କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଦେଖିବାକୁ ମିଳିବ କି ମହିଳାଙ୍କ ଲଢେଇ? ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ କି ବିଜୁ ଜନତା ଦଳ? ଉତର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାରମ୍ବାର ସ୍ମୋଗାନ ଦିଆଯାଉଥିଲା ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ସ୍ୱାଗତମ । ୨୦୨୪ ସାଧାରଣ ନିର୍ବାଚନକୁContinue reading “ଏଥର ଭୁବନେଶ୍ୱର ଲୋକସଭା ଆସନ ଦେଖିପାରେ ମହିଳା ଫାଇଟ । ଉତର ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କ ଜନସର୍ମ୍ପକ ଯାତ୍ରା, ବିଜେଡି ସାଂସଦ ପ୍ରାର୍ଥୀ କହି ମାଇକରେ ହେଲା ପ୍ରଚାର”
Author Archives: Raghaba
ନିଜ ବାହାଘରରେ ମଦ ପିଇ ନାଚିଲା ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ
କନକ ବ୍ୟୁରୋ : ବାହାଘରରେ ମଦ ପିଇ ନାଚିଲେ ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ । ଏଭଳି ଏକ ଖବର ଆସିଛି ଉତରପ୍ରଦେଶ ମୈନପୁରୀରରୁ । ବିବାହ ପାଇଁ କନିଆ ଘର ଦ୍ୱାରରେ ଆସି ପହଁଚି ସାରିଥିଲେ ବରଯାତ୍ରୀ । ଭୋଜି, ଭାତ ସହ ସବୁ କିଛି ଚାଲିଥିଲା । ହେଲେ ଏତିକି ବେଳେ ବରର ଅସ୍ୱାଭାବିକ ନାଚିବା ଶୈଳି ଦେଖି କନିଆକୁ ସନ୍ଦେହ ହୋଇଥିଲା । ପଚରା ଉଚରା ପରେContinue reading “ନିଜ ବାହାଘରରେ ମଦ ପିଇ ନାଚିଲା ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ”
ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର । କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ
କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲାContinue reading “ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର । କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ”
ନେହରୁଙ୍କ ଉପରେ ଅମିତ୍ ଶାହାଙ୍କ ବୟାନକୁ ନେଇ ଜବାବ ରଖିଲେ ରାହୁଲ ଗାନ୍ଧୀ । କହିଲେ , ତାଙ୍କୁ ଜଣା ନାହିଁ ଇତିହାସ, ଏହା ସର୍ବଦା ପରିବର୍ତ୍ତନଶୀଳ
କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀ କହିଥିଲେ କି, ଯଦି ଅସ୍ତ୍ରବିରତି ହୋଇନଥାନ୍ତା ତେବେ ପାକ୍ ଅଧିକୃତ କାଶ୍ମୀର ଆଜି ଭାରତର ଅଙ୍ଗ ହୋଇ ରହିଥାନ୍ତା । ଏହାସହ ସେ କହିଥିଲେ କି ଯଦି ନେହରୁ ୨ ଦିନ ରହିଯାଇଥାନ୍ତେ ତେବେ ପୂରା ପିଓକେରେ ତ୍ରିରଙ୍ଗା ଉଡିଥାନ୍ତା । ଅମିତContinue reading “ନେହରୁଙ୍କ ଉପରେ ଅମିତ୍ ଶାହାଙ୍କ ବୟାନକୁ ନେଇ ଜବାବ ରଖିଲେ ରାହୁଲ ଗାନ୍ଧୀ । କହିଲେ , ତାଙ୍କୁ ଜଣା ନାହିଁ ଇତିହାସ, ଏହା ସର୍ବଦା ପରିବର୍ତ୍ତନଶୀଳ”
ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ୪ ଜଣ ପୋଲିସ କର୍ମୀ ସମେତ ୨ ଜଣ ଆତଙ୍କବାଦୀ ନିହତ
ଆଜି ପୁଣିଥରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳ ଥରି ଉଠିଛି । ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଗାଡିକୁ ଖାଇବର ପାଖ୍ଟନଖୱା ସହରର ଏକ ପୋଲିସ୍ ଷ୍ଟେସନ କାନ୍ଥରେ ଧକ୍କା ଦେଇଥିଲେ । ଯାହା ପରେ ସେଠାରେ ବିସ୍ପୋରଣ ହୋଇଥିଲା । ଏହି ଘଟଣାରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ଆତଙ୍କବାଦୀମାନେ ପୁଣି ଥରେContinue reading “ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ୪ ଜଣ ପୋଲିସ କର୍ମୀ ସମେତ ୨ ଜଣ ଆତଙ୍କବାଦୀ ନିହତ”
ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ଉପସ୍ଥିତ ଲୋକେ
