କନକ ବ୍ୟୁରୋ : ରାଜ୍ୟରେ ଦଳର ସ୍ଥିତି ବଂଚାଇ ରଖିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିର ବେଶ ଚଳଚଂଚଳ ହୋଇପଡିଛି । ବିଶେଷକରି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ, ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଆସିବା ପରେ, ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି । ଦଳର ଛାମୁଆ ସଂଗଠନ ମାନଙ୍କ ସହ ଆଲୋଚନା ପରେ, ଆକ୍ରମଣାତ୍ମକ ଢ଼ଂଗରେ କଂଗ୍ରେସ ପକ୍ଷରୁ ବିଜେଡି ଓ ବିଜେପିକୁ ଜୋରଦାର ବିରୋଧ କରାଯାଉଛି । ତେଲେଙ୍ଗାନାContinue reading “ନୂଆ ପ୍ରଭାରୀ ଆସିବା ପରେ ରାଜ୍ୟ କଂଗ୍ରେସର ବଢ଼ୁଛି ଜୋସ୍ । ତେଲେଙ୍ଗାନା କଂଗ୍ରେସ ଢ଼ାଂଚାରେ ବିଜେଡି-ବିଜେପିର ପ୍ରତୀକାତ୍ମକ ବିବାହ ଉତ୍ସବ ପରେ ଦଳର ନେତା ଓ କର୍ମୀ ଉତ୍ସାହିତ”
Author Archives: Raghaba
ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଅଂଚଳରେ ଦାନମାଝୀ କାହାଣୀର ପୁନରାବୃତି, କାନ୍ଧରେ ୨୦ କିଲୋମିଟର ଶବ ବୋହିଲେ ସମ୍ପର୍କୀୟ
କନକ ବ୍ୟୁରୋ : ମଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂContinue reading “ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଅଂଚଳରେ ଦାନମାଝୀ କାହାଣୀର ପୁନରାବୃତି, କାନ୍ଧରେ ୨୦ କିଲୋମିଟର ଶବ ବୋହିଲେ ସମ୍ପର୍କୀୟ”
ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ
କନକ ବ୍ୟୁରୋ : ନୂଆ ରୂପରେ ଝଟକୁଛି ମା’ ସମଲେଇ ପୀଠ । ଭବ୍ୟ ରୂପରେ ଝଲସି ଉଠୁଛି ସମଲେଇ ମନ୍ଦିର ପରିସର । ଆଉ କିଛି ଘଂଟାର ଅପେକ୍ଷା । ପଶ୍ଚିମଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏକ ଆଧାତ୍ମିକ ବିସ୍ମୟର ପ୍ରତୀକ ସାଜିବାକୁ ଯାଉଥିବା ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇଛି । ମହାନଦୀ ମାରୱାଡିContinue reading “ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ”
ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର
କନକ ବ୍ୟୁରୋ : ବିିହାର ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ଗୋଟିଏପଟେ ଜେଡିୟୁର ସମସ୍ତ ବିଧାୟକଙ୍କୁ ତୁରନ୍ତ ପାଟନାରେ ପହଁଚିବାକୁ କୁହାଯାଇଛି, ଅନ୍ୟପଟେ ରାବିଡି ଦେବୀଙ୍କ ବାସଭବନରେ ବସିଛି ଆରଜେଡି ବିଧାୟକଙ୍କ ବୈଠକ । କୁହାଯାଉଛି ମହାଗଠବନ୍ଧନ ଛାଡି ନୀତୀଶ କୁମାର ଏନଡିଏ ଶିବିରକୁ ଗଲେ, କଣ ସବୁ ବିକଳ୍ପ ରହିଛି ସେନେଇ ଆଲୋଚନା ଆରମ୍ଭ କରିଛି ଲାଲୁ ଯାଦବଙ୍କ ଦଳ । ପୂର୍ବରୁ ମହାଗଠବନ୍ଧ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା- ହମContinue reading “ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର”
୩ ବର୍ଷ ପରେ କର୍ତବ୍ୟପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ରଘୁରାଜପୁର ଐତିହ୍ୟ ଗାଁର ପଟଚିତ୍ରକୁ ନେଇ ସ୍ୱାବଲମ୍ବି ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ
କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ଭାରତ ମାନ ସମ୍ମାନ, ଶକ୍ତି, ଶୌର୍ଯ୍ୟ ଓ ସଂସ୍କୃତିକୁ ଦେଖିଛି ସାରା ବିଶ୍ୱ । ଏପଟେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ବୋଲି ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ ଓଡ଼ିଶାବାସୀ । କାରଣ ୩ ବର୍ଷ ପରେ ଏପରି ଅବସର ମିଳିଥିଲା । ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଯେଉଁଥିରେ ଦେଖିବାକୁ ମିଳିଛି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ମହିଳା ସଶକ୍ତିକରଣରContinue reading “୩ ବର୍ଷ ପରେ କର୍ତବ୍ୟପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ରଘୁରାଜପୁର ଐତିହ୍ୟ ଗାଁର ପଟଚିତ୍ରକୁ ନେଇ ସ୍ୱାବଲମ୍ବି ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ”
