା ପରେ ବି କୁହୁଡ଼ି ରହୁଛି । ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ପଡିବ । ତେବେ ୨୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୁହୁଡ଼ି କରୁଛି କଲବଲ ମଧ୍ୟାହ୍ନ ପର୍ଯ୍ୟନ୍ତ ରହୁଛି କୁହୁଡ଼ିContinue reading “ରାଜ୍ୟରେ କୁହୁଡ଼ି କରୁଛି କଲବଲ । ଦିନ ଅଧା ଯାଏଁ ରହୁଛି ପ୍ରଭାବ । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସଂଗୀନ ହେଉଛି ସ୍ଥିତି”
ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରାଇମ ହଟସ୍ପଟ୍ ଉପରେ ରହିବ ସ୍ୱତନ୍ତ୍ର ନଜର ।
କନକ ବ୍ୟୁରୋ: ରାଜଧାନୀରେ ବଢୁଛି ଅପରାଧ ଓ ଲୁଟତରାଜ୍ । ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟପାଟ୍ କରି ଛୁ ମାରୁଛନ୍ତି ଲୁଟେରା । ତେବେ ଏଣିକି ଚୋର ଧରିବାରେ ସହାୟକ ହେବ ଗୁଗଲ ମ୍ୟାପିଂ । ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରମାଗତ ଛିନତାଇ, ଚୋରି ଡକାୟତି ହେଉଥିବା ସ୍ଥାନ ଗୁଡିକ ଗୁଗଲ ମ୍ୟାପିଂରେ ସ୍ଥାନ ପାଇବ । ଫଳରେ କ୍ରାଇମ ହଟସ୍ପଟ୍ ଉପରେ ସ୍ୱତନ୍ତ୍ର ନଜର ରଖିବା ସହContinue reading “ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରାଇମ ହଟସ୍ପଟ୍ ଉପରେ ରହିବ ସ୍ୱତନ୍ତ୍ର ନଜର ।”