କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି । ବାରିପଦାଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ୟ୍ୟକ୍ରମରେ ଯୋଗ ଦେଇ ସେContinue reading “ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଉନ୍ନୟନମୂଳକ କାମର କଲେ ସମୀକ୍ଷା । ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ।”
Author Archives: Raghaba
ୟୁରୋପୀୟ ୟୁନିଅନ୍ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ଉପରେ ଆରମ୍ଭ କଲା ଯାଞ୍ଚ ? ମାମଲା କ’ଣ ?
ସାନ ଫ୍ରାନ୍ସିସ୍କୋ ସ୍ଥିତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ କହିଛି ଯେ ଏହା ଡିଜିଟାଲ୍ ସର୍ଭିସେସ୍ ଆକ୍ଟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନିୟାମକ ପ୍ରକ୍ରିୟାରେ ସହଯୋଗ କରୁଛି । ସୋସିଆଲ ମିଡିଆ ତଥା ଲୋକଏବଂ ସମାଜ ପାଇଁ କ୍ଷତିକାରକ ଅନଲାଇନ୍ କଣ୍ଟେଣ୍ଟରୁ ରକ୍ଷା କରିବା ପାଇଁ ୟୁରୋପୀୟ ସଂଘର କଠୋର ନୂତନ ନିୟମାବଳୀ ଅନୁଯାୟୀ ୟୁରୋପୀୟ ୟୁନିଅନ୍ ସୋମବାର ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ‘X’ ଉପରେ ଯାଞ୍ଚ ଆରମ୍ଭ କରିଛି । ଏହା ହେଉଛିContinue reading “ୟୁରୋପୀୟ ୟୁନିଅନ୍ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ଉପରେ ଆରମ୍ଭ କଲା ଯାଞ୍ଚ ? ମାମଲା କ’ଣ ?”
ଧୋନୀ-ରୋହିତ ଯାହା କରିନଥିଲେ, ତାହା କରି ଦେଖାଇଲେ ପନ୍ତ । ପ୍ରଥମ ଥର ଅକ୍ସନ ଟେବୁଲରେ ନଜର ଆସିଲେ କୌଣସି ଟିମର ଅଧିନାୟକ । ଦଳ ପାଇଁ ଖେଳାଳି କିଣିଲେ ରିଷଭ ।
କନକ ବ୍ୟୁରୋ: ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ରିଷଭ ପନ୍ତ ଆଜି ନିଜ ଦଳ ପାଇଁ ଆଇପିଏଲ୍ ଅକ୍ସନ ଟେବୁଲରେ ବସିଥିବା ଦେଖିବାକୁ ମିଳିଛି । ତେବେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ନଜର ଆସିଛନ୍ତି । ଏହାପୂର୍ବରୁ କେବେ ବି କୌଣସି ଆଇପିଏଲ ଅଧିନାୟକଙ୍କୁ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁContinue reading “ଧୋନୀ-ରୋହିତ ଯାହା କରିନଥିଲେ, ତାହା କରି ଦେଖାଇଲେ ପନ୍ତ । ପ୍ରଥମ ଥର ଅକ୍ସନ ଟେବୁଲରେ ନଜର ଆସିଲେ କୌଣସି ଟିମର ଅଧିନାୟକ । ଦଳ ପାଇଁ ଖେଳାଳି କିଣିଲେ ରିଷଭ ।”
ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ: ମିମିକ୍ରି ସମୟର ଭିଡିଓ ଉତୋଳନ କଲେ ରାହୁଲ ଗାନ୍ଧୀ
କନକ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନକଲ କଲେ ବିରୋଧୀ ସାଂସଦ । ନକଲ କରି ବିବାଦରେ ଫସିଛନ୍ତି ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ । ଗୃହ ବାହାରେ ବିରୋଧୀ ପ୍ରଦର୍ଶନ ଜାରି ରଖିବା ସମୟରେ ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀ ରାଜ୍ୟସଭା ସଭାପତିଙ୍କ ନକଲ କରି କଟାକ୍ଷ କରିଥିଲେ । ସବୁଠୁ ବଡ଼ କଥା ହେଉଛି ଯେଉଁ ସମୟରେ କଲ୍ୟାଣ ବାର୍ନାଜୀ ନକଲ କରି ଧନଖଡ଼ଙ୍କୁ କଟାକ୍ଷ କରୁଥିଲେ ସେହି ସମୟରେ ଅନ୍ୟ ସାଂସଦମାନେ ହସିContinue reading “ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ: ମିମିକ୍ରି ସମୟର ଭିଡିଓ ଉତୋଳନ କଲେ ରାହୁଲ ଗାନ୍ଧୀ”
ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ
କନକ ବ୍ୟୁରୋ: ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜ ପରୱିନଙ୍କ ପ୍ରତିକ୍ରିୟା । ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିବା କହି ସାଇନାଜଙ୍କୁ ବାହା ହୋଇଥିଲେ ବୁଖାରୀ । ମାଟ୍ରିମୋନି ସାଇଟ ଜୀବନସାଥୀ ଡଟକମରେ ହୋଇଥିଲା ପରିଚୟ । ପୂର୍ବ ଜଣଙ୍କୁ ବିବାହ କରିବା ସହ ଛୋଟ ଝିଅ ଥିବା କହିଥିଲା ବୁଖାରୀ । ଛୋଟ ଝିଅକୁ ଗ୍ରହଣ କଲେ ବିବାହ କରିବ ବୋଲି ରଖିଥିଲା ସର୍ତ୍ତ । ବୁଖାରୀର ସର୍ତ୍ତରେ ରାଜି ହୋଇ ବାହା ହୋଇଥିଲାContinue reading “ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ”
ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ । ଆଇପିଏଲ୍ ଇତିହାସର ହେଲେ ସବୁଠୁ ଦାମୀ ଖେଳାଳି । ୨୪.୭୫ କୋଟିରେ କିଣିଲା କେକେଆର ।
କନକ ବ୍ୟୁରୋ: ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ୍ ଷ୍ଟାର୍କ । ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହେଇଛନ୍ତି । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସContinue reading “ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ । ଆଇପିଏଲ୍ ଇତିହାସର ହେଲେ ସବୁଠୁ ଦାମୀ ଖେଳାଳି । ୨୪.୭୫ କୋଟିରେ କିଣିଲା କେକେଆର ।”
ଲୋହିତ ସାଗରରେ ଆଉ ଭାଉ ଦେଖାଇ ପାରିବେନି ହୁତି ବିଦ୍ରୋହୀ । ଆମେରିକା ଆରମ୍ଭ କରିବାକୁ ଯାଉଛି ‘ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍’
ଲୋହିତ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଥିବା ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଛି । ଇସ୍ରାଏଲ ଗସ୍ତରେ ଆସିଥିବା ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ ହୁତି ବିଦ୍ରୋହୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବାକୁ ଯାଉଛୁ । ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍: ହୁତି ବିଦ୍ରୋହୀଙ୍କ ବିରୋଧରେ ଆମେରିକା ଏକ ଅଭିଯାନ ଘୋଷଣା କରିଛି । ନିକଟରେ ଲୋହିତ ସାଗରରେ ଡ୍ରୋନ୍ ସାହାଯ୍ୟରେ ଆମେରିକାର ବାଣିଜ୍ୟ ଜାହାଜContinue reading “ଲୋହିତ ସାଗରରେ ଆଉ ଭାଉ ଦେଖାଇ ପାରିବେନି ହୁତି ବିଦ୍ରୋହୀ । ଆମେରିକା ଆରମ୍ଭ କରିବାକୁ ଯାଉଛି ‘ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍’”
୧୪ କୋଟିରେ ଡାରିଏଲ ମିଚେଲଙ୍କୁ କିଣିଲା ଚେନ୍ନାଇ: ସିଏସକେକୁ ଫେରିଲେ ସାର୍ଦ୍ଦୁଲ
କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ । ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ଫ୍ରାଞ୍ଚାଇଜ । ସେପଟେ ଏଥର ନିଲାମୀରେ ପ୍ୟାଟ କମିନ୍ସର ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୨୦.୫୦ କୋଟିରେ ଦଳରେ ସାମିଲ କରିଛି ହାଇଦ୍ରାବାଦ । ସେହିପରି ଏହି ନିଲାମୀର ଦ୍ୱିତୀୟ ସର୍ବାଧିକ ଦାମରେ କିଣା ଯାଇଥିବା ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ଡାରିଏଲ ମିଚେଲ ।Continue reading “୧୪ କୋଟିରେ ଡାରିଏଲ ମିଚେଲଙ୍କୁ କିଣିଲା ଚେନ୍ନାଇ: ସିଏସକେକୁ ଫେରିଲେ ସାର୍ଦ୍ଦୁଲ “
କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳୀ: ୨୦.୫୦ କୋଟିରେ କିଣିଲା ସନରାଇଜର୍ସ
କନକ ବ୍ୟୁରୋ: ଆଇପିଏଲ ଇତିହାସରେ ମହଙ୍ଗା ଖେଳାଳି ସାବ୍ୟସ୍ତ ହେଲେ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ କମିନ୍ସ । ପ୍ୟାଟ କମିନଙ୍କୁ ସର୍ବାଧିକ ୨୦.୫୦କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ୨୦୨୪ ଆଇପିଏଲ ସିଜିନ୍ ପାଇଁ ଦୁବାଇରେ ନୀଲାମି ଆରମ୍ଭ ହୋଇଥିବା ବେଳେ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କମିନ୍ସଙ୍କ ବେସ ପ୍ରାଇସ ୨କୋଟି ରହିଥିବା ଆରମ୍ଭରୁ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ୨୦.୫୦କୋଟିContinue reading “କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳୀ: ୨୦.୫୦ କୋଟିରେ କିଣିଲା ସନରାଇଜର୍ସ”
ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ ।
କନକ ବ୍ୟୁରୋ: ଲୋକସଭାରେ ହଙ୍ଗାମା କରୁଥିବା ଆଉ କିଛି ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ । ସଂସଦର ସୁରକ୍ଷାରେ ବିଭ୍ରାଟ ନେଇ ଗୃହମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରି ବିରୋଧୀ ହଙ୍ଗାମା କରିବା , ଏବଂ ପ୍ରଶ୍ନେତ୍ତର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା , ସ୍ପିକରଙ୍କୁ ଅବମାନନା କରିବା ଭଳି ଅଭିଯୋଗରେ ଆଜି ପୁଣି ୧୪୧ ଜଣ ସାଂସଦଙ୍କୁContinue reading “ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ ।”