ଦିଲ୍ଲୀ କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଶୌର୍ଯ୍ୟ ଓ ନାରୀଶକ୍ତିର ପରାକ୍ରମ ଦେଖିଲା ସାରାବିଶ୍ୱ
କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ନାରୀଶକ୍ତିର ସବୁଠାରୁ ବଡ ନିଦର୍ଶନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସେ ଅଭିବାଦନ ଗ୍ରହଣ କରିଛନ୍ତି । ଟିଭି ପରଦାରେ ଏହି ଦୃଶ୍ୟକୁ ଦେଖି ପ୍ରତିଟି ଓଡିଆଙ୍କ ଛାତି କୁଣ୍ଢୋମୋଟ ହୋଇଯାଇଛି । ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀର କର୍ତବ୍ୟପଥରେ ଦେଶର ମହିଳାମାନଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି । ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏContinue reading “ଦିଲ୍ଲୀ କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଶୌର୍ଯ୍ୟ ଓ ନାରୀଶକ୍ତିର ପରାକ୍ରମ ଦେଖିଲା ସାରାବିଶ୍ୱ”
କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିଜନଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା
କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ଘଟିଥିବା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହାତଙ୍କୁ ଉପଯୁକ୍ତ ଚିକିତ୍ସା ମାଗଣାରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । The post କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାକୁContinue reading “କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିଜନଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା”
କେନ୍ଦ୍ରାପଡା ଧାନମଣ୍ଡଳ ଗାଁରେ ମନମୋହୁଛି ଗ୍ରାମୀଣ ପାର୍କ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି ପର୍ଯ୍ୟଟକ
କନକ ବ୍ୟୁରୋ : କେନ୍ଦ୍ରାପଡା ଗରଦପୁର ବ୍ଲକ ଧାନମଣ୍ଡଳ ଗାଁରେ ରହିଛି ଶ୍ରୀ ଶ୍ରୀ ସିଦେ୍ଧଶ୍ୱରଙ୍କ ପୀଠ । ଏହି ପୀଠ ପରିସରରେ ରହିଛି ସିଦ୍ଦେଶ୍ୱର ମହାଦେବ ମନ୍ଦିର, ମା ପାର୍ବତୀଙ୍କ ମନ୍ଦିର, ସିଦ୍ଧ ମହାବୀର ମନ୍ଦିର, କଲ୍ୟାଣ ମଣ୍ଡପ ଓ ଶିଶୁ ମାନଙ୍କ ପ୍ରାମୋଦ ଉଦ୍ୟାନ । ଏହି ଉଦ୍ୟାନରେ ରହିଛି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରାକରର ଦେଶୀ ଓ ବିଦେଶୀ ସୋ ଗଛ । ଏହା ସହିତContinue reading “କେନ୍ଦ୍ରାପଡା ଧାନମଣ୍ଡଳ ଗାଁରେ ମନମୋହୁଛି ଗ୍ରାମୀଣ ପାର୍କ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି ପର୍ଯ୍ୟଟକ”
ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ । ହେଲେ ଲମତାପୁଟ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୂଆ ପାଣି
କନକ ବ୍ୟୁରୋ : ଶୋଷ ମେଂଟାଉଛି ଚୁଆ ପାଣି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପୁରୁଣା ଲମତାପୁଟ ଗାଁର ଲୋକ ମାନେ ପିଇବା ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ୨୦୦ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରିContinue reading “ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ । ହେଲେ ଲମତାପୁଟ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୂଆ ପାଣି”
ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ୨୦ କିଲୋମିଟର ଭାରରେ ବୁହାହେଲା ଶବ, ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରୁ ଆସିଲା ଅଭାବନୀୟ ଖବର
କନକ ବ୍ୟୁରୋ : ମଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂContinue reading “ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ୨୦ କିଲୋମିଟର ଭାରରେ ବୁହାହେଲା ଶବ, ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରୁ ଆସିଲା ଅଭାବନୀୟ ଖବର”