କନକ ବ୍ୟୁରୋ : ‘ନବୀନ ଓଡିଶା ଯୁବ ଓଡିଶା’ କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା । କାର୍ଯ୍ୟକ୍ରମ ସ୍ଥଳ ଛାଡି ଧାଇଁଲେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ । ଯାଜପୁର ଚଣ୍ଡିଖୋଲ ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ନବୀନ ଓଡିଶା ଯୁବ ଓଡିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଅଚାନକ ବାଘୁଆ ମହୁମାଛି ଆକ୍ରମଣ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗଦେବାକୁContinue reading “ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ଉପସ୍ଥିତ ଲୋକେ”
ଲୋହିତ ସାଗର ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ
ରିପୋର୍ଟରେ କୁହାଯାଇଛି ଯେ ଜାହାଜରେ ନିଆଁ ଲାଗିଯାଇଥିଲା । ଯଦିଓ ସମସ୍ତେ ସୁରକ୍ଷିତ ଅଛନ୍ତି । କୁହାଯାଉଛି ଯେ ଏହି ଜାହାଜର ଇସ୍ରାଏଲ ସହିତ ସିଧାସଳଖ ସମ୍ବନ୍ଧ ଅଛି । ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ୟେମେନରେ ହୁତି ବିଦ୍ରୋହୀମାନେ ଏହାକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି । ୟେମେନ ଉପକୂଳ ନିକଟ ଲୋହିତ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି । କୁହାଯାଉଛି ଯେ ଇସ୍ରାଏଲର ଜାହାଜକୁ ଟାର୍ଗେଟ କରି ଏହିContinue reading “ଲୋହିତ ସାଗର ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ”
ବାଲିଯାତ୍ରା ଦୁର୍ନୀତି ଅଭିଯୋଗ ନେଇ ସ୍ପଷ୍ଟିକରଣ ରଖିଲେ ସିଏମସି କମିଶନର । କହିଲେ, କୌଣସି ସଂସ୍ଥାକୁ ଦିଆଯାଇନି ଟଙ୍କା
କନକ ବ୍ୟୁରୋ : ଦାନା ବାନ୍ଧୁଛି ରାଜ୍ୟସ୍ତରୀୟ ବାଲିଯାତ୍ରା କଟକ ଉତ୍ସବ ଆୟୋଜନରେ ଦୁର୍ନୀତି ପ୍ରସଙ୍ଗ ।ତଦନ୍ତ ପାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ । ଯେତେ ଦିନ ବଢୁଛି ସେତେ ବାଲିଯାତ୍ରା ଦୁର୍ନିତିର ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଚଳିତ ବର୍ଷ ସ୍ଥିତି ଏମିତି ହୋଇଛି ଯେ ବାଲିଯାତ୍ରା ସମୟରେ ଜିଲ୍ଲା ପ୍ରଶାସନ ୧ ହଜାର ସ୍ମରଣିକା ବି ଛାପି ପାରିନାହିଁ । ଏଥିପାଇଁ କିନ୍ତୁ ବଜେଟ ହୋଇଥିଲା ସାଢେ ୩Continue reading “ବାଲିଯାତ୍ରା ଦୁର୍ନୀତି ଅଭିଯୋଗ ନେଇ ସ୍ପଷ୍ଟିକରଣ ରଖିଲେ ସିଏମସି କମିଶନର । କହିଲେ, କୌଣସି ସଂସ୍ଥାକୁ ଦିଆଯାଇନି ଟଙ୍କା”
ଆସନ୍ତାକାଲି ମଧ୍ୟପ୍ରଦେଶ-ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
କନକ ବ୍ୟୁରୋ: ଆସନ୍ତାକାଲି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଦୁଇଟି ରାଜ୍ୟରେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବାକୁ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବୁଧବାର ଦିନ ସାଢେ ୧୧ଟା ବେଳେ ମୋଦୀ ମଧ୍ୟପ୍ରଦେଶରେ ପହଞ୍ଚିବେ । ସେଠାରେ ସେ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ଏହାପରେ ଅପରାହ୍ନ ୪ଟା ବେଳେ ଛତିଶଗଡରେ ପହଞ୍ଚିବା ସହିତ ସେଠାରେ ବିଷ୍ଣୁଦେଓContinue reading “ଆସନ୍ତାକାଲି ମଧ୍ୟପ୍ରଦେଶ-ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”
ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ ।
କନକ ବ୍ୟୁରୋ: ବଲାଙ୍ଗିରରେ ଆୟକର ବିଭାଗର ଚଢାଉକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । କଳାଧନ ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବଲାଙ୍ଗିରରେ ୬ ଦିନ ହେବ ଚଢାଉ କରିଥିଲା ଆୟକର ବିଭାଗ । ଏହା ସହ ବ୍ୟାଙ୍କରେ ଟଙ୍କା ଗଣତି ପରେ ପାଖାପାଖି ୪୫୦ କୋଟି ଟଙ୍କା ବାହାରିଥିଲା । ଏହା ସହ ୬୦ କେଜିରୁ ଅଧିକ ସୁନା ଜବତ କରିଥିଲା ଆୟକର ବିଭାଗContinue reading “ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ ।”