ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି ସରକାର ଉପରେ ନ୍ୟାୟର ବିଜୟ

କନକ ବ୍ୟୁରୋ : ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର ସରକାର ଓ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି କି,Continue reading “ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି ସରକାର ଉପରେ ନ୍ୟାୟର ବିଜୟ”

ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ : ରାଜଧାନୀ ସମେତ ଆଦିବାସୀ ଗାଁ ଗଣ୍ଡାରେ ବୁଲିଲା ଅର୍ପଣ ରଥ । ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବ ଆଦିବାସୀ ଗାଁ ଗଣ୍ଡାର ଗୁଆ ଓ ଚାଉଳ । ଏଥିଲାଗି ପ୍ରଶାସନ ତରଫରୁ ଅର୍ପଣ ରଥର ଆୟୋଜନ କରି ପ୍ରତି ଗାଁ ଓ ସାହିରେ ପରିକ୍ରମା ଜାରି ରହିଛି । ମାଲକାନଗିରି ମାଥିଲି ବ୍ଲକ ସଦରରେ ମଧ୍ୟ ଏହି ଅର୍ପଣ ରଥ ଦେଖିବାକୁ ମିଳିଛି ।Continue reading “ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା ରାଜନୀତି”

ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ

କୁକୁରର ଏହି ପ୍ରଜାତି ଏତେ ଶକ୍ତିଶାଳୀ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି । ଆଜିକାଲି ଘରେ କୁକୁର ପାଳିବା ପରେ ବହୁତ ଲୋକଙ୍କର ଏକ ସଉକ ହେଇଗଲାଣି । ପୃଥିବୀରେ ଦେଖାଯାଉଥିବା କୁକୁରର ପ୍ରଜାତି ପ୍ରାୟ ୪୦୦ ରୁ ଅଧିକ ଅଟେ । ଏମାନଙ୍କୁ ଶ୍ରେଣୀContinue reading “ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ”

ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର

କନକ ବ୍ୟୁରୋ : ନୂଆ ବର୍ଷରୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ଅଧୀକ ଟଙ୍କା । ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି ସାଧାରଣ ଲୋକମାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଚ୍ୟାନେଲ ଦେଖୁଥିବା ଲୋକମାନଙ୍କ ଏବେ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଭାୟାକମ ୧୮Continue reading “ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର”

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ ।

କନକ ବ୍ୟୁରୋ: ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ୍ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ୍ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନ ସଭା କରିବେ କଂଗ୍ରେସ ନେତା । ଓଡିଶା ପ୍ରଭାରୀ ଅଜୟ କୁମାରContinue reading “ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ ।”

ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

କନକ ବ୍ୟୁରୋ: ପିଡିଏସ ଚାଉଳ ବାଟମାରଣା ଅଭିଯୋଗ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । ବାଙ୍କୀ- ତମପଡ଼ା ବ୍ଲକ ଦୁଲଣାପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡିଲର ପ୍ରଦୋଷ ନାୟକ ହିତାଧିକାରୀଙ୍କ ଚାଉଳକୁ ଜାଲିଆତି କରି ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ କାଟି ରଖୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଡିଲର ବାରମ୍ବାର ଏହିଭଳି କାର୍ଯ୍ୟ କରୁଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଜି ସମ୍ପୃକ୍ତ ଡିଲରContinue reading “ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।”

ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେଶୀ ।

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ବରିଷ୍ଠ ଉପସଭାପତି ଶାହ ମେହମୁଦ କୁରେଶି ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏବେ ରାୱଲପିଣ୍ଡିର ଆଡିଆଲା ଜେଲରେ ରହିଛନ୍ତି । ଜେଲରେ ଅଛନ୍ତି ବୋଲି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ କୁରେଶୀଙ୍କ ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ଦଳର ବରିଷ୍ଠ ଉପସଭାପତି ଶାହ ମହମୁଦ କୁରେଶୀଙ୍କୁ ଫେବୃଆରୀContinue reading “ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେଶୀ ।”

ବିଜେଡି ଛାଡିଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ ଥରର ବିଧାୟକ ବଳଭଦ୍ର ।

କନକ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ବଳଭଦ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ବିଜେଡି ଛାଡିଛନ୍ତି । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁContinue reading “ବିଜେଡି ଛାଡିଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ ଥରର ବିଧାୟକ ବଳଭଦ୍ର ।”

ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଦେଲେ ସହାୟତା ରାଶି ।

କନକ ବ୍ୟୁରୋ: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯାଇଛି । କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର ପ୍ରମୁଖContinue reading “ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଦେଲେ ସହାୟତା ରାଶି ।”

ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ?

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି । ଏସବୁ ଭିତରେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ସେମାନେ ଜୋର ଜବରଦସ୍ତ ଫାର୍ମContinue reading “ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ?”

Design a site like this with WordPress.com
Get started